Latest Odisha News

BREAKING NEWS

Browsing Category

ଫିଚର

ଏକଜିଟ୍ ପୋଲ୍: ୟୁପିରେ କ୍ଷମତା ବଜାର ରଖିବ ବିଜେପି, ପଞ୍ଜାବରେ ଆପ୍ ସରକାର

ନୂଆଦିଲ୍ଲୀ: ୫ ରାଜ୍ୟରେ କିଏ ଗଢ଼ିବ ସରକାର । ଭୋଟ୍ ସରିବା ପରେ ଏକଜିଟ୍ ପୋଲ୍ (ବୁଥ୍ ବାହୁଡ଼ା ମତ) ଆସିଛି । ଉତ୍ତରପ୍ରଦେଶରେ କ୍ଷମତା ବଜାୟ ରଖିବ ବିଜେପି । ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ବିଜେପି ପୁଣି ଥରେ ୟୁପି ଶାସନ ଗାଦି ଦଖଲ କରିବ । ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲିସ ବିଜେପି ଓ…

ISSF ବିଶ୍ୱକପ୍: ୨୫ ମିଟର ପିସ୍ତଲରେ ସ୍ୱର୍ଣ୍ଣ ଜିତିଲା ଭାରତୀୟ ମହିଳା ଟିମ୍

ନୂଆଦିଲ୍ଲୀ: ISSF ବିଶ୍ୱକପରେ ଦମ୍ ଦେଖାଇଲା ଭାରତୀୟ ମହିଳା ଟିମ୍ । ୨୫ ମିଟର ପିସ୍ତଲରେ ସିଙ୍ଗାପୁରକୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛି । ୧୭-୧୩ରେ ବିଜୟୀ ହୋଇଛି ଭାରତୀୟ ମହିଳା ଟିମ୍ । ଫାଇନାଲରେ ବାଜି ମାରିଛନ୍ତି ରାହି ସୋର୍ଣ୍ଣବତ, ଇଶା ସିଂ, ରିଦ୍ଦିମ୍ ସାଙ୍ଗଓ୍ୱାନ୍ । ଚଳିତ ISSF…

ୟୁକ୍ରେନର ୪ ସହରରେ ସାମୟିକ ଯୁଦ୍ଧବିରତି ଘୋଷଣା କଲା ରୁଷ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୁଷ୍-ୟୁକ୍ରେନ୍ ଭିତରେ ୧୨ ଦିନ ହେଲାଣି ଘମାଘୋଟ ଯୁଦ୍ଧ ଚାଲିଛି । ଘନ ଘନ ମିସାଇଲ୍, ରକେଟ୍ ମାଡ଼ ହେଉଛି । ଟ୍ୟାଙ୍କରୁ ହେଉଛି ହମଲା । ଏହାରି ଭିତରେ ୟୁକ୍ରେନରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଉଛି । ଆଜି ଦିନ ସାଢ଼େ ୧୨ଟାରୁ ଯୁଦ୍ଧଗ୍ରସ୍ତ ୪ଟି…

ଉତ୍ତରପ୍ରଦେଶରେ ଆଜି ସରିବ ନିର୍ବାଚନ, ୫୪ଟି ଆସନ ମତଦାନ ଜାରି

ଲକ୍ଷ୍ନୌ: ଆଜି ସରିବ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ । ଆଜି ଶେଷ ପର୍ଯ୍ୟାୟରେ ମତଦାନ ନିଆଯାଉଛି । ଆଜି ୫୪ ଆସନରେ ଭୋଟ ଗ୍ରହଣ ଚାଲିଛି । ୬୧୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଉତ୍ତରପ୍ରଦେଶ ଭୋଟର । ଆଜି ଆଜମଗଡ଼, ଜାଉଁପୁର, ଗାଜିପୁର, ସୋନଭଦ୍ର, ବାରଣାସୀ, ମାଉ,…

ଆଜି ଅନୁପମଙ୍କ ଜନ୍ମଦିନ, ୬୭ ବୟସରେ ଶରୀର ଦେଖି ପ୍ରଶଂସକ ଚକିତ

ମୁମ୍ବାଇ: ବଲିଉଡର ମହାନ କଳାକାର ଶ୍ରେଣୀରେ ସାମିଲ ଅନୁପମ ଖେରଙ୍କ ଆଜି(ମାର୍ଚ୍ଚ ୭) ଜନ୍ମ ଦିନ । ୬୭ ବର୍ଷରେ ଅନୁପମଙ୍କ ନୂତନ ଟ୍ରାନ୍ସଫରମେସନ ଦେଖି ପ୍ରଶଂସକମାନେ ଚକିତ ହୋଇ ଉଠିଛନ୍ତି । ସେ ତାଙ୍କର ଏହି ଫିଟ ବଡି ସୋସିଆଲ ସାଇଟରେ ଶେୟାର କରିବା ସହ ନିଜକୁ ନିଜେ ଜନ୍ମ ଦିବସର ଶୁଭେଚ୍ଛା…

୧୪ ବର୍ଷ ପରେ ରେକର୍ଡ ସ୍ତରରେ ଅଶୋଧିକ ତୈଳ ଦର, ବ୍ୟାରେଲ୍ ପିଛା ଦାମ୍ କେତେ ଜାଣନ୍ତୁ

ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ୍ ଯୁଦ୍ଧ ଭିତରେ ଅଶୋଧିତ ତୈଳ ବଜାରରେ ନିଆଁ । ତୈଳ ବଜାରରେ ଦେଖିବାକୁ ମିଳିଛି ଯୁଦ୍ଧର ପ୍ରଭାବ । ଅଶୋଧିତ ତୈଳ ଦାମ କ୍ରମାଗତ ଭାବରେ ବଢ଼ି ଚାଲିଛି । ୨୦୦୮ ପରେ ଆଜି ରେକର୍ଡ ସ୍ତର ଛୁଇଁଛି । ବିଶ୍ୱ ଆଜି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା…

ରୁଷର ଧମକରେ ଡରିଗଲା ପୋଲାଣ୍ଡ, ୟୁକ୍ରେନକୁ ଦେବନି ଫାଇଟର ଜେଟସ

ମସ୍କୋ: ନାଟୋ, ଆମେରିକା ଏବଂ ଅନ୍ୟ ଦେଶର ସାହସରେ ୟୁକ୍ରେନ ଶକ୍ତିଶାଳୀ ରୁଷକୁ ମୁକାବିଲା କରିବା ପାଇଁ ଅଂଟା ଭିଡିଥିଲା । ମାତ୍ର ରୁଷ ଆକ୍ରମଣ କରିବା ପରେ ୟୁକ୍ରେନ ହାତ ଛାଡି ଦେଇଥିଲେ ସମସ୍ତେ । ଇତି ମଧ୍ୟରେ ପୋଲାଣ୍ଡ ମାଧ୍ୟମରେ ଫାଇଟର ଜେଟସ ସପ୍ଲାଇ ନେଇ ଆଲୋଚନା ଚାଲିଥିବା ବେଳେ ଆଜି…

ଜେଲେନସ୍କିଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟେଲିଫୋନ୍ ଯୋଗେ ଦୁଇ ନେତା ଆଲୋଚନା କରିବେ ବୋଲି ସୂଚନା ମିଳିଛି । ରୁଷ୍ ସହ ୟୁକ୍ରେନର ଯୁଦ୍ଧ ଭିତରେ ଜେଲେନସ୍କିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଣ କଥା ହେବେ…

ଭିଜିଲାନ୍ସ ଜାଲରେ କଳାହାଣ୍ଡି ହୀରାନୀଳା କଲେଜ ପ୍ରିନ୍ସିପାଲ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ହୀରାନୀଳା କଲେଜ ପ୍ରିନ୍ସିପାଲ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରମେଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୫ଟି ସ୍ଥାନରେ ରେଡ୍‌ ଚାଲିଛି । ବିଶ୍ୱନାଥପୁର କଲେଜର ଅଫିସ୍‌ ସମେତ ଭୁବନେଶ୍ୱର…

ପାଲେଷ୍ଟାଇନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମୁକୁଳ ଆର୍ୟ୍ୟଙ୍କ ସନ୍ଦେହଜନକ ମୃତ୍ୟୁ

ନୂଆଦିଲ୍ଲୀ: ପାଲେଷ୍ଟାଇନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମୁକୁଳ ଆର୍ୟ୍ୟଙ୍କ ମୃତ୍ୟୁ । ରମଲ୍ଲା ସ୍ଥିତ ଦୂତାବାସ ନିକଟର ତାଙ୍କର ମୃତ୍ୟୁ ହୋଇଥିଲା । ତେବେ କେମିତି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ଜଣା ପଡିନି । ୨୦୦୮ ବ୍ୟାଚ୍ ଆଇଏଫଏସ୍ ଅଫିସର ମୁକୁଲ ଆର୍ୟ୍ୟ । ପୂର୍ବରୁ କାବୁଲ ଓ…