Latest Odisha News

BREAKING NEWS

Browsing Category

ଫିଚର

ଅନୁଷ୍କାଙ୍କ ଶୁଟିଂ ସେଟରେ ପଂଜାବୀ ଲୁକରେ କୋହଲି !

ମୁମ୍ବାଇ: ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ଟି୨୦ କ୍ରିକେଟ ମ୍ୟାଚ ପୂର୍ବରୁ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । କୋହଲି ଏହି ସମୟ ତାଙ୍କ ପରିବାର ସହ କାଟିବାରେ ବ୍ୟସ୍ତ । ତେବେ ଅନୁଷ୍କାଙ୍କ ଶୁଟିଂ ସେଟରେ କୋହଲିଙ୍କୁ ପଂଜାବୀ ଲୁକରେ ଦେଖି ପ୍ରଶଂସକମାନେ ଚକିତ ହୋଇ…

ନୱାବଙ୍କୁ ଗିରଫ କଲା ଇଡି

ମୁମ୍ବାଇ: ଅଣ୍ଡରୱାଲ୍ଡ ଏବଂ ଦାଉଦ ଇବ୍ରାହିମଙ୍କ ସହ ସମ୍ପର୍କ ନେଇ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମାଲିକଙ୍କୁ ଗିରଫ କରିଛନ୍ତି । ବେଆଇନ ଜମି କିଣାବିକା ନେଇ ନୱାବଙ୍କ ସମ୍ପୃକ୍ତି ଥିବା ଜଣାପଡିବା ପରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଆମେରିକାଠାରୁ କିଣାଯିବାକୁ ଥିବା ପ୍ରିଡେଟର ଡ୍ରୋନ ଯୋଜନାକୁ ବାତିଲ କଲା ଭାରତ

ନୂଆଦିଲ୍ଲୀ: ବୁଧବାର ସ୍ୱଦେଶୀ ଜ୍ଞାନକୌଶଳକୁ ପ୍ରାଥମିକତା ଦେବା ପାଇଁ ଭାରତ ଆମେରିକାଠାରୁ କିଣାଯିବାକୁ ଥିବା ପ୍ରିଡେଟର ଡ୍ରୋନ ଯୋଜନାକୁ ବାତିଲ କରିଛି । ଏହି ଡ୍ରୋନ ୩ ବିଲିୟନ ଡଲାରରେ କିଣା ଯାଇଥାନ୍ତା । ଭାରତ ପାଖରେ ୨ଟି ସର୍ଭେଲାନ୍ସ ଡ୍ରୋନ ରହିଛି । ଏବେ ଇସ୍ରାଏଲର ହେରନ ଡ୍ରୋନକୁ…

ଚହରଙ୍କ ପରେ ଓହରିଲେ ସୂର୍ଯ୍ୟକୁମାର

ଲକ୍ଷ୍ନୌ: ଶ୍ରୀଲଙ୍କା ବିପକ୍ଷ ଟି୨୦ କ୍ରିକେଟ ସିରିଜ ପୂର୍ବରୁ ଭାରତକୁ ବୁଧବାର ଆଉ ଗୋଟିଏ ଝଟକା ଲାଗିଛି । ଦୀପକ ଚହରଙ୍କ ପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଆଘାତ ସମସ୍ୟା ଯୋଗୁ ସିରିଜରୁ ଓହରି ଯାଇଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ଟି୨୦ ସିରିଜରେ ଫିଲ୍ଡିଂ କରିବା ଅବସରରେ…

ରୁଷ-ୟୁକ୍ରେନ ବିବାଦ: ନର୍ଡ ଷ୍ଟ୍ରିମ-୨ ପାଇପ ଲାଇନ ପ୍ରୋଜେକ୍ଟ ଉପରେ ରୋକ ଲଗାଇଲା ଜର୍ମାନୀ

ମସ୍କୋ: ରୁଷ-ୟୁକ୍ରେନ ବିବାଦ ବଢ଼ିବା ବଦଳରେ କମିବାର ନାମ ଧରୁନି । ୟୁକ୍ରେନ ଉପରେ ରୁଷ ବଳପୂର୍ବକ ପଦକ୍ଷେପ ଅଧିକାଂଶ ଦେଶ ବିରୋଧ କରୁଛନ୍ତି । ମଙ୍ଗଳବାର ରୁଷିଆ ସହିତ ଜର୍ମାନୀ ଗୁରୁତ୍ୱପୂର୍ଣ୍ଣ ନର୍ଡ ଷ୍ଟ୍ରିମ-୨ ପାଇପ ଲାଇନ ପ୍ରୋଜେକ୍ଟ ଉପରେ ରୋକ ଲଗାଇଛି । ୧୨୭୫ କିଲୋମିଟରର ଏହି ଅଣ୍ଡର…

ଆଘାତ ସମସ୍ୟା ଯୋଗୁ ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଓହରିଲେ ଦୀପକ

ଲକ୍ଷ୍ନୌ: ଶ୍ରୀଲଙ୍କା ବିପକ୍ଷ ଟି୨୦ କ୍ରିକେଟ ସିରିଜ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଉଦୀୟମାନ ଅଲରାଉଣ୍ଡର ଦୀପକ ଚାହର ଆଘାତ ସମସ୍ୟା ଯୋଗୁ ଏଥିରୁ ଓହରି ଯାଇଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ଟି୨୦ ମ୍ୟାଚରେ ସେ ଆଘାତପ୍ରାପ୍ତ ହୋଇଥିଲେ । ବିସିସିଆଇ ଖୁବ୍ ଶୀଘ୍ର ଚାହରଙ୍କ…

ବିଜେପିଠାରୁ ଅଲଗା ହେବା ପାଇଁ ନୀତିଶଙ୍କୁ ଯଚାଯାଉଛି ରାଷ୍ଟ୍ରପତି ପଦବୀର ଲୋଭ !

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଖୁବ ଶୀଘ୍ର ସରିବାକୁ ଯାଉଛି । ପରବର୍ତୀ ରାଷ୍ଟ୍ରପତି କିଏ ହେବେ ସେ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିଜେପିଠାରୁ ଜେଡିୟୁକୁ ଅଲଗା କରିବା ପାଇଁ ନୀତିଶ କୁମାରଙ୍କୁ…

ଷ୍ଟ୍ରଙ୍ଗରୁମକୁ କଡ଼ା ସୁରକ୍ଷାରେ ରଖିବାକୁ କଂଗ୍ରେସର ଦାବି, ନିର୍ବାଚନ ଆୟୋଗଙ୍କ ନିକଟରେ ହେଲା ଫେରାଦ

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଆସନ୍ତା ୨୪ ତାରିଖରେ ସରିବ ପଞ୍ଚମ ପର୍ଯ୍ୟାୟ ମତଦାନ । ହେଲେ ଭୋଟ ଗଣତି ପୂର୍ବରୁ ଭୋଟ୍ ବାକ୍ସକୁ ଷ୍ଟ୍ରଙ୍ଗ୍‌ରୁମରେ ରଖିବା ପରେ କଡ଼ା ସୁରକ୍ଷା ଦେବାକୁ ଦାବି କରିଛି କଂଗ୍ରେସ । ୩୧୪ ବ୍ଲକର…

୧୧ ବର୍ଷୀୟ ଯୁବ କ୍ରିକେଟରଙ୍କ ଚିକିତ୍ସା ପାଇଁ ରାହୁଲ ସାଜିଲେ ଦେବଦୂତ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଆଜି ଜଣେ ୧୧ବର୍ଷୀୟ ଯୁବ କ୍ରିକେଟରଙ୍କ ପାଇଁ ଦେବଦୂତ ସାଜିଛନ୍ତି । ମୁମ୍ବାଇର ବରଦ ଏକ ଅଜଣା ରୋଗରେ ହଠାତ ଆକ୍ରାନ୍ତ ହୋଇଥିଲେ । ଡାକ୍ତର ତାଙ୍କୁ ତୁରନ୍ତ ବୋନ ମେରୋ ଟ୍ରାନ୍ସପ୍ଲାଂଟ ସର୍ଜରୀ କରିବା ପାଇଁ ପରାମର୍ଶ ଦେଇଥିଲେ ।…

ନିର୍ବାଚନ ଜିତିବା ପାଇଁ ପ୍ରାର୍ଥୀ ବାଂଟିଲେ ନକଲି ସ୍ୱର୍ଣ୍ଣ ମୁଦ୍ରା

ମାଡ୍ରାସ: ତାମିଲନାଡୁର ନଗର ନିଗମ ନିର୍ବାଚନରେ ଏକ ମଜାଦାର ଘଟଣା ସମ୍ମୁଖକୁ ଆସିଛି । ଏଠାରେ ଜଣେ ପ୍ରାର୍ଥୀ ନିର୍ବାଚନରେ ଜିତିବା ପାଇଁ ୨ ଦିନ ପୂର୍ବରୁ ଲୋକମାନଙ୍କୁ ସ୍ୱର୍ଣ୍ଣ ମୁଦ୍ରା ବାଂଟିଥିଲେ । ଅବଶ୍ୟ ଏଗୁଡିକ ନକଲି ବୋଲି ପରେ ଜଣାପଡିଥିଲା । ପ୍ରକାଶିତ ଖବର ଅନୁସାରେ ମଣିମେଗାଲାଇ…