Latest Odisha News

BREAKING NEWS

Browsing Category

ଫିଚର

ଫିନଲାଣ୍ଡକୁ ପୁଣି ଧମକାଇଲେ ପୁଟିନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ନାଟୋର ସମ୍ପ୍ରସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶୀଘ୍ର ନାଟୋ ସଦସ୍ୟତା ନେବେ ରୁଷର ଦୁଇ ପଡ଼ୋଶୀ ରାଷ୍ଟ୍ର ଫିନଲାଣ୍ଡ ଓ ସ୍ୱିଡେନ୍ । କଥାବାର୍ତ୍ତା ଓ ଅନ୍ୟାନ୍ୟ ପ୍ରକ୍ରିୟା ଚାଲିଛି । ଏକଥାକୁ ସହଜରେ ଜମ କରି ପାରୁନି ରୁଷ୍ । ପୁଣି ଥରେ ଫିନଲାଣ୍ଡକୁ…

କାର୍ ଦୁର୍ଘଟଣାରେ ଆଖି ବୁଜିଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସିମଣ୍ଡସ୍

ସ୍ପୋର୍ଟସ ବ୍ୟୁରୋ (ଓଡ଼ିଶା ସମ୍ବାଦ): ପରଲୋକରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସିମଣ୍ଡସ୍ । ଏକ କାର୍ ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ବୟସ ହୋଇଥିଲା । ଗତକାଲି ରାତିରେ ନିଜେ କାର୍ ଚଳାଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର…

ଗଞ୍ଜାମ ଏସପିଙ୍କ ଅଫିସ ଆଗରେ ଆତ୍ମାହୂତି ଦେଇଥିବା ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଏସପିଙ୍କ ଅଫିସ ଆଗରେ ଆତ୍ମାହୂତ ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଗତକାଲି ରାତିରେ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତକ ହେଲେ ଛତ୍ରପୁର ବୋରିଗାଁର ବାଦଲ ସାହୁ…

ନାଟୋରେ ସାମିଲ ହେବାକୁ ଯାଉଥିବା ଫିନଲାଣ୍ଡକୁ ବିଜୁଳି ସେବା କାଟିବ ରୁଷ

ମସ୍କୋ: ଫିନଲାଣ୍ଡ ନାଟୋରେ ସାମିଲ୍ ହେବାକୁ ଯାଉଛି । ଫିନଲାଣ୍ଡର ଏପରି ନିଷ୍ପତ୍ତିରେ ରୁଷ କ୍ଷୁବ୍ଧ । ଆଉ ପ୍ରତିଶୋଧ ନେବାକୁ ଯାଇ ରୁଷ ଫିନଲାଣ୍ଡକୁ ଶନିବାରଠୁ ବିଜୁଳି ଯୋଗାଣ ବନ୍ଦ କରିବ ବୋଲି କହିଛି। ଫିନଲାଣ୍ଡ ନାଟୋରେ ସାମିଲ ହେବା ନେଇ କହିବା ପରେ ପ୍ରତିକ୍ରିୟା ସ୍ୱରୂପ ରୁଷ ଏଭଳି…

ରୁଷ ସେନା ପୋଲ ପାରି ହେଉଥିବା ବେଳେ ବୋମା ପକାଇ ଉଡାଇ ଦେଲା ୟୁକ୍ରେନ !

କିଭ୍: ପୁଟିନ ଫୋର୍ସକୁ ଚକମା ଦେଲେ ଜେଲେନସ୍କି ଫୋର୍ସ । ପୋଲ ପାରି ହୋଇ ଯାଉଥିବା ବେଳେ ରୁଷ ସେନାକୁ ଭସ୍ମ କରିଦେଲା ଜେଲେନସ୍କି ଫୋର୍ସ । ଯାହାକୁ ନେଇ ଚିନ୍ତାରେ ରୁଷ ସେନା । ସ୍ଥିତି ଏମିତି ଯେ ପୋଲ ଉପରେ ବୋମା ପକାଇ ୟୁକ୍ରେନ ସେନା ଧ୍ୱଂସ କରିଦେବା ପରେ ରୁଷ ସେନାଙ୍କର ଖୋଜ…

ମୋଦୀଙ୍କ ନେପାଳ ଗସ୍ତ ଉପରେ ଡ୍ରାଗନର ନଜର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଦ୍ଧ ପୂର୍ଣ୍ଣିମା ଅବସରରେ ନେପାଳ ଗସ୍ତ କରିବେ। ମୋଦୀଙ୍କର ମେ ୧୬ର ଏହି ଗସ୍ତ ଉପରେ ଚୀନର ନଜର ରହିଛି । ମୋଦୀଙ୍କ ନେପାଳ ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରୁଛି ଚୀନ୍ । ବିିଭିନ୍ନ ମିଡିଆ ରିପୋର୍ଟ ଅନୁଯାୟୀ, ନେପାଳ ସରକାର…

ବିପ୍ଲବ ଦେବ ତ୍ରିପୁରା ମୁଖ୍ୟମନ୍ତ୍ରୀ ଆସନରୁ ଇସ୍ତଫା ଦେବା ପଛର ୪ ପ୍ରମୁଖ କାରଣ ?

ଅଗରତାଲା: ରାଜନୀତିରେ କିଏ କେତେବେଳେ କେଉଁ ଆସନରେ ବସିବେ ତାହା ଆକଳନ କରି ହେବନି । ଏହା କେବଳ ସିଏ କହିପାରିବ ଯିଏ ରାଜନୀତିର ଗୋଟି ଚଳାଉଥିବ । ତ୍ରିପୁରା ରାଜନୀତିରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ବିଧାନସଭା ନିର୍ବାଚନର ପ୍ରାୟ ୮ ମାସ ପୂର୍ବରୁ ତ୍ରିପୁରାରେ ଏକ ବଡ ମୋଡ଼…

‘ଜୁନ ସୁଦ୍ଧା ବ୍ରାହ୍ମଣୀ ନଦୀର ଛଅ ଲେନ କାମ ଶେଷ ହେବ’

ଭୁବନେଶ୍ୱର: ରାଉରକେଲାରୁ ବାଲୁଘାଟରେ ବ୍ରାହ୍ମଣୀ ନଦୀ ଉପରେ ତିଆରି ହେଉଥିିବା ଦ୍ୱିତୀୟ ସେତୁ ନିର୍ମାଣର 6ଟି ଲେନ୍ ମଧ୍ୟରୁ 3ଟି ଲେନ୍ ନିର୍ମାଣ କାମ ଆସନ୍ତା 15 ଦିନ ମଧ୍ୟରେ ଶେଷ ହେବ । ଜୁନ୍ ଶେଷ ସୁଦ୍ଧା ଛଅ ଲେନରୁ ତିନୋଟି ଲେନ୍ କାମ ଶେଷ ହେବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ: ଅଧିନାୟକ ଦୌଡରେ ହାର୍ଦ୍ଦିକ, ଧାୱନ

ମୁମ୍ବାଇ: ଆଇପିଏଲ ସମାପ୍ତ ପରେ ଭାରତ ଗସ୍ତରେ ଆସିବ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ । ଏହି ଗସ୍ତରେ ଖେଳାଯିବାକୁ ଥିବା ୫ଟି ଟି୨୦ ମ୍ୟାଚରେ ସିନିୟର ଖେଳାଳି ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ରିଷଭ ପନ୍ତ ଓ ଯଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦିଆଯାଇପାରେ । ଇଂଲଣ୍ଡ ସିରିଜକୁ ଆଖି…

ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କେମିତି ତିଆରି କରିବେ ଡିଏଲ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମୋଟର ଯାନ ଆଇନ ୨୦୧୭ରେ ସଂଶୋଧନ କରି ଏହାକୁ ଅଧିକ କଡ଼ାକଡ଼ି କରିଛନ୍ତି । ଏଣିିକି ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ପାଇବାକୁ ସରକାର ସହଜ କରିଦେଇଛନ୍ତି। ଲମ୍ବା ଧାଡିରେ ଛିଡା ହେବାର କୌଣସି ଆବଶ୍ୟକତା ନାହିଁ। ତେଣୁ କେନ୍ଦ୍ର ସରକାର ଡ୍ରାଇଭିଂ ଲାଇସେନ୍ସ ଅନୁମତି…