Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେଲେ ଆଦିତ୍ୟ କୁମାର ମହାପାତ୍ର

କଟକ: ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେଲେ ଆଦିତ୍ୟ କୁମାର ମହାପାତ୍ର। ଏନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ଏନେଇ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଆଦିତ୍ୟ ମହାପାତ୍ର ଓଡ଼ିଶା ହାଇକୋର୍ଟରେ ଦୀର୍ଘଦିନ…

ଶ୍ରୀନଗର–ସାରଜା ବିମାନକୁ ନିଜ ଆକାଶ ପଥରେ ଉଡାଇ ଦେବନାହିଁ କହିଲା ପାକିସ୍ତାନ

ଦିଲ୍ଲୀ : ପୁଣି ସାମ୍ନାକୁ ଆସିଲା ପାକିସ୍ତାନର ଚତୁରତା । ପାକିସ୍ତାନ ଶ୍ରୀନଗର–ସାରଜା ବିମାନକୁ ନିଜ ଆକାଶ ପଥରେ ଉଡାଇ ଦେବା ନାହିଁ ବୋଲି କହିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମାଧ୍ୟମରେ ଏହି ଖବର ସାମ୍ନାକୁ ଆସିଛି। ଦୀର୍ଘ ୧୧ ବର୍ଷ ପରେ ଜମ୍ମୁ…

ସରିଲା ଶୁଭ ମହୁରତ, ଆସୁଛି ନୂଆ ଫିଲ୍ମ “ଫେରିଲେ ମୁଁ ତୁମର”

ଭୁବନେଶ୍ୱର: ଓଲିଉଡରେ ଗୋଟିଏ ପରେ ଗୋଟିଏ ଫିଲ୍ମ ପାଇପ୍ ଲାଇନରେ ରହିଛି । ଏହି ଧାରାରେ ସାମିଲ ହୋଇଛି ବବି ମିଶ୍ରଙ୍କ ପ୍ରଯୋଜିତ ଫିଲ୍ମ ଫେରିଲେ ମୁଁ ତୁମର । ଆଜି ଭୁବନେଶ୍ୱରରେ ଏହି ଫିଲ୍ମର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଶୁଭ ମହୁରତ ଅବସରରେ ଫିଲ୍ମର ଷ୍ଟାରକାଷ୍ଟଙ୍କଠାରୁ ଆରମ୍ଭ…

ଆଇଏସଏଲ ୨୦୨୧ ପାଇଁ ଦଳ ଘୋଷଣା କଲା ଓଡିଶା ଏଫସି

ଭୁବନେଶ୍ୱର: ଓଡିଶା ଏଫସି ଇଣ୍ଡିଆନ ସୁପର ଲିଗ ଫୁଟବଲର ୨୦୨୧-୨୨ ସଂସ୍କରଣ ପାଇଁ ଆଜି ବିଧିବଦ୍ଧ ଭାବେ ଦଳ ଘୋଷଣା କରିଛି । ନଭେମ୍ବର ୨୪ରେ ଭାସ୍କୋର ତିଳକମୈଦାନରେ ବେଙ୍ଗାଲୁରୁ ଏଫସି ବିପକ୍ଷରେ ଓଡିଶା ଏଫସି ତାର ଅଭିଯାନ ଆରମ୍ଭ କରିବ । ଏହି ସିଜନ ପାଇଁ ଭିନିତ ରାୟ, ଭିକ୍ଟର ମୋଙ୍ଗଲି ଓ…

ମୁମ୍ବାଇରେ ଲକଜୁରିଅସ୍ ଆପାର୍ଟମେଣ୍ଟରେ ରହୁଛନ୍ତି ମାଧୁରୀ ଦିକ୍ଷୀତ ,ଘର ଭଡା ଦେଉଛନ୍ତି ୧୨ ଲକ୍ଷ

ମୁମ୍ବାଇ : ବଲିଉଡ୍ ଧକ୍ ଧକ୍ ଗର୍ଲ ମାଧୁରୀ ଦିକ୍ଷୀତ ସବୁବେଳେ ଲକଜୁରିଅସ୍ ଲାଇଫକୁ ନେଇ ଚର୍ଚ୍ଚାରେ ଥାନ୍ତି । ମୁମ୍ବାଇରେ ଏକ ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟରେ ରହୁଛନ୍ତି ବଲିଉଡ୍ ବିୟୁଟି ମାଧୁରୀ ଦିକ୍ଷୀତ। ଏହି ଆପାର୍ଟମେଣ୍ଟ ପାଇଁ ମାଧୁରୀ ୧୨ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଘର ଭଡା…

ବାଣ ଭିଡ଼ୁଥିବାବେଳେ ବିସ୍ଫୋରଣ, ୩ଗୁରୁତର

କଟକ: କଟକ ଆଠଗଡ଼ ତିଗିରିଆ ଅଞ୍ଚଳରେ ଘଟିଛି ଦୁଃଖଦ ଘଟଣା। ବାଣ ଭିଡ଼ୁଥିବାବେଳେ ଘଟିଲା ବିସ୍ଫୋରଣ। ଏଥିରେ ୩ଜଣ ଗୁରୁତର ହୋଇଛନ୍ତି। ଦୀପାବଳି ପୂର୍ବରୁ ଘଟିଛି ବଡ଼ ଧରଣର ଅଘଟଣ। ସୂଚନା ଅନୁସାରେ, କଟକ ଜିଲ୍ଲା ତିଗିରିଆ ବାଣେଶ୍ୱରପଡ଼ା ଗାଁର ଧୀର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ନିଜ ଘରେ ବାଣ…

ଦୀପାବଳି ପାଇଁ କଟକଣା, ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଲାଗୁହେବ

ପୁରୀ : ଦୀପାବଳି ପାଇଁ ଶ୍ରୀମନ୍ଦିରରେ କଟକଣା । ଆସନ୍ତା କାଲି ଦୀପାବଳୀ ଏନେଇ ସିଂହଦ୍ୱାର ଓ ଏହାର ଚତୁଃପାର୍ଶ୍ବରେ ଜନ ସମାଗମ ଉପରେ ୧୪୪ ଧାରା ଜାରି କରାଯାଇଛି । ।ଦୀପାବଳୀ ଉପଲକ୍ଷେ ପର୍ଯ୍ୟଟକଙ୍କ ଭିଡ ଓ ଗୟା ଶ୍ରାଦ୍ଧ ଦେବା ପାଇଁ ଶ୍ରଦ୍ଧାଳୁ ଭିଡ ଜମିବାର ଆଶଙ୍କା ନେଇ ପ୍ରଶାସନ ଏଭଳି…

ଖଲ୍ଲିକୋଟ ପୋଲିସ ପକ୍ଷରୁ ଚଢ଼ାଉ: ବେଆଇନ ବାଣ ଜବତ ସହ ୩ଗିରଫ

ଖଲ୍ଲିକୋଟ: ଦୀପାବଳି ପୂର୍ବରୁ ଖଲ୍ଲିକୋଟ ପୋଲିସ ପକ୍ଷରୁ ଚଢ଼ାଉ। ଚଢ଼ାଉବେଳେ ୪୦ହଜାରରୁ ଅଧିକ ଟଙ୍କାର ବାଣ ଜବତ କରାଯାଇଛି। ଏହା ସହ ୩ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଖଲ୍ଲିକୋଟ ପୋଲିସ ପକ୍ଷରୁ ତିନୋଟି ଟିମ ଶ୍ୟାମସୁନ୍ଦରପୁର, କେଶପୁର ଛକ ଓ…

[ଭିଡିଓ] ଆରତୀଙ୍କୁ ପାଠ ପଢାଇବେ ଅନୁପମ ଖେର, ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର: ଅନୁପମ ଖେର, ଏମିତି ଜଣେ ଅଭିନେତା ଯିଏ କି ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ନିକଟରେ ଅନୁପମ ସେୟାର କରିଥିବା ଏକ ଭିଡିଓକୁ ବହୁ ସଂଖ୍ୟାର ଲୋକେ ତାରିଫ କରିଛନ୍ତି । ତେବେ ଏହି ଭିଡିଓ ପଛର ଘଟଣା ଅନେକଙ୍କୁ ଚକିତ କରିଛି ।ନିକଟରେ ଅନୁପମ କାଠମାଣ୍ଡୁ…

ଦୀପାବଳିରେ ୧୦କ୍ୱିଣ୍ଟାଲ ଫୁଲରେ ସଜେଇ ହେଲା ବଦ୍ରିନାଥ ମନ୍ଦିର

ଉତ୍ତରାଖଣ୍ଡ: ଦିପାବଳୀ ଅବସରରେ ବଦ୍ରିନାଥ ଧାମରେ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି। ଉତ୍ତରାଖଣ୍ଡର ବଦ୍ରିନାଥ ମନ୍ଦିରକୁ ଫୁଲରେ ସଜା ହୋଇଛି। ୧୦କ୍ୱିଣ୍ଟାଲ ଫୁଲରେ ସଜେଇ ହୋଇଛି ବାବାଙ୍କ ମନ୍ଦିର। ଦୀପାବଳି ଅବସରରେ ମନ୍ଦିରରେ ସ୍ୱତନ୍ତ୍ର ରିତୀନୀତି କରାଯାଉଛି। ପ୍ରତିବର୍ଷ ଦୀପାବଳିରେ…