Latest Odisha News

BREAKING NEWS

Browsing Category

ଫିଚର

ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି, ସନ୍ଧ୍ୟା ୫ଟାରୁ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବନକଲାଗି ନୀତି । ଏଥିପାଇଁ ସାମୟିକ ବନ୍ଦ ରହିବ ଶ୍ରୀଜିଉଙ୍କର ଦର୍ଶନ । ସନ୍ଧ୍ୟା ୫ଟାରୁ ୮ଟା ଯାଏ ମହାପ୍ରଭୁଙ୍କର ଦର୍ଶନ ବନ୍ଦ ରହିବ । ଏହି ସମୟରେ ବନକପେଡ଼ି ଧରି ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ ।…

ସାରେଗାମାପା ସହ ୧୫ ବର୍ଷର ସମ୍ପର୍କ କାଟିଲେ ଆଦିତ୍ୟ ନାରାୟଣ

ମୁମ୍ବାଇ: ସିଙ୍ଗିଙ୍ଗ ରିଆଲିଟି ସୋ’ ସାରେଗାମାପ ସହ ୧୫ ବର୍ଷର ସମ୍ପର୍କ କାଟିଲେ ଉଦିତ ନାରାୟଣ । ହୋଷ୍ଟ ଭାବରେ ଏହି ସୋ’କୁ ବାଏ ବାଏ କହିଛନ୍ତି । ଇନଷ୍ଟାଗ୍ରାମରେ ନିଜେ ଏହି ଘୋଷଣା କରିଛନ୍ତି ଉଦିତ ନାରାୟଣ । ତାଙ୍କୁ ୧୮ ବର୍ଷ ହୋଇଥିବା ବେଳେ ସାରେଗାମାପା ରିଆଲିଟି ସୋରେ ସେ ହୋଷ୍ଟ…

ସମାଜସେବୀ ଶ୍ରୁତି ମହାପାତ୍ରଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶାର ସମାଜସେବୀ ଶ୍ରୁତି ମହାପାତ୍ରଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ ।  ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୁତି ମହାପାତ୍ରଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି…

ହଲିଉଡରେ ଏଣ୍ଟ୍ରି ମାରିବେ ଆଲିୟା

ମୁମ୍ବାଇ: ବଲିଉଡ ପରେ ହଲିଉଡରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି ଆଲିୟା ଭଟ୍ଟ । ଖୁବଶୀଘ୍ର ହଲିଉଡ ପ୍ରୋଜେକ୍ଟରେ ସେ କାମ କରିବେ । ସ୍ପାଇ ଥ୍ରୀଲର ଫିଲ୍ମ ହାର୍ଟ ଅଫ୍ ଷ୍ଟୋନରେ ଅଭିନୟର ଯାଦୁ ଦେଖାଇବେ ସୁନ୍ଦରୀ ଆଲିୟା । ହଲିଉଡ ଅଭିନେତା ଗଲ୍ ଗଡୋଟଙ୍କ ସହ ନଜର ଆସିବେ । ଏହି ଫିଲ୍ମର…

ବିଦ୍ୟୁତ ତାର ନେଲା ଦନ୍ତାର ଜୀବନ

ଅନୁଗୋଳ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ । ଅନୁଗୋଳ ଜିଲ୍ଲା ନନ୍ଦପୁର ପଞ୍ଚାୟତର ମାଧପୁର ଜଙ୍ଗଲ ନିକଟରୁ ହାତୀର ମୃତଦେହ ଉଦ୍ଧାର ହୋଇଛି । ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି । ହାତୀଟି ମାଧପୁର ଜଙ୍ଗଲ ନିକଟରେ…

ୟୁକ୍ରେନ ସେନାରେ ତାମିଲନାଡୁ ଛାତ୍ର, ରୁଷ୍ ବିରୋଧରେ ଲଢ଼ିବେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୁଷ୍ ବିରୋଧରେ ଲଢ଼ିବେ ତାମିଲନାଡୁ ଛାତ୍ର । ୟୁକ୍ରେନ୍ ପାରା ମିଲିଟାରୀ ଫୋର୍ସରେ ଯୋଗ ଦେଇଛନ୍ତି ତାମିଲନାଡୁର ୨୧ ବର୍ଷୀୟ ଛାତ୍ର ସୈନିକେଶ ରବିଚନ୍ଦ୍ରନ୍ । କୋଏମ୍ବାଟୁର ଜିଲ୍ଲାରେ ତାଙ୍କ ଘର । ସୈନିକେଶ ୨୦୨୮ରେ ୟୁକ୍ରେନ୍ ଯାଇଥିଲେ । ଖାରକିଭରେ ନ୍ୟାସନାଲ୍…

କୋଟିପତି କଲେଜ ପ୍ରିନ୍ସିପାଲ, ୫ କୋଟିର ସମ୍ପତ୍ତି ଠାବ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କୋଟିପତି କଲେଜ ପ୍ରିନ୍ସିପାଲ । କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ହୀରାନୀଳା କଲେଜ ପ୍ରିନ୍ସିପାଲ ରମେଶ ଚନ୍ଦ୍ର ସାହୁଙ୍କର ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଗତକାଲି ତାଙ୍କ ଘର, ଅଫିସ ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ…

ଯୁଦ୍ଧ ବନ୍ଦ ପାଇଁ ୟୁକ୍ରେନ୍ ଆଗରେ ୪ଟି ସର୍ତ୍ତ ରଖିଲା ରୁଷ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ୧୩ ଦିନ ହେଲାଣି ରୁଷ୍-ୟୁକ୍ରେନ୍ ଭିତରେ ଘମାଘୋଟ ଯୁଦ୍ଧ ଚାଲିଛି । ୟୁକ୍ରେନର ବହୁ ସହରକୁ ଛାରଖାର କରି ଦେଲାଣି ପୁଟିନ୍ ସେନା । ଯୁଦ୍ଧ ବନ୍ଦ ପାଇଁ ଏବେ ୟୁକ୍ରେନ୍ ଆଗରେ ୪ଟି ସର୍ତ୍ତ ରଖିଛି ରୁଷ୍ । ସାମରିକ କାର୍ୟ୍ୟାନୁଷ୍ଠାନ ବନ୍ଦ କରିବାକୁ ୟୁକ୍ରେନକୁ କହିଛି…

ରାଜ୍ୟରେ ଶହେକୁ ଖସିଲାଣି ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା କେସ । ଦୈନିକ ସଂକ୍ରମଣ ପାଖାପାଖି ଶହେକୁ ଖସିଲାଣି । ୨୪ ଘଣ୍ଟାରେ ୨୧ ଜିଲ୍ଲାରୁ ବାହାରିଛନ୍ତି ୧୦୮ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୬୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୬ । ୧୮ ବର୍ଷ ଭିତରେ ଆଉ ୧୬ ଜଣ ପଜିଟିଭ୍ ବାହାରିଛନ୍ତି ।…

କାଲି ଶ୍ରୀଜିଉଙ୍କର ବନକଲାଗି ନୀତି, ସନ୍ଧ୍ୟା ୫ରୁ ୮ଟା ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିସହ ଶ୍ରୀମୁଖ ଶୃଙ୍ଗାର ହେବ । ବନକଲାଗି ନୀତି ପାଇଁ କାଲି ସଂଧ୍ୟା ୫ଟାରୁ ରାତି ୮ଟା ଯାଏ ଶ୍ରୀଜିଉଙ୍କର ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ରାତି ୮ଟାରେ…