Latest Odisha News

BREAKING NEWS

Browsing Category

ଫିଚର

ଟ୍ରାକ୍ଟର ବାଇକ ଧକ୍କାରେ ଜଳିଗଲା ବାଇକ, ଦୁଇ ମୃତ

କଳାହାଣ୍ଡି : ମର୍ମନ୍ତୁଦ ଦୁର୍ଘଟଣାରେ ନିମିଷକେ ଚାଲିଗଲା ଜୀବନ । ଟ୍ରାକ୍ଟରକୁ ଧକ୍କା ଦେଲା ବାଇକ । ଦୁଇ ବାଇକ ଆରୋହୀ ମୃତ ଜଣେ ଗୁରୁତର ।ଭବାନିପାଟଣା ପଟୁ ଥୁଆମୂଳ ରାମପୁର ଆଡେ ଯାଉଥିବା ବେଳେ ସାଇମନ୍ଦିର ନିକଟରେ ଟ୍ରାକ୍ଟରକୁ ପଛପଟୁ ବାଇକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାଇକଟି…

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ମୃତ୍ୟୁ ଖବର ନେଇ ମୁହଁ ଖୋଲିଲେ ଝିଅ ମଲ୍ଲିକା

ନୂଆଦିଲ୍ଲୀ: ଜାତୀୟସ୍ତରର ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ମୃତ୍ୟୁ ଖବରକୁ ଗୁଜବ ବୋଲି କହିଛନ୍ତ ତାଙ୍କ ଝିଅ ମଲ୍ଲିକା ଦୁଆ । ମୋ ବାପା ବଂଚିଛନ୍ତି, ତାଙ୍କ ନାମରେ ଏ ଭଳି ମିଛ ଗୁଜବ ନ ଖେଳାଇବା ପାଇଁ ସେ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ବିନୋଦ ଦୁଆ, ତାଙ୍କ ପତ୍ନୀ ପଦ୍ମାବତୀ ଓ ଝିଅ…

ଠକେଇ ମାମଲାରେ ୩ ଫେରାର ଅଭିଯୁକ୍ତଙ୍କ ଫଟୋ ଜାରି କଲା ଇଓଡବ୍ଲ୍ୟୁ

ଭୁବନେଶ୍ବର : ଠକେଇ ମାମଲାରେ ୩ ଫେରାର ଅଭିଯୁକ୍ତଙ୍କର ଜାରି ହେଲା ଫଟୋ । ଚିଟଫଣ୍ଡ ମାମଲାରେ ସମ୍ପୃକ୍ତ ୩ ଫେରାର ଅଭିଯୁକ୍ତଙ୍କ ଫଟୋ ଜାରି କରିଛି ଇଓଡବ୍ଲ୍ୟୁ । ଏହାସହ ଠକେଇ ମାମଲାରେ ଗୋଲ୍‌ଡେନ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରାଙ୍କୁ ମଧ୍ୟ ଖୋଜୁଛି ଇଓଡବ୍ଲ୍ୟୁ । କ୍ରାଇମବ୍ରାଞ୍ଚ…

ଦକ୍ଷିଣ ଆଫ୍ରିକା ଫେରନ୍ତା ମହାରାଷ୍ଟ୍ରରେ କୋଭିଡ ସଂକ୍ରମିତ ଚିହ୍ନଟ, ‘ଓମିକ୍ରନ’କୁ ନେଇ ବଢିଲା ଭୟ

ମହାରାଷ୍ଟ୍ର : ଦକ୍ଷିଣ ଆଫ୍ରିକା ଫେରନ୍ତା ମହାରାଷ୍ଟ୍ରରେ କୋଭିଡ୍ ପଜେଟିଭ୍ ଚିହ୍ନଟ ହେବା ପରେ 'ଓମିକ୍ରନ'କୁ ନେଇ ବଢିଲା ଭୟ । କୋଭିଡ୍ ୧୯ ଚିହ୍ନଟ ହେବା ପରେ ୩୨ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଏବେ ଏକ କୋଭିଡ କେୟାର ସେଣ୍ଟରରେ ଅଲଗା ରଖାଯିବା ସହିତ ତାଙ୍କର ବ୍ୟାପକ ପରୀକ୍ଷା ନିରିକ୍ଷା…

[ଭିଡିଓ] ମଣ୍ଡପରେ ନିଆଁ ଲାଗିଥିଲା, ଲୋକେ ବସି ଭୋଜି ଖାଉଥିଲେ

ଭୁବନେଶ୍ୱର: ଜାରି ରହିଛି ମ୍ୟାରେଜ ସିଜିନ୍ । ଅନେକ ଲୋକ ନିଜ ବିବାହ ଦିନକୁ ଅପେକ୍ଷା କରିଥିଲାବେଳେ ଆଉ କିଛି ଭୋଜିଭାତରେ ସାମିଲ ହେବାକୁ ପସନ୍ଦ କରିଥାନ୍ତି । ତେବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓଟି କିନ୍ତୁ ସମସ୍ତଙ୍କୁ ଚକିତ କରିଛି । ମୁମ୍ବାଇ ଥାନେ ଅଂଚଳର…

ପ୍ରଥମ ଟେଷ୍ଟ ଡ୍ର: ୨ ଭାରତୀୟଙ୍କ ଯୋଗୁ ନ୍ୟୁଜିଲାଣ୍ଡର ସମ୍ମାନ ବଂଚିଲା

କାନପୁର: ଅନ୍ତିମ ଦିବସରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଯୋଗୁ ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟ ଡ୍ରରେ ସମାପ୍ତ ହୋଇଛି । ୨୮୪ ରନର ଟାର୍ଗେଟକୁ ପିଛା କରି ନ୍ୟୁଜିଲାଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଶେଷ ଭାଗରେ ବ୍ୟାଟ୍ସମ୍ୟାନ…

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଡ଼ିସେମ୍ବର ୨ରେ ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁରରେ ଗୋଟିଏ କି ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଭାରତୀୟ ପାଣିପାଗ କେନ୍ଦ୍ରର…

ପଦ୍ମଶ୍ରୀ ନନ୍ଦ ସାର ଅସୁସ୍ଥ, ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି

ଯାଜପୁର : ଅସୁସ୍ଥ ହୋଇପଡ଼ିଛନ୍ତି ପଦ୍ମଶ୍ରୀ ନନ୍ଦ ସାର । ସୁକିନ୍ଦା ବ୍ଲକ କନ୍ତିରା ଗାଁର ନନ୍ଦ କିଶୋର ପୃଷ୍ଟିଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି। ନନ୍ଦ ସାର କିଛି ଦିନ ଧରି ଜ୍ୱରରେ ପିଡିତ ଥିଲେ। ଆଜି ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ…

ଫିଲ୍ମରେ ସୁଯୋଗ ଦେବା ପାଇଁ ଆଦିତ୍ୟଙ୍କୁ ୨୦ କୋଟି ଦେଇଥିଲେ ରଣବୀରଙ୍କ ବାପା !

ମୁମ୍ବାଇ: ବିବଦୀୟ ଫିଲ୍ମ କ୍ରିଟିକ ଓ ଅଭିନେତା କମାଲ ଆର ଖାଁ ଆଜି ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି । ସେ କହିଛନ୍ତି ରଣବୀର ସିଂଙ୍କ ବାପା ଜଗଜିତ ସିଂ ଭବନାନୀ ପୁଅକୁ ହୀରୋ କରିବା ପାଇଁ ଆଦିତ୍ୟ ଚୋପ୍ରାଙ୍କୁ ୨୦କୋଟି ଟଙ୍କା ଦେଇଥିଲେ । ସୂଚନାଯୋଗ୍ୟ, ରଣବୀର ୟଶରାଜ ବ୍ୟାନରର ବ୍ୟାଣ୍ଡ ବାଜା…

ବେସାହାରା ଲୋକଙ୍କ ସାହାରା ପାଲଟିଛନ୍ତି ମହିଳା ସବ୍ ଇନ୍ସପେକ୍ଟର ଅନିଲା ପରାଶର

ଇନ୍ଦୋର: ରାସ୍ତାକଡ଼ରେ ଦିନରାତି ବିତଉଥିବା ଲୋକଙ୍କ ପାଇଁ ଶୀତଦିନ ଆସିଲେ ମୁସ୍କିଲ ହୋଇପଡ଼େ । ପୁଣି ବୃଦ୍ଧବୃଦ୍ଧାଙ୍କ ଅବସ୍ଥା ଆହୁରି ନକହିଲେ ଚଳେ । ନିଜକୁ ଘୋଡ଼େଇବା ପାଇଁ କାହା କାହା ପାଖରେ କମ୍ବଳ କିମ୍ବା ଗରମ ପୋଷାକଟିଏ ମଧ୍ୟ ନଥାଏ । ଏପରିକି ଯେ ପ୍ରବଳ ଥଣ୍ଡା ଯୋଗୁଁ ଅନେକ ଜୀବନ ମଧ୍ୟ…