Latest Odisha News

BREAKING NEWS

Browsing Category

ଫିଚର

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଦେହାନ୍ତ

ଭୁବନେଶ୍ବର : ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଦେହାନ୍ତ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଦୁଇ ଥର ମୁଖ୍ୟମନ୍ତ୍ରୀ ଭାବେ ସେ ଦାୟିତ୍ବ ତୁଲାଇଥିଲେ । ୨୦୦୯ରେ ସେ…

ଘରୋଇ ହିଂସା ଅଭିଯୋଗରେ ପେସ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଭାରତର ଟେନିସ ଷ୍ଟାର ଲିଆଣ୍ଡ ପେସଙ୍କ ପତ୍ନୀ ରିୟା ପିଲ୍ଲାଇ ଆଣିଥିବା ଘରୋଇ ହିଂସା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋମଲ ସିଂ ରାଜପୁତ ଏହି ଶୁଣାଣୀ କରିଛନ୍ତି । ପେସ୍ ତାଙ୍କ ପତ୍ନୀଙ୍କୁ ମାସିକ ଭରଣପୋଷଣ ପାଇଁ ୧ ଲକ୍ଷ ଟଙ୍କା ବ୍ୟତୀତ…

ରଣଜୀ ଟ୍ରଫି: ସୌରାଷ୍ଟ୍ର ୫୦୧, ଓଡିଶା ୫୨/୩

ଭୁବନେଶ୍ୱର: ଅହମ୍ମଦାବାଦରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ ଗ୍ରୁପ ଡି ମ୍ୟାଚରେ ସୌରାଷ୍ଟ୍ର ବିପକ୍ଷରେ ଓଡିଶା ମ୍ୟାଚ ବଂଚାଇବା ପାଇଁ ସଂଘର୍ଷ କରୁଛି । ଚିରାଗ ଜାନିଙ୍କ ଦ୍ୱିଶତକ (୨୩୫) ରନ ସହାୟତାରେ ସୌରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରି ୫୦୧ ରନ ସଂଗ୍ରହ କରିଥିଲା । ଜୟନ୍ତ ବେହେରା ସର୍ବାଧିକ…

ଆସନ୍ତା ରବିବାରରେ ଶ୍ରୀଲୋକନାଥ ମନ୍ଦିରରେ ଅନୁଷ୍ଠିତ ହେବ ପଙ୍କଉଦ୍ଧାର ନୀତି

ପୁରୀ : ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ଦେବଙ୍କ ମନ୍ଦିରରେ ଆସନ୍ତା ରବିବାର ଅନୁଷ୍ଠିତ ହେବ ପଙ୍କଉଦ୍ଧାର ନୀତି । ଚଳିତବର୍ଷ କୋଭିଡ କଟକଣା କୋହଳ ହୋଇଥିବାରୁ ପଙ୍କଉଦ୍ଧାର ନୀତିରେ ସମସ୍ତ ସେବାୟତ ସାମିଲ ହୋଇ ଏହି ନୀତି ସମ୍ପାଦନ କରିବେ । ସେହିପରି ସ୍ବତନ୍ତ୍ର ବ୍ୟାରିକେଡ଼…

ଆସନ୍ତାକାଲିଠୁ ପଞ୍ଚାୟତ ନିର୍ବାଚନ କାଉଣ୍ଟିଂ, ବାଲାଟ ବକ୍ସରୁ ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ବର : ଆସନ୍ତାକାଲିଠୁ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି । ବାଲାଟ ବାକ୍ସରୁ ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟ ଫଳ । ରାଜ୍ୟର ୩୧୪ ବ୍ଲକରେ ଜିଲ୍ଲା ପରିଷଦ ଜୋନ୍ ଓ୍ବାରୀ ଗଣତି ଏବଂ ଫଳାଫଳ ବାହାରିବ । ପ୍ରଥମ ଦିନରେ ସକାଳ ୮ଟାରୁ ୩୦ ଜିଲ୍ଲାର ୩୧୫ ଜୋନରେ ଗଣତି ଆରମ୍ଭ ହେବ ।…

ଲିଙ୍ଗରାଜଙ୍କ ଜାଗର ଯାତ୍ରାକୁ ନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ଭୁବନେଶ୍ବର : ଆସନ୍ତା ୧ ତାରିଖରେ ପବିତ୍ର ମହାଶିବରାତ୍ରି । ଏଥିପାଇଁ ଲିଙ୍ଗରାଜ ମନ୍ଦିରରେ ଜାଗର ପାଳନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦୁଇ ଦୁଇଟି ସମନ୍ବୟ ବୈଠକ ସହ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ଼ର ସେବାୟତଙ୍କୁ ନେଇ ପୃଥକ ଆଲୋଚନା ହୋଇଛି…

ସିବିଆଇ କବଜାରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ଗ୍ରୁପ ଅପରେଟିଂ ଅଫିସର

ମୁମ୍ବାଇ : ସିବିଆଇ କବଜାରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ଗ୍ରୁପ ଅପରେଟିଂ ଅଫିସର । କିଛି ବର୍ଷ ପୂର୍ବର ଏକ ଦୁର୍ନୀତି ମାମଲାରେ ଆନନ୍ଦ ସୁବ୍ରମଣ୍ୟମଙ୍କୁ ଗିରଫ କରିଛି ସିବିଆଇ । ଗୁରୁବାର ବିଳମ୍ବିତ ରାତିରେ ତାଙ୍କୁ ଚେନ୍ନାଇରୁ ଗିରଫ କରାଯାଇଛି । ଗିରଫ କରାଯିବା ପୂର୍ବରୁ…

ଖୁବଶୀଘ୍ର ୟୁକ୍ରେନ ରାଜଧାନୀ କିବ୍‌କୁ ଅକ୍ତିଆର କରିବ ଋଷ ସେନା

ମସ୍କୋ : ସଫଳ ହେବାରେ ଲାଗିଛି ଋଷର ମିସନ କିବ୍ । ଖୁବଶୀଘ୍ର ୟୁକ୍ରେନ ରାଜଧାନୀ କିବ୍‌କୁ ଅକ୍ତିଆର କରିପାରନ୍ତି ଋଷ ସୈନ୍ୟ । ଋଷର ଘନଘନ ଆକ୍ରମଣକୁ ନେଇ ହାତ ଟେକିଦେଲେଣି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ସେ କହିଛନ୍ତି, ୟୁକ୍ରେନ ଉପରେ ଆକ୍ରମଣ ଚାଲିଥିବା ବେଳେ ଶକ୍ତିଶାଳୀ…

ରୁଷ-ୟୁକ୍ରେନ ଯୁଦ୍ଧ: ଆତ୍ମସମର୍ପଣ ବଦଳରେ ଶହୀଦ ହେବାକୁ ପସନ୍ଦ କଲେ ୟୁକ୍ରେନର ୧୩ ବୀର ଯବାନ

କୀଭ:ରୁଷ ସେନା ଧିରେ ଧିରେ ୟୁକ୍ରେନ ରାଜଧାନୀ କୀଭ ଆଡେ ଅଗ୍ରସର ହେଉଛନ୍ତି । ଶକ୍ତିଶାଳୀ ରୁଷକୁ ସାମ୍ନା କରିବା ୟୁକ୍ରେନ ପକ୍ଷେ ସମ୍ଭବପର ହେଉ ନାହିଁ । ଆମେରିକା ଓ ନାଟୋ କୌଣସି ସହଯୋଗ ନ କରିବା ୟୁକ୍ରେନକୁ ଅସୁବିଧାରେ ପକାଇ ଦେଇଛି । ତଥାପି ନିଜ ଦେଶକୁ ବଂଚାଇବା ପାଇଁ ସେନାଙ୍କ ସଂଘର୍ଷ…

ପୁଷ୍ପାକୁ ପଛରେ ପକାଇଲା ଭାଲିମାଇ

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରି ଗୋଟିଏ ପରେ ସୁପରହିଟ ଫିଲ୍ମ ଦେଇ ବଲିଉଡକୁ ପଛରେ ପକାଇ ଦେଇଛି । ବାହୁବଳୀଠାରୁ ଆରମ୍ଭ କରି ଅନ୍ନାଥେ, ପୁଷ୍ପା ଦି ରାଇଜିଂ ଷ୍ଟାର ଏହାର ଜ୍ୱଳନ୍ତ ଉଦାହରଣ । ଶୁକ୍ରବାର ରିଲିଜ ହୋଇଥିବା ଅଜିତ କୁମାର, ହୁମା କ୍ୟୁରେଶୀ ଅଭିନୀତ ଭାଲିମାଇ ଫିଲ୍ମ…