Latest Odisha News

BREAKING NEWS

Browsing Category

ଫିଚର

ଡିଜିଟାଲ୍ ହେବ ରାଜ୍ୟ କ୍ୟାବିନେଟ୍

ଭୁବନେଶ୍ୱର: ଡିଜିଟାଲ୍ ହୋଇଯିବ ରାଜ୍ୟ କ୍ୟାବିନେଟ୍ । ଏହା ‘ଇ-କ୍ୟାବିନେଟ୍’ ହେବା ସହ ସମସ୍ତ ବୈଠକ ଓ ନଥିର ଡିଜିଟାଲ ରେକର୍ଡ ରହିବ । ଯାହା ଭବିଷ୍ୟତ ପାଇଁ ଭାରି ସହଯୋଗୀ ହେବ । ପୁରୁଣା କ୍ୟାବିନେଟ ରେକର୍ଡ ଖୋଜିବା ସରଳ ହୋଇଯିବ । ଡିଜିଟାଲ ଇଣ୍ଡିଆ ଅଭିଯାନରେ ଓଡ଼ିଶା ସରକାର ଓ ଏନଆଇସି…

ୟୁପି ମାଦ୍ରାସାରେ ଜାତୀୟ ସଙ୍ଗୀତ ବାଧ୍ୟତାମୂଳକ

ଲକ୍ଷ୍ନୌ: ଉତରପ୍ରଦେଶ ସରକାର ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ୟୁପିରେ ଥିବା ସମସ୍ତ ମାଦ୍ରାସାରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ କରାଯାଇଛି । ପ୍ରତ୍ୟେକ ଦିନ ଶିକ୍ଷା ଆରମ୍ଭ ହେବା ପୂର୍ବରୁ ସମସ୍ତ ଛାତ୍ର, ଛାତ୍ରୀ ଓ ଶିକ୍ଷକମାନେ ଜାତୀୟ ସଙ୍ଗୀତ ଗାନ କରିବେ । ଏ…

ଅନୁରାଧାଙ୍କ ୨୦ ବର୍ଷ ତଳର ଜାତୀୟ ରେକର୍ଡ ଭଙ୍ଗ କଲେ ଜ୍ୟୋତି

ଭୁବନେଶ୍ୱର: ୨୦ ବର୍ଷ ପରେ ଭାଙ୍ଗିଲା ହର୍ଡଲ୍ସ କୁଇନ ଭାବେ ପରିଚିତ ଓଡିଆ ଝିଅ ଅନୁରାଧା ବିଶ୍ୱାଳଙ୍କ ଜାତୀୟ ରେକର୍ଡ । ସାଇପ୍ରସର ଲିମାସୋଲଠାରେ ଅନୁଷ୍ଠିତ ୧୦୦ ମିଟର ହର୍ଡଲ୍ସରେ ଆନ୍ଧ୍ରପ୍ରଦେଶର ଜ୍ୟୋତି ୟାରାଜି ୧୩.୨୩ ସେକେଣ୍ଡରେ ତାଙ୍କ ରେସ ସମ୍ପୂର୍ଣ୍ଣ କରିଥିଲେ । ୨୨ ବର୍ଷୀୟା…

କୋଇଲା ସଙ୍କଟରେ ମୁଣ୍ଡ ପୂରେଇବେନି ହାଇକୋର୍ଟ

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା କୋଇଲା ସଙ୍କଟ ବିବାଦରେ ହାଇକୋର୍ଟ ଆଉ ମୁଣ୍ଡ ପୂରେଇବେନି । ଅର୍ଥାତ୍ କୋଇଲା ଅଭାବକୁ ନେଇ ହାଇକୋର୍ଟରେ ଦାଖଲ ହୋଇଥିବା ମାମଲାର ଆଉ ଶୁଣାଣି ହେବନି । ଗୁରୁବାର ହାଇକୋର୍ଟ ଏନେଇ ଦାଖଲ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ମୁଖ୍ୟ ବିଚାରପତି…

କମେଡିର ଡବଲ୍ ଡୋଜ୍ ଦେବାକୁ ଏକାଠି ଆସୁଛନ୍ତି ପପୁ ପମ୍‌ପମ୍ ଓ ପ୍ରଜ୍ଞା

ଭୁବନେଶ୍ୱର: ଓଲିଉଡ ଜଗତରେ କମେଡି ମାମଲାରେ ଯଦି ପ୍ରଥମ ଦୁଇଜଣଙ୍କ ନାଁ ସାମ୍ନାକୁ ଆସେ, ତେବେ ସେହି ତାଲିକାରେ ନିଶ୍ଚିତ ଭାବେ ପପୁ ପମ୍‌ପମ୍ ଓ ପ୍ରଜ୍ଞା ରହିବେ । ଏହି ରେଟିଂ ଜରିଆରେ ଦର୍ଶକଙ୍କୁ ହସାଇବା ଲାଗି ବହୁଦିନର କଳ୍ପନାଜଳ୍ପନା ପରେ ଦୁଇ କମେଡି ଷ୍ଟାର୍ ବଡ ପରଦାରେ ଏକାଠି…

ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ, କଶ୍ମୀରୀ ପଣ୍ଡିତଙ୍କୁ ନିର୍ମମ ହତ୍ୟା

ଭୁବନେଶ୍ୱର: ଜମ୍ମୁ ଓ କଶ୍ମୀରରେ ରକ୍ତର ହୋଲି ଖେଳିଛନ୍ତି ଆତଙ୍କବାଦୀ । ଦିନ ଦ୍ୱିପହରେ ତହସିଲ ଅଫିସରେ ପଶି ଘଟାଇଲେ ଖୁଲମ୍‌ଖୁଲା ହତ୍ୟାକାଣ୍ଡ । ଏହି ଘଟଣା ସମଗ୍ର ଦେଶରେ ଚାଂଚଲ୍ୟ ଖେଳାଇଥିଲାବେଳେ ଜଣେ ସରକାରୀ କର୍ମଚାରୀ ନିହତ ହୋଇଥିବା ସୂଚନା ରହିଛି । ଆଜି ବୁଦଗାମ ଜିଲ୍ଲାରେ ରାହୁଲ…

ମୟୂରକୁ ଭୋକ; ପ୍ରଧାନମନ୍ତ୍ରୀ ବନ୍ଦ କଲେ ବୈଠକ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତ୍ୟନ୍ତ ନମ୍ର ଓ ସରଳ । ତାଙ୍କ ସ୍ୱଭାବ ଭାରି ନରମ ଏବଂ ସେ ଭାରି ପ୍ରକୃତିପ୍ରେମୀ । ଏକଦା ସେ ତାଙ୍କ ବାସ ଭବନରେ ଏକ ଭୋକିଲା ମୟୂରକୁ ଖାଦ୍ୟ ଖୁଆଇବାକୁ ବୈଠକ ବନ୍ଦ କରିଦେଇଥିଲେ । ଏଥିରୁ ତାଙ୍କର ସରଳ ସ୍ୱଭାବ ବିଷୟରେ ଜ୍ଞାତ ହୁଏ ।…

ଜ୍ଞାନବାପି ମସଜିଦ ମାମଲା : ଭିଡିଓଗ୍ରାଫି ଜାରୀ ରଖିବା ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ

ବାରଣାସୀ:ଜ୍ଞାନବାପୀ ମସଜିଦ ମାମଲା ନେଇ ଆଜି ସ୍ଥାନୀୟ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ବାରଣାସୀର କାଶୀ ବିଶ୍ୱନାଥ ସଲଗ୍ନ ଏହି ମସଜିଦର ଭିଡିଓଗ୍ରାଫି ଜାରୀ ରଖିବା ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସର୍ଭେ ପାଇଁ ତାଲାକୁ ଭଙ୍ଗାଯିବ ଏବଂ ଏହାକୁ ବିରୋଧ କରିବା…

ପାର୍ଟି ମୁଡ୍ ରେ କଂଗ୍ରେସ: ନେପାଳରେ ରାହୁଲ, ଟ୍ରେନିଂ କ୍ୟାମ୍ପରେ ଜୁନିୟର୍

ଭୁବନେଶ୍ୱର: ପାର୍ଟି ମୁଡ୍ ରେ କଂଗ୍ରେସ । ଏଣେ ଦେଶରେ ଭୁଶୁଡ଼ି ପଡ଼ିଲାଣି ଦଳ । ହେଲେ ତେଣେ ବିଦେଶରେ ପାର୍ଟି କରୁଛନ୍ତି ନେତା । ଗତ ସପ୍ତାହରେ ରାହୁଲ ଗାନ୍ଧୀ ନେପାଳ ପବ୍ ରେ ପାର୍ଟି କରୁଥିବା ଭିଡିଓ ଭାଇରାଲ ହୋଇଥିଲା । ସାଧାରଣ ଜନତାଙ୍କ ପାଇଁ ଏହା ଅସାଧାରଣ କଥା ନିଶ୍ଚୟ । କାରଣ…

ଡିଡି ସ୍ପୋର୍ଟ୍ସରେ ପ୍ରସାରିତ ହେବ ଭାରତ ଖେଳୁଥିବା ସମସ୍ତ କ୍ରିକେଟ ମ୍ୟାଚ

ନୂଆଦିଲ୍ଲୀ: ଭାରତୀୟ କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ଭାରତ ଖେଳୁଥିବା ଉଭୟ ପୁରୁଷ ଏବଂ ମହିଳା କ୍ରିକେଟର ସମସ୍ତ ମ୍ୟାଚ ଡିଡି ସ୍ପୋର୍ଟ୍ସରେ ପ୍ରସାରିତ ହେବ । ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସ୍ପୋର୍ଟ୍ସ ବ୍ରଡକାଷ୍ଟିଂ ଶେୟାରିଂ ଆକ୍ଟରେ କିଛିଟା ପରିବର୍ତନ କରାଯାଇଛି ।…