Latest Odisha News

BREAKING NEWS

Browsing Category

ଫିଚର

କଭି ଇଦ କଭି ଦିୱାଲୀର ନିର୍ଦ୍ଦେଶନା ଦେବେ ସଲମାନ !

ମୁମ୍ବାଇ: କଭି ଇଦ କଭି ଦିୱାଲୀ ଫିଲ୍ମକୁ ନେଇ ବେଶ କିଛି ଦିନ ହେବ ଆଲୋଚନା ଜୋର ଧରିଛି । ସାଜିଦ ନାଡିୟାଡୱାଲା ଏହାର ପ୍ରଡକ୍ସନ ଦାୟିତ୍ୱରୁ ଓହରିଯାଇଥବା ଖବର ପ୍ରକାଶ ପାଇଥିଲା । ତାଙ୍କ ସ୍ଥାନରେ ସଲମାନ ଉଭୟ ପ୍ରଡ୍ୟୁସର ଓ ନିର୍ଦ୍ଦେଶନା ଭାର ସମ୍ଭାଳିବେ ବୋଲି ବଲିଉଡ ହଙ୍ଗାମାରେ ରିପୋର୍ଟ…

ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ପିଏସୟୁ ଫେରେଇବେ ଖଣି, ଲାଗିବନି ଜରିମନା

ନୂଆଦିଲ୍ଲୀ: ପିଏସୟୁ ମାନଙ୍କ ନିକଟରେ ଥିବା ଖଣି ଲିଜକୁ ଫେରେଇବା ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାର ଆବଶ୍ୟକତାକୁ ଶୁକ୍ରବାର କେନ୍ଦ୍ର କ୍ୟାବିନେଟ କମିଟି ଅନୁମୋଦନ ଦେଇଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । କେନ୍ଦ୍ରୀୟ ଓ ରାଜ୍ୟ ପିଏସୟୁ ମାନଙ୍କ ନିକଟରେ ଥିବା ଅଚଳ…

ପାକିସ୍ତାନୀ ଆତଙ୍କୀ ହାଫିଜଙ୍କୁ ୩୧ ବର୍ଷ ଜେଲ

ନୂଆଦିଲ୍ଲୀ: ମୁମ୍ବାଇ ୨୬/୧୧ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ତଥା ପାକିସ୍ତାନୀ ଆତଙ୍କୀ ହାଫିଜ ସଇଦକୁ ୩୧ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି । ପାକିସ୍ତାନ ଆତଙ୍କବାଦୀ ନିରୋଧୀ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଆତଙ୍କବାଦୀ ସଂଗଠନକୁ ଫଣ୍ଡିଂ କରିବା ଅଭିଯୋଗ ମଧ୍ୟ ତାଙ୍କ ନାମରେ ଥିଲା ।…

ଫସିଗଲେ ଇମ୍ରାନ, ଦେଶଦ୍ରୋହୀ ପ୍ରମାଣିତ ହେଲେ ପାଇବେ ମୃତ୍ୟୁଦଣ୍ଡ !

ଇସଲାମାବଦ: ପାକିସ୍ତାନର କଳୁଷିତ ରାଜନୀତିରେ ପଶି ଇମ୍ରାନ ଖାଁ ନିଜ ଗୋଡରେ ନିଜେ କୁରାଢ଼ୀ ମାରିଛନ୍ତି । ସୁପ୍ରିମ କୋର୍ଟ ଇମ୍ରାନ ନିୟମ ଭାଙ୍ଗିଛନ୍ତି ବୋଲି ପରୋକ୍ଷରେ ତାଙ୍କ ଶୁଣାଣୀରେ କହିଛନ୍ତି । ଏହା ସହିତ ସ୍ପିକରଙ୍କ ନିଷ୍ପତି ଅସାମ୍ବିଧାନିକ ବୋଲି କୁହାଯାଇଛି । ଏଥିରେ ଇମ୍ରାନ ଦୋଷୀ…

ସିକେ ନାୟୁଡୁ ଟ୍ରଫି: ବିଜୟ ସତ୍ୱେ ନକଆଉଟରୁ ବାଦ ପଡିଲା ଓଡିଶା

ଭୁବନେଶ୍ୱର: ଚଳିତ ସିକେ ନାୟୁଡୁ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଓଡିଶା ୧୩୨ ରନରେ ହାଇଦ୍ରାବାଦକୁ ପରାସ୍ତ କରିଛି । ତେବେ ଏହି ବିଜୟ ସତ୍ୱେ ଓଡିଶା ନକଆଉଟ ଦୌଡରୁ ବାଦ ପଡିଛି । ଏଲିଟ ଗ୍ରୁପ ସିରୁ ମଧ୍ୟପ୍ରଦେଶ ଉତମ ରନରେଟ ହାର ଯୋଗୁ ନକଆଉଟକୁ ଉନ୍ନୀତ ହୋଇଛି । ୩୦୦ ରନର ବିଜୟ ଲକ୍ଷ୍ୟକୁ…

ନୀରସ ହେଉଛି ଇଣ୍ଡିଆନ ପ୍ରିମିୟର ଲିଗ !

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସିଜନକୁ ସବୁଠାରୁ ଲୋକପ୍ରିୟ ହେବ ବୋଲି ବିିିସିସିଆଇ ପକ୍ଷରୁ କୁହାଯାଇଥିଲା । ମାତ୍ର ଏ ପର୍ଯ୍ୟନ୍ତର ରିପୋର୍ଟକୁ ବିଚାରକୁ ନେଲେ ଏହା ନୈରାଶ୍ୟଜନକ ରହିଛି । ଗତ ସଂସ୍କରଣଗୁଡିକ ତୁଳନାରେ ଏଥର ଭ୍ୟୁୟରଶିପ ବହୁ ତଳକୁ ଖସି ଆସିଛି । ଯାହାକି ଚିନ୍ତାର…

ରୁଷିଆର ରସିଚ ସେନା: କାନ କାଟି ଦିଅନ୍ତି, ପୋଡା ମଣିଷ ମାଂସ ଗନ୍ଧ ସେମାନଙ୍କୁ ଭଲ ଲାଗେ !

ମସ୍କୋ: ୟୁକ୍ରେନକୁ କବଜା କରିବା ପାଇଁ ରୁଷ କ୍ରମାଗତ ଆକ୍ରମଣ ଜାରୀ ରଖିଛି । ଇତି ମଧ୍ୟରେ ଯୁଦ୍ଧର ୪୨ ଦିନ ବିତି ଯାଇଥିଲେ ମଧ୍ୟ ରୁଷ ହାତରେ କିଛି ଲାଗିନି । ୟୁକ୍ରେନବାସୀଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ରୁଷ ସେମାନଙ୍କର ସବୁଠାରୁ ନିଷ୍ଠୁର ସେନା ରସିଚଙ୍କୁ ନିୟୋଜିତ କରିଛନ୍ତି । ଏହି…

କୋଭିଡ ମୃତ୍ୟୁର ଆର୍ଥିକ ସହାୟତା ପାଇଁ ମେ ୨୮ ସୁଦ୍ଧା ଆବେଦନ, ମିଳିବ ୫୦ ହଜାର

ଭୁବନେଶ୍ୱର: କୋଭିଡ ଜନିତ ମୃତ୍ୟୁ ପାଇଁ ସରକାରଙ୍କ ପକ୍ଷରୁ ଆତ୍ମୀୟ ସ୍ୱଜନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ୫୦ ହଜାର ଟଙ୍କାର ଏହି ସହାୟତା ସକାଶେ ଆବେଦନ ପ୍ରକ୍ରିୟା ଦୁଇ ପ୍ରକାର ରହିଛି । ଉଭୟ ଅଫଲାଇନ ଓ ଅନଲାଇନ ଜରିଆରେ ମୃତକଙ୍କ ସଂପର୍କୀୟ ଆବେଦନ କରିପାରିବେ । ଅନଲାଇନରେ…

ଶପଥ ନେଲେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ

ବ୍ରହ୍ମପୁର : ଶପଥ ନେଲେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ । ବ୍ରହ୍ମପୁରର ନବ ନିର୍ବାଚିତ ମେୟର ଭାବେ ସଂଘମିତ୍ରା ଦଳେଇ ଶପଥ ପାଠ କରିଥିଲେ । ତା ସହ ଆଜି ୪୨ ଜଣ କର୍ପୋରେଟର ଶପଥ ନେଇଛନ୍ତି । ବ୍ରହ୍ମପୁରର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରୟାସ କରିବା ବୋଲି ସଂଘମିତ୍ରା  କହିଥିଲେ ।…

ଏପ୍ରିଲ ୧୦ରୁ ୧୮ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଦିଆଯିବ ବୁଷ୍ଟର ଡୋଜ

ଦିଲ୍ଲୀ : ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଦିଆଯିବ ବୁଷ୍ଟର ଡୋଜ । ଏପ୍ରିଲ ୧୦ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ବୁଷ୍ଟର ଡୋଜ ଦିଆଯିବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।ଏହି ବୁଷ୍ଟର ଡୋଜ ସମସ୍ତ ଘରୋଇ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହେବ ।…