Latest Odisha News

BREAKING NEWS

Browsing Category

ଫିଚର

ରାଣା ଦମ୍ପତିଙ୍କୁ ମିଳିଲା ସର୍ତମୂଳକ ଜାମିନ

ମୁମ୍ବାଇ: ସାଂସଦ ନବନୀତ ରାଣା ଓ ତାଙ୍କ ପତି ତଥା ବିଧାୟକ ରବି ରାଣାଙ୍କୁ ମୁମ୍ବାଇ ହାଇକୋର୍ଟ ସର୍ତମୂଳକ ଜାମିନ ପ୍ରଦାନ କରିଛି । ହନୁମାନ ଚାଳିଶା ଗାନ କରିବା ବିବାଦରେ ୧୧ ଦିନ ପୂର୍ବରୁ ସେମାନଙ୍କୁ ଗିରଫ କରାଯାଇଥିଲା । ମହାରାଷ୍ଟ୍ରର ଲାଉଡ ସ୍ପିକର ବିବାଦରେ ରାଣା ଦମ୍ପତି ମୁଖ୍ୟମନ୍ତ୍ରୀ…

ଦୀର୍ଘବର୍ଷ ପରେ ମା’କୁ ଭେଟି ଆଶୀର୍ବାଦ ନେଲେ ଯୋଗୀ

ଡେରାଡୁନ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତିନି ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ରହିଛନ୍ତି । ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଉତ୍ତରାଖଣ୍ଡ ଗସ୍ତ । ଯୋଗୀ ଆଦିତ୍ୟନାଥଙ୍କ ପୈତୃକ ଘର ଉତ୍ତରାଖଣ୍ଡର ପଞ୍ଚୁର ଗାଁ । ସେ ଏହି ଗସ୍ତ ସମୟରେ ନିଜ…

ଜେଏସଡବ୍ଲୁ ପ୍ରକଳ୍ପ ବିରୋଧରେ ଢିଙ୍କିଆ ଲୋକଙ୍କୁ ଉସକାଉଛି ନୂଆଦିଲ୍ଲୀର ଏକ ଏନଜିଓ ?

ପାରାଦ୍ୱୀପ: ଜେଏସଡବ୍ଲୁ  ପ୍ରକଳ୍ପକୁ ବିରୋଧ କରିବାକୁ ନୂଆଦିଲ୍ଲୀରୁ ଆସୁଛି ଟଙ୍କା । ଏକ ଏନଜିଓ ଏଥିପାଇଁ ଢିଙ୍କିଆ ଗାଁର କିଛି ଲୋକଙ୍କୁ ବର୍ଷ ହେବ ଟଙ୍କା ପଠାଉଛି। ଏପରି ଅଭିଯୋଗ ଆଣିଛନ୍ତି ଢିଙ୍କିଆ ଗ୍ରାମର କିଛି ଲୋକେ । ଯେଉଁମାନେ କି ସଂପୃକ୍ତ ଏନଜିଓ ଠାରୁ ପଇସା ପାଇଛନ୍ତି ବୋଲି…

କିଏ ସେହି ଆଶାୟୀ କଂଗ୍ରେସ ନେତା ଯିଏ ବିଜେଡି ନେତାଙ୍କ ସହ ବୈଠକ କରିଛନ୍ତି ?

ଭୁବନେଶ୍ୱର: ନିକଟରେ କଂଗ୍ରେସ ନେତା ସୁରେଶ ରାଉତରାୟ କହିଥିଲେ ରାଜ୍ୟରେ ପିସିସି ସଭାପତି କିଏ ହେବ ତାହା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ଥିର କରନ୍ତି । ଏହାପରେ ଯଦିଓ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ହେଲେ ଇତି ମଧ୍ୟରେ ଏପ୍ରିଲ ୨୮ରେ ଜଟଣୀ…

ଆଜି ଘୁର୍ଣ୍ଣିବଳୟ ସୃଷ୍ଟି ହେବା ଆଶଙ୍କା, ଟୁଇଟ୍ କରି ମନ୍ତ୍ରୀ ଦେଲେ ପରାମର୍ଶ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଆଜି ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି । ତେଣୁ ବାତ୍ୟା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଭାରତୀୟ ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ ଆଜି ଘୁର୍ଣ୍ଣିବଳୟ ସୃଷ୍ଟି ହେଉଥିବାରୁ ୬ ତାରିଖରେ ଏହା ଲଘୁଚାପରେ…

ଦିନରେ ତାତି, ରାତିରେ ପ୍ରବଳ ବର୍ଷା : ବଜ୍ରପାତରେ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ଦିନରେ ଗ୍ରୀଷ୍ମ ପ୍ରବାହ, ରାତିରେ ପ୍ରବଳ ବର୍ଷା । ମଙ୍ଗଳବାର ଏପରି କିଛି ଥିଲା ପାଣିପାଗର ମିଜାଜ । ଟୁଇନ ସିଟି ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଥିଲା । ଯାହାକି ଲୋକଙ୍କୁ ତାତିରୁ ନିଃଶ୍ୱାସ ମାରିବାରେ ସୁଯୋଗ ଦେଇଛି। ତେବେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ…

ପୁରୀ ରେ ହଲମାର୍କ ସୁନା ବାଧ୍ୟତାମୂଳକ

ଭୁବନେଶ୍ୱର: ସୁନା ଗହଣା ବିକ୍ରି ରେ କଳା ବଜାରୀ, ଠକେଇ ରୋକିବା ସକାଶେ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଗହଣା ର ଗୁଣବତ୍ତା ଉତ୍ତମନିଶ୍ଚିତ କରିବା ପାଇଁ ବ୍ଯୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ ‘ହଲମାର୍କ’ ବ୍ଯବସ୍ଥା ରଖିଛି। ଏବେ ଏହାକୁ ବାଧ୍ଯତାମୂଳକ କରିଛନ୍ତି କେନ୍ଦ୍ର…

ଏପ୍ରିଲରେ କୋଲ ଇଣ୍ଡିଆର ସର୍ବାଧିକ କୋଇଲା ଉତ୍ପାଦନ; ଦେଶରେ ମୋଟ ୬୬୧.୫୪ ଲକ୍ଷ ଟନ୍ ଉତ୍ପାଦିତ

ଭୁବନେଶ୍ୱର : ଚଳିତବର୍ଷ ଏପ୍ରିଲ ମାସରେ ଦେଶରେ ମୋଟ ୬୬୧.୫୪ ଲକ୍ଷ ଟନ୍ କୋଇଲା ଉତ୍ପାଦିତ ହୋଇଛି । ସେଥିମଧ୍ୟରୁ କୋଲ ଇଣ୍ଡିଆ ଲିମିଟେଡ ଏବଂ ତାହାର ସହଯୋଗୀ ସଂସ୍ଥା ଗୁଡିକ ଏହି ମାସରେ ୫୩୪.୭ଲକ୍ଷ ଟନ୍ କୋଇଲା ଉତ୍ପାଦନ କରିଥିବା ବେଳେ ସିଙ୍ଗରେନି କୋଲେରିଜ କମ୍ପାନୀ ଲିମିଟେଡ ଦ୍ୱାରା ୫୩.୨୩…

ଅକ୍ଷୟ ତୃତୀୟାରେ ମୁଖ୍ୟମନ୍ତ୍ରୀ ଦେଲେ କାଳିଆ ଟଙ୍କା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ରାଜ୍ୟର କୃଷକ ମାନଙ୍କୁ କାଳିଆ ଯୋଜନାର ସହାୟତା ପ୍ରଦାନ କରିଛନ୍ତି । ଝାରସୁଗୁଡା ବ୍ୟତୀତ ରାଜ୍ୟର ପ୍ରାୟ ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଖାତାକୁ ପାଖାପାଖି ୮୦୦ କୋଟି…

ହାଇକୋର୍ଟରୁ ଅଭିନେତାଙ୍କୁ ସମନ ଜାରି, ଧନୁଷଙ୍କ ଅସଲ ପିତାମାତା କିଏ ?

ଭୁବନେଶ୍ୱର: ନୂଆ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ସାଉଥ୍ ସୁପରଷ୍ଟାର୍ ଧନୁଷ । ତାଙ୍କୁ ନିଜ ପୁଅ ବୋଲି ଦାବି କରିଛନ୍ତି ଅଜଣା ଦମ୍ପତ୍ତି । କିଛି ଏପରି ଦାବି କରି ସେହି ଦମ୍ପତ୍ତି ମାଡ୍ରାସ୍ ହାଇକୋର୍ଟର ଦ୍ୱାରସ୍ତ ହେବା ପରେ ଏବେ ମାନ୍ୟବର ହାଇକୋର୍ଟ ଧନୁଷଙ୍କୁ ସମନ୍ ଜାରି କରିଛନ୍ତି ।…