Latest Odisha News

BREAKING NEWS

Browsing Category

ଫିଚର

ସବ ଜୁନିୟର ହକି: ଓଡିଶାକୁ ବ୍ରୋଞ୍ଜ

ଭୁବନେଶ୍ୱର: ଗୋଆରେ ଖେଳା ଯାଉଥିବା ୧୨ତମ ଜାତୀୟ ସବ ଜୁନିୟର ପୁରୁଷ ହକିରେ ଓଡିଶା ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି । ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଉଦ୍ଦିଷ୍ଟ ମୁକାବିଲାରେ ଓଡିଶା ୫-୨ ଗୋଲରେ ହରିୟାଣାକୁ ପରାସ୍ତ କରିଥିଲା । ଷ୍ଟାର ସ୍କୋରର ରୋହିତ ସିଂ ୨ଟି ଗୋଲ ସ୍କୋର କରି ଦଳର ବିଜୟରେ…

ସନ୍ଦେହ ଜନକ ଅବସ୍ଥାରେ ବଙ୍ଗଳାର ଲୋକପ୍ରିୟ ଅଭିନେତ୍ରୀ ପଲ୍ଲବୀଙ୍କ ଶବ ଉଦ୍ଧାର

କୋଲକାତା: ବେଙ୍ଗଲର ଲୋକପ୍ରିୟ ଅଭିନେତ୍ରୀ ପଲ୍ଲବୀ ଦେ ଆଜି ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସେ ଜଣାଶୁଣା ନାମ ଥିଲେ । ହଠାତ କଣ ପାଇଁ ସେ ଏହି ପଦକ୍ଷେପ ଗ୍ରହଣ କଲେ ତାଙ୍କ ସ୍ପଷ୍ଟ ହୋଇପାରନି । ପଲ୍ଲବୀଙ୍କ ସହ ଅଭିନେତ୍ରୀ ଅନାମିତ୍ରା ବତବିୟାଲଙ୍କ ମତରେ…

ବାପା ଅଣଦେଖା କରୁଛନ୍ତି, ମୁଖ୍ୟମନ୍ତ୍ରୀ ସାର୍ ମତେ ଭଲ ପାଠ ପଢ଼ାଅ

ଭୁବନେଶ୍ୱର: “ ମୋ ବାପା ମତେ ପଢ଼ାଉନାହାନ୍ତି । ମୁଁ ଟ୍ୟୁସନ କରି ଆଣୁଥିବା ଟଙ୍କାରେ ସେ ମଦ ପିଇଦେଉଛନ୍ତି । ହେଲେ ସେ ମୋ ପଢ଼ା କଥା ଆଦୌ ଚିନ୍ତା କରୁନାହାନ୍ତି । ମୁଖ୍ୟମନ୍ତ୍ରୀ ସାର୍, ଆପଣ ଦୟାକରି ମତେ ଏକ ସ୍କୁଲ୍ ରେ ନାଁ ଲେଖେଇ ଦିଅନ୍ତୁ ।” ଜଣେ ଷଷ୍ଠ ଶ୍ରେଣୀ ବାଳକର…

ଥୋମାସ କପ: ୭୩ ବର୍ଷ ପରେ ଟାଇଟଲ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ: ଆଜି ଭାରତୀୟ ବ୍ୟାଡମିଂଟନ ପାଇଁ ଖୁସିର ଦିନ । ଦୀର୍ଘ ୭୩ ବର୍ଷ ପରେ ଭାରତ ଥୋମାସ କପରେ ଟାଇଟଲ ହାସଲ କରିବା ଗୌରବ ଅର୍ଜନ କରିଛି । ଫାଇନାଲରେ ଭାରତ ପୁରୁଷ ଦଳ ୩-୦ରେ ୧୪ ଥର ଚାମ୍ପିୟନ ଇଣ୍ଡୋନେସିଆକୁ ପରାସ୍ତ କରିଥିଲା । ପ୍ରଥମ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ ୮-୨୧, ୨୧-୧୭ ଓ…

ଝିଅ ପାଇଁ ୩୬ ବର୍ଷ ପୁରୁଷ ଛଦ୍ମ ବେଶରେ ରହିଥିଲେ ଏହି ମହିଳା

ଥୁଥୁକୁଡି: ତାମିଲନାଡୁର ଥୁଥୁକୁଡି ଜିଲାର ଏସପୋଚିୟାମ୍ମାଲା ନାମକ ୫୭ ବର୍ଷୀୟା ମହିଳା ନିଜ ଝିଅକୁ ଭଲ ଭାବେ ପାଳିବା ପାଇଁ ୩୬ ବର୍ଷ ଧରି ପୁରୁଷ ବେଶରେ ରହିଥିଲେ । ପୁରୁଷ ପ୍ରଧାନ ସମାଜରେ ଝିଅକୁ ପାଳିବା ଜଣେ ବିଧବା ମହିଳାଙ୍କ ପାଇଁ କେତେ କଷ୍ଟ ତାହା ମୁଁ ହୃଦୟଙ୍ଗମ କରିପାରିଛି ବୋଲି ସେ…

ଖିଲାଡି କୁମାରଙ୍କୁ ଦ୍ୱିତୀୟ ଥର ପାଇଁ କରୋନା

ମୁମ୍ବାଇ: ବଲିଉଡର ଖିଲାଡୀ ହୀରୋ ଭାବେ ପରଚିତ ଅକ୍ଷୟ କୁମାର ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି । ଏଥିଯୋଗୁ ସେ ଏବେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇପାରିବେ ନାହିଁ । ଏଥର ଭାରତକୁ କଂଟ୍ରି ଅଫ ଅନର ରୂପେ ଏହି ଫେଷ୍ଟିଭାଲରେ ସାମିଲ କରାଯାଇଛି । ପୂର୍ବରୁ କରୋନାର ଦ୍ୱିତୀୟ…

ନ୍ୟୁୟର୍କ ବଫେଲୋ ମାର୍କେଟରେ ଗୁଳିମାଡ, ୧୦ ମୃତ

ନ୍ୟୁୟର୍କ: ନ୍ୟୁୟର୍କର ବଫେଲୋ ମାର୍କେଟରେ ବଡ ଧରଣର ଗୁଳିକାଣ୍ଡ ଘଟିଛି । ଏଥିରେ ୧୦ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ସବୁଠାରୁ ବଡ କଥା ଅଧିକାଂଶ ଅଶ୍ୱେତ ଲୋକଙ୍କ ଉପରେ ଏହି ଆକ୍ରମଣ କରାଯାଇଛି । ଆକ୍ରମଣ ପରେ ଆତତାୟୀକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ତେବେ…

ଚେନ୍ନାଇ ସିଇଓ ହେବେ ଧୋନୀ !

ମାଡ୍ରାସ: ଆଇପିଏଲ ୧୫ତମ ସଂସ୍କରଣର ପ୍ଲେ ଅଫକୁ ଉନ୍ନୀତ ହେବାରେ ଏଥର ଚେନ୍ନାଇ ସୁପର କିଙ୍ଗସ ବିଫଳ ହୋଇଛି । ମହେନ୍ଦ୍ର ସିଂ ଧୋନୀଙ୍କ ପରବର୍ତୀ ପଦକ୍ଷେପ ନେଇ ସମସ୍ତ ଚର୍ଚ୍ଚା ଜୋର ଧରିଛି । ଅଧିନାୟକ ପଦରୁ ଓହରିବା ପରେ ଆଗାମୀ ସଂସ୍କରଣରେ ସେ ଚେନ୍ନାଇର ସିଇଓ କିମ୍ବା ମ୍ୟାନେଜମେଂଟର କୌଣସି…

ବଙ୍ଗୋପସାଗରରେ ଦାନା ବାନ୍ଧିବ ଆଉ ଏକ ଲଘୁଚାପ

ଭୁବନେଶ୍ୱର: ବାତ୍ୟା ଅସାନି ଯାଇଛି । ଓଡ଼ିଶାରେ ବେଶୀ କିଛି ପ୍ରଭାବ ପକାଇନି । ଏବେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଆସନ୍ତା ସପ୍ତାହରେ ସୃଷ୍ଟି ହୋଇପାରେ ଲଘୁଚାପ । ମାର୍ଚ୍ଚ ୧୯ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ…

କଂଗ୍ରେସରୁ ଆସିଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ ଚୌକିରେ ବସାଉଛି ବିଜେପି

ଓଡ଼ିଶା ସମ୍ବାଦ ବ୍ୟୁରୋ: କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ନେତାଙ୍କ କାଟତି ବଢୁଛି । ସେମାନଙ୍କ ହାତରେ ବିଭିନ୍ନ ରାଜ୍ୟର କମାଣ ହେଉଛି ବିଜେପି । ଆସାମ ପରେ ଏବେ ତ୍ରିପୁରା । ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ଗାଦିରେ ହିମନ୍ତ ବିଶ୍ୱଶର୍ମାଙ୍କୁ ବସାଇଥିଲା ବିଜେପି । ସେ କଂଗ୍ରେସ ଛାଡ଼ି…