Latest Odisha News

BREAKING NEWS

Browsing Category

ଫିଚର

ଟେନିସ ଖେଳାଳି ବୋରିସ ବେକରଙ୍କୁ ୨.୫ ବର୍ଷ ଜେଲ ଦଣ୍ଡାଦେଶ

ଲଣ୍ଡନ: ପୂର୍ବତନ ଟେନିସ ଚାମ୍ପିୟନ ତଥା ମହାନ ଖେଳାଳି ବୋରିସ ବେକରଙ୍କୁ ଆଜି ସ୍ଥାନୀୟ କୋର୍ଟ ଦଣ୍ଡାଦେଶ ଶୁଣାଇଛି । ବ୍ୟାଙ୍କ ଲୋନ ନ ଶୁଝିବା ପାଇଁ ସେ ଠକାମୀର ଆଶ୍ରୟ ନେଇଥିଲେ । ଏଥିପାଇଁ ତାଙ୍କୁ ୨.୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ୫୪ ବର୍ଷୀୟ ଏହି ଟେନିସ ଖେଳାଳି ନିଜକୁ ଦେବାଳିଆ…

୬୬ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ନେହାଲ ୱାଧେରା

ଚଣ୍ଡୀଗଡ: ୨୩ ବର୍ଷରୁ କମ କ୍ରିକେଟରେ ପଂଜାବର ନେହାଲ ୱାଧେରା ୬୬ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି । ସେ ୫୭୮ ରନର ଇନିଂସ ଖେଳି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଭାଟିଣ୍ଡା ବିପକ୍ଷ ଏହି ମ୍ୟାଚରେ ସେ ୪୧୪ ବଲରେ ୩୭ ଛକା ଓ ୪୨ ଚୌକାରେ ଏହି ରନ ସଂଗ୍ରହ କରିଥିଲେ । ତାଙ୍କ ପୂର୍ବରୁ ଚମନ…

ସରିଲା ବିନା ୟୁନିଫର୍ମର ‘ବନବାସ’, ଖାକି ପିନ୍ଧିବେ ଆଇପିଏସ ବୋଥ୍ରା

ଭୁବନେଶ୍ୱର: ଦୁଇ ବର୍ଷରୁ ଅଧିକ ଦିନ ହେବ ଖାକି ବର୍ଦ୍ଦିରେ ନଥିଲେ ଆଇପିଏସ ଅରୁଣ ବୋଥ୍ରା । ଏବେ କିନ୍ତୁ ନୂଆ ନିଯୁକ୍ତି ସହ ଆଇପିଏସ ଅରୁଣ ବୋଥ୍ରାଙ୍କ 'ବନବାସ' ଶେଷ ହୋଇଛି । ସେ ପୁଣିଥରେ ଖାକି ବର୍ଦ୍ଦି ପିନ୍ଧିବେ, ଅପରାଧୀଙ୍କୁ ପାନେ ଦେବେ । ଓଏସଆରଟିସିର ସିଏମଡି ଭାବେ ଦାୟିତ୍ୱ…

ପୁଣି ବିବାହ କରିପାରନ୍ତି କରିସ୍ମା କପୁର୍

ଭୁବନେଶ୍ୱର: କପୁର୍ ବଂଶର ଚର୍ଚ୍ଚିତ କନ୍ୟା କରିସ୍ମା କପୁର୍ ପୁଣି ବିବାହ କରିବେ। ଖୋଲା ଖୋଲି ବିସଦ୍ ଭାବେ କହି ନାହାନ୍ତି। ହେଲେ ହାଲୁକା ହିଣ୍ଟ ଦେଇଛନ୍ତି କରିସ୍ମା। ୨୦୦୩ ରେ କରିସ୍ମା ପ୍ରଥମ ବିବାହ କରିଥିଲେ। ଦିଲ୍ଲୀ ର ପ୍ରତିଷ୍ଠିତ ବ୍ୟବସାୟୀ ସଂଜୟ କପୁରଙ୍କ ସହ ୧୩ ବର୍ଷ ବୈବାହିକ…

ସାମୟିକ ଭାବେ ରଦ୍ଦ ହେଲା ୬୫୭ ଟ୍ରେନ

ନୂଆଦିଲ୍ଲୀ: ଭାରତ ସରକାର ସାମୟିକ ଭାବେ ୬୫୭ ଟ୍ରେନ ରଦ୍ଦ କରିଛନ୍ତି । ଏଥିରେ ମେଲ, ଏକ୍ସପ୍ରେସ ଓ ପ୍ୟାସେଞ୍ଜର ଗାଡି ସାମିଲ ରହିଛି । ଦେଶର ବିଭିନ୍ନ ସ୍ଥାନରେ ଦେଖା ଦେଇଥିବା କୋଇଲା ଅଭାବ ପୂରଣ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏହା ବଦଳରେ ୫୩୩ କୋଇଲା ରେକ ଡ୍ୟୁଟିରେ…

ପୁରୀ ଐତିହ୍ୟ ପ୍ରକଳ୍ପ: ଏଏସଆଇ ଅଫିସ ଘେରିଲା ଜଗନ୍ନାଥ ସେନା

ପୁରୀ: ଶ୍ରୀମନ୍ଦିରର ୧୦୦ ମିଟର ପରିଧି ଭିତରେ ତିଆରି ଚାଲିଛି ଖନନ କାର୍ଯ୍ୟ । ଐତିହ୍ୟ ପ୍ରକଳ୍ପ ନିର୍ମାଣ ନାଁରେ ଚାଲିଥିବା ଏହି କାମକୁ  ନେଇ  ବିବାଦ ଲାଗି ରହିଛି । ମୁଖ୍ୟତଃ ପ୍ରକଳ୍ପ ତିଆରି ପାଇଁ ଏଏସଆଇର ଅନୁମତିକୁ ନେଇ ବିବାଦ ରହିଛି । ଏହାରି ଭିତରେ ପୁରୀରେ ଜଗନ୍ନାଥ ସେନା ଏଏସଆଇର…

ରାଜ୍ୟରେ ପ୍ରତିଷ୍ଠା ହେବ ୩୪ ନୂଆ ଅଦାଲତ

ଭୁବନେଶ୍ୱର : ଓଡିଶାରେ ପ୍ରତିଷ୍ଠା ହେବାକୁ ଯାଉଛି ୩୪ଟି ନୂଆ ଅଦାଲତ। ଏଥିପାଇଁ ହାଇକୋର୍ଟ ଅନୁମତି ଦେବା ପରେ ରାଜ୍ୟ ସରକାର ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିଛନ୍ତି।ଗୁରୁବାର ଏହି ପ୍ରସ୍ତାବକୁ ଅର୍ଥ ମଞ୍ଜୁରୀ ମିଳିଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ…

ତାତିରୁ ମିଳିବ ତ୍ରାହି: ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ !

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସାରା ଦେଶ ଦହଗଞ୍ଜ ହେଉଛି । ଏହାରି ଭିତରେ ଭାରତୀୟ ପାଣିପାଗ ବିଭାଗ ଶୁକ୍ରବାର କହିଛି ଯେ ମେ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସମୁଦ୍ର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪…

ବ୍ୟାଡମିଂଟନ ଏସିଆ ଚାମ୍ପିୟନଶିପ: ସେମିରେ ପ୍ରବେଶ କରି ପଦକ ନିଶ୍ଚିତ କଲେ ସିନ୍ଧୁ

ନୂଆଦିଲ୍ଲୀ: ମାଲେସିଆର ଶାହ ଆଲେମରେ ଚାଲିଥିବା ବ୍ୟାଡମିଂଟନ ଏସିଆ ଚାମ୍ପିୟନଶିପରେ ଭାରତୀୟ ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ମହିଳା ସିଙ୍ଗଲ୍ସ ସେମି ଫାଇନାଲରେ ଭାରତର ପିଭି ସିନ୍ଧୁ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି । ୨ ଥର ଅଲିମ୍ପିକ ପଦକ ବିଜେତା ସିନ୍ଧୁ କ୍ୱାର୍ଟର…

କିଏ ହେବେ ପିସିସି ସଭାପତି ? ଦିଲ୍ଲୀ ମୁହାଁ କଂଗ୍ରେସ ନେତା

ଭୁବନେଶ୍ୱର: ପ୍ରଭାରୀ ଚେଲ୍ଲା କୁମାର ଦୁଇ ଦିନ ଧରି ରାଜ୍ୟ କଂଗ୍ରେସ ନେତାଙ୍କ ସହ ଓ୍ୱାନ ଟୁ ଓ୍ୱାନ ବୈଠକ କଲେ। ଏବେ ସେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ରିପୋର୍ଟ ଦେବେ । ଯେଉଁ ରିପୋର୍ଟ ଫାଇଲ ଦିଆଯିବ ସେଥିରେ ପ୍ରଭାରୀ ବିଭିନ୍ନ ନେତାଙ୍କ ମତାମତକୁ ଉଲ୍ଲେଖ କରିଛନ୍ତି । ଏବେ…