Latest Odisha News

BREAKING NEWS

Browsing Category

ଫିଚର

କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ କିଏ କଣ କହିଲେ ?

ନୂଆଦିଲ୍ଲୀ: ୩ଟି କୃଷି ଆଇନର ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଘୋଷଣାକୁ କୃଷକ ସଂଗଠନ ସ୍ୱାଗତ କରିଛନ୍ତି । ବିଭିନ୍ନ ରାଜନୈତିକ ଦଳ ଓ ରାଜନେତା କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେହି କେହି ଏହା କୃଷକଙ୍କ ବିଜୟ ବୋଲି କହିଛନ୍ତି ।…

ବଡ଼ ଖବର :୩ଟି ନୂଆ କୃଷି ଆଇନ ପ୍ରତ୍ୟାହାର ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ଆଗରେ ନରମିଲେ କେନ୍ଦ୍ର ସରକାର । ବିବାଦୀୟ କୃଷି ଆଇନକୁ ନେଇ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩ କୃଷି ଆଇନର ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର ୩ଟି କୃଷି ଆଇନକୁ ପ୍ରତ୍ୟାହାର କରି…

୫୮୧ ବର୍ଷରେ ଆଜି ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର: ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ସଂଗଠିତ ହେବ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । ଏହା ଉତ୍ତରପୂର୍ବ ଏସିଆ, ଅଷ୍ଟ୍ରେଲିଆ, ଆମେରିକା, ଆଲାସ୍କା ହାଓ୍ୱାଇର କିଛି ଅଂଶ ସମେତ ଉତ୍ତର ୟୁରୋପର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ । ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ । …

କାର୍ତ୍ତିକ ପୂର୍ଣ୍ଣିମାରେ ବାବା ଧବଳେଶ୍ୱରଙ୍କ ଆଜି ଯୋଗୀ ବେଶ

ଆଠଗଡ଼: ଆଜି କାର୍ତ୍ତିକ ପୂର୍ଣ୍ଣିମା । ଯୋଗୀ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ହେଲେ ଏହି ବେଶକୁ ଦର୍ଶନ କରିପାରିବେନି ଭକ୍ତ । କାର୍ତ୍ତିକ ପୂର୍ଣ୍ଣିମାରେ ଧବଳେଶ୍ୱର ପୀଠରେ ୧୪୪ଧାରା ଲାଗୁ କରାଯାଇଛି । ରାଜ୍ୟ ସରକାରଙ୍କ କୋଭିଡ଼ କଟକଣା ପାଇଁ ଦର୍ଶନ ମନା ରହିଛି । ଆଜିର ଦିନରେ…

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ସୁନାବେଶ, ଦର୍ଶନରୁ ବଞ୍ଚିତ ଭକ୍ତ

ପୁରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଧର୍ମମାସ ମାସର ଶେଷ ଦିନ । ପଞ୍ଚୁକ ବି ସରୁଛି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଜରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହେଉଛି । ମଙ୍ଗଳ ଆଳତି, ଅବକାଶ ନୀତି ପରେ ସୁନାବେଶରେ ଝଟକିବେ ମହାପ୍ରଭୁ । କିନ୍ତୁ ଏହି ଦୁର୍ଲଭ ବେଶ…

କାର୍ତ୍ତିକ ପୂର୍ଣ୍ଣିମାରେ ମାନିଲେନି କଟକଣା, ଜଳାଶୟରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଛି । ଚଳିତବର୍ଷ କରୋନା କଟକଣା ଯୋଗୁ ରାଜ୍ୟରେ ଏହି ପରମ୍ପରା ଫିକା ପଡ଼ିଛି । ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଣ ଉପରେ ପ୍ରଶାସନ କଟକଣା ଲଗାଇଥିଲା । ତଥାପି ଲୋକ ପରମ୍ପରା ବଜାୟ ରଖିଲେ । ଜଳାଶୟରେ ବୋଇତ…

୫୬ତମ ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆସନ୍ତା ୨୦ ଓ ୨୧ ତାରିଖରେ ଲକ୍ଷ୍ନୌରେ ଅନୁଷ୍ଠିତ ହେଉଛି ପୋଲିସ ମହାନିର୍ଦ୍ଦେଶକଙ୍କ ୫୬ତମ ସମ୍ମିଳନୀ । ଲକ୍ଷ୍ନୌର ପୋଲିସ ସଦର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ବିଭିନ୍ନ ପୋଲିସ ବାହିନୀର…

ଭୁବନେଶ୍ବର ରେଳ ଷ୍ଟେସନରେ ଉଦ୍ଧାର କାର୍ଯ୍ୟର ମକ୍ ଡ୍ରିଲ୍

ଭୁବନେଶ୍ବର : ରେଳ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ ହେଲେ କେମିତି ହେବ ମୁକାବିଲା ? କେମିତି ଲୋକଙ୍କୁ କରାଯିବ ଉଦ୍ଧାର ? ସେନେଇ ଭୁବନେଶ୍ବର ରେଳ ଷ୍ଟେସନରେ ମକ୍ ଡ୍ରିଲ କରିଛି ରେଳବାଇ ପୋଲିସ ଓ ଜିଆରପି । ଏଭଳି ଏକ କଠିନ ସମୟରେ କିଭଳି ଏହି ସ୍ଥିତିର ମୁକାବିଲା କରାଯିବ ସେନେଇ ଏକ କାଉଣ୍ଟର…

ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡମିଂଟନ: ଅଲିମ୍ପିକ ଚାମ୍ପିୟନକୁ ହରାଇଲେ ପ୍ରଣୟ

ନୂଆଦିଲ୍ଲୀ: ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟରେ ଭାରତର ଏଚଏସ ପ୍ରଣୟ ଅଲିମ୍ପିକ ଚାମ୍ପିୟନ ଡେନମାର୍କର ଭିକ୍ଟର ଆକ୍ସଲେସନଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିବା ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି କ୍ୱାର୍ଟରରେ ପ୍ରଣୟ ୧୪-୨୧, ୨୧-୧୯ ଓ ୨୧-୧୬ ପଂଏଟରେ…

[ଭିଡିଓ] ଜେସିବି ଚଢାଇ ମହିଳାଙ୍କୁ ହତ୍ୟା ଉଦ୍ୟମ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଯେଉଁଥିରେ ଜେସିବି ଚାଳକ ଜଣେ ମହିଳାଙ୍କୁ ମାରିବାକୁ ଉଦ୍ୟମ କରିଥିଲା । ହେଲେ ସୌଭାଗ୍ୟବଶତଃ ମହିଳା ଜଣକ ବର୍ତ୍ତିଯାଇଥିଲେ । ତେବେ ପରେ ସେ ପ୍ରତି ଆକ୍ରମଣ କରିବାକୁ ପଛାଇନଥିଲେ । ରାଜସ୍ଥାନ ବର୍ମେରରୁ…