Latest Odisha News

BREAKING NEWS

Browsing Category

ଫିଚର

ବିଦାୟୀ ବେଳେ ନିରଞ୍ଜନ କହିଲେ ଏକାଠି ହୁଅ କଂଗ୍ରେସ କର୍ମୀ

ଭୁବନେଶ୍ୱର: ନୂଆ ପିସିସି ସଭାପତି ନିଯୁକ୍ତ ହେବା ପରେ ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରେସମିଟ୍ କରିଛନ୍ତି। ଏହି ଅବସରରେ ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଶୁଭେଛା ଜଣାଇଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ଇସ୍ତଫା ଦେଇଥିଲେ। ଏ ନେଇ ଦଳର ହାଇକମାଣ୍ଡ ସୋନିଆ…

ଖାରଜ ହେଲା ଜାମିନ, ଜେଲ ଗଲେ ଜଗଦ୍ଦେବ

ଭୁବନେଶ୍ୱର : ଜାମିନ ଖାରଜ ହେବା ପରେ ଜେଲ ଗଲେ ପ୍ରଶାନ୍ତ ଜଗଦ୍ଦେବ । ଆଜି କୋର୍ଟରେ ହାଜର ହେବା ପରେ ପୁଣି ଜେଲକୁ ଫେରିଛନ୍ତି ଚିଲିକା ବିଧାୟକ । ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ମାମଲାରେ ଜେଲ ଯାଇ ଅନ୍ତରୀଣ ଜାମିନରେ ଥିଲେ ଜଗଦ୍ଦେବ । ତେବେ ତାଙ୍କ ଜାମିନ ଆବେଦନକୁ ଖାରଜ କରି ହାଇକୋର୍ଟ…

ସିଗାରେଟ କିଣାକୁ ନେଇ ବଚସା, ଦୋକାନୀର ଆକ୍ରମଣରେ ଗ୍ରାହକର ମୃତ୍ୟୁ

ଅନୁଗୋଳ: ସିଗାରେଟ କିଣାକୁ ନେଇ ବଚସା ପରେ ହତ୍ୟା । ଦୋକାନୀ ସିଗାରେଟ ଦେବାରେ ବିଳମ୍ବ କରିବାରୁ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ପରେ ଏହାର ଚରମ ପରିଣତି ଦେଖିବାକୁ ମିଳିଛି। ଘଟଣାଟି ଘଟିଛି ଅନୁଗୋଳ ସଦର ଥାନା ଅନ୍ତର୍ଗତ ନୂଆସାହି ଗ୍ରାମରେ। ସୂଚନା ଅନୁସାରେ ନୂଆସାହି ଗାଁର…

ବର୍ଷାଙ୍କ ଏତଲା ପରେ ଡିସିପି କହିଲେ ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ

କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ଭିଡିଓ ତାଙ୍କୁ ଅପମାନ କରିବା ଭଳି ରହିଛି । ଏହା ତାଙ୍କର ନାରୀତ୍ୱକୁ ହନନ କରୁଛି । ଏକ ସାତ ପୃଷ୍ଠାର ଏତଲା କପିରେ ବର୍ଷା ପ୍ରିୟଦର୍ଶିନୀ ଏଭଳି କିଛି ଲେଖି ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ପୁରୀ ଘାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହା ପରେ…

“ଦୃଷ୍ଟିକୋଣ” ସରିଲା ସ୍ପେଶାଲ୍ ସ୍କ୍ରିନିଂ, ଏବେ ରିଲିଜ୍‌କୁ ଅପେକ୍ଷା

ଭୁବନେଶ୍ୱର: ଓଲିଉଡରେ ବିପ୍ଳବ ଆଣିବ ଜଣାଶୁଣା ଫିଲ୍ମ ନିର୍ମାତା ଅକ୍ଷୟ ପରିଜାଙ୍କ ଆଗାମୀ ଫିଲ୍ମ "ଦୃଷ୍ଟିକୋଣ" । ମୁଖ୍ୟସ୍ରୋତକୁ ଫେରିବ କି ଓଡିଆ ଫିଲ୍ମ ଜଗତ ? ସମଗ୍ର ଓଡିଶାରେ ହଇଚଇ ସୃଷ୍ଟି କରିବା ସହ ଦର୍ଶକଙ୍କ ମନରେ ଉନ୍ମାଦନା ସୃଷ୍ଟି କରିଛି ବହୁଚର୍ଚ୍ଚିତ ଫିଲ୍ମ ଦୃଷ୍ଟିକୋଣ । ତେବେ…

ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସ ସଭାପତି

ଭୁବନେଶ୍ୱର: ରାଜ୍ୟ କଂଗ୍ରେସକୁ ମିଳିଲା ନୂଆ ମଙ୍ଗୁଆଳ । ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସ ସଭାପତି । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଶରତ ପଟ୍ଟନାୟକଙ୍କୁ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ନିଯୁକ୍ତ କରିଛନ୍ତି। ଏଥିସହ ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା…

[ଦେଖନ୍ତୁ ଭିଡିଓ] ଗାଁରେ ପିଇବା ପାଣି ସମସ୍ୟା : ସମାଧାନ ଦାବି କଲେ ଗାଁର ଲୋକେ

ଯାଜପୁର : ତାତି ବଢିବା ସାଙ୍ଗକୁ ବଢୁଛି ଜଳକଷ୍ଟ । ବିଭିନ୍ନ ସ୍ଥାନରେ ଏବେ ଉତ୍କଟ ପାନୀୟ ଜଳ ସମସ୍ୟା । କେଉଁଠି ପାଣି ଟାଙ୍କି ଅଚଳ ତ ଆଉ କେଉଁଠି ପାଣି ପାଇଁ ଲୋକଙ୍କୁ ଯିବାକୁ ପଡୁଛି ବହୁ ଦୂର । ଘରୋଇ ଜାଗାରରେ ପାଣି ଟାଙ୍କି ନିର୍ମାଣକୁ ନେଇ ସାହିରେ ଦ୍ୱନ୍ଦ ଚାଲିଥିବା ବେଳେ ଆକ୍ରୋଶର…

ଯୋଧପୁରରେ ୱାଟର ଏର୍ମଜେନ୍ସି

ଯୋଧପୁର: ଯୋଧପୁରରେ ଲାଗୁ ହୋଇଛି ୱାଟର ଏର୍ମଜେନ୍ସି । ପ୍ରବଳ ଜଳସଙ୍କଟ ଯୋଗୁ ସ୍ଥାନୀୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ପଞ୍ଜାବରୁ ଆସୁଥିବା ପାଣିକୁ ଏବେ ବନ୍ଦ କରା ଯାଇଥିବାରୁ ଏହି ଅଭାବ ସୃଷ୍ଟି ହୋଇଛି । ରିପୋର୍ଟ ମୁତାବକ ପଞ୍ଜାବ ସ୍ଥିତି ସାଧାରଣ ହେବାକୁ ଅତି କମରେ ୧୦ ଦିନ…

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ ୩ ସଫାରୀ କର୍ମଚାରୀ ଗିରଫ

ଭୁବନେଶ୍ୱର: ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ମାରିବା ଘଟଣାରେ କାର୍ୟ୍ୟାନୁଷ୍ଠାନ । ୩ ଜଣ ସଫାରୀ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜୀବ କୁମାର ସୂଚନା ଦେଇଛନ୍ତି । ପର୍ଯ୍ୟଟକଙ୍କୁ ଆକ୍ରମଣ ନେଇ ଅଭିଯୋଗ ପରେ ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା…

ଜେଲରେ ନବଜୋତ ସିଂହ ସିଦ୍ଧୁ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜେଲରେ ଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଅସୁସ୍ଥ । ପଟିଆଲା ସେଣ୍ଟ୍ରାଲ୍ ଜେଲର ୧୦ ନମ୍ବର ବାରାକରେ ସେ ରହୁଥିଲେ । ୧୯୮୮ ରୋଡରେଜ୍ ମାମଲାରେ ତାଙ୍କୁ ସୁପ୍ରିମକୋର୍ଟ ବର୍ଷେ ଜେଲ ଦଣ୍ଡାଦେଶ ଦେବା ପରେ ଦୁଇ ଦିନ ହେବ ଜେଲରେ ରହୁଥିଲେ । ଅଚାନକ ଅସୁସ୍ଥତା…