Latest Odisha News

BREAKING NEWS

Browsing Category

ଫିଚର

ଇଣ୍ଡିଆନ ଓପନ ଫାଇନାଲରେ ଲକ୍ଷ୍ୟ ସେନ

ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତର ଲକ୍ଷ୍ୟ ସେନ ଚଳିତ ଇଣ୍ଡିଆନ ଓପନ ବ୍ୟାଡମିଂଟନରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତର ଏହି ଦକ୍ଷତାସମ୍ପନ୍ନ ଯୁବ ଖେଳାଳି ଶନିବାର ସେମିଫାଇନାଲରେ ଲକ୍ଷ୍ୟ ମାଲେସିଆର ଏନଜି ଜେ ୟଙ୍ଗଙ୍କୁ…

ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଦେଶରେ ଶ୍ରେଷ୍ଠ ଟ୍ରେନିଂ ପ୍ରତିଷ୍ଠାନ

ଭୁବନେଶ୍ବର : ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ଦେଶର ଶ୍ରେଷ୍ଠ ପୋଲିସ ଟ୍ରେନିଂ ପ୍ରତିଷ୍ଠାନ । ୨୦୨୦-୨୧ ବର୍ଷ ପାଇଁ ଶ୍ରେଷ୍ଠ ଟ୍ରେନିଂ ପ୍ରତିଷ୍ଠାନ ଭାବେ ପୁରସ୍କୃତ ହୋଇଛି ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ । ପୁରସ୍କାର ବାବଦକୁ ଟ୍ରଫି ସହ ୨୦ ଲକ୍ଷ ଟଙ୍କା ପ୍ରଦାନ…

ଭାରତୀୟ ଟେଷ୍ଟ କ୍ରିକେଟ୍ ଦଳର ଅଧିନାୟକ ପଦ ତ୍ୟାଗ କଲେ ବିରାଟ କୋହଲି

ଭୁବନେଶ୍ୱର: ବଡ ନିଷ୍ପତ୍ତି ନେଲେ ଭାରତୀୟ କ୍ରିକେଟର୍ ବିରାଟ କୋହଲି । ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ପରାଜୟ ତାଙ୍କ ଜୀବନରେ ଆଣିଛି ବିରାଟ ପରିବର୍ତ୍ତନ । ଭାରତୀୟ କ୍ରିକେଟ୍ ଟେଷ୍ଟ ଦଳର ଅଧିନାୟକ ପଦକୁ ସେ ତ୍ୟାଗ କରିଛନ୍ତି । ଏ ନଇ ଏକ ଟୁଇଟ୍ ଜରିଆରେ ସେ ଅଗଣିତ କ୍ରିକେଟ…

୧୭ରୁ ଏମସ ଓପିଡି ବନ୍ଦ

ଭୁବନେଶ୍ବର : ଆସନ୍ତା ୧୭ ତାରିଖରୁ ବନ୍ଦ ହେବ ଭୁବନେଶ୍ବର ଏମସ ଓପିଡି । କୋଭିଡ ସଂକ୍ରମଣ ଦୃଷ୍ଟିରୁ ବିଭିନ୍ନ ଓପିଡିକୁ ବନ୍ଦ କରିଛି ଭୁବନେଶ୍ବର ଏମସ । ଓପିଡି ବନ୍ଦ ନେଇ ଭୁବନେଶ୍ୱର ଏମସ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଭୁବନେଶ୍ବର ଏମସର କିଛି ଅଧିକାରୀ ଓ କର୍ମଚାରୀ ପଜିଟିଭ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୩୨ ଓମିକ୍ରନ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ମୁଣ୍ଡ ଟେକିଲା ଓମିକ୍ରନ ସଂକ୍ରମଣ । ଆଜି ପୁଣି ଚିହ୍ନଟ ହୋଇଛନ୍ତି ଆଉ ୩୨ ଓମିକ୍ରନ୍ତ ଆକ୍ରାନ୍ତ ସଂଖ୍ୟା । ଏନେଇ ସୂଚନା ଦେଇଛି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍‌ ସାଇନ୍‌ସେସ୍ । ଆଜିର ନୂଆ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ରାଜ୍ୟରେ ଓମିକ୍ରନ୍ ସଂକ୍ରମିତ ସଂଖ୍ୟା ୨୦୨କୁ…

ମଦମୁକ୍ତ ବିହାରରେ ପୁଣି ମଦମୃତ୍ୟୁ ଅଭିଯୋଗ

ବିହାର : ମଦମୁକ୍ତ ବିହାରରେ ପୁଣି ମଦମୃତ୍ୟୁ ଅଭିଯୋଗ । ନୀତୀଶ କୁମାରଙ୍କ ସରକାରରେ ପୁଣି ଲାଗିଲା କଳଙ୍କ । ବିହାର ନାଳନ୍ଦା ଜିଲ୍ଲା ସୌହସରାୟ ଥାନା ଅଞ୍ଚଳରେ ବିଷାକ୍ତ ମଦ ପିଇ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟ ଦୁଇ ଜଣ ଗୁରୁତର ହୋଇ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି…

ପଞ୍ଚାୟତ ନିର୍ବାଚନ କସରତ, ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ ନୋଡାଲ ଅଫିସର

ଭୁବନେଶ୍ବର : ପାଖଉଛି ପଞ୍ଚାୟତ ନିର୍ବାଚନ । ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ସାରିବା ପାଇଁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ପଞ୍ଚାୟତ ନିର୍ବାଚନର ପ୍ରତିଟି ପର୍ଯ୍ୟାୟରେ କୋଭିଡ ଗାଇଡଲାଇନ ପାଳନ ଉପରେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ…

ପତ୍ନୀଙ୍କ ଅନ୍ତିମ ଇଚ୍ଛା ପୂରଣ କରିବା ପାଇଁ ସରକାରଙ୍କୁ ଦାନ କଲେ କୋଟି କୋଟି ଟଙ୍କାର ସମ୍ପତି

ଶିମଲା: ପତ୍ନୀଙ୍କ ଅନ୍ତିମ ଇଚ୍ଛା ପୂରଣ କରିବା ପାଇଁ ହିମାଚଳ ପ୍ରଦେଶର ୭୨ ବର୍ଷୀୟ ଡାକ୍ତର ରାଜେନ୍ଦ୍ର କଂୱର କୋଟି କୋଟି ଟଙ୍କାର ସମ୍ପତି ସରକାରଙ୍କୁ ଦାନ କରି ଦେଇଛନ୍ତି । ରାଜେନ୍ଦ୍ରଙ୍କ ପତ୍ନୀ କୃଷ୍ଣା କଂୱର ଶିକ୍ଷା ବିଭାଗ ସହ ଜଡିତ ଥିଲେ । ବର୍ଷେ ତଳେ ତାଙ୍କର ନିଧନ ହୋଇଥିଲା । ଏହି…

କୋହଲିଙ୍କ ଶୈଳୀ ଆପଣାଇଲେ ବ୍ରଡ !

ଲଣ୍ଡନ: ଆଶେସ ସିରିଜର ଅନ୍ତିମ କ୍ରିକେଟ ଟେଷ୍ଟରେ ଷ୍ଟୁଆର୍ଟ ବ୍ରଡଙ୍କୁ ନେଇ ଏ ଭଳି ଏକ ଘଟଣା ଘଟିଛି ଯାହାକି କେପଟାଉନ ଟେଷ୍ଟ ମନେ ପକାଇ ଦେଇଛି । ଏହି ଟେଷ୍ଟରେ ମୁଭିଂ ରୋଭର କ୍ୟାମେରା ନେଇ ବ୍ରଡ ଅସୁବିଧାର ସମ୍ମୁଖୀନ ହେବାରୁ ବିରକ୍ତ ହୋଇ ଷ୍ଟମ୍ପ ନିକଟରେ ଚିତ୍କାର କରି କହିଥିଲେ ରୋବୋଟକୁ…

ନୂଆ ନିୟମ : ଅକ୍ଟୋବର ୧ ପରେ ନିର୍ମିତ ସବୁ ଗାଡିରେ ଲାଗିବ ୬ଟିକିଆ ଏୟାରବ୍ୟାଗ

ଦିଲ୍ଲୀ : ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଜାରି ହେଲା ନୂଆ ନିୟମାବଳୀ । ମୋଟର ଯାନରେ ବସିଥିବା ଯାତ୍ରୀମାନଙ୍କୁ ପାଶ୍ୱର୍ବତୀ ଧକ୍କା ଦେବା ବା ଦୁର୍ଘଟଣା ପ୍ରଭାବରୁ ସୁରକ୍ଷିତ ରଖିବା ଲାଗି ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ ୧୯୮୯ରେ ଶଂସୋଧନ…