Latest Odisha News

BREAKING NEWS

Browsing Category

ଫିଚର

ଡିଡି ସ୍ପୋର୍ଟ୍ସରେ ପ୍ରସାରିତ ହେବ ଭାରତ ଖେଳୁଥିବା ସମସ୍ତ କ୍ରିକେଟ ମ୍ୟାଚ

ନୂଆଦିଲ୍ଲୀ: ଭାରତୀୟ କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ଭାରତ ଖେଳୁଥିବା ଉଭୟ ପୁରୁଷ ଏବଂ ମହିଳା କ୍ରିକେଟର ସମସ୍ତ ମ୍ୟାଚ ଡିଡି ସ୍ପୋର୍ଟ୍ସରେ ପ୍ରସାରିତ ହେବ । ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସ୍ପୋର୍ଟ୍ସ ବ୍ରଡକାଷ୍ଟିଂ ଶେୟାରିଂ ଆକ୍ଟରେ କିଛିଟା ପରିବର୍ତନ କରାଯାଇଛି ।…

ତାମିଲ ଫିଲ୍ମ ପ୍ରଡ୍ୟୁସ କରିବେ ଧୋନୀ, ନୟନତାରା ହେବେ ହିରୋଇନ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବେ । ରିପୋର୍ଟ ମୁତାବକ ଧୋନୀ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରଡ୍ୟୁସର ଦାୟିତ୍ୱ ତୁଲାଇବେ । ଏହି ଫିଲ୍ମରେ ରଜନୀକାନ୍ତଙ୍କ ନିକଟତର ଭାବେ ବିବେଚନା କରାଯାଉଥିବା ସଞ୍ଜୟଙ୍କୁ ସେ…

ଉଡ଼ାଣ ବେଳେ ରନୱେରୁ ଖସିଲା ବିମାନ, ଲାଗିଲା ନିଆଁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏକ ବଡ଼ ଧରଣର ବିମାନ ଦୁର୍ଘଟଣାରୁ ଅଘଟଣରୁ ବର୍ତ୍ତିଗଲେ ଯାତ୍ରୀ । ଉଡ଼ାଣ ବେଳେ ରନୱେରୁ ବାହାରକୁ ବାହାରିଗଲା ବିମାନ । ଫଳରେ ବିମାନରେ ଲାଗିଥିଲା ନିଆଁ। ହେଲେ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି । ଚୀନ୍ ଚୋଙ୍ଗିଙ୍ଗ୍…

ରାଜଧାନୀରେ ଏନକାଉଣ୍ଟର୍: ଚକରାକୁ ଗୁଳି ଚୋଟ

ଭୁବନେଶ୍ୱର: ରାଜଧାନୀରେ ଏନକାଉଣ୍ଟର । ଗୁଳି ଖାଇଲା ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ । ଗତକାଲି ରାତିରେ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ଅପରାଧି-ପୋଲିସ ମୁହାଁମୁହିଁ ହୋଇଥିଲେ । ପୋଲିସ ଗୁଳିରେ ଚକରା ବାରିକ ଆହତ ହୋଇଛି । ତାର ଡାହାଣ ଗୋଡ଼ରେ ବାଜିଛି ଗୁଳି । ତାକୁ ଗୁରୁତର ଅବସ୍ଥାରେ…

ଦୁର୍ବଳ ପଡ଼ିଲା ଅସାନି, ଦୁଇ ଦିନ ପରେ ରାଜ୍ୟରେ ବଢ଼ିବ ତାତି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ଅସାନି ଦୁର୍ବଳ ହୋଇଛି । ପ୍ରଥମେ ଗଭୀର ଅବପାତ ଓ ଆଜି ଅବପାତରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟାରେ ଆହୁରି ଦୁର୍ବଳ ପଡ଼ିବ । ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହେବ ଡିପ୍ରେସନ୍ । ଗତକାଲି ଆନ୍ଧ୍ର ଉପକୂଳ ଅତିକ୍ରମ କରିଥିଲା ଅସାନି । ଏହାପରେ…

ଖଣି ବ୍ୟବସାୟୀ ଜିତୁ ପଟ୍ଟନାୟକଙ୍କର ୧୩୩ କୋଟିର ଡିପୋଜିଟ୍ ସିଜ୍ କଲା ଇଡି

ଭୁବନେଶ୍ୱର: ଖଣି ବ୍ୟବସାୟୀ ତଥା ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ୧୩୩ କୋଟିର ଡିପୋଜିଟ୍ ସିଜ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହା ଭିତରେ ରହିଛି ବ୍ୟାଙ୍କ ଜମା ଓ ଫିକ୍ସଡ ଡିପୋଜିଟ୍ । ଏଥିସହ ୬୯ ଲକ୍ଷ ଟଙ୍କାର ନଗଦ କ୍ୟାସକୁ ବି ସିଜ୍ କରିଛି । ୨୦ ଘଣ୍ଟାର ମାରାଥନ୍ ରେଡ୍ ପରେ…

ଅପରାଧମୁକ୍ତ ଭୁବନେଶ୍ବର ପ୍ରତି ପ୍ରାଥମିକତା: ଡିସିପି

ଭୁବନେଶ୍ୱର: ଆଉ ଚଳିବ ନାହିଁ ପୁଲିସକୁ ଚକମା ଦେଇ ବାହାରେ ବୁଲୁଥିବା ଅପରାଧୀଙ୍କ ଥାଟବାଟ । ଯେଉଁଠି ଥିଲେ ବି ଥାନାକୁ ଖୋଜି ଆଣିବ କମିଶନରେଟ ପୋଲିସ୍ । ଏଥିପାଇଁ ନୂଆ ଡିସିପି ପ୍ରତୀକ ସିଂହ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସହରାଞ୍ଚଳ ପୁଲିସ ଅଧୀନରେ ଥିବା ୨୦୦୦ରୁ ଅଧିକ…

ଶାହାଙ୍କ ପାଇଁ ଆସିଥିଲା ପାଣି ବୋତଲ, ଦାମ୍ ୮୫୦ ଟଙ୍କା !

ପାଣାଜୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ତାଙ୍କ ଗୋଆ ଗସ୍ତ ସମୟରେ ୮୫୦ ଟଙ୍କା ଦାମର ଏକ ମିନେରାଲ୍ ପାଣି ବୋତଲ ଦିଆଯାଇଥିଲା ଏବଂ ଏହାକୁ ଗୋଆର ରାଜଧାନୀ ପାଣାଜୀ ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ମାପୁସା ସହରରୁ ଅଣାଯାଇଥିଲା । ଗୋଆର କୃଷି ମନ୍ତ୍ରୀ ରବି ନାଏକ…

ଭେଦକୁ ଭେଦିଲେ ଅକଲ ଗୁଡୁମ !

ଭୁବନେଶ୍ୱର: ପୁରୀ ଐତିହ୍ୟ ପ୍ରକଳ୍ପକୁ ନେଇ ଏବେ ଜୋର୍ ଧରିଛି ରାଜନୀତିକ ବୟାନବାଜି। ଉଠୁଛି, ପଡୁଛି ବିଜେପି-ବିଜେଡି ଲଢ଼େଇ । ରଥଯାତ୍ରା ପୂର୍ବରୁ ଆରମ୍ଭ ହୋଇଥିବା ଏହି ବୟାନବାଜି କିନ୍ତୁ ପୁରୀ ରାଜନୀତିକୁ ଗୋଳିଆ କରି ଦେଇଛି । ଗୋଳିଆ ହେବାର ପ୍ରମୁଖ କାରଣ ବିଧାୟକ ଜୟନ୍ତ ଷଡ଼ଙ୍ଗୀ…

ଟ୍ରେନର ଆଁରୁ ଟାଣିଆଣି ମୃତ୍ୟ ମୁଖରୁ ବଞ୍ଚାଇ ଦେଲେ ସନାତନ

ଭୁବନେଶ୍ୱର: କଥାରେ ଅଛି ରଖେ ହରି ମାରେ କିଏ। ଯାହାଙ୍କୁ ହରି ଭରଷା ତାଙ୍କର ବା କି କରିପାରିବ ସମସ୍ୟା। ସେହିପରି ଭଗବାନ ସାଜି ବିପଦ ବେଳେ ଉଧାରରିଛନ୍ତି  ଜିଅନ୍ତା ଭଗବାନ। କ୍ଷଣିକ ମଧ୍ୟରେ ମୃତ୍ୟ ମୁଖରୁ ବଞ୍ଚିଯାଇଛି ଜଣେ ମହିଳାଙ୍କ ଜୀବନ। ଏଭଳି ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା…