Latest Odisha News

BREAKING NEWS

Browsing Category

ଫିଚର

ପୁଣି ଗର୍ଜିଲେ ନଓ୍ବାବ ମଲ୍ଲିକ, କହିଲେ ପ୍ରିପ୍ଲାନ ଅନୁସାରେ ଆର୍ଯ୍ୟନଙ୍କୁ କରାଯାଇଥିଲା ଗିରଫ

ମୁମ୍ବାଇ : ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କେସକୁ ନେଇ ତୁଟୁନି ବିବାଦ । ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ବେଲ୍ ମିଳିବା ପରେ ବି ଜାରି ରହିଛି ରାଜନୈତିକ ଆରୋପ ପ୍ରତ୍ୟାରୋପ । ଆର୍ଯ୍ୟନଙ୍କ ଗିରଫଦାରୀକୁ ନେଇ ବରିଷ୍ଠ ଏନସିପି ନେତା ନଓ୍ବାବ ମଲ୍ଲିକ ପୂର୍ବରୁ ଅନେକ ଥର ଏନସିବିକୁ…

ଇନ୍ଦିରା ଗାନ୍ଧିଙ୍କ ବିରୋଧରେ ମାନହାନିକର ମନ୍ତବ୍ୟ ଦେଇ ପୁଣି ଅଡୁଆରେ କଙ୍ଗନା

ନୂଆଦିଲ୍ଲୀ : ପୁଣି ବିବାଦରେ କଙ୍ଗନା ରାଣାଓ୍ବତ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ବିରୋଧରେ ନକରାତ୍ମକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି କଙ୍ଗନା । ସେ କହିଛନ୍ତି, ଇନ୍ଦିରା ନିଜ ଜୋତାରେ ମଶାଙ୍କୁ ଦଳିବା ପରି ଶିଖମାନଙ୍କୁ ଦଳି ଦେଇଥିଲେ । ଆଉ ଆଜି ସରକାରଙ୍କ ଉପରେ…

ପଟିଆଲାରୁ ଲଢ଼ିବେ କ୍ୟାପ୍ଟେନ ଅମରିନ୍ଦର

ଅମୃତସର: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ଆଗାମୀ ବିଧାନସଭା ନିର୍ବାଚନରେ ପଟିଆଲାରୁ ଲଢ଼ିବେ ବୋଲି ଘୋଷଣା କରିଛନ୍ତି । କ୍ୟାପ୍ଟେନଙ୍କ ଗଡ ଭାବେ ପରିଚିତ ପଟିଆଲାରେ ସେ ୪ଥର ବିଜୟ ହାସଲ କରିଛନ୍ତି । ୪୦୦ ବର୍ଷ ହେଲା ଏହା ଆମ ପରିବାର ସହିତ ରହିଛି । ଆଉ ନବଜୋତ…

ପ୍ରଶଂସକଙ୍କୁ ଆଲର୍ଟ କଲେ ଗୋବିନ୍ଦା, ଲକ୍ଷ୍ନୌ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ମିଛ

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ତାଙ୍କ ନାମରେ ପ୍ରକାଶିତ ଏକ ବିଜ୍ଞାପନ ଦେଖି ଚକିତ ହୋଇ ପଡିଥିଲେ । ଏହି ବିଜ୍ଞାପନରେ ୨୦ ଡିସେମ୍ବରରେ ଗୋବିନ୍ଦାଙ୍କୁ ପ୍ରଶଂସକ ସାକ୍ଷାତ କରିପାରିବେ ଉଲ୍ଲେଖ ରହିଥିଲା । ଏହା ଜାଣିବା ମାତ୍ରେ ସେ ସଙ୍ଗେ ସଙ୍ଗେ ସୋସିଆଲ ସାଇଟରେ ଏ ନେଇ ସମସ୍ତଙ୍କୁ…

ଭାରତ-ପାକ ସୀମାରୁ ମିଳିଲା ୩.୧୫ କୋଟି ଟଙ୍କାର ହେରୋଇନ

ଅଟାରୀ: ଭାରତ-ପାକିସ୍ତାନ ଅଟାରୀ ଇଂଟିଗ୍ରେଟେଡ ଚେକପୋଷ୍ଟ ନିକଟରେ ୩.୧୫ କୋଟି ଟଙ୍କାର ହେରୋଇନ ଜବତ ହୋଇଛି । ନିୟମିତ ଚେକିଂ ବେଳେ ସ୍ନିଫର କୁକୁର ଏକ କଳା ପ୍ୟାକେଟ ପାଇଥିଲା । ଏହାକୁ ଶୁଂଘିବା ପରେ ସେ ତାର ହ୍ୟାଣ୍ଡଲରକୁ ଦେଖି ଭୁକିବାକୁ ଲାଗିଥିଲା । ସିନିୟର ଅଧିକାରୀମାନେ ଆସି ଏହାର…

[ଭିଡିଓ] ଭାଙ୍ଗିଲା ପ୍ରଭୁ କୃଷ୍ଣଙ୍କ ମୂର୍ତ୍ତି, ସଜାଡିବାକୁ ଡାକ୍ତରଖାନା ପହଂଚିଲେ ପୂଜକ

ଭୁବନେଶ୍ୱର: ପୁରାଣ ଓ ଶାସ୍ତ୍ର ଅନୁଯାୟୀ ଦିଅଁଙ୍କୁ ବି ଜ୍ୱର ହୋଇଥାଏ । ଏଥିପାଇଁ ରହିଛି ନାନା ନୀତି ନିୟମ । ତେବେ କୌଣସି ଦେବାଦେବୀ ଆହତ କାରଣରୁ ଡାକ୍ତରଖାନା ଯିବା ବୋଧ ହୁଏ ଆପଣ କେବେ ଦେଖିନଥିବେ କିମ୍ବା ଶୁଣିନଥିବେ । ହେଲେ ଓଡିଶାଠୁ ଦୂରରେ ଥିବା ଉତ୍ତରପ୍ରଦେଶରେ ଏପରି ଏକ ଘଟଣା…

ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍‌ ବିଶାଖାପାଟନମ୍

ବିଶାଖାପାଟଣା : ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍‌ ବିଶାଖାପାଟନମ୍ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଦେଶବାସୀଙ୍କୁ ସମର୍ପିତ କରିଛନ୍ତି । ମୁମ୍ବାଇସ୍ଥିତ ନୌସେନା ଡକ୍ୟାର୍ଡରେ ଆଇଏନ୍‌ଏସ୍‌ ସାମିଲ କରାଯିବ । ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୌସେନା ମୁଖ୍ୟ…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନସ୍ଥ ହିତାଧିକାରୀ ମାନଙ୍କୁ ଆହୁରୀ ୮ ମାସ ପାଇଁ ମାଗଣାରେ ଚାଉଳ ଯୋଗାଇ ଦେବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ…

ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ନେଇ ଆସନ୍ତାକାଲିଠୁ ବିଜେଡିର ଆନ୍ଦୋଳନ

ଭୁବନେଶ୍ୱର : ରନ୍ଧନ ଗ୍ୟାସ ଅହେତୁକ ଦରବୃଦ୍ଧିକୁ ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ବିଜୁ ଜନତା ଦଳ ବିଜୁ ଛାତ୍ର ଜନତା ଏବଂ ବିଜୁ ମହିଳା ଜନତା ଦଳ ତରଫରୁ ଆସନ୍ତା କାଲିଠାରୁ ୩ ଦିନ ଧରି ଓଡିଶାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିବ ବିଜେଡି । କଟକ ,ସମ୍ବଲପୁର ,ବ୍ରହ୍ମପୁର ଆରଡିସି…

ପୁରୁଷ ଜୁନିୟର ହକି ବିଶ୍ୱକପ: କରୋନା ମୁକ୍ତ ଇଭେଂଟ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପ ଆୟୋଜନ ପାଇଁ ଭୁବନେଶ୍ୱରରେ ଓଡିଶା ସରକାର ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । କରୋନା ମହାମାରୀମୁକ୍ତ ଇଭେଂଟ ପାଇଁ ଖେଳାଳିମାନଙ୍କ କୋଭିଡ ଟେଷ୍ଟ ହାଇ ସ୍ପିଡରେ ଚାଲିଛି । ପ୍ରତ୍ୟେକ ଦିନ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଂଟରରେ ୫୦୦ରୁ ଊର୍ଦ୍ଧ୍ୱ…