Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ବର ରେଳ ଷ୍ଟେସନରେ ଉଦ୍ଧାର କାର୍ଯ୍ୟର ମକ୍ ଡ୍ରିଲ୍

ଭୁବନେଶ୍ବର : ରେଳ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ ହେଲେ କେମିତି ହେବ ମୁକାବିଲା ? କେମିତି ଲୋକଙ୍କୁ କରାଯିବ ଉଦ୍ଧାର ? ସେନେଇ ଭୁବନେଶ୍ବର ରେଳ ଷ୍ଟେସନରେ ମକ୍ ଡ୍ରିଲ କରିଛି ରେଳବାଇ ପୋଲିସ ଓ ଜିଆରପି । ଏଭଳି ଏକ କଠିନ ସମୟରେ କିଭଳି ଏହି ସ୍ଥିତିର ମୁକାବିଲା କରାଯିବ ସେନେଇ ଏକ କାଉଣ୍ଟର…

ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡମିଂଟନ: ଅଲିମ୍ପିକ ଚାମ୍ପିୟନକୁ ହରାଇଲେ ପ୍ରଣୟ

ନୂଆଦିଲ୍ଲୀ: ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟରେ ଭାରତର ଏଚଏସ ପ୍ରଣୟ ଅଲିମ୍ପିକ ଚାମ୍ପିୟନ ଡେନମାର୍କର ଭିକ୍ଟର ଆକ୍ସଲେସନଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିବା ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି କ୍ୱାର୍ଟରରେ ପ୍ରଣୟ ୧୪-୨୧, ୨୧-୧୯ ଓ ୨୧-୧୬ ପଂଏଟରେ…

[ଭିଡିଓ] ଜେସିବି ଚଢାଇ ମହିଳାଙ୍କୁ ହତ୍ୟା ଉଦ୍ୟମ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଯେଉଁଥିରେ ଜେସିବି ଚାଳକ ଜଣେ ମହିଳାଙ୍କୁ ମାରିବାକୁ ଉଦ୍ୟମ କରିଥିଲା । ହେଲେ ସୌଭାଗ୍ୟବଶତଃ ମହିଳା ଜଣକ ବର୍ତ୍ତିଯାଇଥିଲେ । ତେବେ ପରେ ସେ ପ୍ରତି ଆକ୍ରମଣ କରିବାକୁ ପଛାଇନଥିଲେ । ରାଜସ୍ଥାନ ବର୍ମେରରୁ…

ଖଲୀଙ୍କୁ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବେ କି ଅରବିନ୍ଦ କେଜ୍ରିୱାଲ !

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ୱାର୍ଲ୍ଡ ରେସଲିଂ ଏଂଟରଟେନମେଂଟ ଷ୍ଟାର ଦି ଗ୍ରେଟ ଖଲୀ (ଦିଲୀପ ସିଂ ରାଣା)ଙ୍କ ସାକ୍ଷାତ ରାଜନୀତି ମହଲକୁ ସରଗରମ କରିଛି । ଖଲୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ପ୍ରଶଂସା କରିଛନ୍ତି ।…

୫ଟି ଜିଲ୍ଲାର ୧୫୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ସ୍କୁଲ ରୂପାନ୍ତର ପର୍ବ । 5T ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ୫ଟି ଜିଲ୍ଲାର ୧୫୮ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମାଲକାନଗିରିର ୬ଟି ସ୍କୁଲ, ଝାରସୁଗୁଡାର ୨୫ଟି, କଳାହାଣ୍ଡିର…

ଆସନ୍ତୁ ଜାଣିବା ନ୍ୟୁଜିଲାଣ୍ଡର ଏହି ଅଲରାଉଣ୍ଡରଙ୍କ ନାମ କାହିଁକି ରହିଲା ରଚିନ

ମାଡ୍ରାସ:ଭାରତ ବିପକ୍ଷ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡ ହାରିଯାଇଛି । ତେବେ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଥିବା ରଚିନ ରବୀନ୍ଦ୍ର ଆଖି ଦୃଶିଆ ପ୍ରଦର୍ଶନ କରି ନ ଥିଲେ ତାଙ୍କ ନାମକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ୨୧ ବର୍ଷୀୟ ଏହି ଭାରତୀୟ ବଂଶୋଦ୍ଭବଙ୍କ ନାମ ମାଷ୍ଟର ବ୍ଲାଷ୍ଟର…

କୋଣାର୍କ ଚନ୍ଦ୍ରଭାଗାରେ ଦ୍ବିତୀୟ କୋଣାର୍କ ମନ୍ଦିର ନିର୍ମାଣ ପ୍ରସଙ୍ଗ, ଜମିର ସ୍ଥିତାବସ୍ଥା ସମ୍ପର୍କରେ ରିପୋର୍ଟ…

ପୁରୀ : ଚନ୍ଦ୍ରଭାଗାରେ ଦ୍ବିତୀୟ କୋଣାର୍କ ମନ୍ଦିର ନିର୍ମାଣକୁ ନେଇ ତେଜୁଛି ବିବାଦ । ଜମିର ସ୍ଥିତାବସ୍ଥା ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ । ମନ୍ଦିର ନିର୍ମାଣ ଜାଗା ସମ୍ପୂର୍ଣ୍ଣ ସରକାରୀ । ପୂର୍ବରୁ ରାଜସ୍ବ ନୀରିକ୍ଷକଙ୍କ ପକ୍ଷରୁ ଜାରି ହୋଇଥିଲା…

ହ୍ୱିଲଚେୟାର ଅସୀଳାଚନା ବିଶ୍ୱକପ : ଶ୍ରେଷ୍ଠ ପ୍ରଦର୍ଶନ ଲକ୍ଷ୍ୟରେ ଓଡିଶାର ରାଖାଲ

ଭୁବନେଶ୍ୱର: ଇଟାଲୀର ପିସାରେ ହ୍ୱିଲଚେୟାର ଅସୀଚାଳନା ବିଶ୍ୱକପ ଆୟୋଜିତ ହେବ । ଏଥିରେ ଭାରତର ୧୧ଜଣିଆ ଟିମ ଅଂଶଗ୍ରହଣ କରୁଛନ୍ତି । ଏଥିରେ ଓଡିଶାର ରାଖାଲ ସେଟ୍ଟୀ, ଭି ରମେଶ ରାଓ ଓ ମହିଳା ବିଭାଗରେ ପ୍ରଥମ ଥର ପାଇଁ ପୂଜାସ୍ୱିନୀ ନାୟକ ସ୍ଥାନ ପାଇଛନ୍ତି । ରାଖାଲ ଏହି ମେଗା ଇଂଭେଟରେ ଭଲ…

ସଡ଼କ ସୁରକ୍ଷା ଉପରେ ଗୁରୁତ୍ବ, ପରିବହନ ବିଭାଗ ଓ ସେଭ୍ ଲାଇଫ୍ ଫାଉଣ୍ଡେସନ୍ ମଧ୍ୟରେ ଚୁକ୍ତି ସ୍ବାକ୍ଷର

ଭୁବନେଶ୍ବର : ରାଜ୍ୟରେ ସଡ଼କ ସୁରକ୍ଷାକୁ କରାଯିବ ସୁଦୃଢ଼ । ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ବେସରକାରୀ ସଙ୍ଗଠନ ସେଭ୍ ଲାଇଫ୍ ଫାଉଣ୍ଡେସନ୍ ସହ ଚୁକ୍ତି ସ୍ବାକ୍ଷର ହୋଇଛି । ଏହି ଚୁକ୍ତିନାମାକୁ ରାଜ୍ୟ ପରିବହନ ପ୍ରାଧିକରଣ ଯୁଗ୍ମ କମିଶନର୍ ସଞ୍ଜୟ ବିଶ୍ବାଳ ଏବଂ ସେଭ୍ ଲାଇଫ୍ ଫାଉଣ୍ଡେସନର…

ଏକତ୍ର ୯ଜଣଙ୍କୁ ବିବାହ କଲେ ବ୍ରାଜିଲ ଯୁବକ

ନୂଆଦିଲ୍ଲୀ: ବ୍ରାଜିଲର ଏକ ଅଦ୍ଭୁତପୂର୍ଣ୍ଣ ଘଟଣା ସମ୍ମୁଖକୁ ଆସିଛି । ଏଠାରେ ଜଣେ ଯୁବକ ନିଜ ପତ୍ନୀଙ୍କ ସମେତ ୯ଜଣ ମହିଳାଙ୍କୁ ଏକତ୍ର ବିବାହ କରିଛନ୍ତି । ମଡେଲ ଆର୍ଥର ଓ ଓସରୋ ଗୋଟିଏ ବିବାହ ପ୍ରଥାକୁ ବିରୋଧ କରି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିରେ ତାଙ୍କ ପତ୍ନୀ ଲୁଆନା ମଧ୍ୟ…