Latest Odisha News

BREAKING NEWS

Browsing Category

ଫିଚର

ଟ୍ରକ-ବାଇକ ମୁହାଁମୁହିଁ ଧକ୍କା , ଶିଶୁ ମୃତ

କୋରାପୁଟ : ହୋଲିରେ ଅଘଟଣ । କୋରାପୁଟ କୋକ୍ରିଗୁଡା ଛକ ନିକଟରେ ବାଇକ ଟ୍ରକ ମୁହାଁମୁହିଁ ଧକ୍କା ।ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଛୋଟ ଶିଶୁର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ଶିଶୁଟିର ମାମୁ ପୁରୁଷୋତ୍ତମ ଖିଲ ଗୁରୁତର ଆହତ ହୋଇପଡିଛନ୍ତି ।ତାଙ୍କୁ କୋରାପୁଟ ସହିଦ ଲଷ୍ମଣନାୟକ…

ଖରସ୍ରୋତା ନଦୀରେ ୭ ଜଣ ବୁଡିଯିବା ଘଟଣା : ଚତୁର୍ଥ ଜଣକ ମୃତ ଦେହ ଉଦ୍ଧାର

ଯାଜପୁର  : ଖରସ୍ରୋତା ନଦୀରେ ଗତକାଲି ପିଲାମାନେ ବୁଡିଯିବା ଘଟଣା । ଖରସ୍ରୋତା ନଦୀରେ ୭ ଜଣ ବୁଡି ଯାଇଥିଲେ । ଚତୁର୍ଥ ଜଣଙ୍କ ମୃତ ଦେହ ଏବେ ଉଦ୍ଧାର ହୋଇଛି । । ଅଗ୍ନିସମ ବାହିନୀ କର୍ମଚାରୀ ମାନେ ୨୪ ଘଣ୍ଟା ହେବ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ସକାଳେ ଅଗ୍ନିସମ ବାହିନୀ କ୍ରିଷ୍ଣା…

[ଭିଡିଓ] ପତିଙ୍କ ସହ ହୋଲି ଖେଳିଲେ ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା

ଦିଲ୍ଲୀ  : ସବୁଆଡେ ହୋଲିର ମାହୋଲ । ବଲିଉଡରେ ସେଲିବ୍ରେଟି ମାନେ ମଧ୍ୟ ଏହି ହୋଲି ଖେଳରୁ ବାଦ୍ ପଡିନାହାନ୍ତି । ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ହୋଲି ଖେଳିବାର ଫୋଟ ଓ  ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।ଏହି ଭଡିଓରେ ପ୍ରିୟଙ୍କା ନିକି ଜୋନ୍ସଙ୍କ ସହ ହୋଲି ଖେଳୁଥିବା…

ଦେଶରେ ୨୪ଘଣ୍ଟାରେ ୨,୦୭୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ,୭୧ ମୃତ

ଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ୨,୦୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ୭୧ ଜଣଙ୍କ ମୃତ୍ୟୁ ହୋଇଯାଇଛି ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଶନିବାର ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ବଢିଛି ବୋଲି…

ମହାନଦୀ ପୋଲ ଉପରୁ ଡେଇଁ ଯୁବକ ଗୁରୁତର ,କାରଣ ଅସ୍ପଷ୍ଟ

ସୁୁବର୍ଣ୍ଣପୁର : ସୁୁବର୍ଣ୍ଣପୁର ଜିଲ୍ଲା ବନିକା ମହାନଦୀ ବ୍ରିଜ ଉପରେ ନଦୀକୁ ଡେଇଁ ଜଣେ ଯୁବକ ଗୁରୁତର  ।ଯୁବକ ଜଣକ ବନିକା ଭଣ୍ଡାର ପଞ୍ଚାୟତ ଆମ୍ବପାଲି ଗାଁର ରୋହିତ ସୁନା ବୋଲି ଜଣାପଡିଛି । ସ୍ଥାନୀୟ ଲୋକ ଯୁବକଙ୍କୁ ଦେଖି ତୁରନ୍ତ ବନିକା ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହାନୀ…

ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ରଙ୍ଗର ପର୍ବ ହୋଲି ।ଏନେଇ ପଲ୍ଲିଠୁ ସହର ସବୁ ଉତ୍ସବ ମୁଖର । ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ରାଜ୍ୟବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ରଙ୍ଗର ପର୍ବ…

ବଡ଼ ଦୁର୍ଘଟଣା: ଯାତ୍ରୀବାହୀ ବସ ଓଲଟିବାରୁ ୮ ମୃତ, ଅନେକ ହସ୍ପିଟାଲରେ ଭର୍ତ୍ତି

ବେଙ୍ଗାଲୁରୁ: କର୍ଣ୍ଣାଟକର ତୁମକର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଶନିବାର ପବଗଡା ଜିଲ୍ଲାରେ ଏକ ବସ୍ ଯାତ୍ରୀବାହୀ ବସ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛି ଛାତ୍ର ମଧ୍ୟ ଅଛନ୍ତି। ତୁମକୁର ପୋଲିସ…

ଖରସ୍ରୋତା ନଦୀରେ ୭ ଜଣ ବୁଡି ଯିବା ଘଟଣା : ମିଳିଲା ଆଉ ଜଣଙ୍କ ମୃତ ଦେହ , ୩ ନିଖୋଜ

ଯାଜପୁର  : ଯାଜପୁର ବନ୍ଧମୁଣ୍ଡା ମଙ୍ଗଳାଘାଟରେ ଖରସ୍ରୋତା ନଦୀରେ ଘଟିଥିବା ଅଘଟଣ ।ଆଉ ଜଣେ ଯୁବକଙ୍କ ମୃତ ଦେହ ଆଜି ସକାଳୁ ଉଦ୍ଧାର । ଓଡ୍ରାଫ୍ ଟିମ୍ ସକାଳୁ ସକାଳୁ ଖୋଜାଖୋଜି କରିବା ପରେ କ୍ରିଷ୍ଣା ଜେନା ନାମକ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି । ବର୍ତମାନ ମୃତ୍ୟୁ ସଂଖ୍ୟା ୩କୁ…

ଯୁଦ୍ଧ ବେଳେ ଲୋକଙ୍କୁ ସହଯୋଗ କରିବାକୁ ଟ୍ରକ ଷ୍ଟିଅରିଂ ଧରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ଲଣ୍ଡନ: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ କାମେରନଙ୍କର ଏକ ଭିଡିଓ ଏବେ ଇଣ୍ଟରନେଟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ କାମରେନ ଶରଣାର୍ଥୀଙ୍କୁ ସହଯୋଗ କରିବା ପାଇଁ ନିଜେ ଟ୍ରକ ଚଳାଇ ପୋଲାଣ୍ଡ ଯାଉଥିବା ଦେଖିବାକୁ ମିଳିଛି । ଶୁକ୍ରବାର ଟ୍ରକ…

ଅଖିଳେଶଙ୍କୁ ଝଟକା ଦେବେ ଓପି ରାଜଭର !

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଫଳାଫଳ ପରେ ରାଜ୍ୟରେ ଏକ ବଡ଼ ରାଜନୀତିକ ଓଲଟ ପାଲଟ ହୋଇପାରେ। ୟୁପିର ବିଭିନ୍ନ ମିଡିଆ ଆକଳନ କରୁଛନ୍ତି ଯେ ୟୁପିର ଓପି ରାଜଭାରଙ୍କ ଦଳ ସୁହେଲଦେବ ଭାରତୀୟ ସମାଦ ପାର୍ଟି ଯୋଗୀ କ୍ୟାବିନେଟରେ ସାମିଲ ହେବ । ପୂର୍ବ ଯୋଗୀ ସରକାରରେ ଏହି ଦଳ…