Latest Odisha News

BREAKING NEWS

Browsing Category

ଫିଚର

ପରଲୋକରେ ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା

ଯାଜପୁର: ପରଲୋକରେ ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା । ଭୁବନେଶ୍ୱର ସ୍ଥିତ ବାସଭବନରେ ଗତକାଲି ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟ କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଛି । ରସୁଲପୁର ବ୍ଲକ…

ଆଜି ଓଡ଼ିଶାରୁ ୧୫୩୯ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ପାଖାପାଖି ୧୫ଶହ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୫୩୯ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୮୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୪୨ । ୧୮ ବର୍ଷରୁ କମ୍ ଆଉ ୩୪୨…

କାବୁ ପାଉଛି କରୋନା: ଦେଶରେ ୫୦ ହଜାରକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମଣ କ୍ରମାଗତ ଭାବରେ ଖସିବାରେ ଲାଗିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୫୦ହଜାର ୪୦୭ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ପାଖାପାଖି ୧୦ ହଜାର କମ୍ ସଂକ୍ରମିତ ବାହାରିଛନ୍ତି । ଦେଶରେ ପଜିଟିଭ୍ ହାର ରହିଛି ୩.୪୮ ପ୍ରତିଶତ…

ରାଜ୍ୟରୁ କରୋନା ନେଲା ଆଉ ୨୪ ଜୀବନ, ମୃତକଙ୍କ ଭିତରେ ୨୧ ଦିନର ଶିଶୁ ପୁତ୍ର

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ବଢୁଛି । ଆଉ ୨୪ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଅଡିଟ୍ ପ୍ରୋସେସରେ ସେମାନଙ୍କର କରୋନାରେ ମୃତ୍ୟ ହୋଇଥିବା ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ମୃତକଙ୍କ ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ…

ପୁଣି ହାତୀର ମୃତଦେହ ଉଦ୍ଧାର

ଭବାନୀପାଟଣା: ପୁଣି ହାତୀର ମୃତଦେହ ଉଦ୍ଧାର । କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜରେ ଆଉ ଏକ ହାତୀର ମୃତଦେହ ଠାବ ହୋଇଛି । ବାଗପୁର ଗାଁ ନିକଟ ବିଲରେ ପଡ଼ିଛି ହାତୀର ମୃତଦେହ । ମୃତ ହାତୀର ଶରୀରରେ ସାମାନ୍ୟ କ୍ଷତ ଚିହ୍ନ ରହିଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା…

IPL ଖେଳାଳି ନିଲାମୀ: ଆଜି ୧୬୧ କ୍ରିକେଟରଙ୍କ ବାଜି ଲାଗିବ

ବେଙ୍ଗାଳୁରୁ: ଆଜିଠୁ ଆରମ୍ଭ ହେଉଛି ଆଇପିଏଲ୍ ୨୦୨୨ ପାଇଁ ଖେଳାଳି ନିଲାମ । ଦୁଇ ଦିନ ବେଙ୍ଗାଳୁରୁରେ ଏହି ମେଗା ଅକ୍ସନ ଚାଲିବ । ମୋଟ୍ ୫୯୦ ଖେଳାଳି ନିଲାମୀରେ ସାମିଲ ହୋଇଛନ୍ତି । ଏମାନଙ୍କ ଭିତରେ ୩୭୦ ଜଣ ଭାରତୀୟ ଓ ୨୨୦ ବିଦେଶୀ କ୍ରିକେଟର ଅଛନ୍ତି । ପୂର୍ବରୁ ୧୦ଟି ଫ୍ରାଞ୍ଚାଇଜି ଟିମ୍…

ଉତ୍ତରାଖଣ୍ଡରେ ଭୂମିକମ୍ପ

ଡେରାଡୁନ୍: ଉତ୍ତରାଖଣ୍ଡରେ ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ୪.୧ । ସକାଳ ୫ଟା ୩ ମିନିଟରେ ଅନୁଭୂତ ହେଲା ଭୂମିକମ୍ପ । ଉତ୍ତରକାଶୀ ଜିଲ୍ଲାର ୩୯ କିଲୋମିଟର ଦୂର ଭୂକମ୍ପର କେନ୍ଦ୍ରସ୍ଥଳ । ସକାଳୁ ସକାଳୁ ହଠାତ୍ ଲୋକ ଝଟକା ଅନୁଭବ କରିଥିଲେ। ଭୂମିକମ୍ପ ପରେ ଭୟରେ କେହି କେହି ଘରୁ…

ମମିତା ମେହେର ମାମଲାରେ ବଲାଙ୍ଗିର ପୋଲିସର ଚାର୍ଜସିଟ୍ ଦାଖଲ

ବଲାଙ୍ଗିର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କଲା ବଲାଙ୍ଗିର ପୋଲିସ । ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ବଲାଙ୍ଗିର ପୋଲିସ । ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଡ୍ରାଇଭର ରାଧେ ନାଁ ରହିଛି । ଆସନ୍ତା ୧୫ ତାରିଖରେ…

କୋଭିଡ କଟକଣାରେ ପାଳନ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି

ଭୁବନେଶ୍ବର : ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ନେଇଅନୁଷ୍ଠିତ ହୋଇଛି ଟ୍ରଷ୍ଟ ବୋର୍ଡର ଗୁରୁତ୍ବପୂର୍ଣ୍ଣ ବୈଠକ । ଏଥର ମଧ୍ୟ ଗତବର୍ଷ ଭଳି କୋଭିଡ କଟକଣାରେ ପାଳନ ହେବ ମହାଶିବରାତ୍ରି । ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ । ଶାନ୍ତି ଶୃଙ୍ଖଳାର ସହ ଜାଗର ଯାତ୍ରା ପାଇଁ…

୩୯ ବର୍ଷ ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର କ୍ଲିନ ସୁଇପ

ଅହମ୍ମଦାବାଦ: ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୯୬ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ନୂତନ କୀର୍ତିମାନ ସ୍ଥାପନ କରିଛି । ୩୯ ବର୍ଷ ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ କ୍ଲିନ ସୁଇପ କରିଛି । ଶେଷଥର…