Latest Odisha News

BREAKING NEWS

Browsing Category

ଫିଚର

ଭାରତ ମହାସାଗରରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ଧରାପଡ଼ିଲା ଚୀନ୍ ଜାହଜ

ନୂଆଦିଲ୍ଲୀ : ଭାରତ ପୁଣି ଧରିପକାଇଲା ଚୀନ୍ ଜାହଜ। ଚାଇନାର ସ୍କିଡ୍ ଜାହାଜ ଭାରତ ମହାସାଗରରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ଧରାପଡ଼ିଛି । ଟୁନା ମାଛକୁ ଧରିବା ପାଇଁ ଜାଲ ବ୍ୟବହାର କରି ମାଛ ଧରୁଥିବା ବେଳେ ଭାରତୀୟ ନଭି ଧରିପକାଇଥିଲା ଚୀନ୍ ଜାହଜକୁ। ରିପୋର୍ଟ ଅନୁସାରେ ୨୦୧୬ ମସିହାରେ…

ଅବତରଣର ୭ ମିନିଟ ପୂର୍ବରୁ ଖସି ପଡିଲା ସିଡିଏସ୍ ରାଓ୍ୱତଙ୍କ ହେଲିକପ୍ଟର

ନୂଆଦିଲ୍ଲୀ: ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତଙ୍କ ହେଲିକପ୍ଟର ଅବତରଣ କରିବାର ୭ ମିନିଟ ପୂର୍ବରୁ ଦୁର୍ଘଟଣାର ଶିକାର ହେଲା । ମଧ୍ୟାହ୍ନ ୧୨ଟା ୧୫ ମିନିଟରେ ତାଙ୍କ ହେଲିକପ୍ଟର ଓ୍ୱେଲିଂଟନରେ ଅବତରଣ କରିବାର ଥିଲା । ତାର ୭ ମିନିଟ ପୂର୍ବରୁ ହେଲିକପ୍ଟର ସହ ସମ୍ପର୍କ ଛିନ୍ନ ହୋଇଥିଲା ।…

ପଦୋନ୍ନତି ପାଇଁ ଶିକ୍ଷକଙ୍କ ଦାବି

ଭବାନୀପାଟଣା: ସରକାରଙ୍କ ନିୟମ ଅନୁଯାୟୀ ନିକଟ ଅତୀତରେ ସ୍ତର-୫(ବି)ରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ସ୍ତର-୪ ଓ ସ୍ତର-୪ରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ସ୍ତର-୩କୁ ପଦୋନ୍ନତି ଦିଆଯାଇଛି । ଯାହାଫଳରେ ଅଧିକାଂଶ ସ୍ତର-୫(ବି) ପଦବୀ ଖାଲି ହୋଇସାରିଛି । ସ୍ତର-୫(ଏ)ରେ ଥିବା ଶିକ୍ଷକ…

ସିଡିଏସ୍ ରାଓ୍ୱତଙ୍କ ହେଲିକପ୍ଟର ଦୁର୍ଘଟଣା ପୂର୍ବର ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ୍ ବିପନ ରାଓ୍ୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ପୂର୍ବର ଏକ ଭିଡିଓ ସାମନାକୁ ଆସିଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଭିଡିଓ । ଯେଉଁଥିରେ ହେଲିକପ୍ଟର ଉଡ଼ାଣ…

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୯୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୯୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ ସଙ୍ଗରୋଧରେ ୧୧୫ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୮୦ ଜଣ କୋଭିଡ଼ ସଂକ୍ରମିତ ରହିଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୪ଜଣ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ…

ବିଧାନସଭା ସଚିବ ଓ ତାଙ୍କ ଡ୍ରାଇଭର କରୋନା ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ସଚିବ କରୋନା ପଜିଟିଭ୍ ଚିହ୍ନଟ । ବିଧାନସଭା ସଚିବ ଦାଶରଥୀ ଶତପଥୀ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ଡ୍ରାଇଭର ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ ଦାଶରଥୀ ଶତପଥୀଙ୍କ ବ୍ୟକ୍ତିଗତ ସଚିବ କରୋନା ସଂକ୍ରମିତ ହୋଇଥିଲେ । ସେ ଥଣ୍ଡାରେ ଆକ୍ରାନ୍ତ…

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ କଟ୍ରିନା-ଭିକି କୌଶଲ

ମୁମ୍ବାଇ: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ସେଲିବ୍ରିଟି ଲଭ ବର୍ଡ । କଟ୍ରିନା କୈଫ ଓ ଭିକି କୌଶଲଙ୍କ ବାହାଘର । ଏଥିପାଇଁ ରାଜସ୍ଥାନର ମାଧୋପୁର ସ୍ଥିତ ବରଓ୍ୱାରା ଦୁର୍ଗରେ ସମସ୍ତ ପ୍ରସ୍ତୁତି ସରିଛି । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ସିକ୍ସ ସେନ୍ସେସ ରିସର୍ଟ । ୭ ତାରିଖରେ…

ଆଜି ଶ୍ରୀମନ୍ଦିରରେ ଓଢ଼ଣଷଷ୍ଠୀ ପାଳିତ, ମହାପ୍ରଭୁଙ୍କୁ ଲାଗି ହେଲା ଶୀତବସ୍ତ୍ର

ପୁରୀ: ଗୁରୁବାର ଶ୍ରୀମନ୍ଦିରରେ ଓଡ଼ଣଷଷ୍ଠୀ ପାଳିତ ହୋଇଛି । ଏହି ଅବସରରେ ଶ୍ରୀଜୀଉମାନଙ୍କୁ ଘୋଡ଼ଲାଗି କରାଯାଇଛି । ଗତକାଲି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ ପତନୀ, ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନ ମୋହନଙ୍କୁ କବର, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼…

ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ଯବାନ ସହିଦ

ଭୁବନେଶ୍ୱର: ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ଥିଲେ ଅନୁଗୋଳ ଜିଲ୍ଲାର ଜଣେ ଓଡ଼ିଆ ଯବାନ । ସହିଦ ଓଡ଼ିଆ ଯବାନଙ୍କ ନାଁ ରାଣାପ୍ରତାପ ଦାସ । ସେ ଜୁନିଅର ୱାରେଣ୍ଟ ଅଫିସର ଥିଲେ । ତାଙ୍କ ଘର…

ଆଜି ଦିଲ୍ଲୀରେ ପହଞ୍ଚିବ ସିଡ଼ିଏସ୍ ଜେନେରାଲ ବିପିନ ରାୱତଙ୍କ ପାର୍ଥିବ ଶରୀର, ଶୁକ୍ରବାର ଅନ୍ତିମ ସଂସ୍କାର

ଦିଲ୍ଲୀ: ଆଜି ଦିଲ୍ଲୀ ଆସି ପହଞ୍ଚିବ ସିଡ଼ିଏସ୍ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ପାର୍ଥିବ ଶରୀର । ସନ୍ଧ୍ୟାରେ ପ୍ରତିରକ୍ଷା ବିଭାଗର ଏକ ବିମାନରେ ଅଣାଯିବ । ବିମାନବନ୍ଦରରୁ ପାର୍ଥିବ ଶରୀରକୁ ତାଙ୍କ ବାସଭବନକୁ ନିଆଯିବ । ଆସନ୍ତାକାଲି ହେବ ଜେନେରାଲ ବିପିନ ରାୱତଙ୍କ ଅନ୍ତିମ…