Latest Odisha News

BREAKING NEWS

Browsing Category

ଫିଚର

ସିଡିଏରେ ମିଶ୍ରଣକୁ ବିରୋଧ କରି ଆଠଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଆଠଗଡ: କଟକ ଡେଭଲପମେଣ୍ଟ ଅଥରିଟି ବା ସିଡିଏ ଅଧୀନକୁ ଆସିବ ଆଠଗଡ ବ୍ଲକର ୭୧ଟି ପଞ୍ଚାୟତ । ରାଜ୍ୟ ସରକାର ନିକଟରେ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ। ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରି ଆଠଗଡରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ବନ୍ଦ ପାଳନ…

ଜଳୁଛି ଓଡ଼ିଶା, ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ

ଭୁବନେଶ୍ୱର : ଅସହ୍ୟ ଗରମରେ କଲବଲ ହେଉଛି ଓଡ଼ିଶା । ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତିରୁ ମୁକ୍ତି ମିଳିବନି ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷକରି ଆଭ୍ୟନ୍ତର ଓଡ଼ିଶାରେ ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ, ଉପକୂଳରେ ୨ରୁ ୩…

ନିଲମ୍ବିତ ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍ : ୪ଟି ସ୍ଥାନରେ ଚଢ଼ାଉ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ପୂର୍ବତନ ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ ଏହି ଚଢ଼ାଉ କରାଯାଇଛି । ମାଲକାନଗିରି ସମେତ ଜୟଦାସଙ୍କ ବାସଭବନ, ନବରଙ୍ଗପୁର ଓ କୋରାପୁଟରେ ଚଢ଼ାଉ ଚାଲିଛି । ଚଢ଼ାଉ…

ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପର ସମୀକ୍ଷା କଲେ 5-T ସଚିବ

ଗଞ୍ଜାମ: ଗଜପତି ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପର ସମୀକ୍ଷା ପରେ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ଓ 5-T ସଚିବ । ଘଟକେଶ୍ବର ଜଳସେଚନ ପ୍ରକଳ୍ପ ସ୍ଥଳୀକୁ ଯାଇ ନିର୍ମାଣର ଅଗ୍ରଗତୀ ସମ୍ପର୍କରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲାର ବୃହତ ଘଟେକେଶ୍ବର ଜଳସେଚନ…

ଏଆଇପିଏଚ୍ ପାଇଲା ଆଉଟ୍‌ଷ୍ଟାଣ୍ଡିଂ ୟୁନିଭର୍ସିଟି ପୁରସ୍କାର

ଭୁବନେଶ୍ୱର: ଜନସ୍ୱାସ୍ଥ୍ୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଓଡ଼ିଶାର ପ୍ରଥମ ଉଚ୍ଚ ଶିକ୍ଷାନୁଷ୍ଠାନ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟକୁ ‘ଆଉଟ୍‌ଷ୍ଟାଣ୍ଡିଂ ୟୁନିଭର୍ସିଟି’ ପୁରସ୍କାର ମିଳିଛି। ଶିକ୍ଷା କ୍ଷେତ୍ରରେ ସାମଗ୍ରିକ ଭାବେ ଉତ୍କର୍ଷ ପାଇଁ ‘ୱାର୍ଲ୍ଡ ଏଜୁକେସନ କଂଗ୍ରେସ’ ପକ୍ଷରୁ ଏହି…

ମୋଦୀ ସରକାର କେମିତି ଗାଦିଚ୍ୟୁତ ହୋଇପାରିବେ, ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେଲେ ଟିଏମସି ସାଂସଦ

ଗୌହାଟି:  ଯଦି ପଶ୍ଚିମ ଓ ଉତ୍ତର ଭାରତରେ ବିରୋଧୀ ଦଳ ଅଧିକ ଶକ୍ତିଶାଳୀ ହେବ ତାହେଲେ 2024 ସାଧାରଣ ନିର୍ବାଚନରେ ​​ବିଜେପି ନିର୍ବାଚନରେ ହାରିଯିବ । ବୁଧବାର ଟିଏମସି ସାଂସଦ ମହୁଆ ମୈତ୍ର ଏହା କହିଛନ୍ତି। ଆସାମର ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ କର୍ମୀଙ୍କୁ ଉଦବୋଧନ ଦେବେ ବେଳେ ସେ…

ମାଓ ଅଂଚଳରେ ୪-ଜି ନେଟୱାର୍କ

ନୂଆଦିଲ୍ଲୀ : ମାଓ ଅଂଚଳରେ ଲାଗିବ ୪-ଜି ନେଟୱାର୍କ। ଏବେ ର ୨-ଜି ନେଟୱର୍କ ୪-ଜି କୁ ଉନ୍ନୀତ କରାଯିବ। ଦ୍ରୁତ ଇଂଟରନେଟ୍ ସହ ବେତାର ମୁଖ୍ଯସ୍ରୋତରେ ଯୋଡିହେବ ଏହି ସମସ୍ତ ପଛୁଆ ଅଂଚଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୟୁନିଭର୍ସାଲ…

ଭାରତ ବିନା ବିଶ୍ୱର ପ୍ରମୁଖ ସମସ୍ୟାର ସମାଧାନ ହୋଇପାରିବନି: ଜର୍ମାନୀ ମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ୱର ଯେକୌଣସି ସମସ୍ୟା ଆସୁ ଯଦି ଭାରତର ସହଯୋଗ ନାହିଁ ତାହେଲେ ଏହି ସମସ୍ୟାର ସମାଧାନ ହୋଇପାରିବନି । ଜର୍ମାନୀର ବୈଦେଶିକ କାର୍ଯ୍ୟାଳୟର ସଟିବ ଡକ୍ଟର ଟୋବିୟାସ ଲିଣ୍ଡନର୍ ଏହା କହିଛନ୍ତି। ଭାରତ ସହିତ ଜର୍ମାନୀ ଗୋଟିଏ ପ୍ରମୁଖ ଅଂଶୀଦାର । ଭାରତ ସହିତ ବିଭିନ୍ନ କ୍ଷେତ୍ରରେ…

ଲେମ୍ବୁ ପାଇଁ ବୋହୂକୁ ହତ୍ୟା ! ଫେରାର ଶାଶୁ ଓ ନଣନ୍ଦ

ପାଟଣା: ଗୋଟିଏ ପଟେ ବଜାରରେ ଲେମ୍ବୁର ଭାଉ ଅଧିକ ବଢିବା ପରେ ଏହା ଘରେ ଫଳ ଭଳି ସମ୍ମାନ ପାଉଛି । ଅନ୍ୟପଟେ ଏହି ଲେମ୍ବୁକୁ ନେଇ ଘରେ କଳି ହୋଇଛି । ସ୍ଥିତି ଏପରି ହୋଇଛି ଯେ ଲେମ୍ବୁ ପାଇଁ ଜଣଙ୍କ ଜୀବନ ଯାଇଛି । ବିହାରର ଚମ୍ପରନ ଜିଲ୍ଲାର ଚୌଧନାଡୋ ପୋଲିସ୍ ଷ୍ଟେସନର ଚେନପୁର ଗାଁରେ…

ନେତ୍ରବନ୍ଧ ଆଇରନ୍ ଓର୍ ଖଣି ଖନନ ପାଇଁ ପଲ୍ଲୀ ସଭା; ୩୦୦ରୁ ଉର୍ଦ୍ଦ୍ୱ ସ୍ଥାନୀୟ ନିଯୁକ୍ତି

କୋଇଡ଼ା: ନେତ୍ରବନ୍ଧ ଆଇରନ୍ ଓର୍ ଖଣି ରେ ଜେଏସଡବ୍ଲୁ ସହଯୋଗୀ ଭୂଷଣ ଷ୍ଟିଲ୍ ଏବଂ ପାୱାର ଲିମିଟେଡ ର ଖନନ ପାଇଁ ବୁଧବାର ବାଲାଡିହି ଗ୍ରାମରେ ପଲ୍ଲୀ ସଭା ବା ଜନ ଶୁଣାଣି ଅନୁଷ୍ଠିତହୋଇଯାଇଛି। ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ସହ ପ୍ରଭାବିତ ଗ୍ରାମର ୫୦୦ ଜଣ ଏହି ସଭାରେ କମ୍ପାନୀ…