Latest Odisha News

BREAKING NEWS

Browsing Category

ଫିଚର

ଆଜିଠୁ ରାଜ୍ୟରେ ଖୋଲୁଛି ଅଷ୍ଟମରୁ ଉପର ଶ୍ରେଣୀ ସମସ୍ତ ସ୍କୁଲ

ଭୁବନେଶ୍ୱର: ଆଜିଠୁ ରାଜ୍ୟର ସବୁ ସରକାରୀ ଓ ଘରୋଇ ସ୍କୁଲ ଖୋଲୁଛି । ଆଜିଠାରୁ ଅଷ୍ଟମରୁ ଉପର ସମସ୍ତ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନ୍‌ ପାଠପଢ଼ା ଆରମ୍ଭ ହେଉଛି । ଏଥିସହ କଲେଜ, ବିଶ୍ୱବିଦ୍ୟାଳୟ ସମେତ ଅନ୍ୟାନ୍ୟ ବୈଷୟିକ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଖୋଲୁଛି । ଏଥିସହ…

ଆସନ୍ତାକାଲିଠୁ ଖୋଲିବ ସ୍କୁଲ, କ୍ଲାସରେ ପାଠପଢ଼ିବେ ଅଷ୍ଟମରୁ ଦ୍ବାଦଶ ପିଲା

ଭୁବନେଶ୍ବର : ଆସନ୍ତାକାଲିଠୁ ପୁଣି ସ୍କୁଲରେ ବାଜିବ ଘଣ୍ଟା । କମ୍ପିବ କ୍ଲାସ ରୁମ୍, ଚାଲିବ ପାଠପଢ଼ା । କାଲିଠୁ ଅଷ୍ଟମରୁ ଦ୍ବାଦଶ ପିଲାଙ୍କର ହେବ କ୍ଲାସରୁମରେ ପାଠପଢ଼ା । କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ, ବିଭିନ୍ନ ସ୍କୁଲରେ ସିଟିଂ ଆରେଞ୍ଜମେଣ୍ଟଠୁ ଆରମ୍ଭ କରି ସାନିଟାଇଜ୍ ପର୍ଯ୍ୟନ୍ତ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ପଣ୍ଡିତ ଦାମୋଦରଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ପାରମ୍ପରିକ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଦାମୋଦର ହୋତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଦାମୋଦରଙ୍କ ପାର୍ଥିବ ଶରୀରର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ଘୋଷଣା କରିଛନ୍ତି । ଶାସ୍ତ୍ରୀୟ…

ଶୋକାକୂଳ ପରିବେଶରେ ଶେଷ ହେଲା ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ଶେଷକୃତ୍ୟ

କଳାହାଣ୍ଡି : ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ପ୍ରାଣ ହରାଇଥିବା ସାମ୍ବାଦିକ ରୋହିତ ବିଶ୍ବାଳଙ୍କର ଶେଷ କୃତ୍ୟ ହୋଇଛି । ଶୋକାକୂଳ ପରିବେଶରେ ଗାଁରେ ରୋହିତଙ୍କର ଶବ ସତ୍କାର ହୋଇଛି । ଗତକାଲି ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ତାଙ୍କର ବିୟୋଗ…

୫ଟି ରାଜ୍ୟ ଲାଗି କୋହଳ ହେଲା ନିର୍ବାଚନ କମିଶନଙ୍କ କଟକଣା

ନୂଆଦିଲ୍ଲୀ : ୫ଟି ରାଜ୍ୟ ଲାଗି କୋହଳ ହେଲା ନିର୍ବାଚନ କମିଶନଙ୍କ କଟକଣା । ଇନଡୋର ଓ ଆଉଟଡୋର ରାଲି ଲାଗି ପ୍ରଚାର କ୍ଷେତ୍ରରେ କୋହଳ ହୋଇଛି କଟକଣା । ଇନଡୋର ରାଲି ଲାଗି ସାମର୍ଥ୍ୟର ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ଥିବା ବେଳେ, ଆଉଟଡୋର ରାଲି ଲାଗି ସାମର୍ଥ୍ୟର ୩୦ ପ୍ରତିଶତ ଲୋକଙ୍କୁ ମିଳିବ…

ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା, ଯୁବତୀ ମୃତ

କୋରାପୁଟ : ବୋରିଗୁମ୍ମା ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରଜପଥ ପାର୍ଲି ନିକଟରେ ସଡ଼କ ଦୁର୍ଘଟଣା । ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ସ୍କୁଟି ଚଲାଉଥିବା ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବତୀ ଜଣକ ହେଲେ ଜୟପୁର ନୂଆସାହିର କାଜଲ ଖୋର । ସେ ଆଜି ନିଜ…

ଚନ୍ନି ହେଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ନାଁ ଘୋଷଣା କଲେ ରାହୁଲ ଗାନ୍ଧି

ଅମୃତସର : ପଞ୍ଜାବରେ କଂଗ୍ରସ ପକ୍ଷରୁ କିଏ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ? ଏହାକୁ ନେଇ ଦୀର୍ଘ ଦିନ ହେବ ଯେଉଁ ଚର୍ଚ୍ଚା ଲାଗି ରହିଥିଲା, ତାର ଅବସାନ ଘଟିଛି । ଚରଣଜିତ୍ ସିଂହ ହୋଇଛନ୍ତି ପଞ୍ଜାବ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଆଜି ରାହୁଲ ଗାନ୍ଧୀ ଏନେଇ ବିଦ୍ଧିବଦ୍ଧ ଭାବେ ଘୋଷଣା…

ନିଜ ଗୀତ ପାଇଁ ଚିରକାଳ ପାଇଁ ଅମର ରହିବେ ସ୍ୱର ସାମ୍ରାଜ୍ଞୀ: ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ନୀରବିଗଲେ ସ୍ୱର ସରସ୍ୱତୀ ଲତା ମଙ୍ଗେସକର । ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଦୀର୍ଘ ୨୯ ଦିନ ଭେଣ୍ଟିଲେଟରରେ ରହିବା ପରେ ୯୨ ବର୍ଷ ବୟସରେ ଆଖି ବୁଜିଛନ୍ତି । ଆଉ ଲତାଙ୍କ ଦେହାନ୍ତରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଲତାଙ୍କ…

ନୀରବିଗଲେ ସ୍ୱର ଜଗତର ସରସ୍ୱତୀ ଲତା ମଙ୍ଗେସକର

ଭୁବନେଶ୍ୱର: ଚାଲିଗଲେ ସଙ୍ଗୀତ ଜଗତର ସରସ୍ୱତୀ । ମାଆ ସରସ୍ୱତୀଙ୍କ ବରଦାନରୁ ପାଲଟିଥିଲେ ସୁରସାମ୍ରାଜ୍ଞୀ । ଆଉ ସଙ୍ଗୀତ ଜଗତରେ ନିଜର କଣ୍ଠ ସ୍ୱର ହିଁ ତାଙ୍କୁ ଦେଇଥିଲା ଅଲଗା ଏକ ପରିଚୟ। ଏବେ ସବୁଦିନ ନିରବୀ ଯାଇଛି ସେଇ ସୁଲଳିତ କଣ୍ଠର ସ୍ୱରା। ସଙ୍ଗୀତ ଜଗତରେ ଅସ୍ତମିତ ହୋଇଯାଇଛି ଉଦୀୟମାନ…

ଆଜି ରାଜ୍ୟରୁ ୨୧୦୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି ଦୈନିକ କରୋନା ସଂକ୍ରମଣ । ଦୁଇ ହଜାରକୁ ଖସିଲାଣି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୧୦୬ ସଂକ୍ରମିତ । କ୍ୱାରେଣ୍ଟିନରୁ ୧୨୨୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୭୭ । ୧୮ ବର୍ଷ ଭିତରେ ଆଉ ୩୨୪ ଜଣ ପଜିଟିଭ୍ ବାହାରିଛନ୍ତି ।…