Latest Odisha News

BREAKING NEWS

Browsing Category

ଫିଚର

ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ: ସୁନ୍ଦରଗଡ଼ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ମନରେ ଭରିଛି ନୂଆ ସ୍ବପ୍ନ

ସୁନ୍ଦରଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଧାରା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧିନରେ ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୬୭ଟି ସରକାରୀ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ ହୋଇଛି । ଏହା ଫଳରେ ଏବେ ରୂପାନ୍ତରିତ ସ୍କୁଲରେ ତିଆରି ହୋଇଛି ସ୍ମାର୍ଟ କ୍ଲାସରୁମ,…

ମହାରାଷ୍ଟ୍ରରେ ପୋଲିସ ମାଓବାଦୀ ମୁହାଁମୁହିଁ, ୨୬ ନକ୍ସଲ ନିହତ

ଭୁବନେଶ୍ୱର: ଆଜି ସକାଳୁସକାଳୁ ପୋଲିସ ଓ ମାଓବାଦୀଙ୍କ ଗୁଳିରେ ଗର୍ଜି ଉଠିଥିଲା ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲା । ଜାରି ରହିଥିଲା ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଅନବରତ ଗୁଳି ବିନିମୟ । ସଦ୍ୟ ସ୍ଥିତି ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୨୬ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ରହିଛି ।…

ମମିତା ମେହେର ହତ୍ୟା ମାମଲାର ତଦନ୍ତ ଅବହେଳାକୁ ଖଣ୍ଡନ କଲେ ଡିଆଇଜି

ସମ୍ୱଲପୁର : ମମିତା ମେହେର ହତ୍ୟା ମାମଲାରେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ମମିତା ହତ୍ୟା ନେଇ ଅକ୍ଟୋବର ୧୩ ତାରିଖରେ ଏତଲା ହୋଇଥିଲା । କିନ୍ତୁ କୋର୍ଟକୁ ୧୬ ତାରିଖରେ ଯାଇଥିଲା ମାମଲା । ତଦନ୍ତରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠିବା ପରେ ଏହାର ଉତ୍ତର ରଖିଛନ୍ତି…

ଆପ ପରେ ସୋନୁ ସୁଦ କଂଗ୍ରେସରେ ମିଶିବା ନେଇ ଜୋର ଧରିଲା ଚର୍ଚ୍ଚା !

ଚଣ୍ଡୀଗଡ: ପଞ୍ଜାବ ନିର୍ବାଚନ ପୂର୍ବରୁ ବଲିଉଡ ଅଭିନେତା ସୋନୁ ସୁଦଙ୍କ ଲୋକପ୍ରିୟତା ହାତେଇବା ପାଇଁ ବିଭିନ୍ନ ଦଳ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ଶୁକ୍ରବାର ସୋନୁ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଚରଣଜିତ ଚନ୍ନୀଙ୍କୁ ଭେଟିଥିଲେ । ଏହା ପରେ ସେ କଂଗ୍ରେସରେ ମିଶିବାକୁ ଯାଉଛନ୍ତି ବୋଲି…

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ସହଯୋଗୀଙ୍କର ହେଉ କଲ୍ ରେକର୍ଡ ଯାଞ୍ଚ : ଭକ୍ତ ଦାସ

ଭୁବନେଶ୍ବର : ଥମୁନି ମମିତା ମେହେର ହତ୍ୟା ତାତି । ମମିତା ମେହେରଙ୍କୁ ନ୍ୟାୟ ପାଇଁ ଜନ ଦାବି କରୁଛନ୍ତି ବିରୋଧୀ । ମାମଲାକୁ ନେଇ ସରକାରଙ୍କୁ ଏକଦମ ନାକେଦମ କରିସାରିଲେଣି ବିରୋଧୀ ବିଜେପି ଓ କଂଗ୍ରେସ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର…

ଭଦ୍ରକରେ ଏନକାଉଣ୍ଟର : ପୋଲିସ ଗୁଳିରେ ଆହତ କୁଖ୍ୟାତ ଡକାୟତ ବାପି ପାଣି

ଭଦ୍ରକ : ଭଦ୍ରକରେ ଏନକାଉଣ୍ଟର । ଡକାୟତି ଉଦ୍ୟମ କରୁଥିବା ବେଳେ ପୋଲିସ ଓ ଡକାୟତ ମଧ୍ୟରେ ଗୁଳିବିନିମୟ ହୋଇଛି । ପୋଲସି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣି ଗୁରୁତର ହୋଇଛି । ତାର ସହେଯାଗୀ ଓମପ୍ରକାଶ ମହାଳିକ ଥାନାରେ ଅଟକ ରଖିଛି ପୋଲିସ । ଅପରାଧୀଙ୍କ ଆକ୍ରମଣରେ ୫ ଜଣ ପୋଲିସ…

ଇଂଲଣ୍ଡ ପରି ଏଥର ରୋଟେଶନ ପଲିସି ଲାଗୁ କରିବ ବିସିସିଆଇ !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପରେ ଏଥର ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଦଳର ଅନେକ ଗୁମର ପଦାରେ ପକାଇଛି । ରବି ଶାସ୍ତ୍ରୀ ଏବଂ ବିରାଟ କୋହଲି ଏଥିନେଇ ସମାଲୋଚିତ ହେବା ସହ ପରୋକ୍ଷରେ ପଦ ହରାଇଛନ୍ତି । କୋଚ ପଦ ଛାଡିବା ପରେ ଖେଳାଳିଙ୍କୁ ବିଶ୍ରାମ ଦିଆଯିବା ଏବଂ ରୋଟେଶନ ପଲିସି ଉପରେ ଶାସ୍ତ୍ରୀ…

ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା, କୋଟିଏରୁ ଅଧିକ ଟଙ୍କାର ୭ କାର ଜବତ

ପଶ୍ଚିମବଙ୍ଗ : ବହୁଚର୍ଚ୍ଚିତ ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ତନାଘନା । କୋଟିଏ ଟଙ୍କାରୁ ଅଧିକ ଟଙ୍କାର ୭ଟି କାର ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଘଟଣାରେ ଇଡି ସାନି ରେଡ୍ କରିବା ସହ କାର ଗୁଡିକୁ ଜବତ କରିଛି । ରୋଜଭ୍ୟାଲି ଦୁର୍ନୀତି ନେଇ ଗତ ୧୦ ତାରିଖରେ ଇଡି…

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର : ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ । ଏହା ଏବେ ଆଣ୍ଡାମାନ ସାଗର ଏବଂ ଥାଇଲାଣ୍ଡ ଉପକୂଳରେ ସକ୍ରିୟ ରହିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୁତ ହୋଇ ଅବପାତରେ ପରିଣତ ହେବ । ପରେ ଏହା ପଶ୍ଚିମ –ଉତ୍ତର-ପଶ୍ଚିମ ଦିଗରେ ଗତିକରି ଉତ୍ତର ଆଣ୍ଡାମାନ ସାଗର ଏବଂ ଦକ୍ଷିଣ ପୂର୍ବ…

ଆସନ୍ତା ୨୭ ତାରିଖରେ ଭୁବନେଶ୍ବରରେ ବଣ୍ଟାଯିବ BSKY ସ୍ମାର୍ଟକାର୍ଡ

ଭୁବନେଶ୍ବର : ଆସନ୍ତା ୨୭ ତାରିଖରେ ଭୁବନେଶ୍ବରରେ ବଣ୍ଟାଯିବ BSKY ସ୍ମାର୍ଟକାର୍ଡ । ଭୁବନେଶ୍ବରରେ ପ୍ରାୟ ୧ ଲକ୍ଷ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ଓକାକ୍‌ ସହଯୋଗରେ ୯୯ଟି ରିଟେଲର ସେଣ୍ଟର ଜରିଆରେ କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି । ସବୁ ରାସନ କାର୍ଡଧାରୀ ଏହି BSKY ସ୍ମାର୍ଟକାର୍ଡ…