Latest Odisha News

BREAKING NEWS

Browsing Category

ଫିଚର

୧୫ ଘଣ୍ଟାର ରେଡ୍ ପରେ ମିଳିଲା ମାତ୍ର ୧୭ ହଜାର ଟଙ୍କା

ଉତ୍ତରପ୍ରଦେଶ : ୧୫ ଘଣ୍ଟାର ରେଡ୍ ପରେ ମିଳିଲା ମାତ୍ର ୧୭ ହଜାର ଟଙ୍କା । ଗତକାଲି ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟି ନେତା ତଥା ମୁଖପାତ୍ର ରାଜୀବ ରାୟଙ୍କ ଘରେ ହୋଇଥିବା ରେଡ୍ ଯେ ଏକ ଉଦ୍ଦେଶ୍ୟମୂଳକ ପଦକ୍ଷେପ ଥିଲା ତାହା ଏଥିରୁ ସ୍ପଷ୍ଟ ହୋଇଛି । ରାଜୀବଙ୍କ ଘରେ ଆୟକର ବିଭାଗ ପ୍ରାୟ ୧୫…

ବିଏମସିର ନୂଆ ଅଭିଯାନ, ବାହାରେ ଅଳିଆ ପକାଇଲେ ଘରେ ଲଗାଇବ ଲାଲ୍ ଷ୍ଟିକର

ଭୁବନେଶ୍ବର : ଘର ବାହାରେ ଅଳିଆ ପକାଉଛନ୍ତି କି ? ଯଦି ପକାଇଛନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ । କାରଣ ଆପଣଙ୍କ ଘର କାନ୍ଥରେ ଲାଗିବ ଲାଲ୍ ଷ୍ଟିକର । ଏପରି ପଦକ୍ଷେପ ନେଇଛି ଭୁବନେଶ୍ବର ମହାନଗର ନିଗମ । ବର୍ଜ୍ୟ ସଂଗ୍ରହ, ପ୍ରକ୍ରିୟାକରଣ ଓ ପରିଚାଳନା କ୍ଷେତ୍ରରେ ଭୁବନେଶ୍ବର ବାସିନ୍ଦାଙ୍କୁ…

ଆସନ୍ତାକାଲି ଉଦଘାଟିତ ହେବ ରାଜ୍ୟର ଦୀର୍ଘତମ ସେତୁ ‘ଟି ସେତୁ’

କଟକ : କମିବ କଟକ ବଡ଼ମ୍ବା ଓ ନରସିଂହପୁରରୁ ବାଙ୍କି ଓ ଖୋର୍ଦ୍ଧାକୁ ଦୂରତା । ଯାତାୟାତ ହେବ ସୁଗମ । କାରଣ ଆସନ୍ତାକାଲି ଉଦଘାଟିତ ହେବ ରାଜ୍ୟର ଦୀର୍ଘତମ ସେତୁ ‘ଟି ସେତୁ’ । ଏହି ସେତୁ ଉଦଘାଟିତ ହେବା ପରେ ଏହାଦ୍ବାରା ଉପକୃତ ହେବେ ଲକ୍ଷ ଲକ୍ଷ ଲୋକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ବ୍ୟାଟିଂରେ ଇତିହାସ ରଚିଲେ ଇଂଲଣ୍ଡ ପେସ ବୋଲର ଆଣ୍ଡରସନ

ମେଲବୋର୍ଣ୍ଣ: ଇଂଲଣ୍ଡ ପେସ ବୋଲର ଜେମ୍ସ ଆଣ୍ଡରସନ ବ୍ୟାଟିଂରେ ଇତିହାସ ରଚିଛନ୍ତି । ସେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଥର ନଟଆଉଟ ରହିବା ରେକର୍ଡ କରିଛନ୍ତି । ସେ ଏ ପର୍ଯ୍ୟନ୍ତ ୧୦୦ ଥର ନଟଆଉଟ ରହିଛନ୍ତି । ତାଙ୍କ ପୂର୍ବରୁ କୌଣସି ଖେଳାଳି ଏତେ ମ୍ୟାଚରେ ନଟଆଉଟ ରହି ନ ଥିଲେ । ଆଡିଲେଡରେ…

ଗୋଟିଏ ଦିନରେ କେରଳରେ ୨ ନେତାଙ୍କୁ ହତ୍ୟା, ୧୪୪ ଧାରା ଜାରୀ

ଥିରୁଭାନନ୍ତପୁରମ: କେରଳରେ ରାଜନୈତିକ ହିଂସା ବୃଦ୍ଧି ପାଇବାରେ ଲାଗିଛି । ରବିବାର ଆଲାପ୍ପୁଝାରେ ବିଜେପି ନେତା ଓ ଓବିସି ମୋର୍ଚ୍ଚାର ସଚିବ ରଞ୍ଜିତ ଶ୍ରୀନିବାସନଙ୍କୁ ଘର ନିକଟରେ ହତ୍ୟା କରାଯାଇଛି । ପୂର୍ବରୁ ଏସଡିପିଆଇ ନେତା ଶାନ କେଏସଙ୍କୁ ଅଜଣା ଆକ୍ରମଣକାରୀ ହତ୍ୟା କରିଥିଲେ । ସୁରକ୍ଷା…

ରାଜ୍ୟର ୯ସ୍ଥାନରେ ୧୨ଡ଼ିଗ୍ରୀ ତଳେ ରାତି ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଶୀତ । ରାଜ୍ୟର ୯ଟି ସ୍ଥାନରେ ୧୨ଡ଼ିଗ୍ରୀ ତଳେ ରାତି ତାପମାତ୍ରା ଥିବା ଜଣାପଡ଼ିଛି । ୮.୫ ସହ ଦାରିଙ୍ଗବାଡ଼ି ଓଡ଼ିଶାର ସବୁଠୁ ଥଣ୍ଡା ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୧୨ ଡ଼ିଗ୍ରୀ ତାପମାତ୍ରା ତଳେ…

ବନ୍ଧୁକ ଡିଲ୍ ବେଳେ ମାଡ଼ିବସିଲା ଏସଟିଏଫ୍: ୮ଟି ଦେଶୀ ବନ୍ଧୁକ ସହ ଅଭିଯୁକ୍ତ ଗିରଫ

ଅନୁଗୋଳ: ଏସଟିଏଫର ଚଢ଼ାଉ ବେଳେ ମିଳିଲା ୮ଟି ଦେଶୀ ବନ୍ଧୁକ । ୭ଟି ଗୁଳି । ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କେରଜାଙ୍ଗ ଗାଁ ନିକଟରୁ ଏସବୁ ବନ୍ଧୁକ ଜବତ କରିଛି ଏସଟିଏଫ୍ । ଗିରଫ ଅଭିଯୁକ୍ତର ନାଁ ରତ୍ନାକର କାଲଟା । ଘର ସମ୍ୱଲପୁର ଜିଲ୍ଲା…

ଭାରତରେ ଫେବ୍ରୁଆରୀରେ ଓମିକ୍ରନ୍ ଆଣିବ ତୃତୀୟ ଲହର !

ନୂଆଦିଲ୍ଲୀ: ବ୍ରିଟେନ୍, ଫ୍ରାନ୍ସ, ଆମେରିକା ଭଳି ଦେଶରେ ଓମିକ୍ରନ୍ ପ୍ରଭାବ ଦେଖାଉଛି । ସଂକ୍ରମଣ ହୁ ହୁ ହୋଇ ବଢୁଛି । ବିଶ୍ୱରେ ପାଖାପାଖି ୯୦ ଦେଶରେ ବ୍ୟାପିଲାଣି ଓମିକ୍ରନ୍ । ଭାରତରେ ୧୨ ରାଜ୍ୟରେ ୧୪୫ ସଂକ୍ରମିତ ଚିହ୍ନଟ ହେଲେଣି । ଏଭଳି ସ୍ଥିତିରେ ଆଗକୁ ଦେଶରେ ଓମିକ୍ରନ୍ ଦ୍ରୁତ…

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର: କରୋନାରେ ପୁଣି ଦୁଇଜଣଙ୍କ ମୃତ୍ୟୁ । ରାଜ୍ୟରେ ଗତ ୨୪ଘଣ୍ଟାରେ ୧୯୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଦୁଇଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ଜନିତ ମୃତକଙ୍କ…

ରାଜ୍ୟରେ ୨୪ଘଣ୍ଟାରେ ୧୯୩ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୯୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୧୨ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୮୧ଜଣ କେସ୍ ବାହାରିଛି । ସେହିପରି ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୩୪ଜଣ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା…