Latest Odisha News

BREAKING NEWS

Browsing Category

ଫିଚର

ଏନସିଏସସିଡିଏ ପକ୍ଷରୁ ଭୁବନେଶ୍ୱରରେ ନିଯୁକ୍ତି ମେଳା

ଭୁବନେଶ୍ୱର: ଏନସିଏସସିଡିଏ (ନ୍ୟାସନାଲ କ୍ୟାରିୟର ସର୍ଭିସ ସେଣ୍ଟର ଫର ଡିଫରେଣ୍ଟଲି ଏବଲଡ), ଭୁବନେଶ୍ୱର ମେ ୨୫ରେ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏକ ମାଗଣା ନିଯୁକ୍ତି ମେଳା ବା ପ୍ଲେସମେଣ୍ଟ ଡ୍ରାଇଭ ଆୟୋଜନ କରିବାକୁ ଯାଉଛନ୍ତି । ମେଳାରେ ଦିବ୍ୟାଙ୍ଗ ଓ ଅଣଦିବ୍ୟାଙ୍ଗ…

ବର୍ଦ୍ଧିତ ତେଲ ଦର ବେଳେ ମୋଦୀଙ୍କ ନୂଆ ରଣନୀତି, ବୁଝିବେ ତ ନବୀନ?

ଭୁବନେଶ୍ୱର: ମହଙ୍ଗା ମାଡ ବେଳେ ଲୋକେ ଅପେକ୍ଷା କରିଥିଲେ କେବେ କମିବ ଦରଦାମ । ଦରଦାମ କମାଇବାକୁ ହେଲେ ପ୍ରଥମେ ତେଲ ଦର କମିବା ଦରକାର । ତେଣୁ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ମାନଙ୍କୁ ଆହ୍ୱାନ କରିଥିଲେ ତେଲ ଉପରୁ ଭାଟ ଛାଡ କରିବାକୁ । ହେଲେ ତୁ ତୁ…

ଚୋରି ପୂର୍ବରୁ ଲକର ପୂଜା କଲା ସଂସ୍କାରୀ ଚୋର

କୋଲାମ: ଏହି ଦୁନିଆର ବିଭିନ୍ନ ପ୍ରକାରର ଲୋକ ଅଛନ୍ତି । ସେ ଭଳି ଏକ ବିଚିତ୍ର ବ୍ୟକ୍ତି କେରଳର କୋଲାମ ଜିଲ୍ଲାରେ ମିଳିଛନ୍ତି । ସଂସ୍କାରୀ ଚୋର ଭାବେ ପରିଚୟ ହାସଲ କରିଥିବା ଏହି ଚୋରର ଚୋରୀ ଶୈଳୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରିପୋର୍ଟ ମୁତାବକ ଏକ ଘରୋଇ ଫାଇନାନ୍ସ ଫାର୍ମରେ ଜଣେ ଚୋର ୩୪…

ଏଥର ବି ଆଇପିଏଲରେ ଖେଳିବା ସୁଯୋଗ ପାଇଲେନି ଅର୍ଜୁନ, ଆର ବର୍ଷକୁ ଅପେକ୍ଷା

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ଏଥର ବି ଆଇପିଏଲରେ କୌଣସି ମ୍ୟାଚ ଖେଳିବା ସୁଯୋଗ ମିଳିଲା ନାହିଁ । ଶନିବାର ମୁମ୍ବାଇ ଇଣ୍ଡିଆନ୍ସର ଶେଷ ମ୍ୟାଚରେ ତାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳି ନ ଥିଲା । ୨ଟି ସିଜନରେ ୨୭ ମ୍ୟାଚ ସେ କେବଳ…

ଜୁନ ୧ରେ ବିବାହ କରିବେ ଦୀପକ-ଜୟା: ସାମ୍ନାକୁ ଆସିଲା ବାହାଘର କାର୍ଡ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଦୀପକ ଚାହର ଜୁନ ୧ରେ ଜୟାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଗତ ବର୍ଷ ଆଇପିଏଲ ଅବସରରେ ଜୟାକୁ ପ୍ରେମ ନିବେଦନ କରିଥିଲେ ଦୀପକ । ଅଭିନେତା ସିଦ୍ଧାର୍ଥ ଭରଦ୍ୱାଜଙ୍କ ଭଉଣୀ ହେଲେ ଜୟା । ସେ ଏକ ଟେଲିକମ କମ୍ପାନୀର ଡିଜିଟାଲ ମୁଖ୍ୟ…

ଇଣ୍ଡିଆନ ଗ୍ରାଁ ପ୍ରି : କମାଲ କଲେ ଶ୍ରାବଣୀ ନନ୍ଦ, ଚମକିଲେ ଆର୍ଯ୍ୟନ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରିରେ କମାଲ କରିଛନ୍ତି ଓଡିଶାର ଶ୍ରାବଣୀ ନନ୍ଦ । ମହିଳା ୨୦୦ ମିଟରରେ ଶ୍ରାବଣୀ ବିଜୟୀ ହୋଇଥିବା ବେଳେ ସରିତା ରୋମିତ ସିଂ (ୟୁପି) ହାମର ଥ୍ରୋରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ୨୦୧୮ ଜୁନ ପରେ ଶ୍ରାବଣୀ ପ୍ରଥମ ଥର ପାଇଁ…

ଏଫଆଇଏଚ ମହିଳା ପ୍ରୋ ଲିଗ: ଘୋଷଣା ହେଲା ଭାରତୀୟ ଦଳ, ଦୀପଗ୍ରେସ ଉପଅଧିନାୟିକା

ଭୁବନେଶ୍ୱର: ଏଫଆଇଏଚ ମହିଳା ହକି ପ୍ରୋ ଲିଗ ପାଇଁ ୨୪ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଦଳର ନେତୃତ୍ୱ ନେବେ ୩୧ ବର୍ଷୀୟା ସବିତା ପୁନିଆ । ଓଡିଶାର ସିନିୟର ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ଉପ ଅଧିନାୟିକା ନିଯୁକ୍ତ କରାଯାଇଛି । ପୂର୍ବରୁ ଅଲିମ୍ପିକ୍ସରେ ଦୀପଗ୍ରେସ ତାଙ୍କ ଦାୟିତ୍ୱ…

ରୁଷକୁ ବିରୋଧ: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମହିଳାଙ୍କ ଅଭିନବ ପ୍ରତିବାଦ

ମସ୍କୋ:ରୁଷକୁ ବିରୋଧ କରି କାନ୍ସ ଫିଲ୍ମ ଫେଷ୍ଟିଭାଲରେ ୟୁକ୍ରେନର ଜଣେ ମହିଳା ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି । ଉକ୍ତ ମହିଳାଜଣଙ୍କ ସମ୍ପୂର୍ଣ୍ଣ ଶରୀରରେ ୟୁକ୍ରେନ ପତାକା ଚିତ୍ରରେ ନିଜକୁ ରଙ୍ଗେଇ ସେଠାରେ ପଂହଚିଥିଲେ । ତେବେ ରେଡ କାର୍ପେଟ ଆଡକୁ ଯିବା ପୂର୍ବରୁ ସୁରକ୍ଷାକର୍ମୀମାନେ…

ସଡ଼କ ଦୁର୍ଘଟଣା ଚିନ୍ତା: ସର୍ଭେ ପାଇଁ ଓଡ଼ିଶା ଆସିବ ଜାତୀୟ ବିଶେଷଜ୍ଞ ଟିମ୍

ଭୁବନେଶ୍ୱର: ଦିନକୁ ଦିନ ସଡ଼କ ଦୁର୍ଘଟଣା ସଂଖ୍ୟା ବଢୁଛି । ସଡ଼କ ଦୁର୍ଘଟଣା ନେଇ ରାଜ୍ୟର ଚାରିଟି ପ୍ରମୁଖ ସହରରେ ସର୍ଭେ ହେବ । କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲା ସହରରେ ସର୍ଭେ କରିବେ ଜାତୀୟ ବିଶେଷଜ୍ଞ ଟିମ୍ । ସେମାନେ ଟ୍ରାଫିକ୍ ନିୟମ ପାଳନ କେତେ କଡ଼ାକଡ଼ି ହେଉଛି ତାର ତଦାରଖ…

ରାଗରେ ଜଳୁଛି ରୁଷ୍: ଫିନଲାଣ୍ଡକୁ ବନ୍ଦ କଲା ଗ୍ୟାସ୍ ଯୋଗାଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଖୁବଶୀଘ୍ର ନାଟୋରେ ମିଶିବେ ଫିନଲାଣ୍ଡ ଓ ସ୍ୱିଡେନ୍ । ନାଟୋ ସଦସ୍ୟତା ପାଇଁ ସେମାନେ ଆବେଦନ କରିଛନ୍ତି । ଫିନଲାଣ୍ଡ ଓ ସ୍ୱିଡେନ୍ ନାଟୋରେ ମିଶିବାକୁ ନିଷ୍ପତ୍ତି ନେଇଥିବାରୁ ରାଗରେ ତମତମ ହେଉଛି ରୁଷିଆ । ପୂର୍ବରୁ ଚେତାବନୀ ଦେଇ ଥିଲେ ବି ସେମାନେ ଡରି ନାହାନ୍ତି ।…