Latest Odisha News

BREAKING NEWS

Browsing Category

ଫିଚର

ଚୀନରେ ବର୍ଷକ ପରେ ଦୁଇ ଜଣଙ୍କର କୋଭିଡରେ ମୃତ୍ୟୁ

ବେଜିଂ: ଶନିବାର ଚୀନର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ କରୋନା ସଂକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ବର୍ଷକ ପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଜଣାପଡିଛି । ଦୁଇ ମୃତକ ଚୀନରତ୍ତଉତ୍ତର ପୂର୍ବ ଅଂଚଳର । ୨ ମୃତକଙ୍କ ସହ ଚୀନରେ ମୃତ୍ୟୁ ସଂଖ୍ୟା ୪ ହଜାର ୬୩୮ରେ ପହଞ୍ଚିଛି । ସେହିପରି…

ଫୁଟବଲ ବିଶ୍ୱକପ ପ୍ରସ୍ତୁତି: ଓପନ ଷ୍ଟାଡିୟମରେ ଲାଗିବ ଏସି

ନୂଆଦିଲ୍ଲୀ: କାତାରର ଦୋହାରେ ନଭେମ୍ବର ୨୧ରୁ ଆରମ୍ଭ ହେବ ଫୁଟବଲ ବିଶ୍ୱକପ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି । ତେବେ ଗଲ୍ଫ ଦେଶରେ ତାପମାତ୍ରା ଅଧିକ ରହୁଥିବାରୁ ଅଧିକାଂଶ ଦେଶର ଖେଳାଳି ଅସୁବିଧାର ସମ୍ମୁଖୀନ ହେବେ ବୋଲି ଆଶଙ୍କା କରାଯାଉଥିଲା । ତେବେ ଆୟୋଜକ ଦେଶ ଏହି…

ଯୁଦ୍ଧ ଭିତରେ ବାଇଡେନ ଏବଂ ଜିନ୍ ପିଙ୍ଗଙ୍କ କଥାବାର୍ତ୍ତା; ଆଲୋଚନାର ୫ ପ୍ରମୁଖ କାରଣ?

ନ୍ୟୁୟର୍କ: ଋଷ ୟୁକ୍ରେନ ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଚୀନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗ୍ ଫୋନରେ କଥା ବାର୍ତ୍ତା ହୋଇଛନ୍ତି । ନିକଟରେ ଋଷ ଚୀନକୁ ଯୁଦ୍ଧ ପାଇଁ ସାମରିକ ଅସ୍ତ୍ର ଏବଂ ଆର୍ଥିକ ସହାୟତା ମାଗିଥିଲା। ଏହାପରେ ବାଇଡେନ୍ ଜିନ୍ ପିଙ୍ଗଙ୍କୁ ଫୋନ୍ କରି…

ୱାର୍ଲ୍ଡସ ହ୍ୟାପିଏଷ୍ଟ କଂଟ୍ରି :କ୍ରମାଗତ ୫ମ ବର୍ଷ ପାଇଁ ଫିନଲାଣ୍ଡ ଶୀର୍ଷରେ, ଭାରତକୁ ୧୩୬ତମ ସ୍ଥାନ

ନୂଆଦିଲ୍ଲୀ: ୱାର୍ଲ୍ଡସ ହ୍ୟାପିଏଷ୍ଟ କଂଟ୍ରି ତାଲିକାରେ କ୍ରମାଗତ ୫ମ ବର୍ଷ ପାଇଁ ଫିନଲାଣ୍ଡ ଶୀର୍ଷରେ ରହିଛି । ଏହାର ମାନେ ଏଠାକାର ଲୋକ ସନ୍ତୋଷମୟ ଜୀବନଯାପନ କରୁଛନ୍ତି । ଭାରତ ଏହି ତାଲିକାରେ ୧୩୬ତମ ସ୍ଥାନରେ ରହିଛି । ଗତ ବର୍ଷ ୧୩୯ତମ ସ୍ଥାନରେ ରହିଥିବା ଭାରତ ଏହାର ୩ଟି ପୋଜିଶନ ଉପରକୁ…

ଅଡୁଆରେ ଅକ୍ଷୟଙ୍କ ବଚ୍ଚନ ପାଣ୍ଡେ ଫିଲ୍ମ: ଆଗରେ ଆରଆରଆର ପଛରେ ଦି କଶ୍ମୀର ଫାଇଲ୍ସ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ବଚ୍ଚନ ପାଣ୍ଡେ ଫିଲ୍ମ ରିଲିଜ ହୋଇଯାଇଛି । ତେବେ ଏହି ଫିଲ୍ମ ନେଇ ଦର୍ଶକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତେବେ ଅକ୍ଷୟଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ହେଉଛି ଦି କଶ୍ମୀର ଫାଇଲ୍ସ ଫିଲ୍ମ ଜବରଦସ୍ତ କଲେକ୍ସନ ଜାରୀ କରିଛି…

ହୋଲି ପୂର୍ବରୁ ବିଭିନ୍ନ ରଙ୍ଗ ବିକ୍ରି ଦୋକାନରେ ପୋଲିସର ଚଢାଉ

ଭୁବନେଶ୍ୱର : ହୋଲି ପାଇଁ ଚଳଚଞ୍ଚଳ ରାଜଧାନୀର ରଙ୍ଗ ବଜାର ।ହୋଲି ପୂର୍ବରୁ ଭୁବନେଶ୍ୱରର ବିଭିନ୍ନ ରଙ୍ଗ ଦୋକାନରେ କମିଶନରେଟ୍ ପୋଲିସ ଚଢାଉ କରିଛି । ହର୍ବାଲ ରଙ୍ଗ ଛଡା ଆଉ ସବୁ ରଙ୍ଗକୁ ହୋଲି ଖେଳ ପାଇଁ ବାରଣ କରାଯାଇଛି । ହୋଲି ବଜାରରେ ଦୋକାନୀ ମାନେ ଅପମିଶ୍ରିତ ରଙ୍ଗ ବା କେମିକାଲ ରଙ୍ଗ…

ବାଂଲଦେଶରେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ

ଢ଼ାକା: ସୁଚିନ୍ତିତ ଯୋଜନା ଅନୁସାରେ ବାଂଲାଦେଶରେ ହିନ୍ଦୁ ମନ୍ଦିରକୁ ଦୂବୃତମାନେ ଟାର୍ଗେଟ କରୁଛନ୍ତି । ଶୁକ୍ରବାର ଢ଼ାକାର ଇସ୍କନ ରାଧାକାନ୍ତ ମନ୍ଦିର ଉପରେ ହଠାତ ୨୦୦ ଲୋକ ଆକ୍ରମଣ କରିଥିଲେ । ମନ୍ଦିରକୁ ଭଙ୍ଗାରୁଜା କରିବା ସହ ଲୁଟପାଟ କରିଥିଲେ । ଏଥିରେ ୩ଜଣ ବ୍ୟକ୍ତି ଆହତ ହୋଇଛନ୍ତି ।…

ହୋଲି ଖେଳ ସାରି ଗାଧୋଇବା ହେଲେ କାଳ : ଖରସ୍ରୋତା ନଦୀରେ ବୁଡି ଜଣେ ମୃତ , ୫ ନିଖୋଜ

ଯାଜପୁର : ହୋଲି ଖେଳ ସାରି ଗାଧୋଇବା ହେଲା କାଳ ।ଯାଜପୁର ଟାଉନ ଥାନା ବଡ ସୁଆର ଅଞ୍ଚଳରେ ଅଭାବନୀୟ ଘଟଣା । ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡିଯାଇ ୬ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି ।ଜଣଙ୍କୁ ଉଦ୍ଧାର କରାଯାଇ…

ଜେଲେଁସ୍କିଙ୍କୁ ମିଳିବ ନୋବେଲ ପୁରସ୍କାର !

କୀଭ: ରୁଷିଆ ବିରୋଧରେ ଲଢ଼ୁଥିବା ୟୁକ୍ରେନ ଏବଂ ଏହାର ରାଷ୍ଟ୍ରପତି ଭ୍ଲାଡିମିର ଜେଲେଁସ୍କି ଏବେ ସାରା ବିଶ୍ୱରେ ଚର୍ଚ୍ଚିତ ଓ ପ୍ରଶଂସନୀୟ ହୋଇ ପଡିଛନ୍ତି । ରିପୋର୍ଟ ମୁତାବକ ୟୁରୋପର କେତେକ ବଡ ନେତା ଜେଲେଁସ୍କିଙ୍କୁ ନୋବେଲ ପୁରସ୍କାର ଦେବା ପାଇଁ ଦାବୀ କରିଛନ୍ତି । ଏଥିପାଇଁ ଏହାର ଚୂଡାନ୍ତ…

ଜି.ଉଦୟଗିରିରେ ଜମୁଛି ପ୍ରଚାର, ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀମାନେ

କନ୍ଧମାଳ : ପ୍ରଚାରରେ କମ୍ପୁଛି ଗାଁ ଗଣ୍ଡା । ଆସନ୍ତା ୨୪ ତାରିଖରେ ଜି ଉଦୟଗିରି ଏନଏସିରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାର ଆରମ୍ଭ କରିଛନ୍ତି ।ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି ବିଜେଡି ଓ କଂଗ୍ରେସ ନିଜ ନିଜ ରଣନୀତି ଆରମ୍ଭ…