Latest Odisha News

BREAKING NEWS

Browsing Category

ଫିଚର

ରାୟଗଡ଼ା MITS ଇଞ୍ଜିନିୟରିଂ କଲେଜର ୪୯ ଛାତ୍ରଛାତ୍ରୀ କରୋନା ପଜିଟିଭ୍

ରାୟଗଡ଼ା: ଶିକ୍ଷାନୁଷ୍ଠାରେ ମାଡୁଛି କରୋନା । ଛାତ୍ରଛାତ୍ରୀ ଓ କର୍ମଚାରୀ ପଜିଟିଭ୍ ବାହାରୁଛନ୍ତି । ରାୟଗଡ଼ାରେ ଥିବା ମଝିଘରିଆଣୀ ଇନିଷ୍ଟଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏଣ୍ଡ ସାଇନ୍ସର (MITS) ୪୯ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି । ଗତ ୬ ତାରିଖ ଦିନ ୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ…

ଦିନ କେଇଟା ଭିତରେ ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ପିକ୍ ଛୁଇଁବ କରୋନା

ନୂଆଦିଲ୍ଲୀ: ଦେଶରେ କେବେ ପିକ୍ ଛୁଇଁବ କରୋନାର ତୃତୀୟ ଲହର । ବିଭିନ୍ନ ସଂସ୍ଥା ଓ ବୈଜ୍ଞାନିକ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । ଆଉ କିଛି ଦିନ ଭିତରେ ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ କରୋନା ସଂକ୍ରମଣ ପିକ୍ ଛୁଇଁବ । ଅର୍ଥାତ ଚଳିତ ମାସ ମଧ୍ୟଭାଗ ଭିତରେ ଏସବୁ ସହରରେ ସଂକ୍ରମଣ ଶୀର୍ଷରେ…

ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ସମ୍ୱଲପୁରରେ ସଂକ୍ରମଣ ହାର ଜାତୀୟ ହାରଠାରୁ ବି ଅଧିକ

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ । ଦୈନିକ ସଂକ୍ରମଣ ପାଞ୍ଚ ହଜାର ମୁହାଁ ହୋଇଛି । ସଂକ୍ରମଣର ଟପ୍ ଥ୍ରୀ ଜିଲ୍ଲାରେ ରହିଛି ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ସମ୍ୱଲପୁର ଜିଲ୍ଲା । ଏସବୁ ଜିଲ୍ଲାରେ ପଜିଟିଭ୍ ହାରି ଅଧିକ ରହିଛି । ରାଜ୍ୟରେ ପଜିଟିଭ୍ ହାର ୬.୭୨ ପ୍ରତିଶତ ରହିଛି ।…

ଆଜି ରାଜ୍ୟରେ କୋଭିଡ୍ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଅପରାହ୍ଣରେ ରାଜ୍ୟରେ କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଢ଼େ ୫ଟାରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିବେ । ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟ କମିଶନର, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ…

ଜାମ୍ମୁ-କାଶ୍ମୀରର କୁଲଗାମରେ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ରବିବାର ଦିନ ଜାମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ଏନକାଉଣ୍ଟରରେ ଦୁଇଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହା ହେଉଛି ଜାନୁଆରୀ ୨୦୨୨ର ୭ମ ଏନକାଉଣ୍ଟର । ଏଯାଏଁ ୧୩ଜଣ ଆତଙ୍କବାଦୀଙ୍କୁ…

ପଞ୍ଚାୟତ ନିର୍ବାଚନ କସରତ: ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ନେଇ ଆଜି ବସୁଛି ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକ ଡାକିଛନ୍ତି । କୋଭିଡ୍ ସମୟରେ କିଭଳ୍ ହେବ ନିର୍ବାଚନ ସେନେଇ ରାଜ୍ୟର ସବୁ ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ଆଲୋଚନା ଓ ମତାମତ ଲୋଡ଼ିବେ ରାଜ୍ୟ ନିର୍ବାଚନ କମିଶନର । ଭୁବନେଶ୍ୱର…

୩ଟି ଜେଲର ୪୬ ଅନ୍ତେବାସୀ ଓ ୪୩ କର୍ମଚାରୀ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା କାୟା ମେଲାଇ ଚାଲିଛି । ଦୈନିକ ସଂକ୍ରମଣରେ ଲାଗୁନି ବ୍ରେକ୍ । ଦିଲ୍ଲୀ ଜେଲରେ ପଶିଲା କରୋନା । ୩ଟି ଜେଲର ୪୬ ଜଣ ଅନ୍ତେବାସୀ ଓ ୪୩ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାପରେ ଜେଲରେ ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଉଦ୍ୟମ ଚାଲିଛି ।…

ଆଜିଠୁ ଦେଶରେ ପ୍ରିକସନ୍ ଡୋଜ୍ ଟିକାକରଣ

ନୂଆଦିଲ୍ଲୀ: ଆଜିଠୁ ଦେଶବ୍ୟାପୀ ଆରମ୍ଭ ହୋଇଛି ପ୍ରିକସନ୍ ଡୋଜ୍ ଟିକାକରଣ । ବିଭିନ୍ନ ସରକାରୀ ଓ ବେସରକାରୀ ଟିକାଦାନ କେନ୍ଦ୍ରରେ ପ୍ରିକସନ୍ ଡୋଜ୍ ଦିଆଯାଉଛି । ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟ ଲାଇନ୍ ୱାର୍କର୍ସ ଓ ୬୦ ବର୍ଷରୁ ଅଧିକ ବହୁବିଧ ରୋଗରେ ପୀଡ଼ିତଙ୍କୁ ଦିଆଯାଉଛି ପ୍ରିକସନ୍ ଡୋଜ୍ ।…

ଦେଶରେ ଦୁଇ ଲକ୍ଷ ମୁହାଁ କରୋନା କେସ୍, ଆକ୍ଟିଭ୍ କେସ୍ ୭ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଦେଶରେ ଦୁଇ ଲକ୍ଷ ମୁହାଁ ହେଲାଣି ଦୈନିକ କରୋନା କେସ୍ । କାଲି ଦେଢ଼ ଲକ୍ଷ ପାର କରିଥିଲା । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ଲକ୍ଷେ ୭୯ ହଜାର କରୋନା ଆକ୍ରାନ୍ତ । ଗତକାଲି ଅପେକ୍ଷା ସଂକ୍ରମିତଙ୍କ ସଂଖ୍ୟା ୧୨.୬ ପ୍ରତିଶତ ବଢ଼ିଛି । ଆଜି ଦେଶରେ ପଜିଟିଭ୍ ହାର…

କରୋନା ସଂକ୍ରମଣର ଭୟ: ସୋମବାରରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ ବନ୍ଦ

ଭୁବନେଶ୍ୱର: ବଢ଼ୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ସୋମବାରଠାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ ବନ୍ଦ ରହିବ । କ୍ଲାସରୁମ୍ ପାଠପଢ଼ା ସହିତ ହଷ୍ଟେଲଗୁଡ଼ିକ ମଧ୍ୟ ବନ୍ଦ କରାଯାଇଛି । ଏନେଇ ଘୋଷଣା କରିବା ପରେ ଛାତ୍ରଛାତ୍ରୀ ରବିବାର ସନ୍ଧ୍ୟା ସୁଦ୍ଧା ହଷ୍ଟେଲ ଛାଡ଼ିଛନ୍ତି ।…