Latest Odisha News

BREAKING NEWS

Browsing Category

ଫିଚର

ହାଓ୍ବଡା ଓ ଭଦ୍ରକ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ରେଳ ଯାତ୍ରୀଙ୍କ ସୁବିଧାଜନକ ଯାତ୍ରା ହାଓ୍ବଡ଼ା ଓ ଭଦ୍ରକ ମଧ୍ୟରେ ଆସନ୍ତାକାଲି ଠାରୁ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍ । ଏନେଇ ନିଷ୍ପତ୍ତି ନେଇଛି ରେଳବାଇ । ୦୮୦୪୩ ହାଓ୍ବଡ଼ା ଓ ଭଦ୍ରକ ସ୍ପେଶାଲ ଆସନ୍ତାକାଲି ଠାରୁ ହାଓ୍ବଡାରୁ ଅପରାହ୍ନ ୩ଟା ୪୦ରେ ଛାଡି ଭଦ୍ରକରେ ରାତି ୧୦ଟା…

[ଭିଡିଓ] ବଲିଉଡରୁ ବଙ୍ଗଳାଦେଶ ଯିବେ ରାନୁ ମଣ୍ଡଳ

ଭୁବନେଶ୍ୱର: ସାରା ଭାରତ ଟି୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ ଚିନ୍ତାରେ ପଡିଛନ୍ତି । ସେପଟେ ରାନୁ ମଣ୍ଡଳ ବଲିଉଡ ଛାଡି ବଙ୍ଗଳାଦେଶୀ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଡିଆଁ ମାରିଲେଣି । ପଢି ହଜମ ଓ ଶୁଣି ଅବିଶ୍ୱାସ ଲାଗୁଥିଲେ ଏହି ଖବର ଶତପ୍ରତିଶତ ସତ । ଖୁବଶୀଘ୍ର ରାନୁ ମଣ୍ଡଳ…

୨୪ ବର୍ଷ ପରେ ପାକିସ୍ତାନ ଗସ୍ତରେ ଯିବ ଅଷ୍ଟ୍ରେଲିଆ କ୍ରିକେଟ ଟିମ

ଲାହୋର: ଦୀର୍ଘ ୨୪ ବର୍ଷ ପରେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପାକିସ୍ତାନ ଗସ୍ତରେ ଯିବ । ସୋମବାର ପାକିସ୍ତାନ କ୍ରିକେଟ ବୋର୍ଡ ଏ ନେଇ ସୂଚନା ଦେଇଛି । ଏଠାରେ ଅଷ୍ଟ୍ରେଲିଆ ୩ଟି ଟେଷ୍ଟ, ୩ଟି ଏକ ଦିବସୀୟ ଓ ୩ଟି ଟି୨୦ ମ୍ୟାଚ ଖେଳିବ । ୩ ମାର୍ଚ୍ଚରୁ ଏହି ସିରିଜ ଆରମ୍ଭ ହେବ । ପିସିବି…

ଭୁବନେଶ୍ୱର ବିମାନ ବନ୍ଦରରେ ଏରୋବ୍ରିଜ ଉଦଘାଟନ କଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ଏରୋବ୍ରିଜ ଉଦଘାଟନ । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ସାଂସଦ  ଅପରାଜିତା ଷଡଙ୍ଗୀ ଏରୋବ୍ରିଜ ଉଦଘାଟନ କରିଛନ୍ତି । ଆନ୍ତର୍ଜାତୀୟ ବିମାନ ବନ୍ଦରରେ ୫ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୨ ଟି ଏରୋବ୍ରିଜ ନିର୍ମାଣ ହୋଇଛି। ଏହି ବ୍ରିଜ…

ତେଜିଲା ଦିବ୍ୟଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ, ୧୨ରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ତେଜୁଛି ଆନ୍ଦୋଳନ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ହେଲେ ବିରୋଧୀଙ୍କୁ ଆହୁରି ଖୋରାକ ଯୋଗାଇଛି କଳାହାଣ୍ଡି ଗସ୍ତରେ ଦିବ୍ୟଶଙ୍କରଙ୍କୁ ପାଖରେ ବସାଇ ମୁଖ୍ୟମନ୍ତ୍ରୀ…

ନୂଆପଡ଼ାରେ ଭର୍ଚ୍ୟୁଆଲରେ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ,୪୮୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ

ନୂଆପଡ଼ା :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡ଼ା ଜିଲ୍ଲାରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି। ଭର୍ଚ୍ୟୁଆଲ୍ ମାଧ୍ୟମରେ ସଦର ମିନି ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପ୍ରାୟ ୧ଲକ୍ଷ ୭୩ ହଜାର ଲୋକ ଏହି ସୁବିଧା…

ଆସନ୍ତାକାଲି ନବୀନ-ଜଗନମୋହନ ଆଲୋଚନା

ଭୁବନେଶ୍ବର : ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ । ଏହି ଅବସରରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନ ହେବ । ଦୁଇ…

୪ ଦିନରେ ରଜନୀକାନ୍ତଙ୍କ ଅନ୍ନାଥେ କଲେକ୍ସନ କଲାଣି ୧୭୪ କୋଟି !

ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ନୂତନ ଫିଲ୍ମ ଅନ୍ନାଥେ ବକ୍ସ ଅଫିସରେ ଝଡ ସୃଷ୍ଟି କରିଛି । ରିଲିଜର ୪ ଦିନ ମଧ୍ୟରେ ଏହି ଫିଲ୍ମ ୱାର୍ଲ୍ଡୱାଇଡ ୧୭୪ କୋଟି ଟଙ୍କା ଆୟ କରି ସାରିଛି । ଦକ୍ଷିଣ ଭାରତର ଅଧିକାଂଶ ହଲରେ ଏହା ହାଉସଫୁଲ ଚାଲିଛି । ୧୦୦ କୋଟିରୁ ଅଧିକ ଆୟ କରିବାରେ ଏହା…

ନଭେମ୍ବର ୨୯ରୁ ଡିସେମ୍ବର ୨୩ ଯାଏଁ ସଂସଦରେ ଶୀତ ଅଧିବେସନ ଚାଲିବ

ଦିଲ୍ଲୀ: ସଂସଦରେ ଆରମ୍ଭ ହେବ ଶୀତକାଳୀନ ଅଧିବେସନ । ଏହି ଅଧିବେସନ ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେସନରେ ୨୦ ଟି କାର୍ଯ୍ୟଦିବସ ରହିବ ବୋଲି ଜଣାପଡ଼ିଛି ।ଏଥିପାଇଁ କ୍ୟାବିନେଟ କମିଟି ସୁପାରିଶ କରିଛି।ଏଥର କୋଭିଡ କଟକଣା ଅନୁସାରେ…

ଦେଶରେ ବିମୁଦ୍ରାକରଣକୁ ପୂରିଲା ୫ ବର୍ଷ

ନୂଆଦିଲ୍ଲୀ : ଦେଶରେ ବିମୁଦ୍ରାକରଣକୁ ପୂରିଛି ୫ ବର୍ଷ । ଗତ ୨୦୧୬ ନଭେମ୍ବର ୮ ତାରିଖରେ ୫୦୦ ଓ ହଜାର ଟଙ୍କିଆ ନୋଟକୁ ଅଚଳ କରିଥିଲେ କେନ୍ଦ୍ର ସରକାର । ଦେଶରୁ କଳାଟଙ୍କା ହଟାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ବିମୁଦ୍ରାକରଣ ପାଇଁ ନିଷ୍ପତ୍ତି ନେଇଥିଲେ । ହେଲେ ଏହି ପଦକ୍ଷେପ ଯୋଗୁ ବିଶେଷ…