Latest Odisha News

BREAKING NEWS

Browsing Category

ଫିଚର

ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ମୃତ୍ୟୁ ମାମଲା , ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ADG ସ୍ଥିତି ଅନୁଧ୍ୟାନ କଲେ

ପୁରୀ : ବହୁ ଚର୍ଚ୍ଚିତ ଚିତ୍ତ ରଞ୍ଜନ ମୃତ୍ୟୁ ମାମଲା । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ପୁରୀ ଗସ୍ତରେ ଆସି ବହୁ ଚର୍ଚ୍ଚିତ ଚିତ୍ତ ରଞ୍ଜନ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଅଗ୍ରଗତୀ ପାଇଁ ସମୀକ୍ଷା କରିଛନ୍ତି । ପରେ ସେ ମୃତ ଦେହ ମିଳିଥିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।…

ଭଦ୍ରକ ନଳାଙ୍ଗ ଠାରେ ଉଦଘାଟନ ହେଲା ନୂତନ ଜିଲ୍ଲା କୋର୍ଟ

ଭଦ୍ରକ : ବହୁ ପ୍ରତିକ୍ଷାର ଅନ୍ତ ଘଟିଲା । ବହୁ ବାଦ ବିବାଦ ପରେ ଶେଷରେ ଆଜି ଭଦ୍ରକ ଜିଲ୍ଲା ନ୍ୟାୟଳୟର ନୂତନ କୋର୍ଟ ନଳାଙ୍ଗ ଠାରେ ଉଦଘାଟିତ ହୋଇଯାଇଛି ।ମାନ୍ୟବର ଉଚ୍ଚନ୍ୟାୟାଳୟ ମୁଖ୍ୟ ବିଚାରପତି ଏସ ମୁରଲିଧରନ ଭର୍ଚ୍ୟୁଆଲ ମାଧ୍ୟମରେ କୋର୍ଟକୁ ଉଦଘାଟନ କରିଛନ୍ତି । ୨୦୧୬ ଭଦ୍ରକ ନଳାଙ୍ଗ…

କୋହଲିଙ୍କ ସପକ୍ଷରେ କୀର୍ତି ଆଜାଦଙ୍କ ବଡ ବୟାନ

ମୁମ୍ବାଇ: ୧୯୮୩ ବିଶ୍ୱକପ ବିଜେତା ଭାରତୀୟ କ୍ରିକେଟ ଦଳର ସଦସ୍ୟ କୀର୍ତି ଆଜାଦ ଆଜି ବିରାଟ କୋହଲିଙ୍କ ସପକ୍ଷରେ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ବର୍ତମାନ ଚୟନ କମିଟିର ସମସ୍ତ ସଦସ୍ୟ ମିଳିତ ଭାବେ ଯେତିକି ମ୍ୟାଚ ଖେଳି ନ ଥିବେ ଏକୁଟିଆ କୋହଲି ସେତିକି ମ୍ୟାଚ ଖେଳିଛନ୍ତି । ତାଙ୍କର ଏହି…

ସାଉଥ ଆଫ୍ରିକାରେ ଟିମ୍ ଇଣ୍ଡିଆର ଅଭ୍ୟାସ: ଏକାଠି ଫୁଟବଲ ଖେଳିଲେ କୋହଲି-ଦ୍ରାବିଡ୍, ଦେଖନ୍ତୁ ଭିଡିଓ

ଜୋହନ୍ସବର୍ଗ: ସାଉଥ ଆଫ୍ରିକା ଗସ୍ତରେ ଯାଇଛି ଭାରତୀୟ କ୍ରିକେଟ ଟିମ୍ । ଟେଷ୍ଟ ଓ ଦିନିକିଆ ସିରିଜ ଖେଳିବ । ଏହି ଗସ୍ତ ପୂର୍ବରୁ ବହୁ ବିବାଦ ମୁଣ୍ଡ ଟେକିଥିଲା । କୋହଲିଙ୍କ ପାଖରୁ ଦିନିକିଆ କ୍ୟାପଟେନସିପ୍ ଚଢ଼ାଇ ନେବା । ଏହାପରେ ବିରାଟ ଓ ବିସିସିଆଇ ମଧ୍ୟରେ ମତଭେଦ ଆଜି ଚର୍ଚ୍ଚା ଭିତରେ…

ବିପୁଳ ପରିମାଣରେ ଗଞ୍ଜେଇ ଜବତ ,ଜଣେ ଗିରଫ

କୋରାପୁଟ : ବିପୁଳ ପରିମାଣର ଗଞ୍ଜେଇ ଜବତ । ଓଡିଶା ରାସ୍ତା ଦେଇ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଛ କୁଣ୍ଡ ପୋଲିସ ହାତରେ ଧରାପଡିଛି ବିପୁଳ ପରିମାଣର ଗଞ୍ଜେଇ । ୩୭୨ ଗ୍ରାମ ଗଞ୍ଜେଇ ଗଞ୍ଜେଇ ଜବତ କରାଯାଇଛି । ପ୍ରାୟ ୧୬ ବସ୍ତା ଗଞ୍ଜେଇ ଜବତ କରାଯାଇଛି । ଏହି ଗଞ୍ଜେଇର…

ବ୍ରିଟେନ୍ ଭଳି ଭାରତରେ ଓମିକ୍ରନ୍ ବ୍ୟାପିଲେ ଦୈନିକ କେତେ ପଜିଟିଭ୍ ହେବେ ? ଜାଣନ୍ତୁ

ନୂଆଦିଲ୍ଲୀ: ବ୍ରିଟେନରେ ହୁ ହୁ ହୋଇ ବଢୁଛି କରୋନା କେସ୍ । ଏମିକ୍ରନ୍ କେସ ବଢୁଛି । ଏଥିପାଇଁ ପ୍ରତି ଦୁଇ ଦିନରେ ଡବଲିଂ ହେଉଛି କରୋନା ସଂକ୍ରମଣ । ପ୍ରତିଦିନ ସଂକ୍ରମଣ ନୂଆ ରେକର୍ଡ କରୁଛି । ଗତ ୨୪ ଘଣ୍ଟାରେ ରେକର୍ଡ ୯୩ ହଜାରରୁ ଅଧିକ ସଂକ୍ରମିତ ବାହାରିଛନ୍ତି । ବ୍ରିଟେନ୍, ଆମେରିକା,…

ବ୍ରିଟେନରେ ବଢୁଛି ସଂକ୍ରମଣ, ତୃତୀୟ ଲହର ସମ୍ଭାବନା ନିଶ୍ଚିତ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ବ୍ରିଟେନରେ କାୟା ମେଲାଇ ଚାଲିଛି କରୋନା । ଓମିକ୍ରନ୍ ସଂକ୍ରମିତ ବଢୁଛନ୍ତି । ସେଠାରେ ଯେମିତି ସଂକ୍ରମଣ ବଢୁଛି, ତୃତୀୟ ଲହର ସମ୍ଭାବନା ନିଶ୍ଚିତ । ଏଭଳି ଆଶଙ୍କା କରିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ କହିଛନ୍ତି, ତୃତୀୟ ଲହର ମୁକାବିଲା…

ବ୍ରିଟେନରେ ତାଣ୍ଡବ ରଚୁଛି କରୋନା: ଦିନକରେ ୯୩ ହଜାର ସଂକ୍ରମିତ

ଲଣ୍ଡନ: ବ୍ରିଟେନରେ ଦ୍ରୁତ ମାଡୁଛି କରୋନା । ରେକର୍ଡ ଭାଙ୍ଗୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୯୩ହଜାର ୪୫ କେସ୍ ବାହାରିଛି । ଯାହାକି ଲଗାତାର ତୃତୀୟ ଦିନରେ ରେକର୍ଡ । ଲଣ୍ଡନରେ ଓମିକ୍ରନ୍ ଓ ସ୍କଟଲାଣ୍ଡରେ ଡେଲଟା ମାଡୁଛି । ବର୍ତ୍ତମାନ ସୁଦ୍ଧା ବ୍ରିଟେନରୁ ଚିହ୍ନଟ ହୋଇଛି ୧୪ହଜାର ୯୦୯…

କରୋନା ମୃତ୍ୟୁରେ ସୁନାମୀ ଆଣିବ ଓମିକ୍ରନ, ଚେତେଇଲେ ହ୍ୱାଇଟ୍ ହାଉସ୍ କୋଭିଡ୍ ଚିଫ୍

ଓ୍ୱାଂଶିଟନ୍: ଓମିକ୍ରମ୍ ଆଣିପାରେ ବଡ଼ ଧରଣର ବିପତ୍ତି । ମହାମାରୀ ମୁକାବିଲାରେ ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ କରୋନାର ନୂଆ ଷ୍ଟ୍ରେନ୍ । ଶୀତ ଋତୁରେ ସାରା ବିଶ୍ୱ ଆଉ ଏକ ବଡ଼ ବିପଦର ସାମନା କରିବାକୁ ଯାଉଛି । ଆମେରିକାର ମହାମାରୀ ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫୌସୀ ଚିନ୍ତାଜନକ…

ରାଜ୍ୟରେ ନିୟନ୍ତ୍ରଣରେ କରୋନା ସଂକ୍ରମଣ, ଆଜି ୧୬୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ଭିତରେ ରହିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୬୯ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୨ । ୧୮ ବର୍ଷ ଭିତରେ ଆଉ ୨୯…