Latest Odisha News

BREAKING NEWS

Browsing Category

ଫିଚର

ରୋଗୀଙ୍କୁ ନେଇ ଯିବା ବାଟରେ ଓଲଟିଲା ୧୦୮ ଆମ୍ବୁଲାନ୍ସ ,୪ ଆହତ

ନବରଙ୍ଗପୁର : ରୋଗୀଙ୍କୁ ନେଇ ଯାଉଥିବା ବେଳେ ଓଲଟିପଡିଲା ୧୦୮ ଆମ୍ବୁାଲାନ୍ସ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି କୋଷାଗୁମୁଡା ରାସ୍ତାର ତଣ୍ଡାଗୁଡା ଗାଁରେ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଖଟୁବାଇ ଗାଁରୁ ପାପଡାହାଣ୍ଡି ଡାକ୍ତରଖାନାକୁ…

[ଭିଡିଓ] ଦୁବାଇ ଏକ୍ସପୋରେ ରଣବୀର ସିଂଙ୍କ ସହ ଠୁମକା ଲଗାଇଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ଦିଲ୍ଲୀ : ଦୁବାଇ ଏକ୍ସପୋ ଇଭେଣ୍ଟରେ ଜଲୱା ଦେଖାଇଲେ କେନ୍ଦ୍ରମନ୍ତ୍ରୀ । ଦୁବାଇରେ ଚାଲିଥିବା ଇଣ୍ଡିଆ ଏକ୍ସୋପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଯୋଗଦେଇଥିଲେ । ଏହି ଇଭେଣ୍ଟର ବଲଉଡ ଷ୍ଟାର ରଣବୀର ସିଂ ଙ୍କ ମଧ୍ୟ ଉପସ୍ଥିତ ଥିଲେ । ହଠାତ୍ ଏହି ପୋଗ୍ରାମରେ ରଣବୀର ସିଂଙ୍କ ସହ ତାଳଦେଇ …

ବଦଳିପାରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ସୂଚୀ

ଭୁବନେଶ୍ୱର: ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ସୂଚୀ ବଦଳିପାରେ । ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ପ୍ରସ୍ତାବ ଦିଆଯାଇଛି । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ନିର୍ଦ୍ଧାରିତ ପରୀକ୍ଷା ସୂଚୀରେ ଅଳ୍ପ ବ୍ୟବଧାନ ଥିବାରୁ ଏଭଳି…

‘ଦ କପିଲ ଶର୍ମା’ ଶୋ ଛାଡିଲେ ସୁମୋନା ଚକ୍ରବର୍ତ୍ତୀ , ନୂଆ ଶୋ’ର ପ୍ରମୋରେ ନଜର ଆସିଲେ

ମୁୁମ୍ବାଇ : ଏବେ ବହୁ ଚର୍ଚ୍ଚିତ 'ଦ କପିଲ ଶର୍ମା' କମେଡି ଶୋ ବନ୍ଦ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହି 'ଶୋ' ବନ୍ଦ ହେବା ଖବର ଶୁଣି ଫ୍ୟାନ ମାନେ ନିରାଶ ହୋଇଯାଇଥିଲେ ।ଏବେ ଆଉ ଗୋଟେ ଖବର ସାମ୍ନାକୁ ଆସିଛି । କପିଲ ଶର୍ମା 'ଶୋ'ରେ ଆକ୍ଟି କରୁଥିବା ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ…

ଭୂମିକମ୍ପ ଝଟକାରେ ଥରିଲା ଲେହ

ଦିଲ୍ଲୀ : ଭୁମିକମ୍ପ ଝଟକାରେ ଥରିଲା ଲେହେ । ଜମ୍ମୁ କଶ୍ମୀର ଲେହରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରେକ୍ଟର ସ୍ଲେଲରେ ଭୂମିକମ୍ପର ତୀବ୍ରତା ୪.୩ ରେକର୍ଡ କରାଯାଇଛି ।ଆଜି ସକାଳ ୭.୨୯ରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ପକ୍ଷରୁ ସୂଚନା ମିଳିଛି  ।…

IAS ଟିନା ଡାବୀଙ୍କ ନୂଆ ଲାଇଫ ପାର୍ଟନର: ୧୩ ବର୍ଷ ବଡ଼ ଆଇଏଏସ୍ ଅଫିସରଙ୍କୁ କରିବେ ବିବାହ

ନୂଆଦିଲ୍ଲୀ: ନୂଆ ଲାଇଫ ପାର୍ଟନର ପାଇଲେ ଆଇଏଏସ୍ ଅଫିସର ଟିନା ଡାବୀ । ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ନିଜ ଜୀବନ ସାଥୀଙ୍କ ସହ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଟିନା । ନିଜଠାରୁ ୧୩ ବର୍ଷ ବଡ଼ ଆଇଏଏସ୍ ଅଫିସର ପ୍ରଦୀପ ଗୱାଣ୍ଡେଙ୍କୁ ବିବାହ କରିବେ । ୨୦୧୩ ବ୍ୟାଚ୍ ଆଇଏଏସ୍…

ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ପୁଣି ଅସୁସ୍ଥ ହେଲେ ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗତକାଲି ରାତିରେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ବାଣପୁର ସବଜେଲରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।…

ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀଙ୍କ ବ୍ୟାଙ୍କ ଲକରରୁ ମିଳିଲା ଆଉ ୮୯୯ ଗ୍ରାମ୍ ସୁନା

ଭୁବନେଶ୍ୱର: ଯେତେ ଖୋଳିଲେ ସେତେ ବାହାରୁଛି । ୫ ଦିନ ହେଲା ସରୁନି ଭିଜିଲାନ୍ସ ରେଡ୍ । ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଆଖି ଟେରା । ବ୍ୟାଙ୍କ ଲକରୁ ମିଳିଲା ଆଉ ୮୯୯ ଗ୍ରାମ୍ ସୁନା । ଭୁବନେଶ୍ୱର ନୀଳାଦ୍ରିବିହାର ବ୍ୟାଙ୍କ ଅଫ ବରୋଦା…

ଖୋଲିବ କ୍ୟାମେରାମ୍ୟାନ୍ ମର୍ଡର ମିଷ୍ଟ୍ରି: ସତ ଉଗାରିବେ ଶର୍ମିଷ୍ଠା, ନିରଞ୍ଜନ

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଉପରୁ ହଟିବ ପରଦା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଧରାପଡ଼ିବା ପରେ ମର୍ଡର ମିଷ୍ଟ୍ରି ଭେଦିବ କ୍ରାଇମବ୍ରାଞ୍ଚ । ଆଜିଠୁ ୪ ଜଣ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ସହଯୋଗୀ ଝୁନା ଭୋଇ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ବୈଷୟିକ…

ଭାରତ ବନ୍ଦର ଦ୍ୱିତୀୟ ଦିନ: ବ୍ୟାଙ୍କିଂ ଓ ପରିବହନ ସେବା ପ୍ରଭାବିତ

ଭୁବନେଶ୍ୱର: ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଦିଆଯାଇଥିବା ସର୍ବଭାରତୀୟ ଧର୍ମଘଟର ଆଜି ଦ୍ୱିତୀୟ ଦିନ । ସାରା ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଧର୍ମଘଟ ବନ୍ଦର ରୂପ ନେଇଛି । ଆଜି ଦ୍ୱିତୀୟ ଦିନରେ ବିଭିନ୍ନ ସ୍ଥାନରେ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ କରି ରାସ୍ତାରୋକ…