Latest Odisha News

BREAKING NEWS

Browsing Category

ଫିଚର

ଆଗାମୀ ୩ରୁ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : ବିଜୟ ମହାପାତ୍ର

ଭୁବନେଶ୍ୱର : ଓଡିଶାରେ କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ବର୍ତ୍ତମାନ ଓଡିଶାରେ ସ୍ଥିତି ଏତେଟା ଉଦବେଗ ଜନକ ନାହିଁ ବୋଲି ବିଜୟ ମହାପାତ୍ର କହିଛନ୍ତି । ଆଗାମୀ ୩ ରୁ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ…

ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା : ଝାରସୁଗୁଡାରେ ଏସପି ଅଫିସ ଘେରାଉ କଲା ବିଜେପି

ଝାରସୁଗୁଡ଼ା : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରାଷେୟା ଲଳିତ ସାହୁ ମୃତ୍ୟୁ ମାମଲାକୁ ନେଇ ବଢୁଛି ବିବାଦ । ରୋଷେଇଆ ଲଳିତ ସାହୁ ମୃତ୍ୟୁ ମାମଲାରେ ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏନେଇ ଆଜି ଝାରସୁଗୁଡାରେ ବିଜେପି ପକ୍ଷରୁ ଏସପି ଅଫିସ ଘେରାଉ କରିବା ସହ…

ଆଜିଠୁ ଦୁଇଦିନିଆ ସମ୍ବଲପୁର ଗସ୍ତରେ ରାଜ୍ୟପାଳ , ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ୱର : ଓଡିଶାର ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ଗୁରୁବାର ଠାରୁ ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଯାଉଛନ୍ତି । ରାଜ୍ୟପାଳ ଭୁବନେଶ୍ୱରରୁ ଟ୍ରେନ ଯୋଗେ ସମ୍ବଲପୁର ଗସ୍ତ କରୁଛନ୍ତି । କାର୍ଯ୍ୟସୂଚି ଅନୁସାରେ ରାଜ୍ୟପାଳ ରାଜଗାଙ୍ଗପୁରରେ ଓହ୍ଲାଇବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ…

[ଭିଡିଓ] ଜଳ ଯନ୍ତ୍ରଣାରେ ଛଟପଟ ଜୀବନ : ଚୁଆ ପାଣି ଲୋକଙ୍କ ସାହା ଭରସା ପାଲଟିଛି

ନୂଆପଡା : ପାଣି ମୁନ୍ଦାଏ ପାଇଁ ସଂଘର୍ଷ କରୁଛନ୍ତି  ଗ୍ରାମବାସୀ । ଚାଷ ଜମିରେ ଥିବା ଚୁଆ ପାଣି ପାଲଟିଛି ଲୋକମାନଙ୍କ ସାହା ଭରସା । ଗୁହାରି ଶୁଣିବା ପାଇଁ କେହି ନାହାନ୍ତି । ମୁଣ୍ଡଫଟା ଖରାରେ ପାଣି ପାଇଁ ମାଇଲ ମାଇଲ ଚାଲୁଛନ୍ତି ଲୋକମାନେ ।ନୂଆପଡା ଜିଲ୍ଲା ବୋଡେନ ବ୍ଲକ ନିମନା ଏବଂ ବୋଇର…

ଦେଶବ୍ୟାପୀ ବୁଲଡୋଜର ବୁଲିବା ଉପରେ ରୋକକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରୀରେ ଜବର ଦଖଲ ଉଚ୍ଛେଦ ଉପରେ ବୁଲଡୋଜର ବୁଲିବା ନେଇ ସର୍ବୋଚ୍ଚ କୋର୍ଟ ଦୁଇ ସପ୍ତାହ ପାଇଁ ରୋକ ଲଗାଇଛନ୍ତି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ପୂର୍ବ ସ୍ଥିତି ବଜାୟ ରହିବ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା…

ସ୍କୁଲ ବସ ଉପରେ ୨ ଲକ୍ଷ ୩୩ ହଜାର ଟଙ୍କାର ଫାଇନ୍

ଭୁବନେଶ୍ୱର: ଫିଟନେସ କିମ୍ବା ବୀମା ନଥାଇ ରାଜଧାନୀ ରାଜରାସ୍ତାରେ ସ୍କୁଲ ବସ୍ ଚଳାଇବା ମହଙ୍ଗା ପଡିଛି । ଆଜି ଚେକିଂ ବେଳେ  ଏକ ସ୍କୁଲ ବସ ଉପରେ ୨ ଲକ୍ଷ ୩୩ ହଜାର ଟଙ୍କାର ଫାଇନ୍ ଲଗାଇଛି ଭୁବନେଶ୍ୱର ଆରଟିଓ । ପଟିଆ ଡମଣା ଛକରେ ଆଜି ପରିବହନ ବିଭାଗ ଚେକିଂ କରୁଥିବା ବେଳେ ବସଟି ହାବୁଡରେ…

ପରିବା ଦର ଉଚ୍ଚା ପାଇଁ ହତ୍ୟାକାଣ୍ଡ : ଗ୍ରାହକଙ୍କୁ ହତ୍ୟା କରି ପରିବା ଦୋକାନୀ ଗିରଫ

ଭୁବନେଶ୍ୱର : ପରିବା ଦର ଉଚ୍ଚା ପାଇଁ ହତ୍ୟାକାଣ୍ଡ । ପରିବା  ଦର ଅଧିକ କହିବାରୁ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ଗଣ୍ଡଗୋଳ । ଗ୍ରାହକଙ୍କ ଅକାରଣ ଚାଲିଗଲା ଜୀବନ । ହତ୍ୟାକାରି ପରିବା ଦୋକାନୀଙ୍କୁ ଗିରଫ କରିଛି ପୋଲିସ । ଏମିତି ଏକ ଲୋମ ହର୍ଷଣକାରୀ ଘଟଣା ଘଟିଛି ଖଣ୍ଡଗିରି ଅଞ୍ଚଳରେ ।…

ରାଜ୍ୟସଭାରୁ ଇସ୍ତଫା ଦେଲେ କଟକ ମେୟର ସୁବାସ ସିଂହ

କଟକ: ରାଜ୍ୟସଭା ପଦରୁ ଇସ୍ତଫା ଦେଲେ କଟକର ମେୟର ସୁବାସ ସିଂହ। ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟସଭାରୁ ନିଜର ଇସ୍ତଫା ବାବଦରେ ଘୋଷଣା କରିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ୨ ବର୍ଷରୁ ଅଧିକ ସମୟ ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ୨୦୨୦…

କଂଗ୍ରେସ ବିଧାୟକ ଜିଗ୍ନେଶ ମେଭାନୀଙ୍କୁ ଗିରଫ କଲା ଆସାମ ପୁଲିସ

ଅହମଦାବାଦ: ଗୁଜରାଟ କଂଗ୍ରେସ ବିଧାୟକ ଜିଗ୍ନେଶ ମେଭାନୀ ଗିରଫ । ଆସାମ ପୁଲିସ ବିଳମ୍ବିତ ରାତିରେ ତାଙ୍କୁ ଗୁଜରାଟର ପଲାନପୁରରୁ ଗିରଫ କରିଥିଲା। ଏହାପରେ ଆଜି ସକାଳୁ ଅହମଦାବାଦରୁ ବିମାନ ଯୋଗେ ଆସାମ ନେଇଯାଇଛି । ବିଧାୟକଙ୍କ ଅଫିସ ଗିରଫଦାରୀ ବାବଦରେ ସୂଚନା ଦେଇଛି। ଗୁଜରାଟର ଏହି ନେତା…

୩୪ ଦିନରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ, ୨୪ ଘଣ୍ଟାରେ କରୋନା ନେଲା ୫୬ ଜୀବନ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨,୩୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୪୩୩ରେ ପହଞ୍ଚିଛି। ମାର୍ଚ୍ଚ ୧୮ ତାରିଖରେ ୨୦୭୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ…