Latest Odisha News

BREAKING NEWS

Browsing Category

ଫିଚର

ଶ୍ରୀମନ୍ଦିରରେ ଆଜିଠାରୁ ମହାପ୍ରଭୁଙ୍କ ଦେବ ଦୀପାବଳି ନୀତି ଆରମ୍ଭ

ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ତିନିଦିନ ବ୍ୟାପୀ ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି । ଏହିଦିନରେ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ଦେବେ । ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା…

ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା

ଭୁବନେଶ୍ୱର: ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ବାତ୍ୟା ସମ୍ପର୍କରେ ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ଆକଳନ ଅନୁସାରେ ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ୪ତାରିଖ ସନ୍ଧ୍ୟାରୁ ୫ତାରିଖ ସକାଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ।…

ମାଷ୍ଟରକ୍ୟାଣ୍ଟିନ ଛକରେ ଘଣ୍ଟ ବଜାଇ ବିଜେପିର ଅଭିନବ ପ୍ରତିବାଦ

ଭୁବନେଶ୍ୱର : ମାଷ୍ଟର କ୍ୟାଣ୍ଟିନ ଛକରେ ଘଣ୍ଟ ବଜାଇ ଅଭିନବ ପ୍ରତିବାଦ କରିଛନ୍ତି ବିଜେପି କର୍ମୀ । ମୁଖ୍ୟମନ୍ତ୍ରୀଙ୍କୁ ନିଦରୁ ଉଠାଇବା ପାଇଁ ଜିଲ୍ଲା ବିଜେପି କର୍ମୀମାନେ ଏଭଳି ଅଭିନବ ପ୍ରତିବାଦ କରିଛନ୍ତି । ବିଜେଡି ଶାଶନ କାଳରେ ମହିଳା ସୁରକ୍ଷିତ ନୁହଁନ୍ତି ବୋଲି ନାରା ଦେଇ ଜିଲ୍ଲା…

ଓମିକ୍ରନ ସଂକ୍ରମିତ ଚିହ୍ନଟ ଡ଼ାକ୍ତରଙ୍କ ସଂସ୍ପର୍ଶରେ ଆସି ୫ଜଣ କରୋନା ପଜିଟିଭ୍

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଓମିକ୍ରନ ଚିହ୍ନଟ ଡ଼ାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ୫ଜଣ କରୋନା ପଜିଟିଭ ହୋଇଛନ୍ତି । ଓମିକ୍ରନ ସଂକ୍ରମିତ ଡାକ୍ତର ଜଣଙ୍କ ବନେରଘାଟ ରାଡ୍ରେ ଥିବା ଏକ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି । ଦୁଇ ଜଣ ପରିବାର ସଦସ୍ୟ ଓ ତାଙ୍କର ଜଣେ ସହଯୋଗୀ କରୋନା ପଜିଟିଭ ଚିହ୍ନଟ…

ନନ୍ଦନକାନନର ନୂଆ ନିର୍ଦ୍ଦେଶକ ହେଲେ ଆଇଏଫଏସ୍ ମନୋଜ ଭି ନାୟାର

ଭୁବନେଶ୍ୱର : ବଦଳିଲେ ନନ୍ଦନକାନନ ନିର୍ଦ୍ଦେଶକ । ନନ୍ଦନକାନନର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଛନ୍ତି ମନୋଜ ଭି ନାୟାର । ମନୋଜ ପୂର୍ବରୁ ମସୁରିରେ ଥିବା ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ଶିକ୍ଷା ପ୍ରଶାସନ ବିଭାଗ ଡେପୁଟି ଡାଇରେକ୍ଟର ଭାବେ କାର୍ଯ୍ୟରତ ଥିଲେ। ସେ ୨୦୦୧ ଓଡ଼ିଶା କ୍ୟାଡରର…

ମମିତା ହତ୍ୟା ମାମଲା: ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର

କଟକ: ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର । ତଦନ୍ତର ଅଗ୍ରଗତି ନେଇ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିଛନ୍ତି । ବର୍ତ୍ମାନ ମାମଲାର ତଦନ୍ତ ଚାଲୁଥିବାରୁ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ ହୋଇଛି…

ଜମନକିରା ଲ୍ୟାମ୍ପସ ଏମଡିଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ

ସମ୍ୱଲପୁର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସମ୍ୱଲପୁର ଜିଲ୍ଲା ଜମନକିରା ଲ୍ୟାମ୍ପସ ଏମଡି ଫଣୀନ୍ଦ୍ର ସାହୁ । ତାଙ୍କ ଘରେ ରେଡ୍ ବେଳେ ଭିଜିଲାନ୍ସ ନଗଦ ୨ ଲକ୍ଷ ୩୬ହଜାର ୮୭୦ ଟଙ୍କା ଜବତ କରିଛି । ୪ଟି ଚାରି ଚକିଆ ଗାଡ଼ି ଓ ଗୋଟିଏ ଦୁଇ ଚକିଆ ଗାଡ଼ି ଠାବ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ…

୨୪ଘଣ୍ଟାରେ ରାଜ୍ୟରେ ୨୭୦ଜଣ କୋଭିଡ଼୍ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ଘଣ୍ଟା ଭିତରେ ୨୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୧୫୯ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୧୧ଜଣ ସ୍ଥାନୀୟ ସଂକ୍ରମଣରୁ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୫୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା…

ବାତ୍ୟା ଆଣିବ ସର୍ବାଧିକ ୧୧୦ କିଲୋମିଟର ବେଗରେ ପବନ

ଭୁବନେଶ୍ୱର: ବଙ୍ଗୋପସାଗରରେ ବାତ୍ୟା ଭୟ ଧୀରେ ଧୀରେ ବଢୁଛି । ଆଜି ଗଭୀର ଅବପାତ ହୋଇଛି । ୧୨ ଘଣ୍ଟାରେ ସୃଷ୍ଟି ହେବ ବାତ୍ୟା । ଆନ୍ଧ୍ର କାଲି ସୁଦ୍ଧା ଉତ୍ତର ଆନ୍ଧ୍ର ପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳରେ ପାଦ ଥାପିବ । ଏଥିପାଇଁ ଜାରି ହୋଇଛି ସାଇକ୍ଲୋନ୍ ଆଲର୍ଟ । ପରବର୍ତ୍ତୀ ୨୪ ଘଣ୍ଟାରେ…

ଲ୍ୟାମ୍ପସ ଏମଡିଙ୍କ ଘରେ ପଞ୍ଝା ମାରିଲା ଭିଜିଲାନ୍ସ

ସମ୍ୱଲପୁର: ଭିଜିଲାନ୍ସ ଜାଲରେ ସମବାୟ ଲ୍ୟାମ୍ପସର ଏମଡି । ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଲ୍ୟାମ୍ପସ ଏମଡି ଫଣୀନ୍ଦ୍ର ସାହୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସକାଳୁ ସକାଳୁ ଚଢ଼ାଉ ଚାଲିଛି । ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚଳାଇଛି…