Latest Odisha News

BREAKING NEWS

Browsing Category

ଫିଚର

ବିପ୍ଳବ ଦେବଙ୍କ ପରେ ମାଣିକ ଶାହ ହେବେ ତ୍ରିପୁରାର ମୁଖ୍ୟମନ୍ତ୍ରୀ

ଅଗରତାଲା: ବିପ୍ଲବ ଦେବ ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଡକ୍ଟର ମାଣିକ ଶାହ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ ହୋଇଛନ୍ତି । ସଂଧ୍ୟାରେ ସେ ଶାସକ ଦଳର ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି । ମାଣିକ ଶାହ ତ୍ରିପୁରା ବିଜେପିର ସଭାପତି ଏବଂ ସେ…

ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ ସେଠାରେ ରାଜନୀତି ସରଗରମ ହୋଇ ଉଠିଛି । ୨୦୨୩ ଫେବୃୟାରୀରେ ତ୍ରିପୁରା ବିଧାନସଭା ନିର୍ବାଚନ ହେବ । ଆଉ ଅଳ୍ପ ଦିନ ନିର୍ବାଚନ ଥିବା ବେଳେ ସେ ହଠାତ କାହିଁକି ଇସ୍ତଫା ଦେଲେ ତାହା…

ଅମ୍ବାତି ରାୟୁଡୁଙ୍କ ଟୁଇଟକୁ ନେଇ ସସପେନ୍ସ : ଅବସର ଘୋଷଣା ପରେ ଡିଲିଟ ହେଲା ଟୁଇଟ

ମାଡ୍ରାସ: ଚେନ୍ନାଇ ସୁପର କିଙ୍ଗସର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁଙ୍କ ଅବସର ଟୁଇଟ ନେଇ ସସପେନ୍ସ ବଢ଼ିଛି । ରାୟୁଡୁଙ୍କ ପ୍ରଥମ ଟୁଇଟରେ ଏହା ତାଙ୍କ ଶେଷ ଆଇପିଏଲ ବୋଲି ଘୋଷଣା କରିଥିଲେ । ମୋ ପାଇଁ ଏହା ଏକ ସୁଖଦ ଯାତ୍ରା ଥିଲା । ମୁମ୍ବାଇ ଓ ଚେନ୍ନାଇ ଟିମକୁ ମୁଁ ଏଥିନେଇ…

‘କର୍ମସ୍ଥଳୀରେ ‘ଚନ୍ଦା’ ବୋଲି ଆକ୍ଷେପ କରିବା ଯୌନ ଉତ୍ପୀଡନତା ସହିତ ସମାନ’

ଲଣ୍ଡନ: କର୍ମସ୍ଥଳୀରେେ କାହାକୁ ଚନ୍ଦା ବୋଲି ଆକ୍ଷେପ କରିବା କୌଣସି ମହିଳାର ସ୍ତନ ଉପରେ ମନ୍ତବ୍ୟ ଦେବା ସହ ସମାନ । ଯିଏ ଚନ୍ଦା ବୋଲି ଅନ୍ୟକୁ ଆକ୍ଷେପ କରିବ ସେ ଯୌନ ଉତ୍ପୀଡ଼ନ ମାମଲାର ଶିକାର ହେବ । ବ୍ରିଟେନର ଏକ କୋର୍ଟ ଏପରି ରାୟ ଶୁଣାଣି କରିଛନ୍ତି । ଏହି ମାମଲା ବର୍ଷକ ତଳର ।…

ଥମାସ କପ ବ୍ୟାଡମିଂଟନ: ଇତିହାସ ରଚିଲା ଭାରତ, ରବିବାର ଫାଇନାଲ

ନୂଆଦିଲ୍ଲୀ:ଭାରତୀୟ ପୁରୁଷ ବ୍ୟାଡମିଂଟନ ଦଳ ୭୩ ବର୍ଷ ପରେ ଥମାସ କପର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି । ଭାରତ ଏଥିସହ ପଦକ ନିଶ୍ଚିତ କରିଛି । ରବିବାର ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ୧୯୪୯ରୁ ଆରମ୍ଭ ହୋଇଥିବା ଥମାସ କପରେ ପ୍ରଥମ ଥର ପାଇଁ ଭାରତ ଫାଇନାଲରେ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା INTACH । ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାରୁ କାମ ସ୍ଥଗିତ ରହୁ ବୋଲି ଦାବି କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଭକ୍ତଙ୍କ…

କୃଷ୍ଣସାର ମୃଗ ଶିକାର ବେଳେ ପୋଲିସ ସହ ଏନକାଉଣ୍ଟର: ଟଳିଲେ ୩ ପୋଲିସ କର୍ମୀ

ମଧ୍ୟପ୍ରଦେଶ  : ଶିକାରୀଙ୍କୁ ଗୁଳିରେ ଟଳିଲେ ୩ ପୋଲିସ କର୍ମଚାରୀ । ମଧ୍ୟପ୍ରଦେଶରେ ଗୁନାରେ ଘଟିଛି ଏପରି ଅଘଟଣ । କୃଷ୍ଣସାର ମୃଗ ଶିକାରୀ ଓ ପୋଲିସ ମଧ୍ୟରେ ଗୁଳିକାଣ୍ଡ ଘଟି ଏପରି ଘଟିଛି । ଏଠାରେ ଶିକାରୀ ଓ ଓ ପୋଲିସ ମଧ୍ୟରେ ଏନକାଉଣ୍ଟର ହୋଇଥିଲା ଯେଉଁଥିରେ ତିନି ଜଣ ପୋଲିସ କର୍ମୀଙ୍କ…

ରାୟଗଡା ଅବକାରୀ ଅଧୀକ୍ଷକ ନିନା ବେଉରା ଗିରଫ :୬ ଲକ୍ଷ ନେଇ ଆସୁଥିବା ବେଳେ ଧରିଲା ଭିଜିଲାନ୍ସ

ରାୟଗଡା  : ରାୟଗଡା ଅବକାରୀ ଅଧୀକ୍ଷକ ନିନା ବେଉରା ଗିରଫ । ରାୟଗଡାରୁ ଭୁବନଶ୍ୱେରକୁ ଆସିବା ସମୟରେ ଗିରଫ ହୋଇଛନ୍ତି । ଅବକାରୀ ଅଧୀକ୍ଷକ ନିନାଙ୍କ ଠାରୁ ୬ଲକ୍ଷ ଟଙ୍କା ଜବତ କରାଯାଇଛି । ଟଙ୍କା ସମ୍ପର୍କରେ ପଚାରିବାରୁ ନିନା ସନ୍ତୋଷଜନକ ଉତ୍ତର ହେଇପାରି ନଥିଲେ । ନିନା ଏବଂ ସମ୍ପର୍କୀୟଙ୍କ…

ପ୍ରାକ୍‌ ମୌସୁମୀ ସୂଚନା: ବିଭିନ୍ନ ରାଜ୍ୟରେ ବାତ୍ୟା, ବନ୍ୟା ମୁକାବିଲାର ହେଲା ସମୀକ୍ଷା

ନୂଆଦିଲ୍ଲୀ: ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ବଭାବିକ ରହିବାର ସମ୍ଭାବନା ରହିଛି । ଏହାପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପୂର୍ବରୁ ପ୍ରାକ୍‌ ମୌସୁମୀ ବା ମୌସୁମୀ ପରିସ୍ଥିତିର ସମୀକ୍ଷା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ…

ଚୀନ: ଦୁଇ ବର୍ଷ ପୂର୍ବେ କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ଏବେ ବି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି !

ବେଜିଂ: ଦୁଇ ବର୍ଷ ପୂର୍ବେ ଚୀନରେ କରୋନାର ପ୍ରଥମ ଲହରରେ ଯେଉଁମାନେ ଆକ୍ରାନ୍ତ ହୋଇଥିଲେ ସେମାନେ ଆଜି ବି ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରି ନାହାନ୍ତି। ଏହି ରୋଗୀଙ୍କ ମଧ୍ୟରୁ ଅଧାରୁ ଅଧିକଙ୍କ ପାଖରେ ଥକାପଣ, ନିଦ୍ରାହୀନତା ଏବଂ ଅନ୍ୟାନ୍ୟ ସମସ୍ୟା ରହିଛି। ଏହି ଯନ୍ତ୍ରଣା ଭୋଗୁଥିବା ରୋଗୀଙ୍କ…