Latest Odisha News

BREAKING NEWS

Browsing Category

ଫିଚର

କ୍ରୁଜ ମିସାଇଲ ବ୍ରହ୍ମୋସ କ୍ଷେପଣାସ୍ତ୍ରର ହେବ ରପ୍ତାନି

ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷାରେ ନୂଆ ଅଧ୍ୟାୟ । ପ୍ରଥମ ଥର ଲାଗି କ୍ରୁଜ ମିସାଇଲ ବ୍ରହ୍ମୋସ କ୍ଷେପଣାସ୍ତ୍ରର ହେବ ରପ୍ତାନି । ଫିଲିପାଇନ୍ସ ସହ ହୋଇଥିବା ୩୭୪ ନିୟୁତ ଡଲାର ପ୍ରତିରକ୍ଷା ଚୁକ୍ତି ଅନୁସାରେ ଭାରତ ଏହି କ୍ଷେପଣାସ୍ତ୍ର ରପ୍ତାନି କରିବ । ଯୁଦ୍ଧଜାହାଜ ବିଧ୍ବଂସୀ ଏହି…

କେସ ହାରିଲେ ଟେନିସ ଷ୍ଟାର ଜୋକୋଭିଚ: ଭିଜା ବାତିଲ, ଅଷ୍ଟ୍ରେଲିଆନ ଓପନରୁ ଓହରିଲେ

ମେଲବୋର୍ଣ୍ଣ: ବିଶ୍ୱର ଏକ ନମ୍ବର ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ ଭିଜା ବାତିଲ ମାମଲାରେ କରିଥିବା ମୋକଦ୍ଦମା ହାରି ଯାଇଛନ୍ତି । ଅଷ୍ଟ୍ରେଲିଆନ ଓପନରୁ ଓହରିବା ସହ ଫେଡରାଲ କୋର୍ଟ ଜୋକୋଭିଚଙ୍କ ଉପରେ ୩ ବର୍ଷ ଅଷ୍ଟ୍ରେଲିଆ ପ୍ରବେଶ ଉପରେ କଟକଣା ଲଗାଇଛି । କରୋନା କଟକଣାକୁ ଉଲ୍ଲଂଘନ କରିବା…

ରାଜସ୍ଥାନର ଏହି ଗ୍ରାମରେ ଦୁଇ ମହଲା ଘର ମନା

ଜୟପୁର: ରାଜସ୍ଥାନରେ ଏ ଭଳି ଏକ ଗ୍ରାମ ଏବେ ବି ଅଛି ଯେଉଁଠାରେ ଦୁଇ ମହଲା ଘର କରିବା ମନା । ଏଠାରେ ଯିଏ ବି ଦୁଇ ମହଲା ଘର କରିବାକୁ ଚେଷ୍ଟା କରିଛି ଅସୁବିଧାର ସମ୍ମୁଖୀନ ହୋଇଛିି । ଚୁରୁ ଜିଲ୍ଲାର ଉଡସର ଗ୍ରାମରେ ୭୦୦ ବର୍ଷ ତଳୁ ଆଉ ଦୁଇ ମହଲା ଘର ହେଉନି । ଆସନ୍ତୁ ଜାଣିବା କଣ ପାଇଁ ସେମାନେ…

ଟୋଙ୍ଗା ପରେ ଜାପାନରେ ସୁନାମୀ ଭୟ

ଟୋକିଓ: ପ୍ରଶାନ୍ତ ମହାସାଗରର ଟୋଙ୍ଗାରେ ସୃଷ୍ଟି ହୋଇଥିବା ଭୂମିକମ୍ପ ସୁନାମୀ ପରି ମହା ପ୍ରଳୟକୁ ଡାକି ଆଣିଛି । ଏହି ବିସ୍ଫୋଟ ପରେ ଜାପାନରେ ଜଳ ପ୍ରଳୟର ବିପଦ ଦେଖା ଦେଇଛି । ଶନିବାର ରାତିରେ ଜାପାନର ଅମାମି ଓଶିମା କୂଳରେ ୪ ଫୁଟରୁ ଉଚ୍ଚ ଲହରୀ ମାଡ ହେଉଛି । ହୋକାକାଇଦୋ, କୋଚ୍ଚି ଓ…

ପାରାଙ୍କ ଗାଁ; ଏଠାରେ ୫୦୦ରୁ ଅଧିକ ରହିଛି ପାରା ଘର

ନୂଆଦିଲ୍ଲୀ: ସେ ମଣିଷ ହେଉ ଅବା ପଶୁପକ୍ଷୀ ସମସ୍ତଙ୍କୁ ମୁଣ୍ଡ ଗୁଞ୍ଜିବା ଲାଗି ବାସଟିଏର ଆବଶ୍ୟକତା ରହିଛି।  କିନ୍ତୁ ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଏମିତି ଏକ ଗାଁ ଅଛି ଯାହାକୁ ପାରାମାନଙ୍କ ଗାଁ ବୋଲି କୁହାଯାଏ। ମାଙ୍ଗଳି ନଦୀ କୂଳରେ ଅବସ୍ଥିତ ଏହି ଗାଁକୁ ପକ୍ଷୀପ୍ରେମୀଙ୍କ ଗାଁ ମଧ୍ୟ…

ଦିନିକିଆ ଗସ୍ତରେ ନୂଆପଡ଼ା ଯିବେ ଡିଜିପି ସୁନୀଲ ବଂଶଲ

ଭୁବନେଶ୍ବର : ଦିନିକିଆ ନୂଆପଡ଼ା ଗସ୍ତରେ ଯିବେ ଡିଜିପି ସୁନୀଲ ବଂଶଲ । ନୂଆ ଦାୟିତ୍ବ ନେବା ପରେ ପ୍ରଥମ ଥର ପାଇଁ ନୂଆପଡ଼ା ଗସ୍ତରେ ଯାଉଛନ୍ତି ଡିଜିପି ସୁନୀଲ ବଂଶଲ । ଗସ୍ତ ଅବସରରେ ମାଓ ମୁକାବିଲା ନେଇ ସମୀକ୍ଷା କରିବେ । ଏହାସହ ପଞ୍ଚାୟତ ନିର୍ବାଚନରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ମଧ୍ୟ…

କମେଣ୍ଟ ମରାକୁ ନେଇ ଯୁବକଙ୍କୁ ହୋଇଥିଲା ହତ୍ୟା

ଭୁବନେଶ୍ବର : ଭୁବନେଶ୍ବର ପ୍ରେସଛକରେ ଯୁବକଙ୍କୁ ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ । ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ଗିରଫ ୩ ଅଭିଯୁକ୍ତ ହେଲେ ମିଲୁ, ସତ୍ୟ ଓ ଜିତେନ୍ଦ୍ର । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ, ସ୍କୁଟି ଓ କାର ଜବତ କରିଛି ପୋଲିସ ।…

ରାଜ୍ୟରେ ଗତ ୨୪ଘଣ୍ଟାରେ ୧୧ହଜାର ଟପିଲା କରୋନା ସଂକ୍ରମଣ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ବଢ଼ିବାରେ ଲାଗିଲାଣି । ୧୧ହଜାର ଟପିଲା ସଂକ୍ରମଣ ସଂଖ୍ୟା । ଗତ ୨୪ଘଣ୍ଟା ଭିତରେ ରାଜ୍ୟରେ ୧୧ ହଜାର ୧୭୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୧୦୧୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୬ହଜାର ୪୭୯ ଓ…

ଗୁଗଲ କ୍ରୋମ ବ୍ରାଉଜର ଅପଡେଟ କଲେ ବଢ଼ୁଛି ୟୁଜର୍ସଙ୍କ ସମସ୍ୟା

ଭୁବନେଶ୍ୱର:ଗୁଗଲର କ୍ରୋମ ବ୍ରାଉଜର ଅପଡେଟ କଲେ ୟୁଜର୍ସଙ୍କ ସମସ୍ୟା ବଢ଼ିବା ସହିତ ଡାଟା ସୁରକ୍ଷିତ ରହୁ ନ ଥିବା ଅଭିଯୋଗ ଆସିଛି । ଏହାକୁ ଅପଡେଟ କରିବା ମାତ୍ରେ ରାନସମୱେର ସିଷ୍ଟମରେ ପ୍ରବେଶ କରୁଛି । ଫଳରେ ୟୁଜର୍ସଙ୍କ ଡାଟା କ୍ଷତିଗ୍ରସ୍ତ ହେଉଛି । ଏହାକୁ ଅପଡେଟ ନ କରିବା ପାଇଁ ପରାମର୍ଶ…

ପୁଣି ରକ୍ତ ରଞ୍ଜିତ ହେଲା ଭୁବନେଶ୍ବର, କେକ୍ ଖାଇବାକୁ ନେଇ ଯୁବକଙ୍କୁ ହତ୍ୟା

ଭୁବନେଶ୍ବର : ପୁଣି ରକ୍ତ ରଞ୍ଜିତ ହେଲା ରାଜଧାନୀ । ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରାମାଡ କରି ହତ୍ୟା । ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଗୁରୁତର ଆହତଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭୁବନେଶ୍ବର ଗଜପତି…