Latest Odisha News

BREAKING NEWS

Browsing Category

ଫିଚର

ଭୁଷୁଡି ପଡିଥିବା ଅଟ୍ଟାଳିକା ତଳୁ ୯ଦିନ ପରେ ମାଲିକ ଡାକ ଚିହ୍ନିପାରିବାରୁ ବଂଚିଗଲା ପୋଷା ବିଲେଇ

ନ୍ୟୁୟର୍କ: ସ୍ନେହର ସମ୍ପର୍କକୁ କେହି ଏଡାଇ ଦେଇ ଯାଇପାରିବ ନାହିଁ । ଆମେରିକାର ନ୍ୟୁୟର୍କରେ ଏ ଭଳି ଏକ ଘଟଣା ଘଟିଛି । ଏଠାରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏକ ବିରାଟ ଅଟ୍ଟଳିକା ଭୁଷୁଡି ପଡିଥିଲା । ଏହା ତଳେ ଏକ ବିଲେଇ ପୋତି ହୋଇ ପଡିଥିଲା । କେହି ଆଶା କରି ନ ଥିଲେ ସେ ବଂଚିଥିବ ବୋଲି ।…

ଚଣ୍ଡିଗଡ ପୌର ନିର୍ବାଚନରେ ଆପ୍‌ର ସଫଳତା, ବିଜେପିକୁ ପଛରେ ପକାଇଲା ଦଳ

ଚଣ୍ଡିଗଡ : ପଞ୍ଜାବରେ ଆପର ଭଲ ପ୍ରଦର୍ଶନ । ଚଣ୍ଡିଗଡ ପୌର ନିର୍ବାଚନରେ ବିଜେପିକୁ ପଛରେ ପକାଇଲା ଆପ୍ । ବିଜେପି ,କଂଗ୍ରେସ ଆପ୍ ମଧ୍ୟରେ କଡା ଟକ୍କର ଚାଲିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଆପ୍ ଦଳ ବାଜିମାତ୍ କରିଛି । ଯାହାକୁ ନେଇ ବେଶ୍ ଖୁିସି ବ୍ୟକ୍ତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ମାଞ୍ଜା ସୂତା ଲାଗି ଯୁବକଙ୍କ ମୃତ୍ୟୁ ଘଟଣାରେ ତନାଘନା, ୩ ଜଣଙ୍କୁ ଅଟକ ରଖିଲା ପୋଲିସ

କଟକ : ମାଞ୍ଜା ସୂତା ଲାଗି ନବ ବିବାହିତ ଯୁବକଙ୍କ ମୃତ୍ୟୁ ଘଟଣାରେ ତନାଘନା । ପୀର ବଜାରର ଗୁଡି ସୂତା ଦୋକାନୀଙ୍କ ସହ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ଘଟଣାରେ ମାମଲା ରୁଜୁ ହୋଇଥିବା ବେଳେ, ସ୍ପେଶାଲ ଡ୍ରାଇଭ୍ କରିଛି ପୋଲିସ । ଯେଉଁମାନେ ଗୁଡ଼ି ସୁତାରେ ମାଞ୍ଜା ପ୍ରସ୍ତୁତ କରୁଛନ୍ତି,…

ବ୍ରାଜିଲରେ ଭୟଙ୍କର ବନ୍ୟାରେ ଭୂଶୁଡିଲା ଦୁଇଟି ଡ୍ୟାମ, ଅନେକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ

ଇଟାବୁନା : ବ୍ରାଜିଲରେ ଭୟଙ୍କର ବନ୍ୟା । ସପ୍ତାହେ ଧରି ପ୍ରବଳ ବର୍ଷା ଲାଗି ରହିବା ଫଳରେ ବ୍ରାଜିଲର ସ୍ଥିତି ବେହାଲ ହୋଇପଡିଛି । ଫଳରେ ଅନେକ ଅଞ୍ଚଳ ଜଳବନ୍ଦୀ ହେବା ସହ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ବନ୍ୟା ଯୋଗୁଁ ଦକ୍ଷିଣ ବାହାରିଆ ଭିଟୋରିଆ ଡାକନକ୍ୟୁଷ୍ଟା ସହର ନିକଟ ଭେରୁଗା ନଦୀ କୂଳରେ…

[ଭିଡିଓ] ଭାଣିଜୀ ବାହାଘରରେ ଭାଙ୍ଗଡା ନାଚିଲେ ଅନୁପମ ଖେର୍

ମୁମ୍ବାଇ : ବଲିଉଡ୍ ଅଭିନେତା ଅନୁମପ ଖେର ନାଚିଲେ ଭାଙ୍ଗଡା । ଭାଇରାଲ ହେଲା ଭିଡିଓ । ଅନୁପମ ଖେରଙ୍କ ଭାଣିଜୀ ବୃନ୍ଦା ଖେରଙ୍କ ବାହାଘର ମୁମ୍ବାଇର ହୋଇଯାଇଛି । ଏହି ବାହାଘରରେ ଅନୁପମଙ୍କ ଭାଇ ରାଜୁ ଖେର , ସତୀଶ କୌଶିକ, ସିକେନ୍ଦର ଖେର୍ ଓ ଅନୁପମଙ୍କ ପୁରା ପରିବାର ଯୋଗଦେଇଥିଲେ । ହେଲେ…

ନାଥୁରାମକୁ ପ୍ରଶଂସା, ମହାତ୍ମା ଗାନ୍ଧୀଙ୍କୁ ସମାଲୋଚନା; ସନ୍ଥ କାଳୀଚରଣ ବିରୋଧରେ ଥାନାରେ ମାମଲା

ଭୁବନେଶ୍ୱର: ମହାରାଷ୍ଟ୍ରର ସନ୍ଥ କାଳୀଚରଣ ମହାରାଜଙ୍କ ବିରୋଧରେ ଥାନାରେ ମାମଲା ଦାୟର । ଛତିଶଗଡ ରାୟପୁରଠାରେ ଚାଲିଥିବା ଧର୍ମ ସଂସଦର ଦ୍ୱିତୀୟ ଦିନରେ ସେ ଖୋଲାଖୋଲି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ସମାଲୋଚନା କରିଥିଲେ । ଏଏନ୍‌ଆଇ ରିପୋର୍ଟ ଅନୁଯାୟୀ ହିନ୍ଦୁ ରାଷ୍ଟ୍ର ଦାବି ନେଇ…

ଇମ୍ରାନଙ୍କୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ ସାରିଲେଣି ନୱାଜ !

ଲାହୋର: ପାକିସ୍ତାନ ରାଜନୀତିରେ ବଡ ଧରଣର ଅଦଳବଦଳ ହେବା ପାଇଁ ସ୍କ୍ରିପ୍ଟ ଲେଖା ସରିଲାଣି । ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ସେନା ସହାୟତାରେ ଇମ୍ରାନ ଖାଁଙ୍କୁ ହଟାଇବା ପାଇଁ ଯୋଜନା କରି ସାରିଛନ୍ତି । ପାକିସ୍ତାନର ପ୍ରତିଷ୍ଠିତ ଗଣମାଧ୍ୟମ ରିପୋର୍ଟ ଅନୁସାରେ ନୱାଜ ୨୦୨୨ ଜାନୁୟାରୀରେ…

ସୁସ୍ଥ ହେଲେ ନାଇଜେରିଆ ଫେରନ୍ତା ପ୍ରଥମ ଓମିକ୍ରନ ସଂକ୍ରମିତ

କଟକ : ସୁସ୍ଥ ହେଲେ ନାଇଜେରିଆ ଫେରନ୍ତା ପ୍ରଥମ ଓମିକ୍ରନ ସଂକ୍ରମିତ । କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି । ସେ ୧୪ ଦିନ କାଳ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଆଜି ଡିସଚାର୍ଜ ହୋଇଛନ୍ତି ବୋଲି ଅଶ୍ୱିନୀ ହସ୍ପିଟାଲ କର୍ତୁପକ୍ଷ ସୂଚନା…

କଟକ ପରେ ପୁରୀରେ ଅଘଟଣ ,ମାଞ୍ଜା ସୂତା ଲାଗି କଟିଲା ଜଣଙ୍କ ବେକ

ପୁରୀ : କଟକ ପରେ ପୁରୀରେ ଅଘଟଣ। ଅସୁସ୍ଥ ପୁଅ ପାଇଁ ବଡ଼ଦାଣ୍ଡକୁ ଔଷଧ କିଣିବା ପାଇଁ ଆସିଥିବା ବେଳେ କୁଣ୍ଢାଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ରଙ୍କ ମାଞ୍ଜା ସୂତା ଲାଗି ବେକ କଟିଯାଇଛି । ଡ଼ାକ୍ତରଖାନା ଛକ ସ୍ଥିତ ମାଳିଜାଗା ନିକଟରେ ଏହି ଅଘଟଣ ଘଟିଛି । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ସଦର…

‘ଓମିକ୍ରନ’ର ପ୍ରଥମ ଲକ୍ଷଣ କଣ ? ସଂକ୍ରମଣ ବ୍ୟାପିବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ୱର : ଦେଶରେ ଏବେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅନେକ ପଜିଟିଭ୍ କେଶ୍ ମଧ୍ୟ ପ୍ରତିଦନ ସାମ୍ନାକୁ ଆସିଛି । ଭାରତରେ ଓମିକ୍ରନ ସଂଖ୍ୟା ୫ଶହ ପାର ହୋଇସାରିଲାଣି । ହେଲେ ଡେଲଟା ତୁଳନାରେ ଓମିକ୍ରନର ଲକ୍ଷଣ କିଛି ଅଲଗା ରହିଛି । ଦକ୍ଷିଣ ଆଫ୍ରିକାର ହେଲଥ୍…