Latest Odisha News

BREAKING NEWS

Browsing Category

ଫିଚର

ତୈଳ ଦରରେ ଲାଗୁନି ବ୍ରେକ୍, ଆଜି ପୁଣି ବଢ଼ିଲା

ଭୁବନେଶ୍ୱର: ପୁଣି ବେଲଗାମ ତୈଳ ଦର । ପ୍ରତିଦିନ ବଢୁଛି ପେଟ୍ରୋଲ ଓ ଡିଜେଲ୍ ଦାମ୍ । ଲଗାତାର ଷଷ୍ଠ ଦିନରେ ପଞ୍ଚମ ଥର ପାଇଁ ବଢ଼ିଲା ପେଟ୍ରୋଲ-ଡିଜେଲ ଦର । ଆଜି ପେଟ୍ରୋଲ ଲିଟର ପିଛା ଦର ୫୦ ପଇସା ବଢ଼ିଛି । ସେହିପରି ଡିଜେଲ ଦାମ୍ ଲିଟର ପ୍ରତି ୫୫ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ…

ଜାଣନ୍ତୁ; ଭୁବନେଶ୍ୱରର ନୂଆ ମେୟର ସୁଲୋଚନା ଦାସଙ୍କୁ

ଭୁବନେଶ୍ୱର: ସୁଲୋଚନା ଦାସ । ଏହି ବିଜେଡି ନେତ୍ରୀ ମହାନଗର ନିଗମ ନିର୍ବାଚନରେ ଭୁବନେଶ୍ୱରର ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ବିଜୟୀ ହୋଇ ସେ ମନ୍ଦିର ମାଳିନୀ ସହର ଭୁବନେଶ୍ୱରର ମେୟର ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ କଡା ପ୍ରତିଦ୍ଵନ୍ଦ୍ଵିତା କରିଥିଲେ ମଧ୍ୟ…

ମୁଣ୍ଡଗେଟ୍: ସନ୍ଦେହ ଘେରରେ ସୁନୀତିଙ୍କ ଡକ୍ଚରେଟ ପାଖରୁ ସାମ୍ବାଦିକତାରେ ଡିପ୍ଲୋମା

ଭୁବନେଶ୍ୱର: ପୁଣି ବିବାଦରେ ବିଜେପିର ଭୁବନେଶ୍ୱର ମେୟର ପରାଜିତ ପ୍ରାର୍ଥୀ ସୁନୀତି ମୁଣ୍ଡ । ପ୍ରଥମେ ନାଁ ପୂର୍ବରୁ ଡକ୍ଟର ଲଗାଇବାକୁ ନେଇ ସନ୍ଦେହ ଘେରରେ ଥିଲେ ଏହି ନେତ୍ରୀ । ଏବେ ନିଜର ସାମ୍ବାଦିକତା ସାର୍ଟିଫିକେଟକୁ ନେଇ ସ୍କାନରରେ ଆସିଛନ୍ତି । ସନ୍ଦେହ ଘେରରେ ପିଜି ପାଠ୍ୟକ୍ରମ…

ପ୍ଲେସ୍‌ମେଣ୍ଟ ଓ କ୍ୟାମ୍ପସ୍ ଦିଗରେ ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ କିଟକୁ ଏସିଆ ଏଜୁକେସନ୍ ୨୦୨୨ ପୁରସ୍କାର

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟକୁ ଏସିଆ ଏଜୁକେସନ୍ ପୁରସ୍କାର ୨୦୨୨ ପ୍ରଦାନ କରାଯାଇଛି। ଶୁକ୍ରବାର ବାଙ୍ଗାଲୋରରେ ଏସିଆ ଟୁଡେ ରିସର୍ଚ୍ଚ ଓ ମିଡ଼ିଆ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ…

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଇମ୍ରାନ !

ଲାହୋର:ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପଦ ଛାଡିବା ନେଇ ଆଲୋଚନା ଜୋର ଧରିଛି । ରବିବାର ଇସଲାମବାଦରେ ତହରିକ ଇ ଇନ୍ସାଫ ପାର୍ଟିର ଏକ ବଡ ଧରଣର ରାଲୀ ହେବାକୁ ଅଛି । ଏଥିରେ ଇମ୍ରାନ ଶକ୍ତି ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛନ୍ତି । ତେବେ କେତେକ ୱେବସାଇଟରେ ପ୍ରକାଶିତ ରିପୋର୍ଟ…

କଟକ ମହାନଗର ନିଗମରେ ମେୟର ହେଲେ ବିଜେଡି ପ୍ରାର୍ଥୀ ସୁବାସ ସିଂ

କଟକ : କଟକରେ ମେୟର ଭାବେ ନିର୍ବାଚିତ ହୋଇଛନ୍ତି ବିଜେଡି ପ୍ରାର୍ଥୀ ସୁବାସ ସିଂ । ବିଜେପି ଓ କଂଗ୍ରେସଙ୍କୁ ପଛରେ ପକାଇ ବିଜୟ ହାସଲ କରିଛନ୍ତି ବେଜେଡି ପ୍ରାର୍ଥୀ । ୪୫ ହଜାର ୨ଶହ ୬ ଖଣ୍ଡ ଅଧିକ ଭୋଟରେ ବିଜେଡି ପ୍ରାର୍ଥୀ ସୁବାସ ସିଂ ବିଜୟ ହାସଲ କରିଛନ୍ତି । ବିଜେଡି ପ୍ରାର୍ଥୀ ସୁବାସ…

ପୁତିନଙ୍କୁ ହତ୍ୟା କରିବେ ତାଙ୍କ ପରିବାର ସଦସ୍ୟ !

ମସ୍କୋ: ୟୁକ୍ରେନ ଉପରେ ଆକ୍ରମଣ ନେଇ ରୁଷ ରାଷ୍ଟ୍ରପତି ସବୁଠାରେ ବିରୋଧର ସମ୍ମୁଖୀନ ହେଉଛନ୍ତି । ଏପରିକି ଦେଶ ରୁଷରେ ଜନତା ମଧ୍ୟ ଏହି ଯୁଦ୍ଧ ସପକ୍ଷରେ ନାହାନ୍ତି । ଇତି ମଧ୍ୟରେ ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି ଅଷ୍ଟ୍ରେଲୀୟ ବିଶେଷଜ୍ଞ ଲିଓନେଦ ପେତ୍ରୋଭା । ସେ କହିଛନ୍ତି ରୁଷଙ୍କୁ ତାଙ୍କ…

ଭୁବନେଶ୍ୱର ମହାନଗର ନିଗମର ମେୟର ହେଲେ ବିଜେଡି ପ୍ରାର୍ଥୀନୀ ସୁଲୋଚନା ଦାସ

ଭୁବନେଶ୍ୱର  : ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ନିର୍ବାଚିତ ହେଲେ ବିଜେଡି ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ । ବିଜେଡି ମେୟର ପ୍ରାର୍ଥୀନୀ ସୁଲୋଚନା ଦାସଙ୍କୁ ଭୁବନେଶ୍ୱର ବାସିନ୍ଦା ବିଜୟୀ କରିଛନ୍ତି ।ସୁଲୋଚନା ୬୧ ହଜାର ୧୪୩ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀନୀ ସୁନୀତି ମୁଣ୍ଡଙ୍କୁ…

ପୌର ନିର୍ବାଚନ ଫଳାଫଳ : ଭୁବନେଶ୍ୱରରୁ କିଏ କେଉଁ ୱାର୍ଡରେ ବିଜୟୀ ହେଲେ ଦେଖନ୍ତୁ…

ଭୁବନେଶ୍ୱର : ରାଜ୍ୟରେ ଆଜି ପୌର ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଭୁବନେଶ୍ୱରରେ କିଏ କେଉଁ ୱାର୍ଡରେ ବିଜୟୀ ହେଲେ ଦେଖନ୍ତୁ ଏହି ରିପୋର୍ଟରେ । ଏହି ରିପୋର୍ଟରୁ ଜଣାପଡିଛି କି ପୌର ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ ହୋଇଛି । ଭୁବନେଶ୍ୱର ମହାନଗର ନିଗମର ବିଭିନ୍ନ ୱାର୍ଡ ଦଖଲ କରିଛି…

[ଭିଡିଓ] ପୌର ନିର୍ବାଚନ : ବନ୍ଧୁକରୁ ଗୁଳି ଫୁଟାଇ ବିଜୟ ଉତ୍ସବ କଲେ ବିଜେଡି କାଉନସିଲର

ସୁବର୍ଣ୍ଣପୁର : ପୌର ନିର୍ବାଚନ ଜିତଲେ । ହେଲେ ବେଆଇନ ଭାବେ ବନ୍ଧୁକ ଫୁଟାଇ ସେଲିବ୍ରେସନ କଲେ ବିଜେଡିର ବିଜୟୀ କାଉନସିଲ। ସୁବର୍ଣ୍ଣପୁର ଜିଲ୍ଲା ପୌର ପରିଷଦର ୯ ନମ୍ବର ୱାର୍ଡରେ କାଉନସିଲର ଭାବେ ବିଜୟୀ ପ୍ରାର୍ଥୀ ଦେଖାଇଛନ୍ତି ଏପରି କାରନାମା । ଫଳାଫଳ ଘୋଷଣା ସମୟରେ ନିଜ ୱାର୍ଡର…