Latest Odisha News

BREAKING NEWS

Browsing Category

ଫିଚର

ଚିଲିକାକୁ ଏବର୍ଷ ଆସିଛନ୍ତି ଲକ୍ଷେ କମ୍ ପକ୍ଷୀ

ବାଣପୁର(ଖୋର୍ଦ୍ଧା): ଚଳିତବର୍ଷ ଚିଲିକାରେ କମିଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା । ଗତବର୍ଷ ଅପେକ୍ଷା ଏବର୍ଷ ପାଖାପାଖି ଲକ୍ଷେ କମ୍ ପକ୍ଷୀ ଆସିଛନ୍ତି । ଗତକାଲି ଗଣନାରୁ ଏହି ତଥ୍ୟ ସାମନାକୁ ଆସିଛି । ଏବର୍ଷ ଚିଲିକାରେ ମୋଟ୍ ୧୦ ଲକ୍ଷ ୭୪ ହଜାର ୧୭୩ଟି ପକ୍ଷୀ ଥିବା ଗଣନାକୁ ଜଣାପଡିଛି ।…

ଦେଶରେ ୫୦ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ, ମୃତ୍ୟୁସଂଖ୍ୟା ୫୩୪

ନୂଆଦିଲ୍ଲୀ: ଦେଶରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ଲମ୍ବା ଡିଆଁ ମାରିଛି ସଂକ୍ରମଣ । ଦୈନିକ ସଂକ୍ରମଣ ୫୦ ହଜାର ଟପିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୫୮ହଜାର ୯୭ ନୂଆ ଆକ୍ରାନ୍ତ । ଅର୍ଥାତ ଗତକାଲି ଅପେକ୍ଷା ୨୦ ହଜାର ୭୧୮ ନୂଆ ସଂକ୍ରମିତ ବାହାରିଛନ୍ତି । ଗତକାଲି…

କଳାହାଣ୍ଡି ବନ୍ଦ ପାଳନ: ହକ୍ ଦାବିରେ ଆଦିବାସୀଙ୍କ ଆନ୍ଦୋଳନ

ଭବାନୀପାଟଣା: ହକ୍ ଦାବିରେ ଆଦିବାସୀଙ୍କ ଆନ୍ଦୋଳନ । ପଞ୍ଚାୟତ ନିର୍ବାଚରେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ ଦାବିରେ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦେଇଛି ଆଦିବାସୀ ସଂଘ । ସକାଳ ୭ଟାରୁ ଆରମ୍ଭ ହୋଇଛି ବନ୍ଦ ପାଳନ । ବିଭିନ୍ନ ସ୍ଥାନରେ ବନ୍ଦ ରହିଛି ଗାଡ଼ି ମୋଟର ଚଳାଚଳ । ସମସ୍ତ ସରକାରୀ,…

ରାଜ୍ୟରେ ବଦଳିବ ପାଣିପାଗ, କମିବ ଶୀତ

ଭୁବନେଶ୍ୱର: ପୁଣି ଶୀତରେ ଥରୁଛି ସାରା ଓଡ଼ିଶା । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ବର୍ଷା ପରେ ଶୀତ ବଢ଼ିଛି । ରାଜ୍ୟରେ ବଦଳିବ ପାଣିପାଗ । ଏବେ ପୁଣି ତାପମାତ୍ରା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତାପମାତ୍ରା ବଢ଼ିଲେ ଜାଡ଼ କମିବ । ୭ତାରିଖ ପରେ…

ଫେରୁଛି କଡ଼ା କଟକଣା: ଶୁକ୍ରବାରଠୁ ଏହି ରାଜ୍ୟରେ ସପ୍ତାହାନ୍ତ କର୍ଫ୍ୟୁ

ବେଙ୍ଗାଳୁରୁ: ବଢୁଛି ସଂକ୍ରମଣ । କଟକଣା ବି ବଢୁଛି । ବିଭିନ୍ନ ରାଜ୍ୟରେ କଡ଼ାକଡ଼ି ହେଲାଣି କର୍ଫ୍ୟୁ । କରୋନା କେସ୍ ବଢୁଥିବାରୁ ଦିଲ୍ଲୀ ପରେ କର୍ଣ୍ଣାଣ୍ଟକରେ ଲାଗିବ ସପ୍ତାହାନ୍ତ କର୍ଫ୍ୟୁ । ରାଜ୍ୟରୁ ୧୪୯ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ପରେ ସପ୍ତାହାନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି…

ଚଳିତବର୍ଷର ପ୍ରଥମ ରାଜ୍ୟ କ୍ୟାବିନେଟ୍, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିବ ମୋହର

ଭୁବନେଶ୍ୱର: ଆଜି ବସୁଛି ଚଳିତବର୍ଷର ରାଜ୍ୟ କ୍ୟାବିନେଟର ପ୍ରଥମ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟା ୪୫ ମିନିଟରେ ବୈଠକ ବସିବ । ଭିଡିଓ କନଫରେନ୍ସିଂରେ କ୍ୟାବିନେଟ ବୈଠକରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର…

ଆଜିଠୁ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର:ଆଜିଠାରୁ ମାଟ୍ରିକର ପ୍ରଥମ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା ଆରମ୍ଭ । କୋଭିଡ଼ କଟକଣା ମଧ୍ୟରେ ପରୀକ୍ଷା କରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଦିନକୁ ଦୁଇଟି ସିଟିଂରେ ଅନୁଷ୍ଠିତ ହେବ ପରୀକ୍ଷା ।ସକାଳ ୧୦ଟାରୁ ୧୧ଟା ଓ ଦିନ ୧୨ଟାରୁ ଗୋଟାଏ ଯାଏଁ ପରୀକ୍ଷା ହେବ ।…

ଡାକ୍ତର ପତିତପାବନ ମହାନ୍ତି ହେଲେ ‘ନିରତାର’ର ନୂଆ ନିର୍ଦ୍ଦେଶକ

ଭୁବନେଶ୍ବର : ସ୍ବାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ ବା ନିରତାରର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଇଛନ୍ତି ଡାକ୍ତର ପତିତପାବନ ମହାନ୍ତି । ଫିଜିଓଥେରାପି ବିଭାଗର ଆସୋସିଏଟ୍ ପ୍ରଫେସର ତଥା ମୁଖ୍ୟ ଡାକ୍ତର ପତିତପାବନ ମହାନ୍ତି ନିୟମିତ…

୬ ସପ୍ତାହ ମଧ୍ୟରେ ରାଜ୍ୟ ବାର୍ କାଉନସିଲ ନିର୍ବାଚନ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ରାଜ୍ୟ ବାର୍ କାଉନସିଲ ନିର୍ବାଚନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଆଗାମୀ ୬ ସପ୍ତାହ ମଧ୍ୟରେ ନିର୍ବାଚନ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବ ଭୋଟର ତାଲିକା ଅନୁସାରେ ନିର୍ବାଚନ ସମ୍ପାଦନ କରିବାକୁ କୋର୍ଟ ତାଙ୍କ ନିର୍ଦ୍ଦେଶରେ ଶୁଣାଇଛନ୍ତି । ପରିଷଦର ପୂର୍ବତନ…

ସୁନ୍ଦରଗଡ଼ ଜିଲ୍ଲାରେ ସମନ୍ବିତ ଭୌତିକ ଚିକିତ୍ସା ସେବାର ଶୁଭାରମ୍ଭ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ରୋଗୀଙ୍କୁ ମାଗଣାରେ ଅତ୍ୟାଧୁନିକ ଫିଜିଓଥେରାପି ସହ ଏବେ ମିଳିବ ସମନ୍ୱିତ ଭୌତିକ ଚିକିତ୍ସା ସେବା । ଏଥିପାଇଁ ସୁନ୍ଦରଗଡ଼ସ୍ଥିତ ଏନଟିପିସି ହସ୍ପିଟାଲ ପରିସରରେ ଏକ ଆଧୁନିକ ଭୌତିକ ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ ହୋଇଛି ।…