Latest Odisha News

BREAKING NEWS

Browsing Category

ଫିଚର

ବଢ଼ୁଛି କରୋନା ସଂକ୍ରମଣ, ଆଜିଠୁ ଜାନୁଆରୀ ୩୧ ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: ପ୍ରତିଦିନ ରାଜ୍ୟରେ ଓମିକ୍ରନ ଚିହ୍ନଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପଟେ କରୋନା ସଂକ୍ରମଣ ମଧ୍ୟ ବଢ଼ିଚାଲିଛି । ତେଣୁ ସଂକ୍ରମଣ କିପରି ବୃଦ୍ଧି ନପାଇବ ସେନେଇ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି । ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ଧାର୍ମିକସ୍ଥଳୀମାନଙ୍କରେ ଭିଡ଼…

ପାର୍ଲାମେଣ୍ଟରେ ପଶିଲା କରୋନା, ୪୦୦ କର୍ମଚାରୀ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ଦିଲ୍ଲୀରେ ବ୍ରେକ୍ ଫେଲ୍ ସଂକ୍ରମଣ । ପାର୍ଲାମେଣ୍ଟରେ ପଶିଲା କରୋନା । ସଂସଦ ଭବନରେ କାର୍ୟ୍ୟରତ ୪୦୦ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଭିତରେ କିଛି ସୁରକ୍ଷାକର୍ମୀ ଅଛନ୍ତି । ଗତ ୬ ଓ ୭ ତାରିଖରେ ସଂସଦ ଭବନରେ…

ମାତିଛନ୍ତି ଡିଜିଟାଲ୍ ଲୁଟେରା, ମିସ୍‌କଲ୍ ଦେଇ ଲୁଟିନେଲେ ୪୬ ଲକ୍ଷ ଟଙ୍କା

ଭୁବନେଶ୍ୱର: ଜଣେ ବ୍ୟବସାୟୀଙ୍କ ମୋବାଇଲ ଫୋନକୁ ଆସିଥିଲା ମିସ୍‌କଲ୍ । କିଛି ସମୟ ପରେ ନିଷ୍କ୍ରିୟ ହୋଇଯାଇଥିଲା ସିମ୍ କାର୍ଡ । ବ୍ୟାଙ୍କ ଯାଇ ପଚରାଉଚରା କରିବା ପରେ ଜଣାପଡିଥିଲା ତାଙ୍କ ଆକାଉଣ୍ଟରୁ ଉଠାଣ ହୋଇଥିଲା ୪୬ ଲକ୍ଷ ଟଙ୍କା । ଡିଜିଟାଲ୍ ଲୁଟେରାଙ୍କ ଦ୍ୱାରା ଗୁଜରାଟର ଜଣେ…

ପିପିଲି ପୋଲିସକୁ ସଫଳତା : ୨୫୫ ଗ୍ରାମ ବ୍ରାଉନସୁଗର ଜବତ, ବେପାରୀ ଗିରଫ

ପିପିଲି : ପିପିଲି ପୋଲିସକୁ ସଫଳତା । ପୁରୀରେ ନିଶା ବିରୋଧରେ ଚାଲିଥିବା ଅଭିଯାନରେ ପିପିଲି ପୋଲିସକୁ ବଡ ସଫଳତା ମିଳିଛି ।ଜଣେ ବ୍ରାଉନ ସୁଗାର ବେପାରୀକୁ ଆଜି ଗିରଫ କରିଛି ପିପିଲି ପୋଲିସ । ଗିରଫ ହୋଇଥିବା ବ୍ରାଉନ ସୁଗର ବେପାରୀ ନିକଟରୁ ୨୫୫ ଗ୍ରାମ ବ୍ରାଉନ ସୁଗର ଜବତ କରାଯିବା ସହ ୫ ହଜାର…

ଚଣ୍ଡୀଗଡରେ ମେୟର ପଦ ଜିତିନେଲା ବିଜେପି

ଚଣ୍ଡୀଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଚଣ୍ଡୀଗଡ ମେୟର ପଦ ହାତେଇବାରେ ସଫଳ ହୋଇଛି । ସରବଜିତ କୌର ୧୪ ଭୋଟ ସହ ଚଣ୍ଡୀଗଡ ନିଗର ନିଗମର ନୂତନ ମେୟର ଭାବେ ନିର୍ବାଚିତ ହୋଇଛନ୍ତିି । ଆମ ଆଦମୀ ପାର୍ଟିର ଗୋଟିଏ ଭୋଟ ନାକଚ କରାଯିବା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା…

ପଞ୍ଚାୟତସ୍ତରରେ କାମ କରୁଥିବା ୫୦ ହଜାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ପାଇଁ ଆର୍ଥିକ ପ୍ୟାକେଜ

ଭୁବନେଶ୍ବର : ପଞ୍ଚାୟତସ୍ତରରେ କାମ କରୁଥିବା ୫୦ ହଜାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ପାଇଁ ଆର୍ଥିକ ପ୍ୟାକେଜ । ମିଶନ ଶକ୍ତି ଆନ୍ଦୋଳନ ଓଡ଼ିଶାର ୭୦ ଲକ୍ଷ ମା ମାନଙ୍କ ଜୀବନରେ ଏକ ବଡ ଧରଣର ପରିବର୍ତ୍ତନ ଆଣିଛି । ଚଳିତ ବର୍ଷ ମିଶନ ଶକ୍ତି ମା ମାନଙ୍କୁ ରେକର୍ଡ ୬୦୦୦ କୋଟି…

ରାଜ୍ୟରେ ଆଉ ୧୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୪ ଜଣ ଓମିକ୍ରନ୍ ଆକ୍ରାନ୍ତ । ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ସେହିପରି ୬ ଜଣ ଓମିକ୍ରନ ସଂକ୍ରମିତ ହେଉଛନ୍ତି ବିଦେଶ ଫେରନ୍ତା । ସେମାନଙ୍କ ମଧ୍ୟରୁ ୩ ଜଣ ଦକ୍ଷିଣ ଆଫ୍ରିକା ଫେରିଥିବା ବେଳେ, ନରୱେ, କତାର ଓ…

ଓମିକ୍ରନକୁ ନେଇ ବିମାନ ବନ୍ଦରରେ କଡ଼ା କଟକଣା

ଭୁବନେଶ୍ବର : ଓମିକ୍ରନକୁ ନେଇ ବିମାନ ବନ୍ଦରରେ କଡ଼ା କଟକଣା । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ନିଆଯାଉଛି ପଦକ୍ଷେପ । ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ କରିବାକୁ ବିଏମସି ପକ୍ଷରୁ କାରାଯାଇଛି ବ୍ୟାପକ ବ୍ୟବସ୍ଥା । ବିମାନ ଦ୍ବାରା ଆସିଥିବା ଯାତ୍ରୀଙ୍କ ଆରଟିପିସିଆର…

ଗୋଟିଏ ଦିନରେ ରାଜଧାନୀର ୨୧ଟି ସ୍ଥାନରେ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭୁବନେଶ୍ବର : ରାଜ୍ୟରେ ଚିନ୍ତା ବଢ଼ାଇଲାଣି ମହାମାରୀ ଭୂତାଣୁ । ଗୋଟିଏ ପଟେ ସଂକ୍ରମଣ ବଢ଼ି ଚାଲିଥିବା ବେଳେ, ଏବେ ହଟସ୍ପଟ ପାଲଟିଛି ଭୁବନେଶ୍ବର । ଏଥିପାଇଁ ପଦକ୍ଷେପ ନେଇଛି ଭୁବନେଶ୍ବର ମହାନଗର ନିଗମ । ସଂକ୍ରମିତ ଚିହ୍ନଟ ପରେ ଆଜି ଗୋଟିଏ ଦିନରେ ୨୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ…

ବାଜିଲା ବିଗୁଲ, ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଆଜି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ଫେବ୍ରୁଆରୀ ୧୦ ତାରିଖରୁ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ…