Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ୱରର ବିଭିନ୍ନ ମିଠା ଦୋକାନରେ ବିଏମ୍‌ସିର ଚଢାଉ

ଭୁବନେଶ୍ୱର : ଭୁବନେଶ୍ୱରର ବିଭିନ୍ନ ମିଠା ଦୋକାନରେ ଆଜି ବିଏମ୍‌ସି ପକ୍ଷରୁ ଚଢାଉ କରାଯାଇଛି । ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ତିନୋଟି ଜୋନରେ ଚଢାଉ ଚାଲିଛି । ଦୀପାବଳିରେ ବିଭିନ୍ନ ମିଠା କୋକାନି ମାନେ ଭେରାଇଟି ମିଠା ପ୍ରସ୍ତୁତ କରି ଗ୍ରାହକ ମାନକୁ ବିକିବାରେ ଲାଗିଛନ୍ତି ।ଏହି…

ଚାରି ବନ୍ଧୁଙ୍କ ନିଆରା ଉଦ୍ୟମ “ଇମାଜିନ୍ କ୍ଲଥ୍‌ସ ବ୍ୟାଙ୍କ”

ବେଙ୍ଗାଳୁରୁ: ମହତ କଳ୍ପନା, ଅବିଶ୍ରାନ୍ତ ଚେଷ୍ଟା ଓ ୪ ବନ୍ଧୁଙ୍କ ଦୃଢ ଇକ୍ତାଶକ୍ତି ବଳରେ ଅଭାବୀ ଲୋକଙ୍କ ପାଇଁ ଖୋଲିଛି ଇମାଜିନ୍ କ୍ଲଥ୍ ବ୍ୟାଙ୍କ । ଏହି ବ୍ୟାଙ୍କରେ ଅଭାବୀ ତଥା ଗରିବ ଲୋକଙ୍କୁ କପଡା କିଣିବାକୁୁ ସୁଯୋଗ ମିଳିଥାଏ । ଯେ କେହି ବି ଏହି ବ୍ୟାଙ୍କରୁ ମାତ୍ର ୧ ଟଙ୍କା ବିନିମୟରେ…

କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ ରାଜସ୍ଥାନ ପ୍ୟାଲେସରେ କରିବେ ବିବାହ

ମୁମ୍ବାଇ : ବଲିଉଡରେ ବାଜିବ ଶାହାନାଇ। ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବିବାହକୁ ନେଇ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଗଲାଣି । ଶୁଣିବାକୁ ମିଳୁଛି ଯେ ଦୁହେଁ ଆସନ୍ତା ଡିସେମ୍ବର ୬ ରେ ବିବାହକରିବାକୁ ଯାଉଛନ୍ତିା କ୍ୟାଟ୍ରିନାଙ୍କ ଲେହେଙ୍ଗା ଡିଜାଇନ ଠାରୁ ଆରମ୍ଭ କରି…

ଆତ୍ମଘାତୀ ବିସ୍ଫୋରଣରେ ହକ୍କାନୀ ନେଟୱର୍କର ମୁଖ୍ୟ କମାଣ୍ଡରଙ୍କ ମୃତ୍ୟୁ

କାବୁଲ: କାବୁଲରେ ଏକ ଆତ୍ମଘାତୀ ବିସ୍ଫୋରଣରେ ପାକିସ୍ତାନ ସମର୍ଥୀତ ହକ୍କାନୀ ନେଟୱର୍କର ମୁଖ୍ୟ କମାଣ୍ଡର ହମଦୁଲ୍ଲା ମୁଖଲିସଙ୍କ ମୃତ୍ୟୁ ଘଟିଛି । ଆଫଗାନିସ୍ତାନକୁ ତାଲିବାନ କବଜାକୁ ନେବା ପରେ ହମଦୁଲ୍ଲା ରାଷ୍ଟ୍ରପତି ଅଶ୍ରଫ ଘନିଙ୍କ କାର୍ଯ୍ୟାଳୟ ବାହାରେ ଥିବା ରାସ୍ତାରେ ପ୍ରଥମ ବ୍ୟକ୍ତି…

ଅଯୋଧ୍ୟାରେ ଦୀପତ୍ସୋବ, ସନ୍ଧ୍ୟାରେ ଜଳିବ ୧୨ଲକ୍ଷ ଦୀପ

ଅଯୋଧ୍ୟା: ଆଜି ଅଯୋଧ୍ୟାରେ ଦୀପତ୍ସୋବ ଭାବେ ପରିଚିତ ଦୀପାବଳୀ ଉତ୍ସବର ଉଦଘାଟନ କରିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଭଗବାନ ରାମଙ୍କ ନଗରୀ ଅଯୋଧ୍ୟା ପୁଣି ଭକ୍ତିର ଶକ୍ତିରେ ଚମକି ଉଠୁଛି। କିଛି ବର୍ଷ ହେଲା ଦୀପାବଳି ଆସିଲେ ଏହି ଆଭା ଦେଖିବା ପାଇଁ ମିଳିଥାଏ। ଚଳିତବର୍ଷ ଦୀପାବଳିରେ…

ଆଜି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ, ମନ୍ତ୍ରୀ ଟୁକୁନି ସାହୁଙ୍କୁ ଡ଼ାକବଙ୍ଗଳାରେ ତାଲା ପକାଇଲେ କଂଗ୍ରେସ ଓ ବିଜେପି କର୍ମୀ

କୁଚିଣ୍ଡା: କଂଗ୍ରେସ ଓ ବିଜେପି ପକ୍ଷରୁ ଆଜି ୧୨ଘଣ୍ଟିଆ କୁଚିଣ୍ଡା ବନ୍ଦ। ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତବେଳେ ପ୍ରତିବାଦ କରୁଥିବା ବିଜେପି କର୍ମୀ ଓ କଂଗ୍ରେସ କର୍ମୀଙ୍କୁ ଗୋଡ଼େଇ ଗୋଡ଼େଇ ବିଜେଡ଼ି କର୍ମୀ ମାଡ଼ ମାରିଥିଲା। ପୋଲିସ ଘଟଣାସ୍ଥଳରେ ଥାଇ ମଧ୍ୟ ଏହାକୁ ଅଟକାଇପାରିନଥିବା…

ଟିକାକରଣକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୀକ୍ଷା ବୈଠକ

ଦିଲ୍ଲୀ: ଦେଶର ଟିକାକରଣ ନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା ବୈଠକ କରିବେ। ମଧ୍ୟାହ୍ନ ୧୨ଟାରେ ଏହି ବୈଠକ ହେବ। କମ୍ କୋଭିଡ଼-୧୯ ଟିକାକରଣ ପରିମାଣ ଥିବା ଜିଲ୍ଲାମାନଙ୍କ ସହ ଭର୍ଚୁଆଲ ସମୀକ୍ଷା ବୈଠକ କରିବେ ବୋଲି ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ…

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଅର୍ଚ୍ଚନା ଯୋଶୀଙ୍କୁ ଅତିରିକ୍ତ ଦାୟିତ୍ବ

ଭୁବନେଶ୍ବର : ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଅର୍ଚ୍ଚନା ଯୋଶୀଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ବ । ନିୟମିତ ମହାପ୍ରବନ୍ଧକଙ୍କ ଯୋଗଦାନ ପର୍ଯ୍ୟନ୍ତ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ଏହି ଅତିରିକ୍ତ ଦାୟିତ୍ବ ସମ୍ଭାଳିବେ ।…

୫୨୦୦ ସ୍କ୍ରିନରେ ରିଲିଜ ହେବ ସୂର୍ଯ୍ୟବଂଶୀ

ମୁମ୍ବାଇ: ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ ଅଭିନୀତ ସୂର୍ଯ୍ୟବଂଶୀ ବିଶ୍ୱରେ ୫୨୦୦ ସ୍କ୍ରିନରେ ରିଲିଜ ହେବ । ଏହି ଫିଲ୍ମରେ ରଣବୀରଙ୍କ ୮୩ ଫିଲ୍ମର ଟିଜର ରହିବ । ପ୍ରାପ୍ତ ଖବର ଅନୁସାରେ ଭାରତରେ ୪୦୦୦ ଓ ବିଦେଶରେ ଏହା ୧୨୫୦ ସ୍କ୍ରିନରେ ୧୦୦୦ ପ୍ରିଂଟ ସହ ରିଲିଜ ହେବ । ବକ୍ସ ଅଫିସରେ ଏହାର…

ସହିନପାରି ସେୟାର ବଜାରରେ କ୍ଷତି, ହତ୍ୟା ଅଭିଯୁକ୍ତ ସାଜିଲା ସାଧାରଣ ବ୍ୟକ୍ତି

ଭୁବନେଶ୍ୱର: ଶେୟାର ମାର୍କେଟରେ ଟଙ୍କା ବିନିଯୋଗ କଲେ ଉଭୟ କ୍ଷତି ଓ ଲାଭ ସହିବାକୁ ଧର୍ଯ୍ୟର ଆବଶ୍ୟକତା ରହିଛି । ହେଲେ କ୍ଷତି ସହିନପାରି ରାଜଧାନୀ ଭୁବନେଶ୍ୱରର ଜଣେ ବ୍ୟକ୍ତି ମାନସିକ ଭାରସାମ୍ୟ ହରାଇ ନିଜ ପରିବାର ଲୋକଙ୍କ ହତ୍ୟା ଅଭିଯୁକ୍ତ ସାଜିଛନ୍ତି । ପୋଲିସ ରିପୋର୍ଟ ଅନୁଯାୟୀ…