Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶା-ଆନ୍ଧ୍ର ବିବାଦ ସମାଧାନ ପାଇଁ କମିଟି ଗଠନ

ଭୁବନେଶ୍ୱର: ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ସମାଧାନ ପାଇଁ ଗଠନ ହେଲା କମିଟି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । ଏଥିରେ ଉନ୍ନୟନ କମିଶନର, ଗୃହ, ରାଜସ୍ୱ, ଜଳସମ୍ପଦ, ଶକ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ସଚିବ ଅଛନ୍ତି ।…

ପଲ୍ଲୀବାଣୀ ମିଶନ ପକ୍ଷରୁ ଓଡ଼ିଶା ସାମ୍ବାଦିକତା ପୁରସ୍କାର

ନୂଆଦିଲ୍ଲୀ : ପଲ୍ଲୀବାଣୀ ମିଶନ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ପୁରସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂଆଦିଲ୍ଲୀ କନଷ୍ଟିଚ୍ୟୁସନାଲ କ୍ଲବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ, କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ…

ଆଇଏସଏଲ: ବେଙ୍ଗାଲୁରୁକୁ ହରାଇ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କଲା ଓଡିଶା ଏଫସି

ଭୁବନେଶ୍ୱର: ତିଳକ ମୈଦାନ ଷ୍ଟାଡିୟମରେ ଚାଲିଥିବା ଇଣ୍ଡିଆନ ସୁପର ଲିଗ ଫୁଟବଲରେ ବୁଧବାର ଭୁବନେଶ୍ୱରର ଓଡିଶା ଏଫସି ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଜାଭି ହର୍ଣ୍ଣାଣ୍ଡିଜଙ୍କ ଡବଲ ଗୋଲ ବଳରେ ଓଡିଶା ୩-୧ ଗୋଲରେ ବେଙ୍ଗାଲୁରୁ ଏଫସିକୁ ପରାସ୍ତ କରିଛି । ମ୍ୟାଚର ତୃତୀୟ ଏବଂ…

ସୋଆ ଓ ଆଫ୍ରିକାର ମାକେରେରେ ବିଶ୍ବବିଦ୍ୟାଳୟ ମଧ୍ୟରେ ଏମଓୟୁ

ଭୁବନେଶ୍ବର : ସୋଆ ଓ ଆଫ୍ରିକାର ମାକେରେରେ ବିଶ୍ବବିଦ୍ୟାଳୟ ମଧ୍ୟରେ ସ୍ବାକ୍ଷରିତ ହୋଇଛି ବୁଝାମଣା ପତ୍ର । ବିଭିନ୍ନ ଗବେଷଣା ଭିତ୍ତିକ ପ୍ରକଳ୍ପକୁ ନେଇ ସହଭାଗିତା ଭିତ୍ତିରେ ଜ୍ଞାନର ଆଦାନ ପ୍ରଦାନ ପାଇଁ ଦୁଇ ବିଶ୍ବବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଦୁଇ…

ଏଫଆଇଆରକୁ ଚ୍ୟାଲେଞ୍ଜ କରି କଙ୍ଗନା ଶେୟାର କଲେ ବୋଲ୍ଡ ଫଟୋ

ମୁମ୍ବାଇ: ବଲିଉଡ କୁଇନ ଭାବେ ପରିଚିତ କଙ୍ଗନା ରାନାୱତଙ୍କ ନାମରେ ଏଫଆଇଆର ଉପରେ ଏଫଆଇଆର ରୁଜୁ ହେବାରେ ଲାଗିଛି । ତେବେ ଏହାକୁ ବେଖାତିର କରି କଙ୍ଗନା ଆଜି ଶେୟାର କରିଛନ୍ତି ବୋଲ୍ଡ ଫୁଟ । ତଳେ ଲେଖିଛନ୍ତି ଏକ ଔର ଦିନ ଏକ ଔର ଏଫଆଇଆର । ଅଗର ୱ ମୁଝେ ଗିରଫ କରନେ ଆତେ ହେ, ତୋ ମେରା ମୁଡ ଘର…

୮୧ ଜଣ ଡାକ୍ତରଙ୍କ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର : ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଖାଲି ଥିବା ଓଡ଼ିଶା ମେଡିକାଲ ଓ ସ୍ବାସ୍ଥ୍ୟସେବା (ଓଏମ୍‌ଏଚ୍‌ଏସ) ଗ୍ରୁପ-ଏ (ଜୁନିଅର ବ୍ରାଞ୍ଚ)ରେ ଡାକ୍ତର ପଦବୀ ପୂରଣ କରିବାକୁ ଯାଉଛନ୍ତି । ଓଡ଼ିଶା ରାଜ୍ୟ…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜନଶୁଣାଣି ପୋର୍ଟାଲ ଏବଂ ଓଡ଼ିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍ ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ୱେବ୍‌ ପୋର୍ଟାଲ ଲୋକାର୍ପିତ କରିଛନ୍ତି । ଗୋଟିଏ ହେଉଛି ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗର ଜନଶୁଣାଣୀ ପୋର୍ଟାଲ ଏବଂ ଦ୍ୱିତୀୟଟି ହେଉଛି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ…

କେରଳରେ ନୋରାଭାଇରସ୍ ଆତଙ୍କ

କେରଳ : କେରଳର ପରିସ୍ଥିତି ଏବେ ବି ସ୍ଥିର ଅବସ୍ଥାକୁ ଫେରିନାହିଁ । ସେପଟେ କେରଳରେ ନୋରାଭାଇରସ୍  ଆତଙ୍କ ଯୋଗୁଁ ଉତ୍ତେଜନା ଦେଖାଦେଇଛି ।  କେରଳରେ ୧୩ ଟି ନୋରୋଭାଇରସ୍ ରୋଗ ଚିହ୍ନଟ ହୋଇଛି । କେରଳରେ ନୋରୋଭାଇରସ୍ ରୋଗର ବୃଦ୍ଧିକୁ ଦୃଷ୍ଟିରେ ରଖି ସୀମାନ୍ତ ଜିଲ୍ଲା କୋଡାଗୁ ଏବଂ କର୍ଣ୍ଣାଟକର…

ମହାକାଶର ଭୟଙ୍କର ଜୀବାଣୁ ପୃଥିବୀ ଉପରେ କରିପାରନ୍ତି ଆକ୍ରମଣ !

ମେଲବୋର୍ଣ୍ଣ: ମହାକାଶର ରହସ୍ୟ ବୁଝିବା କଷ୍ଟକର ବ୍ୟାପାର । ଏବେ ମାନବଜାତି ମହାକାଶ ଉପରେ ଗବେଷଣା କରିବା ସହ ଯାତ୍ରା ମଧ୍ୟ କରୁଛି । ତେବେ ଯେତିକି ଲାଭବାନ କରୁଛି ପରୋକ୍ଷରେ ଆଉ ଏକ ବିପଦକୁ ଡାକିଆଣୁଛି । ଆଡିଲେଡ ମହାକାଶ ଗବେଷଣାକାରୀମାନେ ଭୟଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି । ସେମାନଙ୍କ…

ଭିମସାରରେ ଚିହ୍ନଟ ହେଲେ ଆଉ ୧୭ ପଜିଟିଭ୍

ବୁର୍ଲା : ବୁର୍ଲା ଭିମସାର ମେଡିକାଲ କଲେଜରେ ଚିହ୍ନଟ ହେଲେ ଆଉ ୧୭ କରୋନା ଆକ୍ରାନ୍ତ । ଆଜି ଆଉ ୧୭ ଏମବିବିଏସ୍ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଭିମସାର ମେଡିକାଲ କଲେଜର ଡିନ୍ ପ୍ରଫେସର ଜୟଶ୍ରୀ ଦୋରା । ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ…