Latest Odisha News

BREAKING NEWS

Browsing Category

ଫିଚର

ୟୁଜର୍ସ ଫି ବା ଶୁଳ୍କ ଆଦାୟକୁ ବିରୋଧ କରି ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ପୁରୀ: ୟୁଜର୍ସ ଫି ବା ଶୁଳ୍କ ଆଦାୟକୁ ବିରୋଧ କରି ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ ୧୦ତାରିଖରୁ ପୁରୀ ପୌରପାଳିକା ଅଳିଆ ଗାଡ଼ିକୁ ଅଳିଆ ଦେଉଥିବା ବ୍ୟକ୍ତି ଓ ଅନୁଷ୍ଠାନଠାରୁ ୟୁଜର୍ସ ଫି ବା ଶୁଳ୍କ ଆଦାୟ ଆରମ୍ଭ କରିଛନ୍ତି।…

ବିଜେପି ସହ କଂଗ୍ରେସ ହାତ ମିଶାଇ ଶସ୍ତା ରାଜନୀତି କରୁଛି : ବିଜେଡି

ଭୁବନେଶ୍ୱର : ବିଜେଡି ପୁଣି କଂଗ୍ରେସ ଓ ବିଜେପି ଉପରେ ବର୍ଷିଛି । ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆସନ୍ତାକାଲି କଂଗ୍ରେସ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି । ସକାଳ ୬ ଟାରୁ ଦିନ ୧୨ ଟା ଯାଏଁ ବନ୍ଦ ପାଳନ କରିବ କଂଗ୍ରେସ । ଏହାକୁ ନେଇ…

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ବିଶ୍ରାମ ମାଗିଲେ ରୋହିତ, ଅଧିନାୟକ ହେବେ ରାହାନେ !

ନୂଆଦିଲ୍ଲୀ: ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ସିନିୟର ଖେଳାଳି ରୋହିତ ଶର୍ମା ବିଶ୍ରାମ ନେବା ପାଇଁ ବିସିସିଆଇକୁ ଅନୁରୋଧ କରିଛନ୍ତି । ୧୭ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ସିରିଜରେ ରୋହିତ ଅଧିନାୟକ ଦାୟିତ୍ୱ ତୁଲାଇବେ । ବିରାଟ କୋହଲି ପ୍ରଥମ ଟେଷ୍ଟରୁ ଓହରିଯିବା…

ନୱାବଙ୍କ ବିରୋଧରେ ମାନହାନି ମୋକଦ୍ଦମା କଲେ ଫଡନାଭିସଙ୍କ ପତ୍ନୀ

ମୁମ୍ବାଇ: ଏନସିପି ନେତା ନୱାବ ମଲିକଙ୍କ ଅସୁବିଧା ବଢ଼ିବାରେ ଲାଗିଛି । ଇଡି ଚଢ଼ାଉ ପରେ ଏବେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଆଇନର ଆଶ୍ରୟ ନେଇଛନ୍ତି । ସେ ନୱାବଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରିଛନ୍ତି । ତାଙ୍କ ବୟାନ ଆମ ପରିବାରର…

ତାମିଲନାଡ଼ୁ ବନ୍ୟା ବିତ୍ପାତ: ୧୪ଜଣଙ୍କ ମୃତ୍ୟୁ, ସନ୍ଧ୍ୟା ୬ଟା ଯାଏଁ ବିମାନ ଅବତରଣ ବନ୍ଦ

ଚେନ୍ନାଇ: ଚେନ୍ନାଇରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ବିମାନ ବନ୍ଦର କର୍ତ୍ତୃପକ୍ଷ ଅପରାହ୍ନ ୧ଟା ୧୫ରୁ ୬ଟା ପର୍ଯ୍ୟନ୍ତ ଚେନ୍ନାଇ ବିମାନବନ୍ଦରରେ ବିମାନ ଅବତରଣକୁ ସ୍ଥଗିତ ରଖିଛି। ବିମାନବନ୍ଦର ଅଧିକାରୀମାନେ କହିଛନ୍ତି ଯେ, ବିମାନ ଅବତରଣ ବନ୍ଦ ଥିଲେ ମଧ୍ୟ ଉଡ଼ାଣ ପୂର୍ବପରି ଜାରି ରହିବ। ପ୍ରବଳ…

ୱାକଫ ବୋର୍ଡ ଜମି ଜାଲିଆତି ମାମଲା: ୭ଟି ସ୍ଥାନରେ ଇଡିର ଚଢ଼ାଉ, ଅଡୁଆରେ ନୱାବ

ପୁଣେ: ପ୍ରବର୍ତନ ନିର୍ଦ୍ଦେଶାଳୟ ଆଜି ୱାକଫ ବୋର୍ଡ ଜମି ଦୁର୍ନୀତି ମାମଲାରେ ପୁଣେରେ ୭ଟି ସ୍ଥାନ ଉପରେ ଚଢ଼ାଉ କରିଛି । ଏହି ଚଢ଼ାଉ ପରେ ଏନସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକଙ୍କ ଅଡୁଆ ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ଏହି ଚଢ଼ାଉରେ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ…

ଚଳିତମାସ ୧୯ରେ ଦୃଶ୍ୟମାନ ହେବ ଶତାଦ୍ଦୀର ଦୀର୍ଘତମ ଆଶିଂକ ଚନ୍ଦ୍ର ଗ୍ରହଣ

ଭୁବନେଶ୍ୱର : ଆସନ୍ତା ୧୯ ତାରିଖରେ ଶତାଦ୍ଦୀର ଦୀର୍ଘତମ ଆଂଶିକ ଚନ୍ଦ୍ର ଗ୍ରହଣ ହେବ। ହେଲେ ଭାରତକୁ ଏହା ଦୃଶ୍ୟମାନ ହେବ ନାହିଁ । ଚନ୍ଦ୍ର ଗ୍ରହଣ ଭାରତୀୟ ସମୟ ସକାଳ ୧୧.୩୨ ରେ ଆରମ୍ଭ ହେବ । ଏହି ସମୟରେ ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବ । ଏହା ପରେ ଦିନ ୧୨.୪୮ରେ ଚନ୍ଦ୍ରଛାୟାରେ ପ୍ରବେଶ…

ପୁରୀ ବେଳାଭୂମିରୁ ଉଠାଦୋକାନୀଙ୍କୁ ଉଚ୍ଛେଦ ପ୍ରତିବାଦରେ ରାସ୍ତା ଅବରୋଧ

ପୁରୀ: ପୁରୀ ବେଳାଭୂମି ଓ ରାସ୍ତାର ଦୁଇପାଶ୍ୱର୍ର ଉଠାଦୋକାନୀ ଉଚ୍ଛେଦ କରାଯାଇଛି। ଦିଗବାରିଣୀ ଛକରୁ ହୋଟେଲ ସି ଗଲ ହାଇମାଷ୍ଟ ଲାଇଟ୍ ଛକ ପର୍ଯ୍ୟନ୍ତ ଏହି ଉଚ୍ଛେଦ ହୋଇଛି। ହେଲେ ଥଇଥାନ ନକରି ତରବରିଆଭାବେ ଉଚ୍ଛେଦ କରାଯାଇଥିବାରୁ ଏହାକୁ ବିରୋଧ କରି ଉଠାଦୋକାନୀମାନେ ପୁରୀ ହୋଟେଲ ନିକଟରେ…

ପ୍ରଭାସଙ୍କ ବହୁ ଚର୍ଚ୍ଚିତ ଆଦିପୁରଷ ଫିଲ୍ମର ଶେଷ ହେଲା ଶୁଟିଂ

ମୁମ୍ବାଇ: ବାହୁବଳୀ ଫେମ ପ୍ରଭାସଙ୍କ ବହୁ ଚର୍ଚ୍ଚିତ ଆଦିପୁରୁଷ ଫିଲ୍ମର ଶୁଟିଂ ଶେଷ ହୋଇଛି । ନିର୍ଦ୍ଦେଶକ ଓମ ରାଉତ ଏହାର ଘୋଷଣା କରିବା ସହ ସମ୍ପୂର୍ଣ୍ଣ ଟିମ ସହ ଫଟୋ ଶେୟାର କରିଛନ୍ତି । ଆସନ୍ତା ବର୍ଷ ଅଗଷ୍ଟ ୨୨ରେ ଏହି ଫିଲ୍ମ ରିଲିଜ ହେବ । ପ୍ରଭାସଙ୍କ ସହ ସୈଫ ଅଲୀ ଖାଁ ଓ କ୍ରିତି ସାନନ…

୨୪ରୁ ଜୁନିଅର ହକି ବିଶ୍ୱକପ, ଭୁବନେଶ୍ୱରରେ ଭାରତୀୟ ହକି ଟିମ୍

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ମହାକୁମ୍ଭ। ନଭେମ୍ବର ୨୪ ତାରିଖରେ ରାଜଧାନୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜୁନିଅର ହକି ବିଶ୍ୱକପ ଆୟୋଜିତ ହେବ। ୧୬ ଟି ହକି ଟିମ ବିଶ୍ୱ କପରେ ଅଂଶଗ୍ରହଣ କରିବେ। ଏଥିପାଇଁ ଭାରତୀୟ ହକି ଟିମ ଭୁବନେଶ୍ୱରେ ପହଁଞ୍ଚି ସାରିଛନ୍ତି।…