Latest Odisha News

BREAKING NEWS

Browsing Category

ଫିଚର

୭ ଦିନରେ ୟୁକ୍ରେନ ଛାଡିଲେଣି ୧୦ ଲକ୍ଷ ଲୋକ

କିଭ୍(ୟୁକ୍ରେନ୍): ୟୁକ୍ରେନ-ରୁଷ୍ ମଧ୍ୟରେ ଆଠ ଦିନ ହେଲାଣି ଯୁଦ୍ଧ ଚାଲିଛି । ମିସାଇଲ୍ ମାଡ଼ ସାଙ୍ଗକୁ ବିସ୍ଫୋରଣ ଓ ଗୁଳିଗୋଳାର ପ୍ରଚଣ୍ଡ ଶବ୍ଦ । କିଭ୍, ଖାରକିଭ୍ ଓ ଖେରସୋନ୍ ସହରରେ ଅସ୍ଥିରତା । ଭୟରେ ଦିନ କାଟୁଛନ୍ତି ଲୋକ । ଯୁଦ୍ଧରେ ବହୁ ସାଧାରଣ ଲୋକଙ୍କର ଜୀବନ ଗଲାଣି । ରୁଷ୍ ଆକ୍ରମଣ…

ଜାତିସଂଘରେ ରୁଷ୍ ବିରୋଧରେ ସଂକଳ୍ପ: ସପକ୍ଷରେ ୧୪୧ ଭୋଟ୍, ବିରତ ରହିଲେ ଭାରତ ସମତେ ୩୫ ରାଷ୍ଟ୍ର

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ରୁଷର ଆକ୍ରମଣକୁ ନେଇ ଜାତିସଂଘରେ ନିନ୍ଦା ପ୍ରସ୍ତାବ ଆଗତ । ରୁଷ୍ ତୁରନ୍ତ ଯୁଦ୍ଧ ବନ୍ଦ କରିବା ସହ ୟୁକ୍ରେନରୁ ତୁରନ୍ତ ସେନା ପ୍ରତ୍ୟାହାର କରିବା ନେଇ ଜାତିସଂଘ ସାଧାରଣ ପରିଷଦରେ ସଂକଳ୍ପ ଗୃହୀତ ହୋଇଥିଲା । ସଂକଳ୍ପ ସପକ୍ଷରେ ୧୪୧ଟି ଭୋଟ୍ ପଡିଥିଲା । ଆମେରିକା,…

ୟୁକ୍ରେନର ଖେରସୋନ୍ ସହରକୁ ଦଖଲରେ ନେଲା ରୁଷ୍ ସେନା

କିଭ୍(ୟୁକ୍ରେନ): ଆହୁରି ଉଗ୍ର ହେଉଛି ରୁଷ୍ । ୟୁକ୍ରେନ୍ ବିରୋଧରେ ଯୁଦ୍ଧକୁ ଜୋରଦାର କରିଛି । ତିନି ପଟରୁ ଘେରି ହମଲା କରୁଛି । ଖେରସୋନ୍ ସହରକୁ ନିଜ ଦଖଲକୁ ନେଇ ରୁଷ୍ ସେନା । ଯୁଦ୍ଧ ପରେ ପ୍ରଥମ ଥର ୟୁକ୍ରେନର କୌଣସି ସହରକୁ ନିଜ କବଜରେ ନେଇଛି ରୁଷ୍ ସୈନ୍ୟ । ଖେରସୋନକୁ ୟୁକ୍ରେନର ପୋର୍ଟ…

ଖାରକିଭରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନ୍ ସେନା ପଣବନ୍ଦୀ କରିଥିବା ଖବର ନାହିଁ, ସ୍ପଷ୍ଟ କଲା ଭାରତ

ନୂଆଦିଲ୍ଲୀ: ଖାରକିଭରେ ୟୁକ୍ରେନୀୟ ସେନା ଭାରତୀୟ ଛାତ୍ରଛାତ୍ରୀମାନଙ୍କର ଗୋଟାଏ ବଡ଼ ଦଳକୁ ପଣବନ୍ଦୀ କରି ରଖିଛି । ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ଏଭଳି ଅଭିଯୋଗ କରିଛି । ପ୍ରେସମିଟରେ ରୁଷ୍ ସେନାର ପ୍ରତିନିଧି ମେଜର୍‌ ଜେନେରାଲ୍‌ ଇଗୋର୍‌ କୋନାସେଙ୍କୋଭ୍‌ କହିଥିଲେ, ୟୁକ୍ରେନ୍‌ ଛାଡ଼ି…

ବିସିସିଆଇ କଂଟ୍ରାକ୍ଟ ଲିଷ୍ଟ: ରାହାଣେ, ପୂଜାରା ଗ୍ରେଡ ବି’କୁ ଖସିଲେ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ନୂତନ କଂଟ୍ରାକ୍ଟ ଲିଷ୍ଟ ଜାରୀ କରିଛି । ଟେଷ୍ଟ ଟିମରୁ ବାଦ ପଡିଥିବା ମିଡିଲ ଅର୍ଡରର ଦୁଇ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରା ଗ୍ରେଡ ବି’ରେ ରଖାଯାଇଛି । ଏହି ୨ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ନିକଟରେ ନୈରାଶ୍ୟଜନକ ରହିଥିଲା…

ରୁଷର ପରବର୍ତୀ ଟାର୍ଗେଟ ମୋଲୋଡୋଭା !

ନୂଆଦିଲ୍ଲୀ:ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ପରବର୍ତୀ ଟାର୍ଗେଟ ନେଇ ବିଭିନ୍ନ ସାଇଟରେ ଖବର ପ୍ରକାଶ ପାଇଛି । ୟୁକ୍ରେନ କବଜା ପରେ ସେ ଏହାର ପଡୋଶୀ ଦେଶ ମୋଲୋଡୋଭା ଉପରେ ଆକ୍ରମଣ କରିବେ । ପୁତିନଙ୍କ ନିକଟତମ ବନ୍ଧୁ ତଥା ବେଲାରୁଷର ଏକଚ୍ଛତ୍ରବାଦ ରାଷ୍ଟ୍ରପତି ଆଲେକଜାଣ୍ଡର…

ଚିନ୍ତାରେ ଚେନ୍ନାଇ, ଓହରି ପାରନ୍ତି ଦଳର ଷ୍ଟାର ଖେଳାଳି

ମୁମ୍ବାଇ: ଆଇପିଏଲର ଆଗାମୀ ସଂସ୍କରଣ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସକୁ ଶକ୍ତ ଝଟକା ଲାଗିପାରେ । ଦଳର ଦାମୀ ତଥା ଷ୍ଟାର ଖେଳାଳୀ ଦୀପକ ଚହର ଆଘାତ ସମସ୍ୟା ଯୋଗୁ ଆରମ୍ଭରୁ କେତୋଟି ମ୍ୟାଚ ଖେଳି ନ ପାରନ୍ତି । ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ଚେନ୍ନାଇ ଦୀପକଙ୍କୁ ୧୪ କୋଟି ଟଙ୍କାରେ କ୍ରୟ…

ପକେଟରେ ଥିବା ପାସପୋର୍ଟ ଯୋଗୁ ବଂଚିଗଲେ ୟୁକ୍ରେନର ୧୬ ବର୍ଷୀୟ ଯୁବକ

କୀଭ: ଭଗବାନ ଯାହାକୁ ବଂଚାଇବେ ତାକୁ କିଏ ବା ମାରିପାରିବ । ରୁଷ-ୟୁକ୍ରେନ ଯୁଦ୍ଧରେ ଏ ଭଳି ଏକ ଘଟଣା ଘଟିଛି । ରୁଷ ସେନା ପକ୍ଷରୁ ଜନଗହଳି ପୂର୍ଣ୍ଣ ମାରିୟପୋଲ ଅଂଚଳରେ ଗୁଳିମାଡ କରାଯାଇଥିଲା । ଏଥିରେ ଜଣେ ୧୬ ବର୍ଷୀୟ ଯୁବକଙ୍କ ଛାତିରେ ଗୁଳି ବାଜିଥିଲା । ଭଗବାନଙ୍କ କୃପାରୁ ତାଙ୍କ ପକେଟରେ…

ଏନସିବି ସ୍ପଷ୍ଟ କଲା, ଆର୍ଯ୍ୟନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ କହିବା ମୂର୍ଖାମୀ

ମୁମ୍ବାଇ: ଅଭିନେତା ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁ ବିରୋଧରେ ତରବରିଆ ଭାବେ କୌଣସି ପ୍ରମାଣ ନାହିଁ କହିବା ମୂର୍ଖାମୀର ପରିଚୟ ବୋଲି ଏନସିବି ପକ୍ଷରୁ କୁହାଯାଇଛି । ଏହାର ତଦନ୍ତ କରୁଥିବା ଏସଆଇଟି ଆର୍ଯ୍ୟନଙ୍କ ଇଂଟରନ୍ୟାଶନାଲ ଡ୍ରଗ୍ସ କାରୋବାର ନେଇ କୌଣସି ଲିଙ୍କ ଥିବାର ପ୍ରମାଣ…

ଭାରତୀୟ ନାଗରିକଙ୍କୁ ତୁରନ୍ତ ଖାରକିଭ ଛାଡିବାକୁ ଜାରୀ ହେଲା ଜରୁରୀକାଳୀନ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ଆରପାର ମୁଡରେ ଥିବା ରୁଷ ଘନ ଘନ ଆକ୍ରମଣ ଜାରୀ ରଖିଛି । ଇତି ମଧ୍ୟରେ ୟୁକ୍ରେନରେ ଥିବା ସମସ୍ତ ଭାରତୀୟଙ୍କୁ ସେଠାକାର ସମୟ ସନ୍ଧ୍ୟା ୬ଟା ସୁଦ୍ଧା ଖାରକିଭ ଛାଡିବାକୁ ଭାରତୀୟ ଦୂତାବାସ ଜରୁରୀକାଳୀନ ନିର୍ଦ୍ଦେଶନାମା ଜାରୀ କରିଛି ।…