Latest Odisha News

BREAKING NEWS

Browsing Category

ଫିଚର

ଅଗ୍ନିଶମ ଡିଜି ହେଲେ ସନ୍ତୋଷ ଉପାଧ୍ୟାୟ

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟ ପୋଲିସ୍ ବିଭାଗରେ ଆଇପିଏସ୍ ସ୍ତରରେ ବଡ ଧରଣର ବଦଳି ହୋଇଛି। ସେହି କ୍ରମରେ ଅଗ୍ନିଶମ ବିଭାଗ ଡିଜି ଭାବେ ନିଯୁକ୍ତ ହୋଇଛନ୍ତି ଆଇପିଏସ୍ ସନ୍ତୋଷ ଉପାଧ୍ୟାୟ। ୧୯୮୮ ବ୍ଯାଚ୍ ଆଇପିଏସ୍ ଅଫିସର ଏଡିଜି ସନ୍ତୋଷ ଗତ ବର୍ଷ ଡିଜି ପାହ୍ୟାକୁ ପଦୋନ୍ନତି ପାଇଥିଲେ।…

ଆଫ୍ରିଦୀ ମୋତେ ଫସାଇଥିଲେ: କାନେରିଆ

ଲାହୋର: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ସ୍ପିନର ଦାନୀଶ କାନେରିଆ ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଶାହିଦ ଆଫ୍ରିଦୀଙ୍କ ଉପରେ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ମୁଁ ହିନ୍ଦୁ ହୋଇଥିବାରୁ ପିସିବି ସବୁବେଳେ ମୋତେ ଅଣଦେଖା କରିଛି । ଅଧିନାୟକ ଶାହୀଦ ଆଫ୍ରିଦୀ ମୋତେ ଷଡଯନ୍ତ୍ର…

ପ୍ରେମିକାଙ୍କୁ ଠକିଦେଲା ପ୍ରେମିକ ! କଲେଜ ଟଙ୍କା ଲୁଟ ଅଭିଯୋଗ ପରେ ବନ୍ଧା ହେଲା ପ୍ରେମିକା

ଭୁବନେଶ୍ୱର: ୧୦୦୦ କି ୧୦ ହଜାର ନୁହେଁ ବରଂ ୯୭ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ରାଜଧାନୀ ଉପକଣ୍ଠ ତୋମାଣ୍ଡୋ ସ୍ଥିତ ସି.ଭି ରମଣ ଇଞ୍ଜିନିୟରିଂ କଲେଜର ଜଣେ ମହିଳା ଆକାଉଣ୍ଟାଣ୍ଟଙ୍କୁ ଶୁକ୍ରବାର ପୁଲିସ ଗିରଫ କରିଛି । କଲେଜ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଅନୁଯାୟୀ, ମହିଳା ଜଣକ କଲେଜ ଫଣ୍ଡରୁ…

ଭାରତ ପାଇଁ ଚିଟ୍ଟାଗଂଗ୍ ପୋର୍ଟ ଖୋଲା: ଶେଖ୍ ହାସିନା

ଭୁବନେଶ୍ୱର: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଉତ୍ତର-ପୂର୍ବ ଭାରତ ଆବଶ୍ଯକ ବେଳେ ଚିଟ୍ଟାଗଂଗ୍ ପୋର୍ଟ ବ୍ଯବହାର କରିପାରିବ ବୋଲିକହିଛନ୍ତି। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଗୁରୁବାର ପ୍ରଧାନମନ୍ତ୍ରୀ ଶେଖ୍ ହାସିନାକୁ ଭେଟି ଭାରତ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି। ଦୁଇ ଦିନିଆ…

କଥା…ଫଟୋରେ ଫଟୋରେ

ଭୁବନେଶ୍ୱର: କିଛି ବ୍ୟକ୍ତ କରିବାକୁ ହେଲେ ଶବ୍ଦର ଆବଶ୍ୟକତା ବାଧ୍ୟତାମୂଳକ ନୁହେଁ । ବେଳବେଳେ କେବଳ ଅଙ୍ଗଭଙ୍ଗୀ, ଚାହାଁଣି, ଠାଣି, ଇଙ୍ଗିତ, ଲେଖା କିମ୍ବା ଫଟୋ ବହୁତ କିଛି ବୟାନ୍ କରେ । ଏହି ଧାରାରେ ଏହି ଫଟୋଟି ମଧ୍ୟ କିଛି ନକହି ବେଶ କିଛି ସୂଚାଇ ପାରିଛି । ଫଟୋଟି ଗୁଜରାଟରୁ ଆସିଛି…

ଓଡ଼ିଶା ରାଜନୀତିରେ ସାମ୍ବାଦିକ, କେତେ ସଫଳ ?

ଭୁବନେଶ୍ୱର: ସରକାର ଏବଂ ଜନତାଙ୍କ ମଧ୍ୟରେ ସେତୁ ସାଜନ୍ତି ସାମ୍ବାଦିକ । ବିଭିନ୍ନ ସମସ୍ୟାକୁ ଲୋକଲୋଚନକୁ ଆଣି ସରକାରଙ୍କୁ ଅବଗତ କରାଇବା ହେଉଛି ଗୋଟିଏ ସାମ୍ବାଦିକର ଧର୍ମ । ତେଣୁ ସ୍ୱାଭାବିକ ଭାବରେ ଜଣେ ସାମ୍ବାଦିକର ରାଜନେତା କିମ୍ବା ବିଭିନ୍ନ ବର୍ଗର ଲୋକଙ୍କ ସହ ଭଲ ସମ୍ପର୍କ ରହିବା…

IPS ସ୍ତରରେ ବଡଧରଣର ଅଦଳବଦଳ: ପ୍ରତୀକ ସିଂ ହେଲେ ଭୁବନେଶ୍ୱର ଡିସିପି, ପିନାକ ମିଶ୍ର କଟକ ଡିସିପି

ଭୁବନେଶ୍ୱର:  ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ । ପ୍ରତୀକ ସିଂ ହେଲେ ଭୁବନେଶ୍ୱର ଡିସିପି । ସେହିପରି କଟକ ଡିସିପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ମନୋଜ କୁମାର ଛାବ୍ରା ହୋଇଛନ୍ତି ଜେଲ ବିଭାଗର ଡିଜି । ସନ୍ତୋଷ କୁମାର ଉପାଧ୍ୟାୟାଙ୍କୁ ଅଗ୍ନିଶମ ବିଭାଗର ଡିଜି…

୧୮୦୦ କି.ମି ଦୂରରୁ ଚାଲି ଚାଲି ପୁରୀ ଆସୁଛନ୍ତି ୨୫ ବର୍ଷୀୟ ଯୁବକ, ଜାଣନ୍ତୁ ଉଦ୍ଦେଶ୍ୟ ?

ମୁମ୍ବାଇ: ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାର ଜଣେ ୨୫ ବର୍ଷୀୟ ଯୁବକ ପାଦରେ ୧୮୦୦ କିଲୋମିଟର ଯାତ୍ରା କରି ଓଡ଼ିଶାର ପୁରୀ ବେଳାଭୂମିକୁ ଆସୁଛନ୍ତି । ଏପରି ଚାଲି ଚାଲି ଆସିବା ପଛର କାରଣ ମହତ ଉଦ୍ଦେଶ୍ୟ ରହିଛି । ଚାଲି ଚାଲି ଆସିବା ବେଳେ ବିଭିନ୍ନ ଜାଗାରେ ବିଶ୍ରାମ ନେଉଛନ୍ତି ଲୋକଙ୍କ ସହିତ…

ସଙ୍କଟରେ ସୋରେନ ସରକାର: ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟପାଳ, ଅଯୋଗ୍ୟ ଘୋଷିତ ହେବେ ହେମନ୍ତ !

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସରକାର ଏବେ ବଡ ଅଡୁଆରେ ପଡିଛନ୍ତି । ଅଫିସ ଅଫ୍ ପ୍ରୋଫିଟ୍ ବା ଲାଭ ଜନକ ପଦବୀ ପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । ଏ ଖବର ସେତେବେଳେ ଚର୍ଚ୍ଚାକୁ ଆସିଲା ଯେତେବେଳେ ଗୁରୁବାର ଝାଡଖଣ୍ଡ ରାଜ୍ୟପାଳ ରମେଶ ବେଶ ଗୃହମନ୍ତ୍ରୀ…

ତାରା ଏବଂ ନରସିଂହଙ୍କ ଇସ୍ତଫା ବାବଦରେ ନିରଞ୍ଜନ ସତରେ କ’ଣ ଜାଣିନାହାନ୍ତି ?

ଭୁବନେଶ୍ୱର: କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ନରସିଂହ ମିଶ୍ର ଦଳୀୟ ପଦବୀରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ଏହାକୁ ନେଇ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁବାର ଗୋଳିଆ କରିଲା ଭଳି ମତ ରଖିଛନ୍ତି । ଦଳୀୟ ମୁଖ୍ୟ ସଚେତକ ପଦରୁ ତାରା ପ୍ରସାଦ…