Latest Odisha News

BREAKING NEWS

Browsing Category

ଫିଚର

ପାରାଦୀପ ପୋର୍ଟ ଟ୍ରଷ୍ଟ ଓ ଏମସିଏଲର କାର୍ଯ୍ୟଧାରା ସହ ପ୍ରକଳ୍ପର ସମୀକ୍ଷା କଲେ କୋଇଲା ଓ ଖଣିମନ୍ତ୍ରୀ

ଭୁବନେଶ୍ବର : ପାରାଦୀପ ପୋର୍ଟ ଟ୍ରଷ୍ଟ ଓ ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡର ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟଧାରା ସମୀକ୍ଷା କରିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପାରାଦୀପ ବନ୍ଦର ଏବଂ ଏମସିଏଲର ହିଙ୍ଗୁଳା କୋଇଲା ଖଣି କ୍ଷେତ୍ର ପରିଦର୍ଶନ କରି…

ବିଜେଡିରୁ ନିଲମ୍ବିତ ହେଲେ ଶୈଳେଶ ଦାନି

ଭୁବନେଶ୍ବର : ବିଜେଡିରୁ ନିଲମ୍ବିତ ହେଲେ ଶୈଳେଶ ଦାନି । ତାଙ୍କ ଦଳରୁ ଆଜି ନିଲମ୍ବିତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ତଥା ସରକାରୀ ଦଳ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । ବିଜେଡି ରାଜ୍ୟ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଉଥିଲେ ଶୈଳଶ ଦାନି । ଶୈଳଶ…

ଯମଜ ସନ୍ତାନର ବାପା ହେଲେ କାର୍ତିକ

ମୁମ୍ବାଇ: କ୍ରିକେଟର ଦୀନେଶ କାର୍ତିକ ଆଜି ଯମଜ ସନ୍ତାନର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପତ୍ନୀ ତଥା ଷ୍ଟାର ସ୍କ୍ୱାଶ ଖେଳାଳି ଦୀପିକା ପାଲିକଲ ଏହି ୨ଟି ସନ୍ତାନର ଜନନୀ ହୋଇଛନ୍ତି । ଉଭୟ ଦୀନେଶ ଏବଂ ଦୀପିକା ସୋସିଆଲ ସାଇଟରେ ଏହାର ଫଟୋ ଶେୟାର କରିଛନ୍ତି । କାର୍ତିକ ଲେଖିଛନ୍ତି…

ପାଟକୁରା ନୂଆପଡ଼ାରେ ଗ୍ୟାଙ୍ଗ ଓ୍ବାର, ଜଣେ ମୃତ

ପାଟକୁରା : ପାଟକୁରା ଥାନା ପଦ୍ମପୁର ପଞ୍ଚାୟତ ନୂଆପଡ଼ାରେ ଗ୍ୟାଙ୍ଗଷ୍ଟରଙ୍କ ଆତଙ୍କ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗ୍ୟାଙ୍ଗଷ୍ଟର ବିଭୁ ସାହୁ । ମୃତ ବିଭୁ ସାହୁର ଘର ବେରୁହାଁ ପଞ୍ଚାୟତ ହଳଦିଆ ଗାଁରେ । ସେ ଏକାଧିକ ମାମଲାରେ ସଂପୃକ୍ତ ଥିଲା ।…

ଇଶା ଅମ୍ବାନିଙ୍କୁ ‘ସ୍ମିଥ୍ସୋନିୟନ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ୍ ଆର୍ଟ’ ବୋର୍ଡରେ ନିଯୁକ୍ତି

ଭୁବନେଶ୍ବର : ଆମେରିକାର ଓ୍ୱାସିଂଟନ ଡିସି ସ୍ଥିତ ସ୍ମିଥ୍ସୋନିୟନ୍ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ୍ ଆର୍ଟ ବୋର୍ଡରେ ଇଶା ଅମ୍ବାନିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେ ହେଉଛନ୍ତି ବୋର୍ଡର ସବୁଠୁ କମ୍ ବୟସର ସଦସ୍ୟା । ଚାରି ବର୍ଷ ଅବଧି ପାଇଁ ତାଙ୍କୁ ବୋର୍ଡରେ ନିଯୁକ୍ତି ମିଳିଛି ।…

ଆଇଏସଏଲ: ପ୍ରଥମ ବନ୍ଧୁତ୍ୱପୂର୍ଣ୍ଣ ମୁକାବିଲାରେ ଚେନ୍ନାୟିନକୁ ହରାଇଲା ଓଡିଶା ଏଫସି

ଭୁବନେଶ୍ୱର: ଓଡିଶା ଏଫସି ଆଗାମୀ ଆଇଏସଲ ମୁକାବିଲା ପୂର୍ବରୁ ଉଟୋର୍ଡାରେ ଅନୁଷ୍ଠିତ ବନ୍ଧୁତ୍ୱପୂର୍ଣ୍ଣ ମୁକାବିଲାରେ ଚେନ୍ନାୟିନ ଏଫସିକୁ ପରାସ୍ତ କରିଛି । ଦଳର ଷ୍ଟାର ଖେଳାଳି ଜାଭି ହର୍ଣ୍ଣାଡେଜ ଓ ଭିକ୍ଟର ମୋଙ୍ଗିଲ ଓଡିଶା ପାଇଁ ୨ଟି ଯାକ ଗୋଲ ସ୍କୋର କରିଥିଲେ । ପ୍ରଥମରୁ ଆକ୍ରମଣାତ୍ମକ…

ଆର୍ଯ୍ୟନଙ୍କ ଜାମିନ ପରେ ମଲିକ କହିଲେ ପିକ୍‌ଚର ଅବ ବାକି ହୈ ମେରେ ଦୋସ୍ତ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ କେସରେ ଆର୍ଯ୍ୟନ ଖାଁଙ୍କୁ ଆଜି ଜାମିନ ମିଳିଛି । ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲିକ ଏହା ପରେ ଟୁଇଟ କରିଛନ୍ତି ପିକ୍‌ଚର ଅବ ବାକି ହୈ ମେରେ ଦୋସ୍ତ । ଏହା ସେ ପରୋକ୍ଷରେ ଏନସିବି ଅଧିକାରୀ ସମୀର ୱାଙ୍ଖେଡଙ୍କୁ ଟାର୍ଗେଟ କରି ଲେଖିଥିବା ଅନୁମାନ…

ସମ୍ମୁଖକୁ ଆସିଲା ଆଇପିଏଲ ୨୦୨୨ ପାଇଁ ରିଟେନଶନ ନିୟମ

ମୁମ୍ବାଇ: ଆଇପିଏଲ ୨୦୨୨ ପାଇଁ ହେବାକୁ ଥିବା ମେଗା ନିଲାମ ପ୍ରକ୍ରିୟା ପୂର୍ବରୁ ନୂତନ ରିଟେନଶନ ନିୟମ ସମ୍ମୁଖକୁ ଆସିଛି । ତେବେ ବିଧିବଦ୍ଧ ଭାବେ ଏହାର ଘୋଷଣା କରାଯାଇ ନାହିଁ । କ୍ରିକଇନଫୋରେ ପ୍ରକାଶିତ ଖବର ଅନୁସାରେ ପୁରୁଣା ୮ଟି ଟିମ ଅତିବେଶୀରେ ୪ଟି ଖେଳାଳି ରିଟେନ କରିପାରିବେ । ଏହା…

ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଦକ୍ଷତା ବିକାଶ ପ୍ରକଳ୍ପ ପାଇଁ ବୁଝାମଣା ସ୍ବାକ୍ଷର

ଭୁବନେଶ୍ବର : ମହାନଦୀ କୋଲ୍ ଫିଲ୍ଡ ଓ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍‌ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ମଧ୍ୟରେ ସ୍ବାକ୍ଷରିତ ହୋଇଛଇ ଏମଓୟୁ । ସିଏସ୍‌ଆର୍ ପଦକ୍ଷେପ ଅନୁଯାୟୀ ଖଣି ଅଞ୍ଚଳର ପାରିପାର୍ଶ୍ବିକ ଗ୍ରାମର ଯୁବକଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ ପାଇଁ…

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା, ଶେଷରେ ଆର୍ଯ୍ୟନ୍ ଖାନଙ୍କୁ ମିଳିଲା ଜାମିନ

ମୁମ୍ବାଇ : ବହୁଚର୍ଚ୍ଚିତ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଶେଷରେ ଆର୍ଯ୍ୟନ ଖାନଙ୍କୁ ମିଳିଲା ଜାମିନ । ତର୍କ ବିତର୍କ ପରେ ଶେଷରେ ଆର୍ଯ୍ୟନଙ୍କ ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ । ୨୬ ଦିନ ଧରି ପୋଲିସ ହେପାଜତରେ ରହିବା ପରେ ଆଶ୍ବସ୍ଥ ହୋଇଛନ୍ତି ଆର୍ଯ୍ୟନ । ଆର୍ଯ୍ୟନଙ୍କ ସହ…