Latest Odisha News
Browsing Category

ଫିଚର

ଓଡିଶା ବୋଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ : ସୌରାଷ୍ଟ୍ର ୩୨୫/୪

ଭୁବନେଶ୍ୱର: ଅହମ୍ମଦାବାଦରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟର ଏକ ମୁକାବିଲାରେ ସୌରାଷ୍ଟ୍ର ବିପକ୍ଷରେ ଗୁରୁବାର ଓଡିଶା ବୋଲରଙ୍କ ପ୍ରଦର୍ଶନ ଉତ୍ସାହଜନକ ରହି ନାହିଁ । ଫର୍ମରେ ନ ଥିବା ଚେତେଶ୍ୱର ପୂଜାରାଙ୍କୁ ୮ ରନରେ ଦେବବ୍ରତ ପ୍ରଧାନ ଆଉଟ କରିଥିଲେ । ଏହା ଅବଶ୍ୟ ଓଡିଶାକୁ ବିଶେଷ ଫାଇଦାରେ…

ରଣଜୀ ଟ୍ରଫି: ଯମଜ ଭ୍ରାତାଙ୍କ ଶତକ, ଦୃଢ଼ ସ୍ଥିତିରେ ତାମିଲନାଡୁ

ମାଡ୍ରାସ: ଗୌହାଟୀର ନେହେରୁ ଷ୍ଟାଡିୟମରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟରେ ତାମିଲନାଡୁର ଯମଜ ଭ୍ରାତା ବାବା ଇନ୍ଦ୍ରଜିତ ଓ ବାବା ଅପରାଜିତ ଶତକ ହାସଲ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ଛତିଶଗଡ ବିପକ୍ଷ ମ୍ୟାଚର ପ୍ରଥମ ଦିବସରେ ଏହି ଦୁଇ ଭାଇଙ୍କ ଶତକ ବଳରେ ତାମିଲନାଡୁ ୪ ୱିକେଟ…

ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବ ଦୁଇ ଦିନିଆ ମନ୍ତ୍ରିସ୍ତରୀୟ ସମ୍ମିଳନୀ

ଭୁବନେଶ୍ବର : କୋଣାର୍କ ଓ ଭୁବନେଶ୍ବରରେ ଆୟୋଜିତ ହେବ ବିଭିନ୍ନ ରାଜ୍ୟର ଖଣି ଓ ଇସ୍ପାତ ମନ୍ତ୍ରୀଙ୍କ ଏକ ମନ୍ତ୍ରିସ୍ତରୀୟ ସମ୍ମିଳନୀ । ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ୨୫ରୁ ୨୬ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ସମ୍ମିଳନୀ । ସମ୍ମିଳନୀରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର…

କୁଖ୍ୟାତ ମଦ ମାଫିଆ ଜୟପ୍ରକାଶ ଗିରଫ

ଅନୁଗୁଳ : ଦୀର୍ଘ ୨୦ ଦିନର ଛକାପଞ୍ଝା ପରେ ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଶେଷରେ କୁଖ୍ୟାତ ମଦ ମାଫିଆ ଜୟପ୍ରକାଶକୁ ଗିରଫ କରିଛି ଅବକାରୀ ସ୍କ୍ବାଡ । ସୂଚନା ଯେ, ରାଣୀଗୋଡ଼ା ନାୟକ ସାହିରେ ଥିବା ଏକ ଭଡ଼ାଘରେ ରହି ଜୟପ୍ରକାଶ ନକଲି ମଦ ତିଆରିରେ ବ୍ୟବହୃତ ଠିପି,…

ରୁଷ-ୟୁକ୍ରେନ ଯୁଦ୍ଧ : କାହା ପଟେ କେଉଁ ଦେଶ

ମସ୍କୋ: ଶାନ୍ତିର ଆଲୋଚନାକୁ ଏଡାଇ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିଛି । ଯଦି ଏହାର ତୁରନ୍ତ ସମାଧାନ ନ ବାହାରିବ ତାହାହେଲେ ଧିରେ ଧିରେ ଏହା ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ମୁହାଁଇବ । ବର୍ତମାନ ପରିପ୍ରେକ୍ଷୀରେ ରୁଷକୁ କ୍ୟୁବା, ଚୀନ, ଆର୍ମେନିଆ, କାଜାକସ୍ତାନ, କିର୍ଗିସ୍ତାନ, ତାଜିକସ୍ତାନ,…

ରାୟଗଡ଼ାରେ ଶେଷ ପର୍ଯ୍ୟାୟରେ ସିଲ୍ ହେଲା ୨୨ ଜିଲ୍ଲା ପରିଷଦଙ୍କ ଭାଗ୍ୟ

ରାୟଗଡ଼ା : ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ହୋଇଛି ମତଦାନ । ଏବେ କେବଳ ଅପେକ୍ଷା ଫଳାଫଳ ଘୋଷଣାକୁ । ଏହି କ୍ରମରେ ଆଜି ରାୟଗଡ଼ାରେ ସିଲ୍ ହୋଇଛି ୨୨ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ । ସେହିପରି ୧୮୨ଟି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ ହୋଇଛି । କାଁ…

ଯାଜପୁର ଜିଲ୍ଲା ବରୀରେ ନିର୍ବାଚନୀ ହିଂସା, ବୋମାମାଡ ସହ ଉତ୍ତେଜନା

ଯାଜପୁର : ଯାଜପୁର ଜିଲ୍ଲା ବରୀରେ ନିର୍ବାଚନୀ ହିଂସା । ବରୀ ଶେରପୁର ପଞ୍ଚାୟତର ଶ୍ରୀରାମପୁର ଗାଁର ୧୦ ଓ ୧୧ ନମ୍ବର ବୁଥରେ ବୋମାମାଡ଼ ସହ ଉତ୍ତେଜନା ପ୍ରକାଶ ପାଇଛି । ଶେଷ ପର୍ଯ୍ୟାୟ ନିର୍ବାଚନ ବରୀ ବ୍ଲକରେ ଥିବା ବେଳେ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ହେଲେ କଡ଼ା…

ପଞ୍ଚାୟତ ପାଇଁ ଶେଷ ହେଲା ମତଦାନ, ଶନିବାରରୁ ଭୋଟ ଗଣତି

ଭୁବନେଶ୍ବର : ଶେଷ ହୋଇଛି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଶେଷ ପର୍ଯ୍ୟାୟରେ ୨୫ ଜିଲ୍ଲାର ୪୮ ବ୍ଲକରେ ମତଦାନ ଶେଷ ହୋଇଛି । ୧୩୧ ଜିଲ୍ଲା ପରିଷଦ ଆସନରେ ନେତା ବାଛିଛନ୍ତି ଜନତା । ଆଜି ୯୭୫ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ମତ ସାବ୍ୟସ୍ତ କରିଛନ୍ତି ଭୋଟର । ପଞ୍ଚମ…

ଅନୁରାଗଙ୍କ ଆଗାମୀ ଫିଲ୍ମରେ ହଲିଉଡ ଷ୍ଟାରଙ୍କ ସହ ଅଭିନୟ କରିବେ ଟାଇଗର

ମୁମ୍ବାଇ: ଆକ୍ସନ ହୀରୋ ଭାବେ ଟାଇଗର ଶ୍ରଫ ବଲିଉଡରେ ସ୍ୱତନ୍ତ୍ର ଛାପ ଛାଡି ସାରିଛନ୍ତି । ପ୍ରାୟ ଅଧିକାଂଶ ଫିଲ୍ମମେକର ତାଙ୍କ ସହ କାମ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଅକ୍ଷୟ କୁମାର ଅଭିନୀତ କେସରୀ ଫିଲ୍ମ ଫେମ ନିର୍ଦ୍ଦେଶକ ଅନୁରାଗ ସିଂ ତାଙ୍କ ଆଗାମୀ ଫିଲ୍ମ ପାଇଁ ଜୋରଦାର…

ଆଇସିସି ମହିଳା ବିଶ୍ୱକପ: ସାଥୀ ଖେଳାଳିଙ୍କୁ କରୋନା ହେଲେ ୯ଜଣଙ୍କୁ ନେଇ ପଡିଆକୁ ଓହ୍ଲାଇପାରିବ ଟିମ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆଗାମୀ ମହିଳା ବିଶ୍ୱକପ ପାଇଁ କେତେକ ନୂତନ ନିୟମ ଲାଗୁ କରିଛି । ସେଗୁଡିକ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଯଦି କୌଣସି ଟିମର ଏକାଧିକ ଖେଳାଳିଙ୍କୁ କରୋନା ହୁଏ ତାହାହେଲେ ୯ଜଣଙ୍କୁ ନେଇ ସେମାନେ ପଡିଆକୁ ଓହ୍ଲାଇପାରିବେ । ୧୯ ବର୍ଷରୁ…