Latest Odisha News

BREAKING NEWS

Browsing Category

ଫିଚର

ପିପିଲିରେ କଂଗ୍ରେସ ଓ ବିଜେପିର ଶତାଧିକ କର୍ମୀ ବିଜେଡିରେ ଯୋଗଦେଲେ

ପିପିଲି : ପିପିଲିରେ ବିଜେଡିର ମିଶ୍ରଣ ପର୍ବ । ପୁରୀ ଜିଲ୍ଲା ପିପିଲିରେ ବିଜେଡିର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଉପସ୍ଥିତିରେ ଏହି କର୍ମୀମାନେ ବିଜେଡିରେ ସାମିଲ…

ପାକିସ୍ତାନୀ ମାଛଧରା ବୋଟରୁ ଧରାପଡ଼ିଲା ୪୦୦କୋଟି ଟଙ୍କାର ହେରୋଇନ

ଅହମଦାବାଦ: ଗୁଜୁରାଟ ଜଖାଉ ବନ୍ଦର ପାଖରୁ ଧରାପଡ଼ିଲା ୪୦୦କୋଟି ଟଙ୍କାର ହେରୋଇନ । ପାକିସ୍ତାନୀ ମାଛଧରା ବୋଟରୁ ୭୭କିଲୋଗ୍ରାମ ଓଜନର ହେରୋଇନ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଥିବା ୬ଜଣଙ୍କୁ ଗିରଫ କରିଛି ଭାରତୀୟ ତଟରକ୍ଷୀ ବାହିନୀ । ଏନେଇ ଅଧିକାରୀ ସୂଚନା ଦେଇଥିଲେ । ସେମାନେ କହିଛନ୍ତି,…

ଆନନ୍ଦପୁରରେ ମହିଳା ଆରଆଇଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ

କେନ୍ଦୁଝର : ଆନନ୍ଦପୁରରେ ମହିଳା ଆରଆଇଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ । ଆରଆଇ ସିମନ୍ତିନୀ ସାହୁଙ୍କ କାର୍ଯ୍ୟାଳୟରେ ପଶି ଜଣେ ବୃଦ୍ଧ ମହିଳା ଆରଆଇଙ୍କୁ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଆରଆଇ ଜଣକ ଗୁରୁତର ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏହି…

ଓମିକ୍ରନ ମୁକାବିଲା ପାଇଁ ଆମେ ପ୍ରସ୍ତୁତ : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : ଚିନ୍ତା ବଢାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଓମିକ୍ରନ ମୁକାବିଲା ପାଇଁ ଆମେ ପ୍ରସ୍ତୁତ ,ବ୍ୟସ୍ତ ହେବାର କିଛି ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ…

ଗୁଟଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୨୫ ଜଣ ଆହତ

ସମ୍ବଲପୁର: ଗୁଟଖା କାରଖାନାରେ ଅଗ୍ନିକାଣ୍ଡ । ସମ୍ବଲପୁର ଜିଲ୍ଲା ଶରଧାପାଲିରେ ଥିବା ଗୁଟଖା କାରଖାନାରେ ନିଆଁ ଲାଗିଛି । ଏଥିରେ ୨୫ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।…

ବିଜେଡିର ମିଶ୍ରଣ ପର୍ବ, ୫୦ ରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ଦଳରେ ସାମିଲ ହେଲେ କରମଚାନ୍ଦ

ଭୁବନେଶ୍ୱର : ବିଜେଡିରେ ପୁଣି ମିଶ୍ରଣ ପର୍ବ  । ସୋନପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି କରମଚାନ୍ଦ ମହାନ୍ତି ଆଜି ବିଜେପି ଛାଡି ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି । କରମଚାନ୍ଦ ମହାନ୍ତି ତାଙ୍କ ସମର୍ଥକଙ୍କ ସହ ବିଜେପି ଛାଡି ଆଜି ବିଜେଡିିରେ ଯୋଗ ଦେଇଛନ୍ତି । ପ୍ରାୟ ୫୦ ରୁ…

ବିନା ଦର୍ଶକରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ

ସେଂଚୁରିଆନ: ଦକ୍ଷିଣ ଆଫ୍ରିକାରେ ଓମିକ୍ରନ କାୟା ବିସ୍ତାର କରୁଥିବାରୁ ସ୍ଥାନୀୟ ସରକାର ଏବଂ କ୍ରିକେଟ ବୋର୍ଡ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ୨୬ ଡିସେମ୍ବରରୁ ଖେଳାଯିବାକୁ ଥିବା ପ୍ରଥମ କ୍ରିକେଟ ଟେଷ୍ଟ ବିନା ଦର୍ଶକରେ ଖେଳାଯିବ ।…

ମହାନଦୀରେ ଦୀର୍ଘତମ ଟି-ସେତୁ ଲୋକାର୍ପିତ, ୪୫ କିମି ଦୂରତ୍ୱ କମିବ

କଟକ: ମହାନଦୀ ଉପରେ ବହୁ ପ୍ରତିକ୍ଷୀତ ଟି-ସେତୁ ଲୋକାର୍ପିତ ହୋଇଛି । ଏହି ଦୀର୍ଘତମ ସେତୁର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଜିଲ୍ଲା ଗୋପୀନାଥପୁର-ସିଂହନାଥ ପୀଠ-ବୈଦେଶ୍ୱରକୁ ସଂଯୋଗ କରୁଛି ସେତୁ । ନିର୍ମାଣ କାମରେ ଖର୍ଚ୍ଚ ହୋଇଛି ୧୧୧ କୋଟି ଟଙ୍କା । ଏହି…

‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା’ ଉଦ୍‌ଘାଟିତ, ଉପାନ୍ତରେ ଉତ୍ତମ ଚିକିତ୍ସା ସୁବିଧା

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ଲେଖିଲା ନୂଆ ଇତିହାସ । ଆଜି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବାର ଉଦଘାଟନ କରିଛନ୍ତି ନବୀନ ପଟ୍ଟନାୟକ । ଏହି ନୂଆ ଯୋଜନାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଡାକ୍ତରୀ ଦଳକୁ ନେଇ ମାଲକାନଗିରିକୁ ପ୍ରଥମ ବିମାନ ଉଡାଣର…

ଐଶ୍ୱର୍ଯ୍ୟାଙ୍କୁ ସମନ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଅମିତାଭ ବଚ୍ଚନଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ୍ । ପାନାମା ପେପର୍ସ ଲିକ୍ ମାମଲାରେ ତାଙ୍କୁ ସମନ୍ କରିଛି ଇଡି । ଏହି ମାମଲାରେ ଐଶ୍ୱର୍ଯ୍ୟାଙ୍କୁ ପଚରାଉଚରା କରାଯିବ । ତାଙ୍କ ବୟାନ ବି ରେକର୍ଡ ହେବ । ଏଥିପାଇଁ…