Latest Odisha News

BREAKING NEWS

Browsing Category

ଫିଚର

କୋଟିଆରେ ପୋଲିସର ଫ୍ଲାଗମାର୍ଚ୍ଚ

କୋରାପୁଟ : କୋଟିଆରେ ପଟାଙ୍ଗୀ ଥାନା ପୋଲିସର ଫ୍ଲାଗ ମାର୍ଚ୍ଚ । ଆସନ୍ତା ୧୮ ତାରିଖରେ କୋଟିଆ ପଞ୍ଚାୟତରେ ଭୋଟ ହେବାକୁ ଥିବା ବେଳେ ଆଜି ଫ୍ଲାଗମାର୍ଚ୍ଚ କରିଛି ପୋଲିସ ଓ ଆଇଆରବି ବାଟାଲିୟନ ଯବାନ । ପଞ୍ଚାୟତର ନେରେଡି ବାଲାସା, ଫାଟୁ ସିନେରୀ, ଫଗୁଣ ସିନେରୀ, ଦୋଳିଆମ୍ବ, ଉପର ସେମ୍ବୀ, ତଳ…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିିରିଜରେ ଓଡିଶାର ସୁଶାନ୍ତ ହେବେ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର: ଆଗାମୀ ଭାରତ-ୱେଷ୍ଟଇଣ୍ଡିଜ ଟି୨୦ ସିରିଜ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ଓଡିଶା କ୍ରିକେଟ ଆସୋସିଏଶନ ସଦସ୍ୟ ସୁଶାନ୍ତ କୁମାର ମହାନ୍ତଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛି ବିସିସିଆଇ । ଉଭୟ ଦେଶ ମଧ୍ୟରେ ୩ଟି ଟି୨୦ ସିରିଜ ମ୍ୟାଚ ଖେଳାଯିବ ।…

ସୁବର୍ଣ୍ଣପୁରରେ ବାଇକ୍ ଡିକି ଭାଙ୍ଗି ସିରିଜ ଚୋରି, ୩ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ସହରରେ ବାଇକ ଡିକି ଭାଙ୍ଗି ସିରିଜ ଚୋରି । ଦୁଇଟି ପୃଥକ ଘଟଣାରେ ୩ ଲକ୍ଷ ଟଙ୍କା ଚୋରି ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରୁ ୫୦ ହଜାର ଓ ପଟାଭାଡ଼ି ଛକରୁ ୨ ଲକ୍ଷ ୫୦ ହଜାର ଟଙ୍କା ଚୋରି ହୋଇଛି । ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି…

ମହିଳାଙ୍କୁ ଅପହରଣକାରୀ କବଳରୁ ବଂଚାଇ ଦେଲା ଭିଡିଓ ଗେମ

ୱାଶିଂଟନ: ବିଶ୍ୱାସ ନ ହେଲେ ବି ସତ । ଆମେରିକାରେ ଭିଡିଓ ଗେମ ଖେଳିବା ଜଣେ ୮୦ ବର୍ଷୀୟା ମହିଳାଙ୍କୁ ଅପହରଣକାରୀ କବଳରୁ ବଂଚାଇ ଦେଇଛି । ଘଟଣାଟି ଏହିପରି..ମେରିଡେଥ ହୋଲ୍ଡ ନାମକ ଜନୈକ ମହିଳା ଏବଂ ତାଙ୍କ ମାଆ ଡେନିସ ହୋଲ୍ଟ ପ୍ରାୟତଃ ଲୋକପ୍ରିୟ ଭିଡିଓ ଗେମ ୱର୍ଡଲେ ଖେଳିଥାନ୍ତି ଏବଂ ରେଜଲ୍ଟ…

କଣ୍ଟ୍ରାକ୍ଟରଙ୍କୁ ଦାଦାବଟି ମାଗିବା ଓ ଅପହରଣ ଅଭିଯୋଗରେ ୬ ଜଣଙ୍କୁ ଗିରଫ କଲା ଚନ୍ଦନପୁର ପୋଲିସ

ପୁରୀ : ମହଙ୍ଗା ପଡ଼ିଲା କଣ୍ଟ୍ରାକ୍ଟରଙ୍କୁ ଦାଦାବଟି ମାଗିବା । ଦାଦାବଟି ସାଙ୍ଗକୁ ଅପହରଣ ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି ପରୀ ଚନ୍ଦନପୁର ପୋଲିସ । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ପିସ୍ତଲ, ନଗଦ ୪ ହଜାର ୫୭୦ ଟଙ୍କା, ଗୋଟିଏ ମୋବାଇଲ ଫୋନ, ଗୋଟିଏ ଅଣ ପଞ୍ଜିକୃତ ହିରୋ ପ୍ୟାସନ ବାଇକ, ଗୋଟିଏ…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜରୁ ଓହରିଲେ ରାହୁଲ, ଅକ୍ଷର

ନୂଆଦିଲ୍ଲୀ:ଫେବୃୟାରୀ ୧୬ରୁ ଇଡେନଗାର୍ଡେନରେ ଆରମ୍ଭ ହେବାକୁ ଯାଉଥିବା ଟି୨୦ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଶକ୍ତ ଧକ୍କା ଲାଗିଛି । ଟିମ ଇଣ୍ଡିଆର ୨ ମ୍ୟାଚ ବିଜେତା କେଏଲ ରାହୁଲ ଓ ଅକ୍ଷର ପଟେଲ ଆଘାତ ସମସ୍ୟା ଯୋଗୁ ସିରିଜରୁ ଓହରି ଯାଇଛନ୍ତି । ଅଧିନାୟକ ରୋହିତ ଶର୍ମା ବର୍ତମାନ…

ପୌର ନିର୍ବାଚନରେ ଭୋଟରଙ୍କ ପାଇଁ ରହିବ NOTA

ଭୁବନେଶ୍ବର : ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ପାଇଁ ତତ୍ପର ହୋଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ସବୁ ପ୍ରକ୍ରିୟା ଜାରି ରହିଛି । ପୌର ନିର୍ବାଚନକୁ କିଭଳି ଶୃଙ୍ଖଳାର ସହ ସମ୍ପାଦନ କରାଯିବ, ସେନେଇ ସର୍ବଦଳୀୟ ବୈଠକ ବି ଅନୁଷ୍ଠିତ ହୋଇଛି । ଆଉ ଏବେ ପୌର ନିର୍ବାଚନ ଆଉ ଏକ ନିଷ୍ପତ୍ତି…

ରୋଡ ଶୋ ବେଳେ ଭଗୱନ୍ତ ମାନଙ୍କ ଉପରକୁ ଟେକାମାଡ, ଡାକ୍ତରଖାନରେ ଭର୍ତି

ଚଣ୍ଡୀଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ତେବେ ଶୁକ୍ରବାର ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ଭାଗୱନ୍ତ ମାନ ଏକ ରୋଡ ଶୋ କରୁଥିବା ବେଳେ ତାଙ୍କ ଉପରକୁ ଟେକାମାଡ ହୋଇଛି । ଏଥିରେ ତାଙ୍କ ମୁଣ୍ଡ ଫାଟିଯାଇଛି । ତାଙ୍କୁ ଡାକ୍ତରଖାନା ଚିକିତ୍ସା…

ଆର ପାରିରେ ରବୀନାଙ୍କ ବାପା ରବି ଟଣ୍ଡନ

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ବାପା ରବି ଟଣ୍ଡନଙ୍କ ଆଜି ପରଲୋକ ହୋଇଯାଇଛି । ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ନେଇ ସେ ମଜୁବର ଓ ଖୁଦ୍ଦାର ପରି ହିଟ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଆରକେ ନାୟାରଙ୍କ ସହଯୋଗୀ ଭାବେ ସେ ଲଭ ଇନ ଶିମଲା ଓ ୟେ ରାସ୍ତେ ହେ ପ୍ୟାର…

ଦିଲ୍ଲୀରୁ ଲଣ୍ଡନ ଚାଲିବ ବସ

ନୂଆଦିଲ୍ଲୀ: ୪୬ ବର୍ଷ ପରେ ଦିଲ୍ଲୀରୁ ଲଣ୍ଡନ ବସ ଗଡିପାରେ । ଭାରତ-ମ୍ୟାନମାର ସୀମାରେ ସ୍ଥିତି ସାମାନ୍ୟ ହେବା ପରେ ସେପ୍ଟେମ୍ବରରେ ଏହାକୁ ଚାଲୁ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ୧୫ ଲକ୍ଷ ଟଙ୍କା ପ୍ୟାକେଜରେ ଟିକେଟ, ଭିସା, ବିଭିନ୍ନ ଦେଶରେ ରହିବା ପାଇଁ ସମସ୍ତ ସୁବିଧା ସୁଯୋଗ…