Latest Odisha News

BREAKING NEWS

Browsing Category

ଫିଚର

ମମତାଙ୍କୁ ଜବାବ ଦେଲା କଂଗ୍ରେସ: ଆମ ବିନା ବିଜେପିକୁ ହରାଇବା ସ୍ୱପ୍ନ ସଦୃଶ

ନୂଆଦିଲ୍ଲୀ: ବିଜେପିକୁ ହରାଇବା ନେଇ ସମସ୍ତ ବିରୋଧୀ ପାର୍ଟି ଧିରେ ଧିରେ ଏକଜୁଟ ହେଉଛନ୍ତି । ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏନସିପି ନେତା ଶରଦ ପାୱାରଙ୍କୁ ଭେଟି ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ୟୁପିଏର ସତା ନାହିଁ କହି ମମତା ପରୋକ୍ଷରେ କଂଗ୍ରେସକୁ ଟାର୍ଗେଟ କରିଥିଲେ ।…

ଚିତାବାଘ ସହ ଲଢି ୮ ବର୍ଷର ପୁଅକୁ ରକ୍ଷା କଲେ ସାହସୀ ମହିଳା

ଭୁବନେଶ୍ୱର: ବୀରତ୍ୱର ଗାଥା କହିଲେ ଭୁଲ ହେବନି । ଚିତାବାଘ କବଳରୁ ନିଜ ଜନ୍ମକଲା ୮ ବର୍ଷର ଛୁଆକୁ ବଂଚାଇ ଆଣିଲା ସାହସୀ ମାଆ । କୌଣସି ଫିଲ୍ମରେ ଏହି ଦୃଶ୍ୟ ହୁଏ ତ ସାଧାରଣ ଲାଗିପାରେ । ହେଲେ ଅସଲ ଜୀବନରେ ଏହି ଘଟଣା ଦେଖିବା ତ ଦୂରର କଥା କଳ୍ପନା କଲେ ମଧ୍ୟ ଦେହ ଶୀତେଇ ଉଠେ ।…

କୋଭିଡର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ବର : କୋଭିଡର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ ରହିବା ସହିତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ଏବଂ ସରକାରଙ୍କୁ ପୂର୍ଣ୍ଣ ସହଯୋଗ ଯୋଗାଇ…

ଆସୁଛି ବାତ୍ୟା, ପ୍ରବଳ ବର୍ଷାକୁ ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର :ଆସୁଛି ବାତ୍ୟା ଏହି ସମୟରେ ବର୍ଷା କୁ ନେଇ ଆଲର୍ଟ ଜାରି କଲାପାଣି ପାଗ ବିଭାଗ । ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ ଆହୁରୀ ସକ୍ରିୟ ହେଉଛି । ଏହା ଉତ୍ତର ଆନ୍ଧ୍ର ଓ ଓଡିଶା ଉପକୂଳରେ ପହଁଞ୍ଚିବ । ଏହା ଫଳରେ ୩ ଡିସେମ୍ବରରେ ପ୍ରବଳ ବର୍ଷା ହେବ ବୋଲି ପାଣି ପାଗ…

ଦାମୀ ସହର: ସିଙ୍ଗାପୁର, ଲଣ୍ଡନ, ହଂକଂକୁ ପଛରେ ପକାଇଲା ତେଲ ଅଭିଭ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଦାମୀ ତଥା ବ୍ୟୟ ବହୂଳ ସହରର ତାଲିକା ପ୍ରକାଶ ପାଇଛି । ଇସ୍ରାଏଲର ତେଲ ଅଭିଭ ଏହି ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛି । ଗ୍ଲୋବାଲ ସର୍ଭେ ଇକୋନୋମିକ ଇଂଟେଲିଜେନ୍ସ ୟୁନିଟ ଏହି ତାଲିକା ପ୍ରକାଶ କରିଛି । ସିଙ୍ଗାପୁର, ଲଣ୍ଡନ ଓ ହଂକଂକୁ ତେଲ ଅଭିଭ ଏଥର ପଛରେ…

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବଟାନିକାଲ ଗାର୍ଡେନ, ଜମୁଛି ବାଣଭୋଜି

ଭୁବନେଶ୍ବର : ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବଟାନିକାଲ ଗାର୍ଡେନର ବାଣଭୋଜି ସ୍ଥଳ । ଦୀର୍ଘ ଦୁଇ ବର୍ଷ ପରେ ବଟାନିକାଲ ଗାର୍ଡେନ ଖୋଲିବା ପରେ ଆଜିଠୁ ପୁଣି ଜମିଥିଲା ଭୋଜି ଭାତ । ପ୍ରଥମ ଦିନରୁ ବଟାନିକାଲ ଗାର୍ଡେନରେ କିଛି ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥିଲା । ରାଜ୍ୟ ଓ…

ଘାରିଲା ଓମିକ୍ରନ ଚିନ୍ତା, ବିଦେଶୀ ଯାତ୍ରୀଙ୍କ ଉପରେ କଡ଼ା ନଜର

ନୂଆଦିଲ୍ଲୀ : ଘାରିଲା ଓମିକ୍ରନ ଚିନ୍ତା । ଏହାକୁ ଦୃଷ୍ଟିରେ ରଖି ଦେଶରେ ଜାରି ହୋଇଛି ସଂଶୋଧିକ ଗାଇଡଲାଇନ । ଦେଶକୁ ଆସୁଥିବା ସମସ୍ତ ଯାତ୍ରୀ ବିମାନ ଯାତ୍ରା ପୂର୍ବରୁ ଏକ ଆତ୍ମ ଘୋଷଣାନାମା ଫର୍ମ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସେମାନଙ୍କୁ ନେଗେଟିଭ ଆରଟି-ପିସିଆର ଟେଷ୍ଟ…

ବିଜେପିରେ ମିଶିଲେ ମନଜିନ୍ଦର ସିଂ

ଚଣ୍ଡୀଗଡ: ଦିଲ୍ଲୀ ଶିଖ ଗୁରୁଦ୍ୱାର ପ୍ରବନ୍ଧକ କମିଟି ମୁଖ୍ୟ ମନଜିନ୍ଦର ସିଂ ସିରସା ବୁଧବାର ଆଶ୍ଚର୍ଯ୍ୟଜନକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀରେ କେନ୍ଦ୍ରୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପାର୍ଟିର ନିର୍ବାଚନ ପ୍ରଭାରୀ ଗଜେନ୍ଦ୍ର ସିଂ ଶେଖାୱତ, ରାଷ୍ଟ୍ରୀୟ ମହାସଚିବ ଦୁଷ୍ମନ୍ତ…

ଘରୋଇ ବିମାନ ଯାତ୍ରୀଙ୍କ ପାଇଁ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ କଲେ ମହାରାଷ୍ଟ୍ର ସରକାର

ମହାରାଷ୍ଟ୍ର : ଓମିକ୍ରନକୁ ନେଇ ଏବେ ବଢୁଛି ଭୟ । କରୋନା ଭାଇରସର ନୂତନ ଭାରିଆଣ୍ଟ ଓମିକ୍ରନକୁ ସମଗ୍ର ବିଶ୍ୱରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ହୁ ଓମିକ୍ରନକୁ ଭୟାନକ ବୋଲି କହିବା ପରେ ମହାରାଷ୍ଟ୍ର ସରକାର ଏବେ ସମସ୍ତ ଘରୋଇ ବିମାନ ଯାତ୍ରୀମାନଙ୍କ ପାଇଁ…

ରାଜ୍ୟରେ ସରକାରୀ କର୍ମଚାରୀ ଓ ଓକିଲ ମାନଙ୍କୁ ୧ ଟଙ୍କାରେ ଘର ଯୋଗାଇଦେବେ ଯୋଗୀ ସରକାର

ଦିଲ୍ଲୀ : ଆଗକୁ ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଉତ୍ତର ପ୍ରଦେଶ । ହେଲେ ଏଥର ରାଜ୍ୟରେ ତୃତୀୟ ,ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଓକିଲ ମାନଙ୍କୁ ୧ ଟଙ୍କାରେ ସରକାରୀ ଘର ଯୋଗାଇ ଦେବା ପାଇଁ ଯୋଗୀ ସରକାର ବିଚାର…