Latest Odisha News

BREAKING NEWS

Browsing Category

ଫିଚର

ବ୍ରହ୍ମପୁର ବାଳସୁଧାର ଗୃହରୁ ୬ଜଣ ଅନ୍ତେବାସୀ ଚମ୍ପଟ

ବ୍ରହ୍ମପୁର: ବାଳସୁଧାର ଗୃହରୁ ୬ଜଣ ଅନ୍ତେବାସୀ ଚମ୍ପଟ । ସୁଧାର ଗୃହର ଝରକା ରେଲିଂ ତାଡ଼ି ଭୋର ୪ଟାରୁ ଚମ୍ପଟ ମାରିଛନ୍ତି । ବ୍ରହ୍ମପୁରରେ ଥିବା ବାଳସୁଧାର ଗୃହରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି । ସୂଚନା ଅନୁଯାୟୀ, ରାତି ପ୍ରାୟ ୨ଟାରୁ ୩ଟା ମଧ୍ୟରେ ୬ଜଣ ଅନ୍ତେବାସୀ ଚମ୍ପଟ…

ପଞ୍ଜାବର ପଠାନକୋଟ ଆର୍ମି କ୍ୟାମ୍ପର ତ୍ରିବେଣୀ ଫାଟକ ନିକଟରେ ଗ୍ରେନେଡ଼ ବିସ୍ଫୋରଣ

ପଠାନକୋଟ: ସୋମବାର ସକାଳେ ପଞ୍ଜାବର ପଠାନକୋଟର ଧୀରପୁଲ ନିକଟ ଭାରତୀୟ ସେନାର ତ୍ରିବେଣୀ ଫାଟକ ନିକଟରେ ଗ୍ରେନେଡ଼ ବିସ୍ଫୋରଣ ହୋଇଛି । ପୋଲିସ କହିଛି, ଦୁଇଜଣ ଅଜଣା ବ୍ୟକ୍ତି ଏକ ବାଇକରେ ଆସି ଏକ ଗ୍ରେନେଡ଼କୁ ଆର୍ମି ଗେଟ୍ ଭିତରକୁ ଫୋପାଡ଼ି ଦେଇଥିଲେ । ଗ୍ରେନେଡ଼ର କିଛି ଅଂଶ ଉଦ୍ଧାର କରାଯାଇ…

ଝାରସୁଗୁଡ଼ାରେ ପାଳିତ ହେବ ଉଡ଼ାନ ଉତ୍ସବ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଆଜି ପାଳନ ହେବ ଉଡ଼ାନ୍ ଉତ୍ସବ । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ହେବାକୁ ଥିବା ଏହି ଉତ୍ସବରେ ଯୋଗଦେବାକୁ ଗସ୍ତ କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏଠାରେ ପହଞ୍ଚିବା ପରେ ଆୟୋଜିତ ହେବାକୁ…

ଆଜି କନ୍ଧମାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି କନ୍ଧମାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ଆଜିଠୁ ଯୋଡ଼ିହେବାକୁ ଯାଉଛି କନ୍ଧମାଳ । ଫୁଲବାଣୀ ସ୍ଥିତ କନ୍ଧମାଳ ଷ୍ଟାଡ଼ିୟମରେ ପହଞ୍ଚି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିବେ…

ଉଗାଣ୍ଡା ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ: ଓଡିଶାର ପ୍ରମୋଦ ଜିତିଲେ ୩ ରୌପ୍ୟ

ଭୁବନେଶ୍ୱର: ଉଗାଣ୍ଡାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ ପ୍ରତିଯୋଗିତାରେ ଓଡିଶାର ପ୍ରମୋଦ ଭଗତ ଚମତ୍କାର ପ୍ରଦର୍ଶନ କରି ୩ଟି ରୌପ୍ୟ ପଦକ ହାସଲ କରିଛନ୍ତି । ବିଶ୍ୱର ଏକ ନମ୍ବର ଏବଂ ଟୋକିଓ ପାରା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ୩ଟି ଯାକ ଇଭେଂଟରେ ଫାଇନାଲରେ ହାରି…

ରାଜସ୍ଥାନ କ୍ୟାବିନେଟରେ ଶପଥ ନେଲେ ୧୫ ମନ୍ତ୍ରୀ

ଜୟପୁର : ଶପଥ ନେଇଛି ରାଜସ୍ଥାନର ସମ୍ପ୍ରସାରିତ ମନ୍ତ୍ରିମଣ୍ଡଳ । ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ମୋଟ ୧୫ ଜଣ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ କଲରାଜ ମିଶ୍ର । ଶପଥ ନେଇଥିବା ମୋଟ ୧୫ ମନ୍ତ୍ରୀଙ୍କ ମଧ୍ୟରୁ ୧୧ ଜଣ କ୍ୟାବିନେଟ ପାହ୍ୟାର ଥିବା ବେଳେ,…

କୋଟିଆ ପରେ ଦେଓମାଳି ଉପରେ ଆନ୍ଧ୍ରର ନଜର

କୋରାପୁଟ : କୋଟିଆ ପରେ ଦେଓମାଳି ଉପରେ ରହିଛି ଆନ୍ଧ୍ରର ନଜର । ଆନ୍ଧ୍ର ଅଧିକାରୀଙ୍କ ଏକ ଟିମ୍ କୋଟିଆ ଗସ୍ତ କରିବା ପରେ ଏଭଳି ସନ୍ଦେହ ଘନୀଭୂତ ହୋଇଛି । ବିଜୟନଗରମ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ପାର୍ବତୀପୁରମ ପିଏ ଆଇଟିଡିଏ, ସାଲୁର ମଣ୍ଡଳର ଅଧିକାରୀମାନେ କୋଟିଆ ଗସ୍ତ କରିଛନ୍ତି ।…

ଅଯୋଧ୍ୟାରେ ୧୦୦ କୋଟି ବ୍ୟୟରେ ନିର୍ମିତ ହେବ ଭଗବାନ ଆଦିନାଥଙ୍କ ମନ୍ଦିର

ଅଯୋଧ୍ୟା: ଭଗବାନ ଋଷଭ ଦେବଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାରେ ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଯାଉଛି ଭବ୍ୟ ଭଗବାନ ଆଦିନାଥଙ୍କ ମନ୍ଦିର । ଲକ୍ଷ୍ନୌର ଆର୍କିଟେକ୍ଟ ଏହାର ନକ୍ସା ପ୍ରସ୍ତୁତ କରି ସାରିଛନ୍ତି । ଭଗବାନ ଶ୍ରୀରାମ ମନ୍ଦିରଠାରୁ ଏକ କିଲୋମିଟର ଦୂରରେ ଏହା ନିର୍ମିତ ହେବ ବୋଲି…

ଜେଏସଡବ୍ଲ୍ୟୁ କମ୍ପାନୀ ପାଇଁ ଢ଼ିଙ୍କିଆ ପଞ୍ଚାୟତ ଲୋକଙ୍କ ମତ ନେଲା ଜିଲ୍ଲା ପ୍ରଶାସନ

ପାରାଦୀପ : ଜେଏସଡବ୍ଲୁ କମ୍ପାନୀ ପାଇଁ ଢ଼ିଙ୍କିଆ ପଞ୍ଚାୟତ ଲୋକଙ୍କ ମତ ନେଇଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ । ଢ଼ିଙ୍କିଆ ପଞ୍ଚାୟତ ଅଫିସ୍ ପଡ଼ିଆରେ ଆୟୋଜିତ ବୈଠକରେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୁୟାରୀ, ଏସପି ଅଖିଳେଶ ସିଂ, ବାଲିକୁଦା-ଏରସମା ବିଧାୟକ ତଥା ମାନ୍ୟବର ମନ୍ତ୍ରୀ…

ଆସନ୍ତାକାଲି କନ୍ଧମାଳ ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ବିଏସକେଓ୍ବାଇ ସ୍ମାର୍ଟ କାର୍ଟ

ଭୁବନେଶ୍ବର : ଆସନ୍ତାକାଲି କନ୍ଧମାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତ ଅବସରରେ କନ୍ଧମାଳ ବାସୀଙ୍କୁ ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ ସହ ୩୦୦ କୋଟି ଟଙ୍କାର ପ୍ରକଳ୍ପର ଡିଜିଟାଲ ଶିଳାନ୍ୟାସ ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଦିନ ୧୧ଟାରେ ଫୁଲବାଣୀ ମିନି ଷ୍ଟାଡିୟମ…